ସାହିତ୍ୟ ଓ ଅର୍ଥନୀତି
ମଣୀନ୍ଦ୍ର କୁମାର ମେହେର ୧୯୪୭ ରୁ ଆଜିପର୍ଯ୍ୟନ୍ତ ଯଦି ଆମେ କୌଣସି ଅର୍ଥନୀତି ବିଶାରଦଙ୍କ ଦୃଷ୍ଟି ନେଇ ନୁହେଁ, ସାଧାରଣ ବିବେଚନା ଶକ୍ତିସମ୍ପନ୍ନ ମଣିଷ ହିସାବରେ ବିଚାର କରିବା ତେବେ ଏକଥା ଉପଲବ୍ଧି କରିବା ପାଇଁ ବିଳମ୍ବ ହେବ ନାହିଁ…
ଗର୍ଭପାତ ଅବୈଧ
ଆମେରିକାର ମହିଳାମାନେ ଏବେ ଗର୍ଭପାତ ଅଧିକାର ହରାଇବାକୁ ବସିଲେଣି। ଅର୍ଦ୍ଧଶତାବ୍ଦୀ ତଳର ପୁରୁଣା ‘ରୋ ବାନାମ ଓ୍ବେଡ୍’ ନିଷ୍ପତ୍ତିକୁ ଓଲଟାଇ ଆମେରିକା ସୁପ୍ରିମକୋର୍ଟ ୨୪ ଜୁନ୍ରେ ଗର୍ଭପାତ ସଂକ୍ରାନ୍ତ ମହିଳାଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁଣ୍ଣ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଜେନ୍ ରୋ…
ଆମ ଅଧିକାର ଓ ନ୍ୟାୟିକ ବ୍ୟବସ୍ଥା
ଆମ ସୁପ୍ରିମକୋର୍ଟ ବିଚାରପତିମାନଙ୍କ ମଧ୍ୟରୁ ଜଣେ ବିଦେଶରେ ବକ୍ତବ୍ୟ ପ୍ରଦାନ କରିବା ସମୟରେ ଆଶ୍ଚର୍ଯ୍ୟଜନକ ବିଷୟ ଉପସ୍ଥାପନ କରିଥିଲେ। ଏକ ଲିଗାଲ ଓ୍ବେବ୍ସାଇଟ ତାଙ୍କ ବକ୍ତବ୍ୟକୁ ପ୍ରସାର କରିଥିଲା। ବିଚାରପତି (ଯାହାଙ୍କ ନାମ ପ୍ରକାଶ କରାଯାଉନାହିଁ) କହିଥିଲେ ଯେ, ଦେଶରେ ବିବାଦୀୟ…
ବରିଷ୍ଠଙ୍କ ପରାମର୍ଶଦାତ୍ରୀ
ବିଶ୍ୱବ୍ୟାପୀ ଅନ୍ୟତମ ସାମାଜିକ ସମସ୍ୟା ଭାବେ ବୟସ୍କଙ୍କ ପ୍ରତି ହତାଦର ବଢ଼ିଥିବା ଲକ୍ଷ୍ୟ କରାଯାଉଛି। ଜୀବନସାରା ପିଲାମାନଙ୍କ ପାଇଁ ପରିଶ୍ରମ କରି ସେମାନଙ୍କୁ ଭଲରେ ରଖିବାକୁ ଅହରହ ଉଦ୍ୟମରତ ବ୍ୟକ୍ତି ଜୀବନର ସାୟାହ୍ନରେ ପହଞ୍ଚତ୍ଲା ବେଳେ ଯଦି ଅସ୍ବାଭାବିକତାର ସମ୍ମୁଖୀନ ହୁଅନ୍ତି,…
ଐରାବତର ଆର୍ତ୍ତନାଦ
ସ୍ଥଳଭାଗର ବୃହତ୍ତମ ଜୀବ ତଥା ଐତିହ୍ୟ ପ୍ରାଣୀ ହାତୀ ବା ହସ୍ତୀ ବଂଶର ଜୀବନ ଆଜି ସଙ୍କଟାପନ୍ନ। ରାଜ୍ୟରେ ଗତ ଅଢ଼େଇ ବର୍ଷରେ ଅର୍ଥାତ୍ ୨୦୨୦ ବର୍ଷ ଆରମ୍ଭରୁ ଏପର୍ଯ୍ୟନ୍ତ ୧୭୫ ହାତୀଙ୍କ ମୃତ୍ୟୁ ଘଟିଲାଣି। ଅର୍ଥାତ୍ ପ୍ରତି ୫ ଦିନରେ…
ଏଇ ଭାରତରେ
ଫାଇନାନ୍ସ ସମ୍ପର୍କରେ ଶିକ୍ଷା କରିବା ଲାଗି ୫ମ ଶ୍ରେଣୀର ପିଲାମାନେ ଏକ ନିଜସ୍ବ ବ୍ୟାଙ୍କ ଚଳାଇବା କିଛି କମ୍ କଥା ନୁହେଁ। ଏଭଳି ଏକ ବ୍ୟାଙ୍କ ଖୋଲାଯାଇଛି କର୍ନାଟକ ମୁଲର୍ର ଏକ ସରକାରୀ ସ୍କୁଲରେ। ଏହି ବ୍ୟାଙ୍କ ସ୍କୁଲ ଶିକ୍ଷକ ସି.ଏସ୍…
