ଏଇ ଭାରତରେ
ଛତୁ ଚାଷରେ ମହିଳାମାନଙ୍କୁ ସ୍ବାବଲମ୍ବୀ କରାଯାଉଥିବାବେଳେ ଜଣେ ନାଗା ଝିଅଙ୍କ ନିଆରା ପଦ୍ଧତି ଏକ ନୂଆ ବାଟ ଦେଖାଇଛି। ନାଗାଲାଣ୍ଡର ଫେକ୍ ଜିଲା ବାସିନ୍ଦା ଲୁଭେଭୋଲୁ ଏ. ରାଖୋ ୪,୦୦୦ ଓକ୍ କାଠ ଗଣ୍ଡିରେ ସିଲଟେକ୍ ଛତୁ ଚାଷ କରୁଛନ୍ତି। ରାଖୋ…
ଏଇ ଭାରତରେ
ଏ ହେଉଛି ନୂତନ ଭାରତ, ଯେଉଁଠି ଲୋକେ ଏବେ ବି ହାତରେ ମଳ ସଫା କରୁଛନ୍ତି, ଜାତି ବ୍ୟବସ୍ଥାରେ ସମାନତାରୁ ବଞ୍ଚିତ ହେଉଛନ୍ତି। ଏଭଳି ସମସ୍ୟା ବ୍ୟଥିତ କରିଛି ବିହାରର ରାମପୁରରେ ଜନ୍ମିତ ବିନ୍ଦେଶ୍ୱର ପାଠକଙ୍କୁ। ସେ ସମାନତା ଲାଗି ଲଢେଇ…
ଭିନ୍ନ ସ୍ବର: ଭିନ୍ନ ଯନ୍ତ୍ରଣା
ଡ. ନିର୍ମଳ ଚନ୍ଦ୍ର ଶୁରଦେଓ ବର୍ତ୍ତମାନ ଆମେ ଆଉ ଆମର ହୋଇ ରହିନାହୁଁ। ପରିବେଶ, ପରିସ୍ଥିତି ଓ ସାମାଜିକ ବ୍ୟବସ୍ଥା ଆମକୁ ଧୀରେ ଧୀରେ ଗ୍ରାସ କରି ସାରିଲାଣି। ଆମେ ଏହାରି ସ୍ଥିତିରେ ହିଁ ଗତି କରୁଛୁ। ଭଲ କଥାଟିଏ ଅବା…
ସିଂହ ଲାଙ୍ଗୁଡ଼, ଶୃଗାଳ ମୁଣ୍ଡ
ରାକେଶ ପଣ୍ଡା ଜୀବନର ଧଁା ଦୌଡ଼ ମଧ୍ୟରେ ପ୍ରତିଟି ବ୍ୟକ୍ତିର ଗୋଟିଏ ସାଧାରଣ ଲକ୍ଷ୍ୟ ରହିଥାଏ। ତାହା ହେଉଛି ଅର୍ଥ ରୋଜଗାର। ଅର୍ଥ ରୋଜଗାରର ସାଧାରଣତଃ ଦୁଇଟି ମାର୍ଗ ଅଛି। ଗୋଟିଏ ହେଉଛି ‘ଆତ୍ମନିର୍ଭରଶୀଳତା’ ଏବଂ ଅନ୍ୟଟି ‘ନିଯୁକ୍ତି ବା ଚାକିରି।…
ଖାଦ୍ୟ ସଙ୍କଟରୁ ଅନୁଚିତ ଲାଭ
ଜେନିଫର୍ କ୍ଲାପ୍, ଫିଲ ହୋୱାର୍ଡ ଗତ କିଛି ବର୍ଷ ହେବ କୋଭିଡ୍-୧୯ ଏବଂ ୟୁକ୍ରେନ୍ ଯୁଦ୍ଧ ଯୋଗୁ ଖାଦ୍ୟଶସ୍ୟ ସାମଗ୍ରୀର ମୂଲ୍ୟ ଅତ୍ୟଧିକ ବୃଦ୍ଧି ପାଇଛି। ଏହା ବୈଶ୍ୱିକ ଖାଦ୍ୟ ସୁରକ୍ଷାକୁ ଗୁରୁତର ଭାବରେ କ୍ଷତି ପହଞ୍ଚାଇଛି। ବର୍ତ୍ତମାନ, ବିଶ୍ୱର ଖାଦ୍ୟ…
ଏଇ ଭାରତରେ
ଜଣେ ଏମ୍ବିଏ ଡିଗ୍ରୀଧାରୀ କୃଷିରେ ସଫଳତା ପାଇବା ସହ କୃଷମାନଙ୍କୁ ସଶକ୍ତ କରିପାରିଛନ୍ତି ଏବଂ ତାଙ୍କର ଏହି କାର୍ଯ୍ୟ ଅନ୍ୟମାନଙ୍କ ଲାଗି ପ୍ରେରଣା ପାଲଟିଛି। ଆନ୍ଧ୍ରପ୍ରଦେଶ କୁର୍ନୁଲର ସୋମେଶକର ପୋଗୁଲା ଏମ୍ବିଏ ଡିଗ୍ରୀ ପରେ ତାଙ୍କ ଗାଁରେ ପ୍ରଥମେ ମାଣ୍ଡିଆ ଚାଷ…
ଦେଖ ସହର କେମିତି ବଦଳୁଛି
