ମଣିଷ ଓ ପଶୁ
ଡ. ଛାୟାକାନ୍ତ ଷଡ଼ଙ୍ଗୀ ବିଶିଷ୍ଟ ଲେଖକ ଚାର୍ଲସ୍ ଏଣ୍ଡରସନ୍ ଡାନି କହିଥିଲେ କୁକୁର ମଣିଷକୁ କାମୁଡ଼ିଲେ ତାହା ସମ୍ବାଦ ପଦବାଚ୍ୟ ହୁଏ ନାହିଁ, ମାତ୍ର ମଣିଷ କୁକୁରକୁ କାମୁଡ଼ିଲେ ତାହା ହୁଏ ସମ୍ବାଦ। ଲୋକଙ୍କ ସମ୍ବାଦକ୍ଷୁଧା ମେଣ୍ଟାଇବା ପାଇଁ ବେଳେବେଳେ…
ଖୁସି ବନାମ ସୁଖୀ
ହରିଶଙ୍କର ମିଶ୍ର ‘ବିଦୁର ନୀତି’ ଭାବେ ଗୋଟିଏ ଶ୍ଳୋକ ଅଛି- ”ଅସନ୍ତୁଷ୍ଟାଃ ଦ୍ବିଜାଃ ନଷ୍ଟାଃ ସନ୍ତୁଷ୍ଟାଶ୍ଚ ମହୀଭୃତଃ ସଲଜ୍ଜାଃ ଗଣିକାଃ ନଷ୍ଟାଃ ନିର୍ଲଜ୍ଜାଶ୍ଚ କୁଳସ୍ତ୍ରିୟଃ।“ ଏହାର ଅର୍ଥ ହେଉଛି ଦାନ ଦକ୍ଷିଣାରେ ଅସନ୍ତୁଷ୍ଟ ହେଉଥିବା ବ୍ରାହ୍ମଣ, ରାଜ କର୍ମଚାରୀଙ୍କ କାର୍ଯ୍ୟରେ…
ଗଛର ଐଶ୍ୱରିକ କାହାଣୀ
ନବରାତ୍ରି ସମୟରେ ଏବଂ ଗୌରୀପୂଜା ଓ ତେଜ ଭଳି ଅନ୍ୟ ଦେବୀକୈନ୍ଦ୍ରିକ ପର୍ବରେ ମହିଳାମାନେ ଅଧିକ ପୁଷ୍ଟିକାରକ ତଥା ଓଷଧୀୟ ଗଛ ଭାବେ ଦେବୀଙ୍କୁ ପୂଜା କରୁଥିଲେ। ଏହିସବୁ ଗଛ ହେଲା କଦଳୀ, ନଡ଼ିଆ, ଆମ୍ବ, କଦଳୀ, ଧାନ, ବେଲ, ଅଶୋକା,…
ଓଡ଼ିଶା କଫି
ଆଦିବାସୀ ବହୁଳ ଜିଲା କୋରାପୁଟର ସାମାଜିକ, ଆର୍ଥିକ ମାନଚିତ୍ର ବଦଳିବାରେ ଲାଗିଛି। ଚାଷ କ୍ଷେତ୍ରରେ ଏହା ବେଶ୍ ଆଗକୁ ବଢୁଛି। ବିଶେଷକରି ପାରମ୍ପରିକ ଧାନଚାଷରେ ଏହାର ଏକ ସ୍ବତନ୍ତ୍ର ପରିଚୟ ରହିଛି। କିନ୍ତୁ ବିଗତ ଏକ ଦଶନ୍ଧି ମଧ୍ୟରେ ଏହା କଫି…
କନ୍ୟା ଏକ ଉଜ୍ଜ୍ୱଳ ତାରକା
ନାରୀ ଓ ପୁରୁଷ ଉଭୟ ସମାଜର ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ପରି। ଗୋଟିଏ ସୁସ୍ଥ ସମାଜ ଗଠନରେ ପୁରୁଷର ଭୂମିକା ଯେତିକି ରହିଛି ନାରୀର ଭୂମିକା ମଧ୍ୟ ସେତିକି । କଥାରେ ଅଛି ଗୋଟିଏ ନାରୀ ଶିକ୍ଷିତ ହୋଇ ପାରିଲେ…
ଡଙ୍କି: ଉଚ୍ଚାଭିଳାଷର ଦୁଃସ୍ବପ୍ନ
ନିକଟରେ ମୁକ୍ତିଲାଭ କରିଥିବା ଶାହରୁଖ ଖାନ୍ଙ୍କର ଚଳଚ୍ଚିତ୍ର ଡଙ୍କିକୁ ନେଇ ଏବେ କେବଳ ଭାରତ ନୁହେଁ, ଭାରତ ବାହାରେ ଖୁବ୍ ଚର୍ଚ୍ଚା। ଏହି ଚର୍ଚ୍ଚା ଭିତରେ ବିଶେଷ ଭାବେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ଗୁଜରାଟର ଡିଙ୍ଗୁଚା ଗ୍ରାମ। ଏହି ଗ୍ରାମର ସାମ୍ପ୍ରତିକ…
ଏଇ ଭାରତରେ
ଚାଷଜମି ନାହିଁ ତ ଭାଙ୍ଗିପଡ଼ନ୍ତୁ ନାହିଁ, ଛାତ ଉପରେ ବି ଫସଲ କରି ଉପତ୍ାଦନ କରିପାରିବେ- ଏମିତି ଏକ ବାର୍ତ୍ତା ଦିଅନ୍ତି ବିଶାଖାପାଟଣାର ଗୃହିଣୀ ବଙ୍ଗାରୁ ଝାନ୍ସୀ। ସେ ତାଙ୍କ ଛାତ ଉପରେ ଆମ୍ବ, ପଣସ, କମଳା ସହିତ ପ୍ରାୟ ସବୁ…
ଏଇ ଭାରତରେ
ଗୁରୁଙ୍କ ଗୌରବ କଥା ଆସିଲେ ମନେପଡ଼ନ୍ତି ବିହାରର ରଜନୀକାନ୍ତ ଶ୍ରୀବାସ୍ତବ। ୧୬ ବର୍ଷ ହେଲା ସେ ପିଲାମାନଙ୍କୁ ଏକ ଟଙ୍କା ଦକ୍ଷିଣାର ପଢ଼ାଉଛନ୍ତି। ରୋହତାସ ଜିଲା ବିକ୍ରମଗଞ୍ଜରେ ସେ ଏକ ସ୍ବତନ୍ତ୍ର କ୍ଲାସ କରୁଛନ୍ତି ଓ ତାହାକୁ ‘ଏକ ଟଙ୍କା ଦକ୍ଷିଣା…
ପିତା-ପୁତ୍ର ସମ୍ପକ
ସପ୍ତର୍ଷି ନାୟକ ଭାରତରେ ବିଭିନ୍ନ ଚଳଚ୍ଚିତ୍ର ମାଧ୍ୟମରେ ଆମ ଜୀବନର ସତ୍ୟକୁ ଦେଖାଇବାର ପ୍ରୟାସ ଲେଖକମାନେ କରିଥାଆନ୍ତି। କିଛି ଦିନ ହେବ ସେଭଳି ଏକ ଚଳଚ୍ଚିତ୍ର ‘ଆନିମଲ୍’ ଯାହାକି ଭାରତୀୟ ଯୁବପିଢ଼ିଙ୍କ ଦ୍ବାରା ଆଦୃତ ହୋଇଛି । ଅନେକ ସ୍ଥାନରେ ଏ…
ସ୍ବଦେଶୀ ଆନ୍ଦୋଳନରେ ନେତାଜୀ
ଅସିତ ମହାନ୍ତି ଭାରତବର୍ଷର ସ୍ବାଧୀନତା ଆନ୍ଦୋଳନରେ ନେତାଜୀଙ୍କ ଭୂମିକା ଅତୁଳନୀୟ। କିନ୍ତୁ ଦୁଃଖର କଥା ବର୍ତ୍ତମାନ ପିଢ଼ି ନେତାଜୀ ଏବଂ ତାଙ୍କର ରାଜନୈତିକ ଜୀବନ ସଂଘର୍ଷକୁ ବୁଝିବାରେ ସମର୍ଥ ହୋଇପାରିନାହାନ୍ତି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ୨୩ ଜାନୁଆରୀ ୧୮୯୭…
ପ୍ରୋଗ୍ରେସ ରିପୋର୍ଟ
ଭାରତୀୟ ସଂଘୀୟ ବ୍ୟବସ୍ଥାରେ ପ୍ରତି ୫ ବର୍ଷରେ ଲୋକ ସଭା, ବିଧାନସଭା, ପଞ୍ଚାୟତ ଓ ପୌର ଆଦି ନିର୍ବାଚନ ହେବାର ବ୍ୟବସ୍ଥା ରହିଛି। ସ୍ବାଧୀନତା ପରେ ସେଗୁଡ଼ିକ ଏକ ସଙ୍ଗେ ହେଉଥିଲା। ବିଭିନ୍ନ ରାଜନୈତିକ କାରଣ ହେତୁ ସେହି ବ୍ୟବସ୍ଥା ୨…
ଏଇ ଭାରତରେ
ସମାଜ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ଏକ ଏନ୍ଜିଓରେ ଭଲ ଦରମାରେ ଚାକିରି କରିଥିଲେ କେରଳ ଏର୍ନାକୁଲମ ନିବାସୀ ଜିତୁ ଥୋମାସ୍। ଚାକିରି ଛାଡ଼ି ଏବେ ସେ ଛତୁଚାଷ କରି ଦିନକୁ ୪୦,୦୦୦ ଅର୍ଥାତ୍ ମାସକୁ ପାଖାପାଖି ୧୨ ଲକ୍ଷ…
Archives