ଏଇ ଭାରତରେ
ପ୍ରାର୍ଥୀ ଯୋଗ୍ୟ ହେବା ପରେ ଚାକିରି ପାଇବାକୁ ଚାଲିଗଲା ଦୁଇ ଦଶନ୍ଧିରୁ ଅଧିକ ସମୟ। ଏମିତି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାରେ। ଉକ୍ତ ଜିଲା ଅନ୍ତର୍ଗତ ସିଦ୍ଧି ଗାଁର ବ୍ୟକ୍ତି କେଦାରେଶ୍ୱର ରାଓ ୧୯୯୮ରେ ଡିଷ୍ଟ୍ରିକ୍ଟ…
ବୃକ୍ଷର ଦାନ
ଡ. ଅଜୟ କୁମାର ପାତ୍ର ଥରେ ଦେଶର ଜନକ ମହାତ୍ମା ଗାନ୍ଧୀ ଲୋଭାନ୍ବିତ ମଣିଷର କାର୍ଯ୍ୟ ପ୍ରଣାଳୀରେ ବ୍ୟଥିତ ହୋଇ କହିଥିଲେ, ”ଆମର କ୍ଷୁଧା ଦୂର କରିବାପାଇଁ ଏ ପୃଥିବୀ ସର୍ବଶ୍ରେଷ୍ଠ ସ୍ଥଳ। ଆଗାମୀ ସହସ୍ର ବର୍ଷ ପର୍ଯ୍ୟନ୍ତ କ୍ଷୁଧା…
ବେକାରି ଓ ଅଗ୍ନିପଥ
କିଶୋର ଜେନା ଭାରତ ସାରା ବ୍ୟାପିଚାଲିଛି ସଶସ୍ତ୍ର ବାହିନୀର ଏହି ନୂତନ କର୍ମସଂସ୍ଥାନ ଯୋଜନା ‘ଅଗ୍ନିପଥ’ ବିରୋଧୀ ଆନ୍ଦୋଳନ। ୨୨୫ ବର୍ଷର ପୁରୁଣା ନିଯୁକ୍ତି ପରମ୍ପରାକୁ ଭାଙ୍ଗି ଏହି ‘ଅଗ୍ନିପଥ’ ଯୋଜନା ଲାଗୁ କରିବା ଠିକ୍ ପୂର୍ବର ବିମୁଦ୍ରୀକରଣ, ନାଗରିକତ୍ୱ…
ଧାମିଙ୍କ ଦାବି
ଉତ୍ତରାଖଣ୍ଡରେ ଆଇଏଏସ୍ ଅଧିକାରୀଙ୍କ ଅଭାବ ଲାଗି ରହିଛି। ରାଜ୍ୟରେ ଆଇଏଏସ୍ ଅଧିକାରୀଙ୍କ ନିର୍ଦ୍ଧାରିତ ତଥା ଅନୁମୋଦିତ ସଂଖ୍ୟା ୧୨୦ ରହିଛି। କିନ୍ତୁ ବର୍ତ୍ତମାନ ରାଜ୍ୟ ସରକାରଙ୍କୁ ୭୬ ଆଇଏଏସ୍ ଅଧିକାରୀଙ୍କୁ ନେଇ କାମ କରିବାକୁ ପଡ଼ୁଛି। ଏମାନଙ୍କ ମଧ୍ୟରୁ ୭ ଜଣ…
ଏଇ ଭାରତରେ
ଜଣେ ପୋଲିସ ଅଧିକାରୀ ଚାକିରି ଛାଡ଼ି ଚନ୍ଦନ ଚାଷକୁ ଆପଣାଇ ଏବେ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ଅନ୍ୟ କୃଷକମାନଙ୍କୁ ସଶକ୍ତ କରିବାରେ ଲାଗିଛନ୍ତି। ଏହି ପୋଲିସ ଅଧିକାରୀ ଜଣକ ହେଉଛନ୍ତି ଉତ୍ତରପ୍ରଦେଶର ଉକତ୍ୃଷ୍ଟ ପାଣ୍ଡେ। ସେ ଆସିଷ୍ଟାଣ୍ଟ କମାଣ୍ଡର…
ସାମ୍ପ୍ରତିକ ସୋସିଆଲ୍ ମିଡିଆ
ଡ. ମୌସୁମୀ ପରିଡ଼ା ଆମେ ଯେଉଁ ସମାଜରେ ଆଜିକାଲି ବଞ୍ଚତ୍ଛୁ ସେଠାରେ କୌଣସି କଥା ଆଉ ଗୋପନୀୟ ହୋଇ ରହିନାହିଁ। କୌଣସି ଘଟଣାର ସତ୍ୟାସତ୍ୟ ଉପରେ ପୂର୍ଣ୍ଣ ବିଶ୍ୱାସ କରିହେଉ ନାହିଁ। ସକାଳୁ ରାତିଯାଏ କୃତ୍ରିମତା ଭିତରେ ଛନ୍ଦି ହେଉଛନ୍ତି ସମସ୍ତେ।…
Archives