ମୀରା ବେଉରା ଆମ ଭିତରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ଅସଫଳତାକୁ ପ୍ରକାରାନ୍ତରେ ଯୁକ୍ତିଯୁକ୍ତ ବୋଲି ଦର୍ଶାଇବାକୁ ଏବଂ ନିଜ ମୁଣ୍ଡ ଉପରୁ ଦାୟିତ୍ୱ ଖସାଇବାକୁ ଚେଷ୍ଟା କରନ୍ତି। ଏହି ପ୍ରସଙ୍ଗରେ ବିଖ୍ୟାତ ନାଟ୍ୟକାର ଜଜ୍ ବର୍ଣ୍ଣାଡ…
ପିଲାଦିନ କଥା ମନେରହେନା
ଡା. ସମ୍ରାଟ କର ଆପଣଙ୍କ ପିଲାଦିନର କଥା ମନେଅଛି? ଘରେ ବଡ଼ ସାନ ଭାଇଭଉଣୀଙ୍କ ସହ କିପରି ଖେଳୁଥିଲେ, ଗାଁ ଦାଣ୍ଡରେ କୁନି ସାଥି ସାଙ୍ଗଙ୍କ ସହ ଧୂଳିବାଲି ଘରର ଫୋପଡ଼ାଫୋପଡ଼ି ଆଉ ମିଳାମିଶା ମନେଅଛି? ଗାଁ ମୁଣ୍ଡ ଅବଧାନଙ୍କ…
କିମ୍ବଦନ୍ତୀରେ କୃଷ୍ଣଙ୍କ ଭଉଣୀ
ମହାରାଷ୍ଟ୍ରର ଏଲୋରାରେ ଥିବା ୨୭ଟି ପୁରାତନ ଗୁମ୍ଫା ମଧ୍ୟରୁ ଗୋଟିକରେ ଏକ ଦେବୀଙ୍କ ମୂର୍ତ୍ତି ଅଛି। ଏହାର ବାମରେ ବିଷ୍ଣୁ ଓ ଡାହାଣରେ ବଳରାମ ଅଛନ୍ତି ବୋଲି ଚିହ୍ନଟ କରାଯାଇଛି। ସେହି ଦେବୀଙ୍କ ନାମ ଏକନମ୍ସା। ସେ ହେଉଛନ୍ତି ପରମ ଦେବୀ…
ଏଇ ଭାରତରେ
ବଗିଚାରେ ପନିପରିବା ଚାଷ କଲାବେଳେ ରୋଗ, ପୋକ ଓ ଘାସ ମୁଣ୍ଡବ୍ୟଥାର କାରଣ ପାଲଟୁଛି। ଏହି ସମସ୍ୟାର ସମାଧାନ ପାଇଁ କେରଳର ପ୍ରିନ୍ସ ମାମ୍ମନଙ୍କ ଦ୍ୱାରା ଆବିଷ୍କୃତ ରୋବୋ ଅନେକ ଆଶା ସଞ୍ଚାର କରିଛି। ଏହି ରୋବୋ ବଗିଚାରୁ କ୍ଷତିକାରକ ଘାସ…
ସ୍ବାଧୀନତା କାହିଁ
ବିଚିତ୍ର ବିଶ୍ୱାଳ ସ୍ବାଧୀନତାର ୭୬ବର୍ଷ ପରେ ଆମେ କ’ଣ ଛାତିରେ ହାତ ଦେଇ କହିପାରିବା ଯେ, ଆମ ନିର୍ବାଚିତ ପ୍ରତିନିଧିଙ୍କୁ ପ୍ରଶ୍ନ ପଚାରିବାର ଅଧିକାର ଆମର ଅଛି? ସ୍ବାଧୀନତା ଅର୍ଥ ସାଧାରଣ ଲୋକ ସରକାରଙ୍କ ଜନବିରୋଧୀ କାର୍ଯ୍ୟକୁ ବିନା ଭୟରେ ସମାଲୋଚନା…
ଶ୍ରୀଅରବିନ୍ଦଙ୍କ ଆବିର୍ଭାବର ଆହ୍ବାନ
ବିମଳ ପ୍ରସନ୍ନ ଦାସ ୧୫ ଅଗଷ୍ଟ ୧୮୭୨ ଋଷି ଶ୍ରୀଅରବିନ୍ଦଙ୍କ ପବିତ୍ର ଆବିର୍ଭାବ ଦିବସ। ଏହି ପୁଣ୍ୟ ତିଥିର ମହିମା ପ୍ରତିପାଦିତକରି ଦିବ୍ୟ ଜନନୀ ଶ୍ରୀମା ଏହାକୁ ଶାଶ୍ୱତଙ୍କ ଜନ୍ମ ଭାବରେ ଅବିହିତ କରିଛନ୍ତିି ଓ ଏହାର ତାତ୍ପର୍ଯ୍ୟ ବୁଝାଇ ଦେଇଛନ୍ତି।…
Archives


