ସମ୍ପାଦକୀୟ

ଏଇ ଭାରତରେ

୨୦ ବର୍ଷ ଧରି ଜଣେ ଛାତ୍ର ଏମ୍‌ବିବିଏସ୍‌ ପଢୁଛନ୍ତି, ହେଲେ ପାସ୍‌ କରିପାରିନାହାନ୍ତି। ନା ଡାକ୍ତର ହେଉଛନ୍ତି ଅବା ସିଟ୍‌ ଖାଲି ହେଉଛି। ବାସ୍ତବରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ କାନପୁରରେ। ଶାହାଜାହାନପୁରର ବାସିନ୍ଦା ଜିତେନ୍ଦ୍ର ସିଂ ୨୦୦୩ରେ…

ଭୋଜନ ଟେବୁଲରେ ଜଳବାୟୁ ଚିନ୍ତା

ପ୍ର. ରମେଶ ଚନ୍ଦ୍ର ପରିଡ଼ା   ବର୍ତ୍ତମାନର ବିଶ୍ୱ ସମ୍ମୁଖରେ ପରିବେଶ ପ୍ରଦୂଷଣର ସବୁଠାରୁ ବିପଜ୍ଜନକ ତଥା ଘାତକ ପରିଣାମ ରୂପେ ଉଭା ହୋଇଛି ଜାଗତିକ ଉଷ୍ମତା ବୃଦ୍ଧି ଏବଂ ତଜ୍ଜନିତ ଜଳବାୟୁ ପରିବର୍ତ୍ତନ। ଅଙ୍ଗାରକାମ୍ଳ, ମିଥେନ, ନାଇଟ୍ରସ୍‌ ଅକ୍‌ସାଇଡ୍‌ ଏବଂ…

ଗୋଇନ୍ଦା ପାରା

ଅଭିମନ୍ୟୁ ଧଳ   ”ମନପାରାରେ ଶ୍ରୀକ୍ଷେତ୍ରେ ଯିବୁ ଉଡ଼ି ”ଆହାକି ସୁନ୍ଦର ତୋର ଘୁମୁରାରେ“ ”ମୁଁ ତ ବଡ଼ ଦେଉଳର ପାରାରେ“; ଭଜନ ସମ୍ରାଟ ସ୍ବର୍ଗତ ଭିକାରୀ ଚରଣ ବଳଙ୍କ ସୁମଧୁର କଣ୍ଠସ୍ବର ଚିରଦିନପାଇଁ ଲକ୍ଷଲକ୍ଷ ଜଗନ୍ନାଥପ୍ରେମୀଙ୍କ ହୃଦୟରେ ଭକ୍ତିର ଅମୃତ…

ମନସ୍ତାତ୍ତ୍ୱିକ ବିବର୍ତ୍ତନର ସିଦ୍ଧାନ୍ତ

ଦେବଦତ୍ତ ପଟ୍ଟନାୟକ   ହିନ୍ଦୁ ଧର୍ମାବଲମ୍ବୀମାନେ ବିଶ୍ୱାସ କରନ୍ତି ଯେ, ଜୈନଧର୍ମ ସେମାନଙ୍କ ଧର୍ମର ଏକ ଶାଖା। ହିନ୍ଦୁମାନେ ବହୁ ସମୟରେ ଏହି ଦୁଇ ଧର୍ମକୁ ଏକାଠି କରିବାକୁ ସନାତନ ଧର୍ମ ଭଳି ଖଣ୍ଡବାକ୍ୟ ବି ବ୍ୟବହାର କରିଥାନ୍ତି। ଏହା ନିଃସନ୍ଦେହ…

ସୁନାକୁ ମାଟି

୧୫୦ ବର୍ଷର ଯାତ୍ରା ମଧ୍ୟରେ ବିଶ୍ୱର ଚତୁର୍ଥ ବୃହତ୍‌ ଭାରତୀୟ ରେଲଓ୍ବେ ତା’ର ସେବା ଜାରି ରଖିଛି। କିନ୍ତୁ ଏବେସୁଦ୍ଧା ଏହା ଯାତ୍ରୀମାନଙ୍କ ଚାହିଦା ପୂରଣ କରିପାରିନାହିଁ। ଏକ ପ୍ରକାଶିତ ଆର୍‌ଟିଆଇ ବା ସୂଚନା ଅଧିକାର ବଳରେ ପ୍ରାପ୍ତ ତଥ୍ୟରୁ ଜଣାପଡ଼ିଛି…

ଗଣମାଧ୍ୟମର ସ୍ୱାଧୀନତା

ସମ୍ବିଧାନ ପ୍ରଦତ୍ତ ସ୍ୱାଧୀନ ଅଭିବ୍ୟକ୍ତିର ଅଧିକାରକୁ ଅଧିକ ଶାଣିତ ଓ ମାର୍ଜିତ କରିବାର ଏକ ସଶକ୍ତ ଆଧାର ହେଉଛି ଗଣମାଧ୍ୟମ। ତେଣୁ ଗଣମାଧ୍ୟମର ସ୍ୱାଧୀନତାକୁ ସୁରକ୍ଷିତ ରଖିବା ପ୍ରତ୍ୟେକ ରାଷ୍ଟ୍ରର ଦାୟିତ୍ବ। ମାତ୍ର ବିଡ଼ମ୍ବନାର ବିଷୟ ହେଉଛି ଭାରତ ଭଳି ସର୍ବବୃହତ୍‌…

ଅଧୁରା ସ୍ୱପ୍ନ

ନିଦ୍ରିତ ଅବସ୍ଥାରେ ମନୁଷ୍ୟଙ୍କଠାରୁ ପ୍ରାଣୀ ପର୍ଯ୍ୟନ୍ତ ସମସ୍ତେ ସ୍ବପ୍ନ ଦେଖିଥାନ୍ତି। ସ୍ବପ୍ନରେ କେବେ ମଧୁର ତ କେବେ ଭୟଙ୍କର ଦୃଶ୍ୟ ଦେଖି ନିଦ୍ରିତ ବ୍ୟକ୍ତି ଯେଉଁ ପ୍ରତିକ୍ରିୟା ପ୍ରକାଶ କରେ ତାହାକୁ ଆମେ ବିଳିବିଳେଇବା କହିଥାଉ। ନିଦ୍ରିତ ଅବସ୍ଥାରେ ପ୍ରାଣୀଟିଏ ଚମକି…

ଏଇ ଭାରତରେ

ଅଦରକାରୀ ଜିନିଷରେ ନିର୍ମିତ ତଥା ସୌର ଶକ୍ତି ଚାଳିତ ଏକ ଯାନ ୨୦୦ କି.ମି. ଯିବା କଥା କେବେ ଭାବିପାରୁଛନ୍ତି କି। ହଁ, ଏହା ସମ୍ଭବ ହୋଇଛି ଉତ୍ତରପ୍ରଦେଶର ଅସଦ ଅବଦୁଲାଙ୍କ ଦ୍ୱାରା। ସେ ଅଦରକାରୀ ପାର୍ଟ ସବୁ ସଂଗ୍ରହ କରି…

ଏଇ ଭାରତରେ

ସମସ୍ତେ ଭିନ୍ନ ଭିନ୍ନ ଡିଜାଇନର ଆକର୍ଷଣୀୟ ଘର କରୁଛନ୍ତି କିନ୍ତୁ ବେଙ୍ଗାଲୁରୁର ଦମ୍ପତି ଶ୍ରୀନି ଏବଂ ସୁଷମା ଏଭଳି ଘର ନିର୍ମାଣ କରିଛନ୍ତି, ଯେଉଁଥିରେ ବିଦ୍ୟୁତ ଓ ପାଣି ପାଇଁ ବାହାର ଉପରେ ନିର୍ଭର କରିବାକୁ ପଡ଼ୁନାହିଁ। ଘରେ ସବୁଜ ଶକ୍ତିର…

ତଳ ଦେଶର ଲୋକ

ଦ୍ୱିତୀ ଚନ୍ଦ୍ର ସାହୁ ପାରମ୍ପରିକ ବାଜା ବାଜୁଥିଲା। ଢାମ୍ପ, ମହୁରୀ ଓ ତୁଡୁମର ନାଦରେ ଗଗନ ପବନ କମ୍ପି ଉଠୁଥିଲା। ଗୁରୁମାଇ ସବୁ ଧଳାଲୁଗା ପିନ୍ଧି ମନ୍ତ୍ର ପଢ଼ୁଥିଲେ। ଅଲିଖିତ ଧାରାରେ ନାଚୁଥିଲେ ସେମାନେ। ବାକି ଗଁା ଲୋକ ପାରମ୍ପରିକ ଅସ୍ତ୍ରଶସ୍ତ୍ର…

ଶିଶୁଶ୍ରମରୁ ଶିକ୍ଷାୟତନ

ରାଜୀବ କୁମାର ନାୟକ ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ ଏକ ଛୋଟ ଗାଁ ବାବୁପାଲି । ଏହି ଗାଁର ଗୌଡ଼ଗୋଠରେ ବାସ କରନ୍ତି ସୁନୀତା ଭୋଇ,ଆକାଶ ଗୁରୁ,ଦୁର୍ଯ୍ୟୋଧନ ଭୋଇ ଏବଂ ବେଣୁଧର ପୋଢ଼। ସମସ୍ତଙ୍କର ବୟସ ପାଖାପାଖି ୧୬ ।…

ମିଳିଲେ କିଣିବେ

ମେ’ ପ୍ରଥମ ସପ୍ତାହରେ ସର୍ବିଆର ରାଜଧାନୀ ବେଲ୍‌ଗ୍ରେଡର ଏକ ପ୍ରାଥମିକ ସ୍କୁଲରେ ଜଣେ ୧୩ ବର୍ଷ ବୟସ୍କ ବାଳକର ଆଖିବୁଜା ଗୁଳିଚାଳନା ଯୋଗୁ ୮ଜଣ ଛାତ୍ରଙ୍କ ସମେତ ଜଣେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଥିଲା। ତା’ ପରଦିନ ରାଜଧାନୀ ବେଲ୍‌ଗ୍ରେଡର ଦକ୍ଷିଣକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri