ଏଇ ଭାରତରେ
ପ୍ଲାଷ୍ଟିକ୍ ବ୍ୟବହାର କମାଇ ପରିବେଶ ପ୍ରଦୂଷଣ ହ୍ରାସ କରିବାରେ କେରଳର ଦୁଇ ଭାଇଙ୍କ ପ୍ରୟାସ ପ୍ରେରଣାଦାୟକ। ରିଷଭ ଓ ରୋହନ ସୁରି ‘କ୍ୱାଡ୍ରାଟ’ ଷ୍ଟାର୍ଟଅପ୍ ଗଠନ କରି କୁଟା ଏବଂ କୁଣ୍ଡାରୁ ପ୍ଲେଟ୍, କପ୍, ଚାମଚ ଓ ଷ୍ଟ୍ର ତିଆରି କରୁଛନ୍ତି।…
ଏଇ ଭାରତରେ
ଉତ୍ତରପ୍ରଦେଶ ସୋନଭଦ୍ରର ଦ୍ୱାଦଶ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ର ଇନ୍ଦ୍ରେଶ କୁମାର। ସେ ଏକ ନିଆରା ଉଦ୍ଭାବନ କରିଛନ୍ତି। ଏହା ହେଉଛି ଏକ ହେଲ୍ମେଟ, ଯାହା ସଡ଼କ ଦୁର୍ଘଟଣାକୁ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ହେଲ୍ମେଟର ବିଶେଷତ୍ୱ ହେଉଛି ତାହାକୁ ଚାଳକ…
ଝିଣ୍ଟିକା ମାରି ବଣି ପୋଷିବା
ହରିଶଙ୍କର ମିଶ୍ର ରାଜ୍ୟ ସରକାର ବିଗତ ୨୩ ବର୍ଷ ମଧ୍ୟରେ ବିଭିନ୍ନ ଯୋଜନା ପର୍ଯ୍ୟନ୍ତ କାର୍ଯ୍ୟକାରୀ କରି ସମାଜର ଅନେକ ବର୍ଗର ଲୋକଙ୍କୁ କେବଳ ସରକାରୀ ମାଗଣା ଯୋଜନାରେ ଅନ୍ତର୍ଭୁକ୍ତ କରିନାହାନ୍ତି ବରଂ ରାଜ୍ୟରେ କାର୍ଯ୍ୟରତ କିଛି ଅଧିକାରୀ ଓ…
ଅନୁଚିତ ଧନ
ଯଚିଦାନନ୍ଦ ଦାଶ ଆଜିକାଲି ମଣିଷ ଧନ ଉପାର୍ଜନ କରିବାର ପ୍ରୟାସକୁ ଏକ କର୍ତ୍ତବ୍ୟ ରୂପେ ଧରି ନେଇଛି। ପ୍ରକୃତରେ ଦେଖିବାକୁ ଗଲେ, ଧନ ଉପାର୍ଜନ କରିବାକୁ କାହାକୁ ବା ଭଲ ନ ଲାଗିବ ? କାରଣ ଆଜିର ନୀତି ହେଲା…
କିଏ ଲାଭ ପାଇବ
କନ୍ଷ୍ଟାଣ୍ଟିନ୍ ସୋନିନ୍ ନିକଟରେ ଭିଲିନିୟସ୍ରେ ନାଟୋ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ରୁଷିଆ ସହ ଯୁଦ୍ଧ ଶେଷହେବା ପରେ ୟୁକ୍ରେନ୍କୁ ନାଟୋରେ ଗ୍ରହଣ କରାଯିବ ବୋଲି ସଙ୍କଳ୍ପ ନିଆଯାଇ ସମ୍ମିଳନୀ ଉଦ୍ଯାପନ ହୋଇଥିଲା। ଏହି ମିଳିତ ମଞ୍ଚରେ ଅଧିକାଂଶ ନାଟୋ…
ପରିବାରରେ ହିଂସା
ସ୍ନେହଶ୍ରଦ୍ଧା ଓ ଉତ୍ତମ ବୁଝାମଣା ପାରିବାରିକ ସମ୍ପର୍କକୁ ମଜଭୁତ କରେ। କିନ୍ତୁ ଏବେ ହୁଏତ ଏହାର ଅଭାବ ଯୋଗୁ ପରିବାର ସଦସ୍ୟଙ୍କ ମଧ୍ୟରେ ମତଭେଦ ଓ ଅଶାନ୍ତି ଦେଖାଯାଉଛି ଏବଂ ଏହା ଚରମସୀମାରେ ପହଞ୍ଚି ଯାଉଛି । କ୍ଷୁଦ୍ର ପରିବାର ସଂଖ୍ୟା…
ମଣିପୁର ବର୍ବରତା ତୁଳନୀୟ ନୁହେଁ
ଗତ ମେ’ ମାସରେ ମଣିପୁରରେ ସଂଖ୍ୟାଗରିଷ୍ଠ ମେଇତେଇ ସମ୍ପ୍ରଦାୟର ଏକ ଉନ୍ମତ୍ତ ଭିଡ଼ ଦ୍ୱାରା ଦୁଇ ଜଣ କୁକି ଆଦିବାସୀ ସମ୍ପ୍ରଦାୟର ମହିଳାଙ୍କୁ ଉଲଗ୍ନ କରି ସେମାନଙ୍କୁ ରାସ୍ତାରେ ପରେଡ୍ କରାଇ ଶେଷରେ ସାମୂହିକ ବଳାତ୍କାର କରିବା ଭିଡିଓ ଭାଇରାଲ ହେବା…
ମିଛର ଅନେକ ଗୋଡ଼
ମିଛ ମିଠା। ସତ ଖଟା। ମିଛ ମିଠା ଏଇଥିପାଇଁ ଯେ ହୃଦୟହୀନଙ୍କୁ ଯଦି ‘ବଡ଼ା ଦିଲ୍ବାଲା’ କୁହାଯାଏ ସେ ଖୁସି ହେବେ କି ନାହିଁ କୁହନ୍ତୁ ତ, ସେ ନିଶ୍ଚୟ ଖୁସି ହେବେ। ହାତ ଦେଖାଳି କାହାକୁ ପ୍ରଶଂସା କରି କହିଲେ…
ଏଇ ଭାରତରେ
ଚୋର ଘରୁ ଚୋରି କରିବାକୁ ଯାଇ କିଛି ନ ପାଇ ବହୁସମୟରେ ଗୃହକର୍ତ୍ତାଙ୍କୁ ଆକ୍ରମଣ କରନ୍ତି, ଏପରି କି ସେମାନଙ୍କ ଜୀବନ ବି ନେଇଯାଆନ୍ତି। କିନ୍ତୁ କେତେଜଣ ଚୋର ଘରୁ କିଛି ନ ପାଇ ଶେଷରେ ଗୃହସ୍ବାମୀଙ୍କ ଉଦ୍ଦେଶ୍ୟରେ ଟଙ୍କା ଦେଇଯିବା…
ଏଇ ଭାରତରେ
ପରିବେଶ ଓ ମାଟି ଉପରେ ଥିବା ରାସାୟନିକ ସାର ଏବଂ କୀଟନାଶକର ନକାରାମତ୍କ ପ୍ରଭାବକୁ ରୋକିବା ପାଇଁ ଜଣେ ଗବେଷକଙ୍କ ପ୍ରଚେଷ୍ଟା ଏକ ଉଦାହରଣ ସୃଷ୍ଟି କରିଛି। ଏଗ୍ରିକଲଚର ଏଣ୍ଟୋମୋଲୋଜିଷ୍ଟ ସଙ୍ଗୀତା ସାଓ୍ବାଲାଖେ ବିକଳ୍ପ ଜୈବ ସାର ଓ କୀଟନାଶକ ପ୍ରସ୍ତୁତ…
ଶତ୍ରୁ ପ୍ରସଙ୍ଗ
ଡ. ବାସୁଦେବ ମିଶ୍ର ଆମ୍ଭମାନଙ୍କ ମନରେ ଗୋଟିଏ ବଦ୍ଧମୂଳ ଧାରଣା- ବନ୍ଧୁମାନଙ୍କ ଦ୍ୱାରା ଆମର ଯାହାକିଛି ଉନ୍ନତି ହୋଇଥାଏ ଏବଂ ଶତ୍ରୁମାନେ ସର୍ବଦା ଆମର କ୍ଷତି ହିଁ କରିଥାଆନ୍ତି। କିନ୍ତୁ ଏହି କଥାଟି ସମ୍ପୂର୍ଣ୍ଣରୂପେ ସତ୍ୟ ବୋଲି ପ୍ରମାଣିତ ହୋଇପାରେ ନାହିଁ।…
ସେବା,ସମ୍ପତ୍ତି ଓ ଅପରାଧ
ପ୍ରଭାତ କୁମାର ଦାସ ବର୍ତ୍ତମାନ ଦେଶର ବିଧାୟକମାନଙ୍କ ହାରାହାରି ସମ୍ପତ୍ତିର ମୂଲ୍ୟ ୧୩.୬୩ କୋଟି ଟଙ୍କା। ଅର୍ଥାତ୍ ଦୁସ୍ଥ ଅସହାୟ ଜନତାଙ୍କ ସେବା କରିବା ପାଇଁ, ସଙ୍ଗିନ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇ ସଗର୍ବେ ସଫଳ ହୋଇଥିବା ତଥାକଥିତ ସେବକମାନେ କୋଟି କୋଟି…
Archives


