ଅଧିକାରୀଙ୍କୁ ଆପାର୍ଟମେଣ୍ଟ
ବରିଷ୍ଠ ବାବୁ ଓ ପୋଲିସ ଅଧିକାରୀମାନଙ୍କ ପାଇଁ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ନିର୍ମାଣ ଲାଗି ମହାରାଷ୍ଟ୍ର ସରକାର ମେରାଇନ ଡ୍ରାଇଭ୍ ଥାନାକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଥାନା ଜାଗାରେ ଆପାର୍ଟମେଣ୍ଟ ନିର୍ମାଣ କରିବାର ଏଭଳି ପଦକ୍ଷେପ ସମସ୍ତଙ୍କୁ ଚକିତ କରିଛି। ସୂତ୍ରରୁ…
ମହିଳା ସଶକ୍ତୀକରଣର ବଳିଷ୍ଠ ବାହକ
ସୌରଜିତ ପ୍ରଧାନୀ ସମାଜରେ ଏମିତି କିଛି ଉପାଦାନ ଥାଏ, ଯାହା ସବୁବେଳେ ଅବହେଳିତ ହେବା ଦେଖାଦେଇଛି । ପ୍ରତ୍ୟେକ ସମାଜ, ରାଜ୍ୟ ଓ ରାଷ୍ଟ୍ରରେ ମୌଳିକ ଅଧିକାର ରହିଛି, କିନ୍ତୁ ଏହି ଉପାଦାନଗୁଡ଼ିକର ଅଧିକାର ସମ୍ପର୍କରେ ସଚେତନତାର ଅଭାବ ରହିଛି। ଯଦି…
କ୍ଷୁଦ୍ରଶସ୍ୟରେ ହାଇବ୍ରିଡ କାହିଁକି
ବିଚିତ୍ର ବିଶ୍ୱାଳ ଚଳିତ ବର୍ଷ ୨୦୨୩କୁ ଜାତିସଂଘ ତରଫରୁ ଅନ୍ତର୍ଜାତୀୟ ମିଲେଟ୍ ବା କ୍ଷୁଦ୍ରଶସ୍ୟର ବର୍ଷ ଭାବେ ପାଳନ କରାଯାଉଥିବା ବେଳେ ଆମ ଦେଶରେ କ୍ଷୁଦ୍ରଶସ୍ୟର ଚାହିଦା ବଢ଼ୁଥିବାର ଦେଖାଯାଉଛି। ସମୟ ଥିଲା ଲୋକମାନେ ଗହମ ଓ ଚାଉଳ ତୁଳନାରେ କ୍ଷୁଦ୍ରଶସ୍ୟକୁ…
ଏଇ ଭାରତରେ
ଲୋକେ ଅନ୍ଲାଇନ କିମ୍ବା ନଗଦ ଟଙ୍କା ଦେଇ ମନପସନ୍ଦର ଦୁଇଚକିଆ ହେଉ କିମ୍ବା ୪ ଚକିଆ ଯାନ କିଣିଥାନ୍ତି। କିନ୍ତୁ ଆସାମରେ ମହମ୍ମଦ ସଇଦୁଲ ହକ୍ କେବଳ ୯୦,୦୦୦ ଟଙ୍କାର କଏନ ବା ଧାତବ ମୁଦ୍ରା ବିନିମୟରେ ସ୍କୁଟର କିଣିଛନ୍ତି। ହକ୍…
ଜଳ ସଙ୍କଟ ଓ ନିବେଶ ସୁଯୋଗ
ବାୟୁ ଭଳି ଜଳ ମଧ୍ୟ ପୃଥିବୀର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରାକୃତିକ ଉତ୍ସ। ତେବେ ବହୁ ସମୟରେ ଜଳ ପ୍ରଣାଳୀର କାର୍ଯ୍ୟପଦ୍ଧତି ଗମ୍ଭୀର ସଙ୍କଟ ସ୍ଥିତି ସୃଷ୍ଟିକରେ ଯାହା ଜୀବନ ଜୀବିକାକୁ ପ୍ରଭାବିତ କରିଥାଏ। ଏବେ ପୃଥିବୀରେ ପ୍ରାୟ ୨ ବିଲିୟନ ଲୋକ…
ବିଶ୍ୱ ପ୍ରସଙ୍ଗରେ ଦକ୍ଷତା ବିକାଶ
କଥାରେ ଅଛି ସକାଳ ହେଲେ ଅନ୍ନ ଚିନ୍ତା। ରାତି ପାହିଲେ ଘରର ଯୁବ ସନ୍ତାନ ପରିବାରର ଉନ୍ନତି ପାଇଁ ସମ୍ବଳ ଗୋଟାଇବାକୁ ସ୍ବାଭିମାନର ସହ ବାହାରକୁ ଗୋଡ଼ କାଢ଼େ କିମ୍ବା ଦକ୍ଷତା ଅଭାବରୁ ପରାଜିତ ସୈନିକ ଭଳି ମୁଣ୍ଡ ପୋତି ପରିବାରର…
ଆରୋଗ୍ୟସାଧ୍ୟ ଯକ୍ଷ୍ମା
୧୮୮୨ ମସିହା। ସେତେବେଳେ ୟୁରୋପ ଏବଂ ଆମେରିକା ମହାଦେଶରେ ଥିଲା ଯକ୍ଷ୍ମାର ପ୍ରାଦୁର୍ଭାବ। ଏହି ରୋଗରେ ପ୍ରାୟ ପ୍ରତି ସାତ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କରୁଥିଲେ। ଏହାର ଭୟାବହତାକୁ ଲକ୍ଷ୍ୟ କରିଥିଲେ ବର୍ଲିନର ଡା. ରବର୍ଟ କୋକ୍। ତା’ପରେ…
ଏଇ ଭାରତରେ
ନିଜେ ସ୍ବାବଲମ୍ବୀ ହୋଇ ଅନ୍ୟମାନଙ୍କୁ ଜୀବିକା ଯୋଗାଇବାରେ ଜୀବନ ସାର୍ଥକ ହୁଏ ବୋଲି ଉପଲବ୍ଧି କରିଛନ୍ତି ମଧ୍ୟପ୍ରଦେଶର ପ୍ରତିଭା ତିଓ୍ବାରୀ। ସେ ଭୋପାଳରେ ଅନେକ ବର୍ଷ ଗଣିତ ଶିକ୍ଷକ ଭାବେ କାର୍ଯ୍ୟକରିବା ପରେ ଜୈବିକ କୃଷିକୁ ଆପଣାଇଥିଲେ। ପ୍ରତିଭା ଚାକିରି ଛାଡ଼ିବା…
ଏଇ ଭାରତରେ
ଅନେକ ସମୟରେ ସଡ଼କ ସୁରକ୍ଷା ସଚେତନତା ଅଭିଯାନରେ ସାମିଲ ଲୋକଙ୍କ ହାତରେ ପ୍ଲାକାର୍ଡରେ ଦେଖିବାକୁ ମିଳେ, ଯେଉଁଥିରେ ଲେଖାଥାଏ-‘ସଡ଼କ ସୁରକ୍ଷା ଜୀବନ ରକ୍ଷା’। କିନ୍ତୁ ଦୁର୍ଘଟଣା ଉପରେ ଲୋକଙ୍କୁ ସଚେତନ କରିବା ଲାଗି ଲକ୍ଷ୍ନୌର ଜଣେ ମହିଳା ରାସ୍ତା କଡ଼ରେ ଏକ…
ହାଃ ନିଦ୍ରା…
ପ୍ର. ରମେଶ ଚନ୍ଦ୍ର ପରିଡ଼ା ଖାଦ୍ୟାଭାବ କିପରି କରାଳ ରୂପ ନେଇପାରେ, ତାହାର ଏକ ନିଖୁଣ ଚିତ୍ର ପ୍ରଦାନ କରିଥିଲେ ଜନପ୍ରିୟ ଔପନ୍ୟାସିକ କାହ୍ନୁ ଚରଣ ମହାନ୍ତି ତାଙ୍କ କାଳଜୟୀ ଉପନ୍ୟାସ ‘ହାଃ ଅନ୍ନ’ରେ। ସ୍ବାଧୀନତା ପ୍ରାପ୍ତି ପରେ ପରେ…
ମହାମାରୀ ପ୍ରଭାବିତ ମାଟ୍ରିକ୍ ପରୀକ୍ଷା
ରବିନାରାୟଣ ସାମଲ ମାଟ୍ରିକ୍ ପରୀକ୍ଷା ସରିଗଲା। କିନ୍ତୁ ଅନିୟମିତତା ପିଛା ଛାଡ଼ିଲା ନାହିଁ। କପି ତ ହେଉଛି , ହେବ। ପରୀକ୍ଷା ପଦ୍ଧତିରେ ଉପଯୁକ୍ତ ସଂସ୍କାର ନ ହେଲା ପର୍ଯ୍ୟନ୍ତ ସେମିତି ଚାଲିଥିବ। ଆଗରୁ ପ୍ରଶ୍ନପତ୍ର ପ୍ରଘଟ ହେଉଥିଲା, ଏବେ…
ସଙ୍କଟ ପାଇଁ ଦାୟୀ କିଏ
ନିକଟରେ ଉତ୍ତର କାଲିଫର୍ନିଆରେ ସିଲିକନ୍ ଭ୍ୟାଲି ବ୍ୟାଙ୍କ(ଏସ୍ଭିବି) ଏବଂ ନ୍ୟୁୟର୍କରେ ସିଗ୍ନେଚର ବ୍ୟାଙ୍କ ଡୁବିଯାଇଛି। ୨୦୦୮ ପରେ ଏଭଳି ବ୍ୟାଙ୍କ ବନ୍ଦ ହେବା ସବୁଠୁ ବଡ଼ ଘଟଣା। ଏହା ଯୋଗୁ ଆଞ୍ଚଳିକ ଏବଂ ମଧ୍ୟମ ଆକାର ବ୍ୟାଙ୍କର ଶେୟାରଗୁଡ଼ିକରେ ହ୍ରାସ ଘଟିଛି।…
Archives


