ସମ୍ପାଦକୀୟ

ଏଆଇ ଓ କୃଷକଙ୍କ ସମସ୍ୟା

ଗତ କିଛି ବର୍ଷ ହେବ, କୃଷିକ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଏବଂ ମେଶିନ ଲର୍ନିଂ (ଏମ୍‌ଏଲ୍‌)ର ପ୍ରଭାବକୁ ଅନୁଭବ କରାଯାଉଛି। ଭାରତରେ ଆମେ ସବୁକ୍ଷେତ୍ରରେ ଏମ୍‌ଏଲ୍‌ ମଡେଲର ବ୍ୟବହାର ଦେଖିବାକୁ ପାଇଛୁ। କୃଷିକ୍ଷେତ୍ରରେ ଏଆଇ ଏବଂ ଏମ୍‌ଏଲ୍‌କୁ ଗ୍ରହଣ କରିବା ଫଳରେ…

ଏଇ ଭାରତରେ

ଜଳ ସଙ୍କଟ ଏବେ ଚିନ୍ତାର କାରଣ ହେଉଛି। ଏହା ଦୂର କରିବା ଲାଗି ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ଉଜ୍ଜୟିନୀ ସହର ତଳି ଅଞ୍ଚଳରେ ଥିବା ଯମ ତାଲାୟା ପୁଷ୍କରିଣୀକୁ ପୁନରୁଦ୍ଧାର କରି ସେଠାକାର…

ଏଇ ଭାରତରେ

ଦୀପାବଳି ପାଳନ ହେଲା ସାରା ଦେଶରେ। କେଉଁଠି ପରିବେଶ ପ୍ରଦୂଷଣ ଭୟ ଯୋଗୁ ବାଣଫୁଟା ଉପରେ କଟକଣା ଲଗାଯାଇଥିବାବେଳେ କେଉଁଠି ପରିବେଶ ଉପଯୋଗୀ ଅନ୍ୟ ବ୍ୟବସ୍ଥା ସବୁ ଗ୍ରହଣ କରାଯିବା ଦେଖିବାକୁ ମିଳିଲା। ସେହି କ୍ରମରେ ଗୋବରରେ ତିଆରି ଦୀପର ବ୍ୟବହାର…

ଧର୍ମ ପାଇଁ ରକ୍ତପାତ ବାଞ୍ଛନୀୟ କି

ଡ. ଜୟଦେବ ସାହୁ ଧର୍ମ ହିଁ ମଣିଷକୁ ପଶୁ ପରିହାର କରି ମାନବୀୟ ଗୁଣରେ ପରିପୂର୍ଣ୍ଣ କରିଛି। ଜୀବନର ମୂଳ ଲକ୍ଷ୍ୟ ମୋକ୍ଷପ୍ରାପ୍ତି ପାଇଁ ବାଟ ଦେଖେଇଛି। ଧର୍ମ ମଣିଷକୁ ଅଧର୍ମ କାର୍ଯ୍ୟରୁ ନିବୃତ୍ତ କରିବାର ଏକ ମାଧ୍ୟମ। ସେଥିପାଇଁ କହନ୍ତି…

ମଣିଷ, ପରିବେଶ ଓ ଭଗବାନ୍‌

ସହଦେବ ସାହୁ ଯଦି ଗଡ୍‌ ହାଜ୍‌ କ୍ରିଏଟେଡ୍‌ ମାନ୍‌ ଇନ୍‌ ହିଜ୍‌ ଓନ୍‌ ଇମେଜ୍‌ (ଭଗବାନ୍‌ ମଣିଷକୁ ତାଙ୍କ ପ୍ରତିଛବି ରୂପେ ଗଢ଼ିଛନ୍ତି) ତେବେ କାହିଁକି ମଣିଷ ଗଛଲତା ନ ଥିବା ସ୍ଥାନରେ, ଉପଯୋଗୀ ପାଣି ପବନ ନ ଥିବା ଜାଗାରେ…

ଆଉ ଫେରିବେନି

ଭାରତରୁ ଛାତ୍ରମାନେ ବିଦେଶ ଯାଇ ପଢ଼ିବାର ଧାରା ପୂର୍ବ ଶତାବ୍ଦୀଗୁଡ଼ିକରୁ ଲାଗିରହିଛି। ମହାମତ୍ା ଗାନ୍ଧୀଙ୍କଠାରୁ ଆରମ୍ଭ କରି ବି.ଆର୍‌.ଆମ୍ବେଡ୍‌କର, ଜବାହରଲାଲ ନେହେରୁ ଏବଂ ଅମର୍ତ୍ତ୍ୟ ସେନ୍‌ଙ୍କ ପର୍ଯ୍ୟନ୍ତ ବହୁ ଭାରତୀୟ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାଇଥିଲେ । ଏପରି କି ଓଡ଼ିଶାରୁ…

ସତ ସାମ୍ନାକୁ ଆସିଛି

ବିମୁଦ୍ରୀକରଣ ବାର୍ଷିକୀ ଆସିଲା ଓ ଗଲା। ଏହି ବିମୁଦ୍ରୀକରଣ ମହାରାଷ୍ଟ୍ରର ଲାଟୁର ସହରରୁ ଯାନ୍ତ୍ରିକ ଇଞ୍ଜିନିୟରିଂରେ ଡିପ୍ଲୋମା କରିଥିବା ଅନିଲ ବୋକିଲଙ୍କ ବିଚାର ଥିଲା। ବୋକିଲ ଅର୍ଥକ୍ରାନ୍ତି ନାମକ ଏକ ସଂସ୍ଥା ଚଳାନ୍ତି ଓ ନିଜକୁ ଜଣେ ଆଥିର୍ର୍କ ସିଦ୍ଧାନ୍ତବାଦୀ ଭାବେ…

ଅରାଏ ସକାଳ

ସାରା ପୃଥିବୀ, ଏହି ସାରା ସଂସାର ସକାଳ ପରି ତାହାକୁ ଘ୍ରାଣ କରିପାରିଲେ ସକାଳ ସ୍ପର୍ଶ ସମ୍ଭବ ହୁଏ। ତେଣୁ ସକଳ ଘଟରେ ଆସ୍ଥାନଟି ଜୀବନ୍ତ ଲାଗେ। ଏଠାରୁ ସେଠା ଯାଏ ଡୋରଟି ପ୍ରଲମ୍ବିତ ହୋଇଯାଏ। ତେଣୁ ଏହି ପୃଥିବୀ ଓ…

ଶକ୍ତି ଉପାସନା ଓ ନାରୀ ଅସ୍ମିତା

ମାନବୀୟ ଚିନ୍ତନରେ ଶକ୍ତିର ପ୍ରତୀକ ନାରୀ। ସେ ସ୍ନେହମୟୀ, କରୁଣାମୟୀ ଓ ମମତାମୟୀ ଜନନୀ। ସଂସାରର ସଞ୍ଚାଳିକା। ବିଶ୍ୱଚକ୍ରର ନାଭିକେନ୍ଦ୍ର। କୁହାଯାଏ ସେ ସୃଜନକାଳରେ ମହାସରସ୍ବତୀ, ପାଳନ ବେଳାରେ ମହାଲକ୍ଷ୍ମୀ ଓ ବିନାଶ କାଳରେ ମହାକାଳୀ ରୂପରେ ପୂଜିତା। ଜ୍ଞାନର ଆଲୋକ…

ଏଇ ଭାରତରେ

ଜୀବାଶ୍ମ ଇନ୍ଧନଚାଳିତ ଦୁଇଚକିଆ ଯାନ ଏବେ ପ୍ରଦୂଷଣର ଏକ ମୁଖ୍ୟ ଉତ୍ସ ହୋଇଛି। ବୈଦ୍ୟୁତିକ ଯାନ ଚଳାଚଳ ବ୍ୟାପକ କରାଯାଇ ଏହାକୁ ଅନେକାଂଶରେ ରୋକାଯାଇପାରିବ ବୋଲି କୁହାଯାଉଛି ଓ ଏଥିପାଇଁ ବିଭିନ୍ନ କମ୍ପାନୀ ବଜାରକୁ ବୈଦ୍ୟୁତିକ ଯାନ ଛାଡ଼ିଲେଣି। ହେଲେ ବେଙ୍ଗାଲୁରୁର…

ଏଇ ଭାରତରେ

ପ୍ରଦୂଷଣ ଏବେ ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଥିବାବେଳେ ଭାରତର ସହରଗୁଡ଼ିକରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ବିଶ୍ୱର ସବୁଠୁ ପ୍ରଦୂଷିତ ସହରଗୁଡ଼ିକ ମଧ୍ୟରେ ଭାରତର ୨୨ଟି ସହର ରହିଛି। ଏଭଳି ସ୍ଥିତିକୁ ଦେଖିଲେ ଦେଶରେ ପ୍ରଦୂଷଣ ହାର କମାଇବା ଲାଗି…

ଜଳ ଭୀରୁତାର ପରିଣାମ

ଡ. ପ୍ରମୋଦ କୁମାର ପଣ୍ଡା   ସଭ୍ୟତାର ଅଭ୍ୟୁଦୟରେ ନଦୀଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ବଣମଣିଷ ସ୍ଥାୟୀ ଭାବରେ ବସବାସ କରିବା ପାଇଁ ନଦୀକୂଳକୁ ସର୍ବୋକୃଷ୍ଟ ସ୍ଥାନ ହିସାବରେ ବାଛିଥିଲା। କାରଣ ଏଠାରେ ବର୍ଷସାରା ପାନୀୟ ଜଳ ମିଳୁଥିଲା ଓ ବିଭିନ୍ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri