ଏଇ ଭାରତରେ
ସବୁଜଗୃହ ବାଷ୍ପ ନିର୍ଗମନ ବିଶ୍ୱତାପନର ଏକ ବଡ଼ କାରଣ ପାଲଟିଛି। ଏହି ବାଷ୍ପ ଗାଡିମୋଟର, କଳକାରଖାନା ଓ କୃଷି ଆଦି କ୍ଷେତ୍ରରୁ ଅଧିକ ନିର୍ଗମନ ହେଉଛି। ଏହାକୁ ଲକ୍ଷ୍ୟ କରି ଆନ୍ଧ୍ରପ୍ରଦେଶର ସତ୍ୟ ରଘୁ ମୋକ୍କାପତି ‘ଗ୍ରୀନ୍ହାଉସ-ଇନ୍ ଏ-ବକ୍ସ’ ଆବିଷ୍କାର କରିଛନ୍ତି।…
ସଫଳ ରଣନୀତିକାର
କର୍ନାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଆଚମ୍ବିତ କରିଛି। ଦେଶର ବିଭିନ୍ନ ଭାଗରେ କ୍ଷୀଣ ଦେଖାଯାଉଥିବା କଂଗ୍ରେସକୁ ଭାଜପା ଅତି ନୂ୍ୟନ ଦୃଷ୍ଟିରେ ଦେଖୁଥିବା ବେଳେ ଅଚାନକ ଏହି ପୁରାତନ ଜାତୀୟ ଦଳର ବିଜୟ…
ସଂସ୍କାର ଫଂସ୍କାର ବାଜେକଥା
ଅଧ୍ୟାପକ ନିରଞ୍ଜନ ପାଢ଼ୀ ଶୀର୍ଷକର ଏହି ଅବାଞ୍ଛିତ ମନ୍ତବ୍ୟଟି ଶୁଣିବାକୁ ମିଳିଲା ମୁକ୍ତ ଚେତନା ସପକ୍ଷରେ କୁହାଟ ଛାଡ଼ୁଥିବା ଜଣେ ଯୁବକଙ୍କଠାରୁ, ଯିଏ ଉଚ୍ଚତମ ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରୁଥିବା ଏକ ବିବାଦୀୟ ପ୍ରସଙ୍ଗ ସପକ୍ଷରେ ପ୍ରଗଳ୍ଭ ହୋଇ ଉଠୁଥିଲେ।…
ପରାଜୟ
ଏଭଳି ସବୁ ପ୍ରଶ୍ନ ଅଛି ଯାହା ବିରୋଧୀଙ୍କୁ ପଚାରିବା ଉଚିତ। ମୁଁ ମଧ୍ୟ ନିଶ୍ଚିତ ଯେ, ଅନ୍ୟମାନେ ବି ସେମାନଙ୍କୁ ପଚାରିବା ଦରକାର। ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଦଳ ଉତ୍ତରଦାୟୀ ହେବ କି? ଏମିତିକା ପ୍ରଶ୍ନ ଦଳକୁ ଓ…
ଏଇ ଭାରତରେ
ସ୍ବାସ୍ଥ୍ୟ ଦୃଷ୍ଟିକୋଣରୁ ଜୈବିକ ପନିପରିବାର ଚାହିଦା ଏବେ କାହିଁରେ କ’ଣ। କିନ୍ତୁ ଏହାକୁ ବାଡ଼ିବଗିଚାରେ ଉପତ୍ାଦନ କରିବାରେ ଲୋକେ ପ୍ରାୟତଃ ଆଗ୍ରହ ପ୍ର୍ରକାଶ କରୁ ନ ଥିବାବେଳେ ହାଇଦ୍ରାବାଦର ଚନ୍ଦନା ଗାଡେ ଏ କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ୩୮…
ଜାପାନ ସହ ସମ୍ପର୍କ ଜରୁରୀ କାହିଁକି
ଲଳିତେନ୍ଦୁ ପଲାଉରୀ ବିଶ୍ବର ବୃହତ୍ ଗଣତାନ୍ତ୍ରିକ ଦେଶ ଭାରତ ଏସିଆର ଦ୍ରୁତ ବିକଶିତ ରାଷ୍ଟ୍ର ଜାପାନ ମଧ୍ୟରେ ସାଂସ୍କୃତିକ, ସାମାଜିକ ଓ ଅର୍ଥନୈତିକ ସମ୍ପର୍କ ବହୁ ପୁରୁଣା। ବୁଦ୍ଧଙ୍କ ଉପାସନାର ଦେଶ ଜାପାନରେ ବୁଦ୍ଧଂ ସରଣମ୍ ଗଚ୍ଛାମିର ବାର୍ତ୍ତା ପ୍ରଥମେ ଭାରତୀୟଙ୍କ…
ହିଂସା ପାଇଁ ଦାୟୀ କିଏ
ଭାଲଚନ୍ଦ୍ର ଷଡ଼ଙ୍ଗୀ ମଣିପୁର ଆଜି ଅଚାନକ ଅଶାନ୍ତ ହୋଇ ଉଠିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ମେତେଇ ଓ ଅନ୍ୟ ଆଦିବାସୀ ସମ୍ପ୍ରଦାୟ ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟି ଏଯାଏ ଶତାଧିକ ଲୋକ ପ୍ରାଣ ହରାଇଥିବା କୁହାଯାଉଥିବା ବେଳେ ଶହ ଶହ ସଂଖ୍ୟାରେ…
ପଦଯାତ୍ରା ଆକର୍ଷଣ
ନିର୍ବାଚନ ରଣନୀତିଜ୍ଞରୁ ନେତା ପାଲଟିଥିବା ପ୍ରଶାନ୍ତ କିଶୋରଙ୍କର ଭାଜପା, କଂଗ୍ରେସ ଓ ତୃଣମୂଳ କଂଗ୍ରେସ ସମେତ ଭାରତର କେତେକ ବୃହତ୍ତମ ରାଜନୈତିକ ଦଳ ସହ କାର୍ଯ୍ୟ କରିବାରେ ଭଲ ରେକର୍ଡ ଅଛି। ଏବେ ତାଙ୍କ ସହ ଅବସରପ୍ରାପ୍ତ ଆଇଏଏସ୍ ଓ ଆଇପିଏସ୍…
ପ୍ରତିବଦ୍ଧତା ଓ ସମର୍ଥନ ଲୋଡ଼ା
ଚଳିତ ମାସରେ ତୁର୍କୀରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେଉଛି। ଏହାପରେ ଅକ୍ଟୋବର ସୁଦ୍ଧା ପୋଲାଣ୍ଡରେ ସଂସଦୀୟ ନିର୍ବାଚନ ହେବ। ଏହି ଦୁଇ ନିର୍ବାଚନ ୨୦୨୦ରେ ଆମେରିକାରେ ଡୋନାଲ୍ଡ ଟ୍ରମ୍ପ୍ଙ୍କ ବିରୋଧରେ ଆରମ୍ଭ ହୋଇଥିବା ଜୋ ବାଇଡେନଙ୍କ ବିଜୟ ଏବଂ ବ୍ରାଜିଲରେ ଜେର୍…
କର୍ତ୍ତବ୍ୟପରାୟଣ ଓ ଦାୟିତ୍ୱବୋଧ
ଏକଦା ରାଜରାସ୍ତା ପାର୍ଶ୍ୱରେ ଦୁଇଜଣ ସରକାରୀ ଶ୍ରମିକ କାର୍ଯ୍ୟରତ ଥିଲେ। ଜଣେ ଶ୍ରମିକ ଗାତ ଖୋଳି ଚାଲିଥିଲେ ଓ ଆଉ ଜଣେ ସେ ଗାତକୁ ପୋତି ସମତୁଲ କରୁଥିଲେ। ଅଦୂରରେ ଜଣେ ସମାଜସେବୀ ଏପରିଭାବେ ଗାତ ଖୋଳିବା ଓ ତାକୁ ପୋତିବାର…
ଭୂତ ନାହିଁ; ପ୍ରେତ ନାହିଁ
ଭୂତ ନାହିଁ କି ପ୍ରେତ ନାହିଁ, ତାନ୍ତ୍ରିକ କେମିତି ସତ ହେବ? ଯିଏ କହେ ମୁଁ ତାନ୍ତ୍ରିକ, ସେ ଠକ ଛଡ଼ା କିଛି ନୁହେଁ। ଠକିବା ପାଇଁ ତାନ୍ତ୍ରିକ। ନିଜର ପ୍ରତିପତି ସମାଜରେ ବଢ଼ାଇବା ପାଇଁ ତାନ୍ତ୍ରିକ। ନିଜର କଳାକାରନାମା ଲୁଚାଇବାକୁ…
ଏଇ ଭାରତରେ
ଚାକିରି ଛାଡ଼ି ଜଣେ ଏମ୍ବିଏ ଡିଗ୍ରୀଧାରୀ ଥାଇଲାଣ୍ଡ ପିଜୁଳି ଚାଷ କରିବା ସହ ଅନେକ କୃଷକଙ୍କୁ ସଶକ୍ତ କରିବାରେ ଉଦାହରଣ ସୃଷ୍ଟି କରିଛନ୍ତି। ଉତ୍ତରାଖଣ୍ଡର ମୂଳ ନିବାସୀ ରାଜୀବ ଭାସ୍କରଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ପ୍ରଥମେ ସେ ଉତ୍ତରାଖଣ୍ଡର ପନ୍ଥ…
Archives


