ସମ୍ପାଦକୀୟ

ବିଚରା ମୁଖ୍ୟବକ୍ତା

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ପୂର୍ବରୁ ବିନା ବ୍ୟୟରେ ଉପଲବ୍ଧ ବିଦ୍ୟା ଅର୍ଥର ନାଗଫାଶରେ ବନ୍ଦୀ ହୋଇସାରିଲା ପରେ ଏବେ ଅନ୍ୟ ଯେଉଁ ଚିତ୍ରଟି ମାଗଣାରେ ମିଳିପାରୁଛି, ତାହା ହେଉଛି ବକ୍ତୃତା ବା ଭାଷଣ। ଅନ୍ୟର ଚିନ୍ତା ଓ ଚେତନାରେ କିଛି…

ସିଏଜିର ଅଧୋଗତି

ଭାରତର କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ୨୦୧୯-୨୦ କାର୍ଯ୍ୟଦକ୍ଷତା ବା ପ୍ରଦର୍ଶନ ରିପୋର୍ଟରେ କହିଛନ୍ତି , ସିଏଜି ହେଉଛି ଭାରତର ସର୍ବୋଚ୍ଚ ଅଡିଟ୍‌ ସଂସ୍ଥା ଏବଂ ଏହା ଅଡିଟ୍‌ କରାଯାଉଥିବା ସଂସ୍ଥାଗୁଡ଼ିକର ଆର୍ଥିକ ଉତ୍ତରଦାୟିତ୍ୱ ଓ ସ୍ବଚ୍ଛତାକୁ ପ୍ରୋତ୍ସାହିତ କରିବ ବୋଲି…

ଏଇ ଭାରତରେ

ଗୋଆରେ ପ୍ଲାଷ୍ଟିକ ପ୍ରଦୂଷଣ ସେଠାକାର ପରିବେଶକୁ ବିଷାକ୍ତ କରିପକାଉଛି। ଏଥିରୁ ଗୋଆକୁ ମୁକ୍ତ କରିବା ଲାଗି ସଞ୍ଜୀବ ଖଣ୍ଡେଲଓ୍ବାଲ ଆରମ୍ଭ କରିଛନ୍ତି ଏକ ଅଭିଯାନ, ଯାହାର ନାମ ହେଉଛି ‘ମାକା ନାକା ପ୍ଲାଷ୍ଟିକ’। ଏହି ଓ୍ବାନ୍‌ ମ୍ୟାନ୍‌ ମିଶନରେ ସେ ପ୍ଲାଷ୍ଟିକ…

ଧ୍ୱନି ପ୍ରଦୂଷଣ ପ୍ରଭାବ

ଉପେନ୍ଦ୍ର ବିଶ୍ୱାଳ ଭସାଣି ଶୋଭାଯାତ୍ରା ହେଉ କି ବିବାହ ଅବା ନେତାଙ୍କ ବିଜୟ ଶୋଭାଯାତ୍ରା, ଡିଜେ ଯନ୍ତ୍ରର କର୍କଶ ଶବ୍ଦ ମଣିଷକୁ କଲବଲ କରିପକାଏ। ଗତ ଗଣେଶ ଓ ବିଶ୍ୱକର୍ମାଙ୍କ ପୂଜା ପରେ ପରେ ମୃଣ୍ମୟ ମୂର୍ତ୍ତି ଭସାଣି ବେଳେ ଡିଜେ…

ଦରମାଠାରୁ ପେନ୍‌ସନ ବେଶି

ସହଦେବ ସାହୁ ଲୋକପ୍ରତିନିଧିତ୍ୱ ଏକ ଚାକିରି, କାମ ନ କରିବା ଦିନର ବି ଦରମା ଏବଂ ଦରମାଠାରୁ ପେନ୍‌ସନ୍‌ ବେଶି – ଏ ତିନୋଟି ଅସଙ୍ଗତିକୁ ଆଇନସଙ୍ଗତ କରିନେଇଛନ୍ତି ଆମ ଦେଶର ଲୋକପ୍ରତିନିଧିମାନେ, ଯେଉଁମାନେ ଆମ ଭିତରେ ନୈତିକତା ଓ ଶୃଙ୍ଖଳା…

ଭାଜପାରେ ଅମଲାତନ୍ତ୍ରୀ

ପ୍ରଧାନମନ୍ତ୍ରୀ ତାଙ୍କ ବାବୁମାନଙ୍କୁ ହୁଏତ ଭଲ ପାଇପାରନ୍ତି, କିନ୍ତୁ ରାଜନୀତିରେ ପୂର୍ବତନ ବାବୁମାନେ ଅଧିକ ସଂଖ୍ୟାରେ ଯୋଗଦେବା ଭାଜପା କ୍ୟାଡର ମଧ୍ୟରେ ଅସନ୍ତୋଷର କାରଣ ପାଲଟିଛି। ଏହି ଧାରା ଏବେ ଅଧିକ ଗତିଶୀଳ ହୋଇଛି। ସିଭିଲ ସର୍ଭାଣ୍ଟମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)…

ହିଂସାରୁ ହମାସ୍‌ର ଜନ୍ମ

ଇସ୍ରାଏଲ ସୀମା ମଧ୍ୟରେ ହମାସ୍‌ର ଘୃଣ୍ୟ ତଥା କ୍ରୂରତାପୂର୍ଣ୍ଣ ଆକ୍ରମଣକୁ ସମଗ୍ର ବିଶ୍ୱ ନିନ୍ଦା କରିଛି। ଯଦି ଏହା ଏକ ଯୁଦ୍ଧ ହୁଏ ଏବଂ ଉଭୟ ପକ୍ଷ ଏଥିରେ ସହମତ ହୁଅନ୍ତି, ତେବେ ସାଧାରଣ ନାଗରିକଙ୍କ ଉପରେ ହମାସ୍‌ର ଯୋଜନାବଦ୍ଧ ଆକ୍ରମଣ…

ହଜିଯାଉଥିବା ଗାଁର ନକ୍‌ସା

ପିଲାଦିନଠାରୁ ଆଜିଯାଏ ମୁଁ ଯେତେ କବିତା ପଢ଼ିଛି ତା’ ଭିତରୁ ସଚ୍ଚି ରାଉତରାୟଙ୍କ ଛୋଟ ମୋର ଗାଁଟି କବିତାଟି ମୋତେ ଖୁବ୍‌ ଭଲ ଲାଗିଛି। ଭାବୁଛି ଏଇ ଭାବନାଟି କେବଳ ମୋର ନୁହେଁ, ମୋ ପରି ଆପଣମାନେ ବି ଏଇ କବିତାକୁ…

ଗଢ଼ୁଛି କିଏ ଭାଙ୍ଗୁଛି କିଏ

ପଞ୍ଚାୟତଠାରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ଏକକାଳୀନ ନିର୍ବାଚନ କରିବାକୁ କେନ୍ଦ୍ର ସରକାର ଅଣ୍ଟାଭିଡ଼ିଛନ୍ତି। ଯୋଜନାର ଭଲମନ୍ଦ ଦିଗ ସମ୍ପର୍କରେ ଅନୁଧ୍ୟାନ କରି ସୁପାରିସ କରିବାକୁ କେନ୍ଦ୍ର ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଛନ୍ତି। ଏହି କମିଟି…

ଏଇ ଭାରତରେ

ଭାରତରେ କିଛି ବିଶେଷ କାର୍ଯ୍ୟ ପାଇଁ କେତେକ ଗାଁ ସ୍ବତନ୍ତ୍ର ପରିଚିତି ହାସଲ କରିପାରିଛନ୍ତି। ସେଗୁଡ଼ିକ ମଧ୍ୟରେ ପଶ୍ଚିମବଙ୍ଗର ଅନିୟା ଓ ଗଙ୍ଗପୁର ଅନ୍ୟତମ। ଏହି ଦୁଇ ଗାଁ ଦିନକୁ ୬ କୁଇଣ୍ଟାଲ ରାବିଡ଼ି ପ୍ରସ୍ତୁତ କରି ବିଭିନ୍ନ ଜାଗାକୁ ଯୋଗାଉଛନ୍ତି।…

ଏଇ ଭାରତରେ

ବୁଲାପ୍ରାଣୀଙ୍କ ପେଟ ଭରିବା ସହ ସେମାନଙ୍କ ସେବାରେ ସଦା ବ୍ୟସ୍ତ ରହୁଛନ୍ତି ଗାଜିଆବାଦର ନୀହାରିକା ରାଣା। ସେ ପ୍ରତିଦିନ ୧୦୦ଟି ବୁଲାକୁକୁରଙ୍କୁ ଖାଇବାକୁ ଦେଉଛନ୍ତି। ଏବେ ସୁଦ୍ଧା ସେ ମୋଟରେ ୫୦୦ ବୁଲା କୁକୁରଙ୍କୁ ଉଦ୍ଧାର କରିସାରିଲେଣି। ନୀହାରିକାଙ୍କ ବୟସ ଏବେ…

ଶ୍ରୀମନ୍ଦିର ଓ ଶାଳୀନ ପୋଷାକ

ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ଓଡ଼ିଆ ଜାତିର ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର। ଏହାର ସୁରକ୍ଷା ପାଇଁ ଅତୀତରେ ଓଡ଼ିଆ ରାଜା ଓ ପ୍ରଜାଗଣ ଆଗକୁ ଆସି ବାହ୍ୟ ଶତ୍ରୁମାନଙ୍କ ଆକ୍ରମଣକୁ ପ୍ରତିହତ କରିଛନ୍ତି। ପରେ ଓଡ଼ିଶାର ନିର୍ବାଚିତ ଗଣତାନ୍ତ୍ରିକ ସରକାରଗୁଡ଼ିକ ବିଶେଷକରି ଏବକାର ଶାସନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri