ସମ୍ପାଦକୀୟ

ଏଲନ ମସ୍କ ଓ ଟୁଇଟର

ଜାସନ ଷ୍ଟାନ୍‌ଲେ   ଏଲନ ମସ୍କ କାହିଁକି ଟୁଇଟର କିଣିଲେ? ଏଭଳି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ,ବାକ୍‌ ସ୍ବାଧୀନତା ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ସେ ଏହାକୁ କିଣିଛନ୍ତି। ପ୍ରଶ୍ନଟି ଜନମାନସରୁ ଦୂର ହେବ ନାହିଁ, କାରଣ ଏଭଳି ଉତ୍ତର…

ଏଇ ଭାରତରେ

ଉତ୍ତରଭାରତରେ ଗହମ ଓ ଧାନ ଖୁଣ୍ଟା ପୋଡ଼ି ଯୋଗୁ ବାୟ ପ୍ରଦୂଷଣ ହେଉଛି ଓ ସ୍ୱାସ୍ଥ୍ୟକୁ ଅତ୍ୟଧିକ ପ୍ରଭାବିତ କରୁଛି। ଏହାକୁ ରୋକିବା ଲାଗି ସରକାରଙ୍କ ପ୍ରୟାସରେ ଆଖିଦୃଶିଆ ସଫଳତା ମିଳିପାରୁ ନ ଥିବାବେଳେ ଖୁଣ୍ଟାରୁ ଇଟା ତିଆରି କରି ଏକ…

ଚାରଣଭୂମି ଓ ଚାରା ସଙ୍କଟ

ଇପ୍ସିତା ମହାନ୍ତି   ନିକଟରେ ପଶୁଖାଦ୍ୟ (ଚାରା) ଅଭାବ ଏବଂ ଲାମ୍ପି ନାମକ ଚର୍ମରୋଗ ଦ୍ୱାରା ଦେଶର ପ୍ରାୟ ୧୫ଟି ରାଜ୍ୟର ୨୦ଲକ୍ଷରୁ ଊର୍ଦ୍ଧ୍ୱ ପ୍ରାଣୀ ପ୍ରଭାବିତ ହୋଇଥିଲେ। ଏହି ରୋଗରେ ଲକ୍ଷାଧିକ ଗୋରୁଙ୍କ ଜୀବନ ଯାଇଛି। ଏହି ଦୁଇ କାରଣରୁ…

ଛଳନାର ମୁଖା

ହରେକୃଷ୍ଣ ପଣ୍ଡା   ବିଶ୍ୱର ଘଡ଼ିସନ୍ଧି ସମୟରେ ପ୍ରଭାବଶାଳୀ ଜି-୨୦ ରାଷ୍ଟ୍ର ସମୂହ କୌଣସି ନିଷ୍ପତ୍ତିମୂଳକ ଦ୍ରୁତ ପଦକ୍ଷେପ ନେଇପାରୁ ନାହାନ୍ତି। ଏହାର କାରଣ ହେଉଛି ରୁଷିଆ, ଆମେରିକା, ଚାଇନା ଆଦି ସଦସ୍ୟ ରାଷ୍ଟ୍ରମାନଙ୍କର ଦୋମୁହାଁ ନୀତି। ସମଗ୍ର ବିଶ୍ୱକୁ ବିପଦ…

ଜୁରି ସଦସ୍ୟ କଲା କିଏ

ନିକଟରେ ଗୋଆଠାରେ ଶେଷ ହୋଇଥିବା ଭାରତର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ)ରେ ‘ଦି କଶ୍ମୀର ଫାଇଲ୍ସ’ ପ୍ରଦର୍ଶିତ ହେବା ପରେ ଏହା ଆହୁରି ବିବାଦ ଭିତରକୁ ଚାଲିଯାଇଛି। ବିଚାରକମଣ୍ଡଳୀ ମୁଖ୍ୟ ଇସ୍ରାଏଲର ଚଳଚ୍ଚିତ୍ର ନିର୍ଦ୍ଦେଶକ ନାଦାଭ ଲାପିଡ୍‌ ‘ଦି କଶ୍ମୀର ଫାଇଲ୍ସ’କୁ…

ଏଇ ଭାରତରେ

ମଧ୍ୟପ୍ରଦେଶର ମେହୁଲ ଶ୍ରଫ୍‌ କଦଳୀ ବାହୁଙ୍ଗା ଓ ଗଣ୍ଡିରୁ ପ୍ରାକୃତିକ ତନ୍ତୁ ପ୍ରସ୍ତୁତକରି ସେଥିରୁ ପରିବେଶ ଉପଯୋଗୀ ସାମଗ୍ରୀ ତିଆରି କରୁଛନ୍ତି। ଏହାକୁ ବିକ୍ରିକରି ଅନେକ ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି । ତାଙ୍କର ଏଭଳି କାର୍ଯ୍ୟ ଯୋଗୁ ବହୁ କୃଷକ…

