ସମ୍ପାଦକୀୟ

ଧନୀଙ୍କ ପୁଷମାସ: ଦୀର୍ଘ ଆୟୁଷ

ସହଦେବ ସାହୁ ଗରିବ ପାଇଁ ସବୁ ମହଙ୍ଗା, ଚିକିତ୍ସା ବି ା ଦୀର୍ଘ ଜୀବନ ତ ସାତ ସପନ ା ଅମରତ୍ୱ ଚିନ୍ତା ସାଧାରଣ ଲୋକ ପାଇଁ ନୁହେଁ, ଖର୍ଚ୍ଚ ବହନ କରିପାରୁଥିବା ଅର୍ବୁଦପତିମାନେ ଯୁବସୁଲଭ ସ୍ବାସ୍ଥ୍ୟ ଶହେବର୍ଷ ବା ଅଧିକ…

ନବନୀତ ଫେରିଲେ

ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ନବନୀତ କୁମାର ସେହଗଲଙ୍କୁ ପ୍ରସାର ଭାରତୀ ବୋର୍ଡର ଚେୟାରମ୍ୟାନ ଭାବରେ ନିଯୁକ୍ତ କରାଯାଇଛି। ଏ.ସୂର୍ଯ୍ୟ ପ୍ରକାଶଙ୍କ ସେବା ନିବୃତ୍ତି ପରେ ୪ବର୍ଷରୁ ଅଧିକ ସମୟ ଧରି ଏହି ପଦବୀ ଖାଲି ରହିଥିଲା। ଏହା ନିଃସନ୍ଦେହ ଯେ ସେହଗଲ…

ଏଇ ଭାରତରେ

ହୋଲିରେ ରାସାୟନିକ ରଙ୍ଗର କ୍ଷତିକାରକ ପ୍ରଭାବରୁ ରକ୍ଷା କରିବା ଲାଗି ମୁମ୍ବାଇର ଦୁଇ ଭାଇ ଗୌରାଙ୍ଗ ଓ ସୌରଭ ମୋଟ୍ଟା ଜୈବିକ ଅବିର ତିଆରି କରିଛନ୍ତି। ଭିଲ୍‌ ଆଦିବାସୀମାନଙ୍କ ଦ୍ୱାରା ପଳାଶ ଓ ଗଙ୍ଗାନଗରୀ ଗୋଲାପରୁ ଜୈବିକ ଅବିର ତିଆରି କରାଯାଉଛି।…

ଭାରତୀୟ ଗଣତନ୍ତ୍ରରେ ଅତିବୁଦ୍ଧି

ହରେକୃଷ୍ଣ ପଣ୍ଡା   ଭାରତ ସ୍ୱାଧୀନତା ଲାଭ କରିବା ପରେ ଜନସାଧାରଣ ସଂସଦ ଓ ସାଂସଦଙ୍କଠାରୁ ଯାହା ଆଶା କରୁଥିଲେ ତାହା ପାଇପାରିନାହାନ୍ତି। ନିର୍ବାଚନରେ ଅର୍ଥ କାରବାର, ସ୍ବଚ୍ଛ ଓ ଆଦର୍ଶବାଦୀ ଲୋକପ୍ରତିନିଧି ବାଛିବା କ୍ଷେତ୍ରରେ ଜନତା ପ୍ରତିବନ୍ଧକର ସମ୍ମୁଖୀନ ହେଉଛନ୍ତି।…

ସ୍ୱତନ୍ତ୍ର ଆହ୍ବାନ

ପ୍ରଦୀପ୍ତ କୁମାର ମିଶ୍ର   ମାର୍ଗଶିର ମାସର ଗୁରୁବାର ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣରେ ଉଲ୍ଲେଖ ଅଛି ଯିଏ ଅନ୍ନ ନଷ୍ଟ କରେ ସେ ଭୋକିଲା ରହେ। ତାକୁ ଅନ୍ନ ବସ୍ତ୍ର ଅଭାବ ହୁଏ। ଏ କଥା ଆମର ଘରୋଇ କଥାରେ…

ଚାଇନାର ବିସ୍ତାରବାଦ

ବ୍ରହ୍ମ ଚେଲାନି   ଭାରତ-ପ୍ରଶାନ୍ତ ମହାସାଗରରେ ଆଞ୍ଚଳିକ ତଥା ସାମୁଦ୍ରିକ ସ୍ଥିତିକୁ ବଦଳାଇବା ପାଇଁ ଚାଇନା ଏକ ଦଶନ୍ଧିରୁ ଅଧିକ ସମୟ ଧରି ଗୁପ୍ତ ଭାବରେ କାର୍ଯ୍ୟ କରିଆସିଛି। ଚାଇନାର ଏଭଳି ପଦକ୍ଷେପ ଅଷ୍ଟ୍ରେଲିଆ, ଭାରତ, ଜାପାନ, ତାଇୱାନ ଏବଂ ଦକ୍ଷିଣ-ପୂର୍ବ…

ଏଇ ଭାରତରେ

ଛତିଶଗଡ଼ର ଉଦନ୍ତି ସୀତାନଦୀ ବ୍ୟାଘ୍ର ଅଭୟାରଣ୍ୟ ବିଗତ ଦିନରେ ଶିକାରୀ ଓ ଜବରଦଖଲକାରୀଙ୍କ ଚରାଭୂଇଁ ଥିଲା। ଏବେ କିନ୍ତୁ ସେମାନଙ୍କ କବଳରୁ ଏହି ଅଭୟାରଣ୍ୟ ମୁକ୍ତ ହେବାରେ ଲାଗିଛି। ଜଣେ ବନ ଅଧିକାରୀଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଆଇଏଫ୍‌ଏସ୍‌ ଅଧିକାରୀ…

ଏକ ସମାନ୍ତରାଳ ସିନେମାର ଇତିବୃତ୍ତ

ଡ. ନିଖିଳାନନ୍ଦ ପାଣିଗ୍ରାହୀ     “ଜଣେ ଯଦି ସତ୍ୟଜିତ୍‌ ରାୟଙ୍କ ଚଳଚ୍ଚିତ୍ର ନ ଦେଖିଛି, ତେବେ ଏଇ ପୃଥିବୀରେ ଜନ୍ମହୋଇ ଚନ୍ଦ୍ର, ସୂର୍ଯ୍ୟ ନ ଦେଖିବା ସହ ସମାନ।“ ୧୯୭୫ ମସିହାରେ ଏମିତି ମନ୍ତବ୍ୟ ଦେଇଛନ୍ତି ବିଶ୍ୱ ବିଖ୍ୟାତ ଜାପାନୀ…

ଗଣମାଧ୍ୟମର ଦାୟିତ୍ୱ

ବିପ୍ଳବ   ପ୍ରଯୁକ୍ତି ବିଦ୍ୟାରେ ବ୍ୟାପକ ଉନ୍ନତି ହେବା ସହିତ ଗଣମାଧ୍ୟମର ପରିସର ବ୍ୟାପକ ହୋଇଛି। ଖବରକାଗଜ ପରେ ପରେ ରେଡିଓ, ଦୂରଦର୍ଶନ, ବିଭିନ୍ନ ଘରୋଇ ଚାନେଲ, ୟୁଟ୍ୟୁବ୍‌, ୱେବ୍‌ ପୋର୍ଟାଲଗୁଡ଼ିକ ଏଥିରେ ସାମିଲ ହୋଇଛନ୍ତି। ବିଶେଷକରି ଆଣ୍ଡ୍ରଏଡ୍‌ ଫୋନ ଘରେ…

ଜାପାନରେ ସରସ୍ୱତୀ

ଜାପାନର ସବୁଠାରୁ ଲୋକପ୍ରିୟ ଦେବୀମାନଙ୍କ ମଧ୍ୟରେ ଜଣେ ଗିଟାର ପରି ବାଦ୍ୟଯନ୍ତ୍ର ଧରିଥିବା ଦେବୀ ଅନ୍ୟତମ। ସେହି ଦେବୀଙ୍କ ନାମ ବେଞ୍ଜାଇଟେନ୍‌ ଓ ସରସ୍ବତୀଙ୍କ ସହିତ ତାଙ୍କର ସାମଞ୍ଜସ୍ୟ ରହିଛି। ପ୍ରକୃତରେ ହିନ୍ଦୁ ଦେବଦେବୀ କିପରି ଜାପାନରେ ପହଞ୍ଚି ସେଠାରେ ଏବେ…

ପୁଣି ପୁଟିନ୍‌

ଦୁଇ ବର୍ଷରୁ ଅଧିକ ସମୟ ଧରି ଯୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ଆମେରିକା ଓ ନାଟୋ ସହଯୋଗରେ ଯୁକ୍ରେନ୍‌ ଏହାର ମୁକାବିଲା କରୁଛି। ଏଭଳି ସ୍ଥିତିରେ ରୁଷିଆ ରାଷ୍ଟ୍ରପତି ନିର୍ବାଚନରେ ଭ୍ଲାଡିମିର ପୁଟିନ୍‌ ପାଖାପାଖି ୮୮ ପ୍ରତିଶତ ଭୋଟ…

ମାତୃଭାଷାର ବଶିଷ୍ଠମାନେ

ଭୁବନେଶ୍ୱରରେ ଯେତେବେଳେ ଓଡ଼ିଆ ଭାଷା ସାହିତ୍ୟର ବିଶ୍ୱ ସମ୍ମିଳନୀ ଧୁମ୍‌ଧାମ୍‌ରେ ଚାଲିଥିଲା, ସେତିକିବେଳେ ଏ ଲେଖକ ଅର୍ଥାତ୍‌ ଫେବୃଆରୀ ୪ ରେ ଜଗତ୍‌ସିଂହପୁରର ଗୋଟିଏ ଗାଁରେ ଏକ ସାହିତ୍ୟ ଅନୁଷ୍ଠାନ ଦ୍ୱାରା ଆୟୋଜିତ ବାର୍ଷିକ ଉତ୍ସବରେ ଯୋଗଦେବାର ସୌଭାଗ୍ୟ ପାଇଥିଲା। ଉତ୍ସବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?