ସମ୍ପାଦକୀୟ

ଏଇ ଭାରତରେ

ଜଣେ ମହାକାଶ ବିଜ୍ଞାନୀଙ୍କ କୃଷି ମନସ୍କତା ବେଶ୍‌ ପ୍ରେରଣାଦାୟକ। ବେଙ୍ଗାଲୁରୁର ଇସ୍ରୋ କେନ୍ଦ୍ରର ବେଜ୍ଞାନିକ ଦିବାକର ଚାନ୍ନପା ସହରି ଜୀବନକୁ ଛାଡ଼ି ଏବେ ଗାଁରେ ଖଜୁରିକୋଳି ଚାଷ କରି ବର୍ଷକୁ ଏଥିରୁ ୧୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଏହି ଚାଷ…

ପୁରୁଷକାର ବନାମ ପୁରସ୍କାର

ଉମାଶଙ୍କର ପ୍ରସାଦ ପୁରୁଷକାର ହେଉଛି ଏକ ମାନବ ପ୍ରତିଭାର ପରିଚୟ। ତେଣୁ କୌଣସି ଆଦରଣୀୟ ବ୍ୟକ୍ତିତ୍ୱ ସଂପୂଜ୍ୟମାନ ବରେଣ୍ୟ ପ୍ରତିଭା ପୁରସ୍କାର, ଉପଢ଼ୌକନ, ପ୍ରଶସ୍ତି ଓ ସମ୍ବର୍ଦ୍ଧନା ପ୍ରତି ଆଦୌ ଅପେକ୍ଷା କରେନାହିଁ। ପୁରସ୍କାର ପାଇଁ ପ୍ରତୀକ୍ଷା କରୁଥିବା ବ୍ୟକ୍ତି ଆଦୌ…

ଏପଟେ ମଲ ସେପଟେ ମାରିଲ

ଲିବ୍ୟା ରାଜଧାନୀ ତ୍ରିପୋଲିରୁ ୧୧୦ କି.ମି. ଦୂର ଜ୍ୱାରା ସହରରୁ ୮୬ ଜଣ ଶରଣାର୍ଥୀଙ୍କୁ ନେଇ ଯାଉଥିବା ଜାହାଜଟି ଭୂମଧ୍ୟସାଗରରେ ବୁଡ଼ିଯିବାରୁ ୬୧ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଇଣ୍ଟରନ୍ୟାଶନାଲ ଅର୍ଗାନାଇଜେଶନ ଫର୍‌ ମାଇଗ୍ରେଶନ (ଆଇଓଏମ୍‌) ପକ୍ଷରୁ ଏହି ସୂଚନା ଦିଆଯାଇଛି।…

ଉଚ୍ଚତାପ ଓ ହିଂସ୍ରତା

ପ୍ର. ରମେଶ ଚନ୍ଦ୍ର ପରିଡ଼ା ଦିନକୁ ଦିନ ଅଧିକରୁ ଅଧିକ ହିଂସ୍ର ହେବାରେ ଲାଗିଛି ମଣିଷ। କ’ଣ ହୋଇପାରେ ଏହାର କାରଣ? ଜୀବନଧାରଣ ଲାଗି ଆବଶ୍ୟକ ସଂସାଧନ ପାଇଁ ବଢ଼ିଚାଲିଥିବା ପ୍ରତିଯୋଗିତା, ଜୀବନ ସଂଗ୍ରାମର କଠୋରତା, ବସ୍ତୁବାଦୀ ଜୀବନଶୈଳୀ, ଅହଙ୍କାର ଇତ୍ୟାଦି…

ଏଇ ଭାରତରେ

ଅନେକଙ୍କର ଜୀବନ ଜୀବିକା ସଂଘର୍ଷର କାହାଣୀ ପ୍ରେରଣାଦାୟୀ ହୋଇଥାଏ, ଯାହା ଘଟିଛି ଗାଜିଆବାଦର ବାଇକ୍‌ ମେକାନିକ୍‌ ପୁନମ୍‌ ଦେବୀଙ୍କ ଜୀବନରେ। ପୁନମ୍‌ଙ୍କ ସ୍ବାମୀ ପେସାରେ ଜଣେ ମେକାନିକ୍‌। କିନ୍ତୁ ଏକ ଦୁର୍ଘଟଣା ପରେ ସେ ପକ୍ଷାଘାତର ଶିକାର ହୋଇଥିଲେ। ପରିବାରର ରୋଜଗାର…

ବିରାଟ ଆହ୍ବାନ

ଉପେନ୍ଦ୍ର ବିଶ୍ୱାଳ   ପ୍ରେମ କରୁଥିବା ପୁରୁଷ ବନ୍ଧୁ ସହିତ ମୁମ୍ବାଇରେ ଲିଭ୍‌ ଇନ୍‌ ରିଲେଶନଶିପରେ ରହୁଥିଲା ସୁନ୍ଦରଗଡ଼ର ଜଣେ ଯୁବତୀ। ଦୁର୍ଭାଗ୍ୟବଶତଃ ବୀଭତ୍ସ ହତ୍ୟାର ଶିକାର ହୁଏ ପୁରୁଷ ବନ୍ଧୁ ଦ୍ୱାରା। ଗିରଫ ଯୁବକର ସ୍ବୀକାରୋକ୍ତି ଅନୁଯାୟୀ ଅନ୍ୟମାନଙ୍କ ସହିତ…

ଯୁଦ୍ଧରହିତ ଜଗତ ଜରୁରୀ

ମାୟାଧର ନାୟକ   ସାରା ବିଶ୍ୱ ଚାହିଁରହିଛି ଯୁଦ୍ଧରେ ବିଜୟ କାହାର ହେବ! ଶାନ୍ତି କେବେ ପ୍ରତିଷ୍ଠା ହେବ! ୨୦୨୨ ଫେବୃୟାରୀ ୨୪ରୁ ରୁଷିଆ-ୟୁକ୍ରେନ୍‌ ଘମାଘୋଟ ଯୁଦ୍ଧ ଚାଲିଛି। ଥମିବାର ନାଁ ଧରୁନି। ୨୦୨୩ ଅକ୍ଟୋବର ୭ରୁ ଆରମ୍ଭ ହୋଇଥିବା ଇସ୍ରାଏଲ-ପାଲେଷ୍ଟାଇନ୍‌…

ଅଳିଆଗଦାରେ ଫିଙ୍ଗା

୫ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଅନେକ ଦିନ ଗଡ଼ିଗଲାଣି। ଏବେ ପଛକୁ ଦେଖି ମତ ଦେବା ସହଜ ହୋଇପାରେ। ପ୍ରଥମ ଉଦାହରଣ ଭାବେ ମଧ୍ୟପ୍ରଦେଶକୁ ନିଆଯାଇପାରେ। ସେହି ରାଜ୍ୟ ପ୍ରମାଣ କରିଦେଇଛି, ବ୍ୟାପମ୍‌ ଭଳି ଅନେକ ବିରାଟକାୟ…

ଏଇ ଭାରତରେ

ପ୍ରକୃତି ଭିତରେ ରହିବାକୁ ଚାହୁଁଛନ୍ତି ତ ଆଉ ହିମାଳୟ ଯିବାକୁ ପଡ଼ିବ ନାହିଁ, ମହାରାଷ୍ଟ୍ରର ବାନୋଶୀ ହୋମ୍‌ ଷ୍ଟେ ଯାଇ ସେଠାରେ ସବୁକିଛି ପାଇପାରିବେ। ସିନ୍ଧୁଦୁର୍ଗ ନିବାସୀ ପ୍ରକୃତିପ୍ରେମୀ ପ୍ରବୀଣ ଦେଶାଇ ସୁନ୍ଦର ପାହାଡ଼ ମଧ୍ୟରେ ‘ବାନୋଶୀ ହୋମ୍‌ ଷ୍ଟେ’ ଗଢ଼ିଛନ୍ତି,…

ସାହିତ୍ୟ, ସଂସ୍କୃତି ଓ ପରମ୍ପରା

ଇଂ. ମୁରଲୀଧର ହୋତା ସଂସ୍କୃତି ତିନି ଅକ୍ଷର ବିଶିଷ୍ଟ ଏକ କ୍ଲିଷ୍ଟ ଶବ୍ଦ। ମାତ୍ର ସାଗରର ବ୍ୟାପକତା ଓ ଗଭୀରତା ଯେପରି ଜଣେ ସାଧାରଣ ବୁଦ୍ଧିସମ୍ପନ୍ନ ମଣିଷ ପକ୍ଷରେ କଳନା କରିବା ଦୁରୂହ ବ୍ୟାପାର, ସେହିପରି ସଂସ୍କୃତିର ବ୍ୟାପକତା ସୁଦୂରପ୍ରସାରୀ। ଉପରୋକ୍ତ…

ସାମାଜିକ ପରିବର୍ତ୍ତନରେ ଟେକ୍ନୋଲୋଜି

ସୌରଜିତ ପ୍ରଧାନୀ ବିଗତ କିଛି ଦଶନ୍ଧି ଧରି ଭାରତର ସାମାଜିକ ଢାଞ୍ଚାକୁ ନୂତନ ରୂପ ଦେବାରେ ପ୍ରଯୁକ୍ତି ପ୍ରମୁଖ ଭୂମିକା ଗ୍ରହଣ କରିଛି। ସୁଲଭ ସ୍ମାର୍ଟଫୋନର ବ୍ୟାପକ ଉପଲବ୍ଧତା ଏବଂ ଇଣ୍ଟରନେଟ ଭିତ୍ତିଭୂମିର ସମ୍ପ୍ରସାରଣ ଲକ୍ଷ ଲକ୍ଷ ଭାରତୀୟଙ୍କୁ ଡିଜିଟାଲ କ୍ଷେତ୍ର…

ଆଇନର ନିର୍ଯାତନା

ଏକ ସଚେତନ ରାଷ୍ଟ୍ର କିମ୍ବା ବିଚାରଶୀଳ ରାଜ୍ୟ ଶାନ୍ତିପୂର୍ଣ୍ଣ ବିରୋଧ ଏବଂ ଆତଙ୍କବାଦ କାର୍ଯ୍ୟକଳାପ ମଧ୍ୟରେ ପାର୍ଥକ୍ୟ ନିର୍ଦ୍ଧାରଣ କରିବାକୁ ସମର୍ଥ ହେବା ଉଚିତ। କିନ୍ତୁ ଏବେ ଆମେ ଆଉ ତାହା କରିପାରୁନାହଁୁ ଯାହା ଦୁଇଟି ବିଷୟରେ ପ୍ରତିଫଳିତ ହେଉଛି। ଗୋଟିଏ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri