ଟିକସ କମାଅ
ସୌଭାଗ୍ୟ ରଞ୍ଜନ ମହାନ୍ତି ଗଲା ମାସରେ କେନ୍ଦ୍ର ସରକାର ଯେତେବେଳେ ଘରୋଇ ରନ୍ଧନ ଗ୍ୟାସ ଏଲ୍ପିଜିର ସିଲିଣ୍ଡର ପିଛା ମୂଲ୍ୟ ୨୦୦ଟଙ୍କା ହ୍ରାସ କଲେ, ସେତେବେଳେ ଦେଶରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ହ୍ରାସ ପାଇବା ଆଶା କରାଯାଉଥିଲା। ମାତ୍ର…
ଗ୍ଲୋବାଲ ସାଉଥ୍ର ନୂତନ ପଥ
ଗର୍ଡନ ବ୍ରାଉନ ଅନ୍ତର୍ଜାତୀୟ ଆର୍ଥିକ ଢାଞ୍ଚାରେ ସଂସ୍କାର ଆଣିବା ପାଇଁ ବାର୍ବାଡିଆନ ପ୍ରଧାନମନ୍ତ୍ରୀ ମିଆ ଆମୋର ମୋଟ୍ଲିଙ୍କ ଉଚ୍ଚାଭିଳାଷୀ ବ୍ରିଜ୍ଟାଉନ ଏଜେଣ୍ଡା ଜଳବାୟୁ ନ୍ୟାୟ ପାଇଁ ଏକ ଶକ୍ତିଶାଳୀ ଯୁକ୍ତି ହୋଇପାରିଛି। କିନ୍ତୁ ଆଜି ଆମେ ସମ୍ମୁଖୀନ ହେଉଥିବା ଗଭୀର…
ବାଉଁଶ ନୀତି
ବାଉଁଶରୁ ଅଧିକ ଲାଭ ପାଇବା ଲାଗି ନୀତି ଆୟୋଗ ଏକ ବ୍ୟାପକ ଯୋଜନା ଉପରେ କାମ କରୁଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ, ବାଉଁଶ ଚାଷ ଓ ଏହାର ବ୍ୟବହାରକୁ ବ୍ୟାପକ କରିବା ଲାଗି ନକ୍ସା ପ୍ରସ୍ତୁତ କରିବାକୁ ଆୟୋଗ ଦ୍ୱାରା…
ବଡ଼ ଅବିନୀତ ଟୋକା
୧୯୩୮ ସେପ୍ଟେମ୍ବର ୧ରେ ଜେନାପୁରଠାରେ ବିଶାଳ କୃଷକ ସମାବେଶ ଅନୁଷ୍ଠିତ ହୋଇଥିଲା ଗଡ଼ଜାତ ରାଜ୍ୟ ସାରଙ୍ଗଧର ଦାସଙ୍କ ଅଧ୍ୟକ୍ଷତାରେ। ତା’ପରଠାରୁ ଢେଙ୍କାନାଳର ଆନ୍ଦୋଳନ ତୀବ୍ରତର ହୋଇ ଉଠିଥିଲା। ଢେଙ୍କାନାଳ ପ୍ରଜାମଣ୍ଡଳ ନିର୍ଦ୍ଦେଶ ଦେଇଥିଲା, ”ରାଜାର ପୋଲିସ, ହାକିମ, କାନକୁହା ଦଲାଲ ଓ…
ଗୋଲ୍ଡିନଙ୍କ ଦୃଷ୍ଟିରେ ଲିଙ୍ଗଗତ ମଜୁରି ବ୍ୟବଧାନ
ପ୍ରିୟଙ୍କା ଚୋପ୍ରା ବିବିସିକୁ ଦେଇଥିବା ଏକ ସାକ୍ଷାତ୍କାରରେ କହିଥିଲେ, ବଲିଉଡ୍ରେ ପୁରୁଷ ଓ ମହିଳା କଳାକାରଙ୍କ ଦରମାରେ ସମାନତା ନାହିଁ। ଏହା କେବଳ ବଲିଉଡ୍ କିମ୍ବା ଭାରତର ପରିସ୍ଥିତି ନୁହେଁ। ସମଗ୍ର ବିଶ୍ୱରେ ଏବଂ ସମସ୍ତ କ୍ଷେତ୍ରରେ ମହିଳାମାନେ ବେତନ ସମାନତାରେ…
ଏଇ ଭାରତରେ
ମୁରୁକେଶାନଙ୍କ ପେସା ମାଛ ଧରିବା। ହେଲେ ସେହି କାର୍ଯ୍ୟ ମଧ୍ୟରେ ସେ ୧ ଲକ୍ଷ ଗଛ ଲଗାଇପାରିଛନ୍ତି। ଏଥିପାଇଁ ତାଙ୍କୁ ଲୋକେ ‘ମ୍ୟାନ୍ଗ୍ରୋଭ ମ୍ୟାନ୍’ ବୋଲି ସମ୍ବୋଧନ କରୁଛନ୍ତି। ମୁରୁକେଶାନ ରହନ୍ତି କୋଚିରେ, ପଢିଛନ୍ତି ୮ମ ଯାଏ। ସେ ଲଗାତର ବାତ୍ୟାରେ…
ଏଇ ଭାରତରେ
ପରିବା ବିକ୍ରି କରି ପରିବାର ଚଳାଉଥିବା ମା’ଙ୍କ ସ୍ବପ୍ନ ପୂରଣ କରିବା ଲାଗି ଗାଁରେ ଏକ ହସ୍ପିଟାଲ ପ୍ରତିଷ୍ଠା କରି ୩୦ବର୍ଷରୁ ଊର୍ଦ୍ଧ୍ୱ ହେବ ସେବା ଯୋଗାଇ ଆସୁଛନ୍ତି ଡା. ଅଜୟ ମିଶ୍ରା। କୋଲକାତାର ହସପୁକୁର ଅଞ୍ଚଳରେ ରହୁଛନ୍ତି ଅଜୟ ଏବଂ…
ବଜ୍ରପାତ ବଢୁଛି
ଇଂ. ମାୟାଧର ସ୍ବାଇଁ ବଜ୍ରପାତ ହେଉଛି ଏକ ପ୍ରାକୃତିକ ଘଟଣା। ଏହା ବୁଝି ନ ଥିଲେ ସୁଦ୍ଧା ମନୁଷ୍ୟ ଆବହମାନ କାଳରୁ ଏହାକୁ ଦେଖି ଆସୁଛି। ବାସ୍ତବରେ ଏହା ହେଉଛି ଗୋଟିଏ ଅତ୍ୟୁଚ୍ଚ ଭୋଲ୍ଟେଜ୍ର ବିଦ୍ୟୁତ୍ ସ୍ଫୁଲିଙ୍ଗ। ଘରେ ବ୍ୟବହାର ହେଉଥିବା…
ସୁଶାସନ ଓ କ୍ଷମତାର ବିକେନ୍ଦ୍ରୀକରଣ
ଈପ୍ସିତା ମହାନ୍ତି ଶାସନ ଏବଂ କ୍ଷମତା ଦୁନିଆରେ ସୁଶାସନର ପ୍ରଥମ ସର୍ତ୍ତ ହେଉଛି ଜନସହଭାଗିତା। ଜନତାଙ୍କ ଭାଗୀଦାରିକୁ ସୁନିଶ୍ଚିତ କରିବା ପାଇଁ ବିକେନ୍ଦ୍ରୀକରଣ ଏକ ଅତ୍ୟାବଶ୍ୟକ କାରକ। ବିକେନ୍ଦ୍ରୀକରଣକୁ ବିଶ୍ବାସ, ପାରଦର୍ଶିତା ଏବଂ ଦାୟିତ୍ୱବୋଧତା ନିର୍ମାଣକାରୀ ସରକାରର ଏକ ବିକଳ୍ପ ନମୁନା…
କେହି ନାହିଁ
ଜାତୀୟ କିମ୍ବା ଅନ୍ତର୍ଜାତୀୟ ସ୍ତରରେ ସୀମା ବିବାଦର ପରିଣାମ ସବୁବେଳେ ନକାରାମତ୍କ ରହିଆସିଛି। ଏବେ ଭାରତ ଭିତରେ ନଦୀଜଳଠାରୁ ଆରମ୍ଭ କରି ସୀମାବିବାଦ ଭଳି ସମସ୍ୟା ଅନେକ ରାଜ୍ୟକୁ ହନ୍ତସନ୍ତ କରିରଖିଛି। ସଦ୍ୟ ପ୍ରକାଶିତ ଏକ ଖବରରୁ ଜଣାପଡ଼ିଛି ଯେ, ନିକଟରେ…
ଏଇ ଭାରତରେ
ଦୃଢ ଇଚ୍ଛାଶକ୍ତି ସଫଳତାର ମନ୍ତ୍ର ବୋଲି ପ୍ରମାଣ କରିଛନ୍ତି ଆସାମର କନିକା ତାଲୁକଦାର। ସେ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଜିଆଖତ ଉତ୍ପାଦନ କରୁଛନ୍ତି ଓ ଏଥିରୁ ସେ ମାସକୁ ୩ ଲକ୍ଷ ଟଙ୍କା ରୋଜଗାର କରିବାକୁ ସକ୍ଷମ ହୋଇଛନ୍ତି।…
ଏକାଅଶୀରୁ ଶହେଏକାଅଶୀ
ପ୍ରୀତିଛନ୍ଦା ଧଳ ଦୀର୍ଘ ୨୭ ବର୍ଷର ମହିଳା ସଂରକ୍ଷଣ ବିଲ୍ ଝୁଲି ରହିଲା ପରେ ଏବେ ଏହା ଉପରେ ମୋହର ବାଜିଛି। ରାଜନୀତି କ୍ଷେତ୍ରରେ ମହିଳାମାନଙ୍କୁ ଅଗ୍ରାଧିକାର ଦେବା ହେଉଛି ଏଇ ସଂରକ୍ଷଣ ନୀତିର ମୂଳ ଉଦ୍ଦେଶ୍ୟ। ଯେଉଁ ରାଷ୍ଟ୍ରରେ…
Archives