ଏ ବିମୁଖତା କାହିଁକି

ମନୀଷା ପଣ୍ଡା   ପ୍ରତ୍ୟେକ କ୍ଷେତ୍ରରେ ଶୃଙ୍ଖଳା ଓ ଶିଷ୍ଟାଚାର ଅପରିହାର୍ଯ୍ୟ ଭିତ୍ତିଭୂମି। ଶିଷ୍ଟାଚାର ମୁଖ୍ୟତଃ ସାମାଜିକ ବ୍ୟବହାରବିଧି ଉପରେ ଦଣ୍ଡାୟମାନ। ପରିବାର ନୈତିକ ଶିକ୍ଷାର ପ୍ରଥମ ସ୍ଥଳ। ପରିବାର ପ୍ରତ୍ୟେକ ସଦସ୍ୟଙ୍କର ପରସ୍ପର ପ୍ରତି, ସନ୍ତାନଙ୍କ ପ୍ରତି ମାତାପିତାଙ୍କର ଓ…

ଚାଷୀ ଆତ୍ମହତ୍ୟାକୁ ଅସ୍ବୀକାର

ବିଚିତ୍ର ବିଶ୍ୱାଳ   ୨୦୧୦ରେ ଅମୀର୍‌ ଖାନ୍‌ ଅଭିନୀତ ‘ପିପ୍‌ଲି ଲାଇଭ୍‌’ ନାମକ ଏକ ହିନ୍ଦୀ ଚଳଚ୍ଚିତ୍ର ଆସିଥିଲା, ଯାହାର କାହାଣୀର ମୁଖ୍ୟଭାଗରେ ଥିଲା ଚାଷୀ ଆତ୍ମହତ୍ୟା ଓ ତାହାକୁ ସ୍ବୀକାର ନ କରିବାର ସରକାରଙ୍କ ନିର୍ଲଜ୍ଜ ପ୍ରୟାସ। ସେତେବେଳେ ବହୁଚର୍ଚ୍ଚିତ…

ଭାଷାରେ ଏକଚ୍ଛତ୍ରବାଦ

କେନ୍ଦ୍ର ସରକାରଙ୍କ ପକ୍ଷରୁ ହିନ୍ଦୀ ଭାଷାକୁ ଅଣ-ହିନ୍ଦୀଭାଷୀ ଲୋକଙ୍କ ଉପରେ ଲଦି ଦିଆଯିବାର ପ୍ରୟାସକୁ ତାମିଲନାଡୁରେ ଘୋର ବିରୋଧ କରାଯାଉଛି। ସ୍ଥିତି ଏଭଳି ହୋଇଛି ଯେ, ୨୬ ନଭେମ୍ବର ୨୦୨୨ରେ ସାଲେମ ଜିଲାର ୮୫ ବର୍ଷୀୟ କୃଷକ ଏମ୍‌. ଭି. ଥାଙ୍ଗାଭେଲ…

ଏଇ ଭାରତରେ

ଦୁଇ ମହିଳା ବନ୍ଧୁ ୩,୭୦୦ ମହିଳାଙ୍କୁ ଖେଳାଇ ସୁସ୍ଥ ଜୀବନର ମାର୍ଗଦର୍ଶନ କରିବା ଅନ୍ୟମାନଙ୍କ ପାଇଁ ନିଶ୍ଚିତଭାବେ ଏକ ପ୍ରେରଣା। ଫୁଟ୍‌ବଲ ଖେଳାଳି ତନ୍‌ଭି ହଂସ ଏବଂ ଫିଟ୍‌ନେସ କୋଚ୍‌ ଶ୍ୱେତା ସୁବ୍ବିହା ୨୦୧୭ରେ ‘ସିଷ୍ଟର୍ସ ଇନ୍‌ ସୁଇଟ୍‌’ ସଂସ୍ଥା ମାଧ୍ୟମରେ…

ଅଳପ ଲୋକେ ଅଧିକାର…

ହରେକୃଷ୍ଣ ଦାସ   ଯଜ୍ଞଭୁକ୍‌ ଭଗବାନ ଶ୍ରୀକୃଷ୍ଣ ମର୍ତ୍ତ୍ୟାବତରଣ କରି ଗୋପୀ,ଗୋପାଳ ବାଳକଙ୍କ ସହ ଏକାଠି ଖାଇ, ଗାଈ ଚରାଇ ହସଖୁସିରେ ଦିନ କାଟିବା କଥାଟା ବ୍ରହ୍ମାଙ୍କୁ ପସନ୍ଦ ଆସିଲାନି। ତେଣୁ ସେ ଶ୍ରୀକୃଷ୍ଣଙ୍କୁ କର୍ତ୍ତବ୍ୟ ସଚେତନ କରାଇବା ସହ ନିଜ…

ଦ୍ୱିତୀୟ ଭଗବାନ୍‌ ବି ଯମ ହୋଇପାରେ

ସହଦେବ ସାହୁ     ଅକ୍ଟୋବର ୧୯ରେ ଏହି ସ୍ତମ୍ଭରେ ‘ଧବଳଟଗର ଉପରେ କଳା ଆବରଣ’ ଅଗ୍ରଲେଖରେ କଟକ ସହରରେ କେତେକ ଔଷଧ ଦୋକାନୀ ଭେଜାଲ ଔଷଧ ବିକ୍ରି କରି କଟକର ବଦନାମ କରୁଛନ୍ତି ବୋଲି ଦର୍ଶାଇଥିଲି; ତାହା ପଢ଼ି ଆପଣମାନେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri