ସମ୍ପାଦକୀୟ

ଏଇ ଭାରତରେ

୩୫ ଝିଅଙ୍କ ପିତା ଜଣେ। ଏକଥା ବିଶ୍ୱାସ ହେଉ ନ ଥିଲେ ବି ସତ। ଝାଡ଼ଖଣ୍ଡର ଦେଓଗଡ଼ ନିବାସୀ ୬୬ ବର୍ଷୀୟ ହରେରାମ ପାଣ୍ଡେ ହେଉଛନ୍ତି ସେହି ପିତା, ଯିଏ ୩୫ ଝିଅଙ୍କୁ ଲାଳନପାଳନ କରି ବଢ଼ାଉଛନ୍ତି। ସମସ୍ତେ ତାଙ୍କୁ ବାବା(ବାପା)…

କାହା ପାଇଁ ଯୁଦ୍ଧ

ଲଳିତେନ୍ଦୁ ପଲାଉରୀ   ରୁଷିଆ-ୟୁକ୍ରେନ ଯୁଦ୍ଧ ସହ ତାଳଦେଇ ମଧ୍ୟପ୍ରାଚ୍ୟର ରାଷ୍ଚ୍ର ଇସ୍ରାଏଲ୍‌ ଓ ହମାସ ମଧ୍ୟରେ ଚାଲିଛି ଆଉ ଏକ ଭୟଙ୍କର ଲଢ଼େଇ। ତେବେ ପ୍ରଶ୍ନ ଆସୁଛି- ଏ ଯୁଦ୍ଧ କାହା ପାଇଁ ଆଉ କ’ଣ ପାଇଁ ହେଉଛି ?…

ବ୍ୟକ୍ତିତ୍ୱର ଆକର୍ଷଣ

ମୀରା ବେଉରା   କେତେ ଘାତ ପ୍ରତିଘାତ ପଥ ଦେଇ ସାଧାରଣ ମଣିଷଟିଏ ଗୋଟିଏ ସଂଘର୍ଷପୂର୍ଣ୍ଣ ଜୀବନ ଜିଇଁବା ପରେ ତା’ର ପରିଚୟ ତିଆରି କରିଥାଏ। ସାଧାରଣତଃ ସମସ୍ତଙ୍କର ଧାରଣା ଯେ ପୋଷାକ ଆମ ସମସ୍ତଙ୍କର ପରିଚୟ। ବେଳେ ବେଳେ ଦେଖାଯାଏ…

ନିଜ ଭିତରେ ଶକ୍ତି

କମ୍‌ ସମୟ ଅବଧିର ଏକ ସୋସିଆଲ ମିଡିଆ ଭିଡିଓରେ ଜଣେ ଯୁବ ହାସ୍ୟ ଅଭିନେତା ଏକ ଆଇଫୋନ୍‌ କିଣିଥିବା କହିଛନ୍ତି। କାରଣ ଏହାର ବିଶେଷତ୍ୱ ହେଉଛି ଏହା ମନରେ ଆତ୍ମବିଶ୍ୱାସ ଭରିଦିଏ। ଆଇଫୋନ୍‌ ପାଇବା ମାତ୍ରେ ତାଙ୍କ ମଧ୍ୟରେ ଏତେ ଆମ୍ବବିଶ୍ୱାସ…

ଏଇ ଭାରତରେ

ପରିବାର ଚଳାଇବା ଲାଗି ପିତାଙ୍କ ସହ ମାଛ ବିକୁଥିବା ଝିଅଟିଏ ବିଶ୍ୱର ସବୁଠୁ ଉଚ୍ଚ ରାସ୍ତାର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ରେକର୍ଡ କରିଛନ୍ତି। ଛାପ୍ରା ଜିଲା ବାସିନ୍ଦା ସବିତା ମାହାତୋ ସମୁଦ୍ର ପତ୍ତନରୁ ୧୯,୦୦୦ ଫୁଟ ଉଚ୍ଚରେ ଥିବା ଲଦାଖର ଉମଲିଙ୍ଗ…

ଖାଉଣିଆ

ଦ୍ୱିତୀ ଚନ୍ଦ୍ର ସାହୁ   ସାମ୍ନାରେ ଥିବ କଞ୍ଚା ଆମ୍ବ। ତାକୁ ଲାଗି ରହିଥିବ ଲୁଣ, ଲଙ୍କାଗୁଣ୍ଡ ଓ ଛୁରି। ଆପଣ ଦେଖୁ ଦେଖୁ ଖାଇବାକୁ ବ୍ୟାକୁଳ ହେବେ ନିଶ୍ଚିତ। ଆମ୍ବକୁ ତୁରନ୍ତ କାଟି ଲୁଣ ଲଙ୍କାରେ ବୁଡାଇ ପାକୁଳି କରିଚାଲିବେ…

ରୋଜଗାର ମେଳା ଓ ବେରୋଜଗାର

ଶୈଳେନ୍ଦ୍ର ଦ୍ୱିବେଦୀ   ନିକଟରେ (ସେପ୍ଟେମ୍ବର ୨୩, ୨୦୨୩) ଦେଶବ୍ୟାପୀ (୪୬ ସ୍ଥାନରେ) ଅନୁଷ୍ଠିତ ହୋଇଥିବା ‘ପ୍ରତୀୟମାନ’ ବା ‘ଭର୍ଚୁଆଲ’ ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୧,୦୦୦ ଯୁବତୀଯୁବକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଏଇଠି କହିରଖେ, ଏସବୁ ନିଯୁକ୍ତି ସହ…

କୋରାପୁଟ କଫି

କୋରାପୁଟ ଏକ ଆଦିବାସୀ ଅଧ୍ୟୁଷିତ ଜିଲା। ବହୁ ଲୋକଙ୍କ ଧାରଣା ଯେ, ଏହା ଏକ ଅନଗ୍ରସର ଅଞ୍ଚଳ। କିନ୍ତୁ ଯେଉଁମାନେ କୋରାପୁଟ ଯାଇଛନ୍ତି ସମସ୍ତେ ଜାଣନ୍ତି ଯେ, ପ୍ରାକୃତିକ ସୌନ୍ଦର୍ଯ୍ୟ ସହ କୋରାପୁଟରେ ଅନେକ ଆଧୁନିକ ଶିଳ୍ପ ଏବଂ କୃଷି କ୍ଷେତ୍ରରେ…

ଏଇ ଭାରତରେ

ରାସ୍ତାକଡ଼ରେ ବହୁ ଅସହାୟ ଶିଶୁ ବୁଲୁଥିବା ଦେଖାଯାଏ। ସେମାନଙ୍କ ପରିବାର ବି ରାସ୍ତାକଡ଼ରେ ରହି ସେମାନଙ୍କୁ ଭିକ୍ଷା ପାଇଁ ପ୍ରେରିତ କରିଥାନ୍ତି। ଏହା ବ୍ୟତୀତ ରାସ୍ତାକଡ଼ ଢାବା କିମ୍ବା ବିଭିନ୍ନ ପ୍ଲାଷ୍ଟିକ୍‌ ସଂଗ୍ରହ କେନ୍ଦ୍ରରେ ଏମାନେ ପରିବାର ସଦସ୍ୟଙ୍କ ସହ କାମ…

ଭାରତରେ ମହାକାଶ ପ୍ରଯୁକ୍ତି

ସୌରଜିତ ପ୍ରଧାନୀ ଭାରତ ମହାକାଶ ଦୌଡ଼ ଏକ ନୂତନ ଯୁଗରେ ପ୍ରବେଶ କରୁଛି। ଗତ ୨୦ ବର୍ଷ ମଧ୍ୟରେ ଦେଶ ଅଧିକ ସଫଳତା ହାସଲ କରିଛି, ଯେଉଁଥିରେ ରହିଛି ମଙ୍ଗଳୟାନ-୧ର ସଫଳ ଅଭିଯାନଠାରୁ ଆରମ୍ଭ କରି ଚନ୍ଦ୍ରର ଅନ୍ଧାର ପାର୍ଶ୍ୱକୁ ଖୋଜିବା…

ମତଦାନ ଓ ଗଣତନ୍ତ୍ର

ଲଲିତ ମୋହନ ମିଶ୍ର ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କ ସଫଳତା ମୂଳଦୁଆ ହେଲା ସୁଚିନ୍ତିତ ତଥା ଅବାଧ ଓ ମୁକ୍ତ ମତଦାନ। ଛୋଟ ଛୋଟ ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କରେ ଲୋକମାନେ ନିର୍ବାଚନରେ ମତଦାନ ବେଳେ ରାଜନୈତିକ ଦଳମାନଙ୍କର ଆଦର୍ଶ ଓ ନୀତି ତଥା ପ୍ରାର୍ଥୀମାନଙ୍କର ଆଭିମୁଖ୍ୟ…

ଯୁଦ୍ଧରୁ ଲାଭ

୭ ଅକ୍ଟୋବରରେ ଇସ୍ରାଏଲର ଏକ ସଙ୍ଗୀତ ଉତ୍ସବ ଉପରେ ଇସ୍‌ଲାମିକ ଉଗ୍ରବାଦୀ ହମାସ୍‌ କ୍ରୂରତାପୂର୍ଣ୍ଣ ଆକ୍ରମଣ କରିଥିଲା। ଏଥିରେ ୨୬୦ ଇସ୍ରାଏଲୀଙ୍କ ମୃତ୍ୟୁ ଘଟିବା ସହ ୧୦୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଇସ୍ରାଏଲ ଏହାର ପ୍ରତିଶୋଧ ନେବାକୁ ଯାଇ ହମାସ୍‌ର ଆଡ୍ଡା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri