ସମ୍ପାଦକୀୟ

ଅବସାଦଗ୍ରସ୍ତ ଜେନ୍‌ ଜି

ଜେନ୍‌ ଜି କ’ଣ? ଏ ଶବ୍ଦର ଉତ୍ପତ୍ତି କିପରି ହେଲା? ତେବେ ଜେନ୍‌ ଜି ର ପୂରା ନାମ ଜେନେରେଶନ ଜି। ଏକ ବୈଜ୍ଞାନିକ ଗବେଷଣା ଅନୁସାରେ ସମୟଚକ୍ର ଅନୁସାରେ ଆମକୁ ବିଭିନ୍ନ ଜେନେରେଶନରେ ବିଭକ୍ତ କରାଯାଇଛି। ଯେପରି ପରିବାର ମଧ୍ୟରେ…

ଏଇ ଭାରତରେ

ସେବାର ତରିକା ଭିନ୍ନ ଭିନ୍ନ ହୋଇଥାଏ। କିଏ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇଥାନ୍ତି ତ ଆଉ କେହି ମାଗଣାରେ ହସ୍ପିଟାଲକୁ ନେଇଥାନ୍ତି। କିନ୍ତୁ ହସ୍ପିଟାଲ ବାହାରେ ଲୋକଙ୍କୁ ମାଗଣାରେ ଖାଦ୍ୟ ଦେଇ ସେବା ମନୋଭାବର ପରିଚୟ ଦେଉଛନ୍ତି ହାଇଦ୍ରାବାଦର ମହମ୍ମଦ…

ପୃଥିବୀ ବଞ୍ଚିରହୁ

ମାନବ ଓ ପରିବେଶ ଅଧିକାର ପାଇଁ ଦୀର୍ଘଦିନ ହେଲା ସ୍ବର ଉଠାଇ ଆସୁଥିଲେ ବି ଏବକାର ଚରମ ପାଣିପାଗ ଘଟଣାଗୁଡ଼ିକର ତୀବ୍ରତାକୁ ନେଇ ମୁଁ ଅତ୍ୟନ୍ତ ଭୟଭୀତ। ଆମେ ଏକ ଜଳବାୟୁ ଜରୁରୀ ସ୍ଥିତି ମଧ୍ୟରେ ରହିଥିବା ସ୍ପଷ୍ଟ ହେଉଛି। ଅତୀତର…

ଭାରତର ଦୁଇ ପଡ଼ୋଶୀ ଦେଶ

ପଡ଼ୋଶୀଟିଏ ଉତ୍ତମ ବନ୍ଧୁତ୍ୱର ନିଦର୍ଶନ ହୋଇପାରେ କିମ୍ବା ଶତ୍ରୁତା ଆଚରଣ ବି କରିପାରେ। ଏହା ପରିବାର, ଗୋଷ୍ଠୀ, ସମାଜ ଏବଂ ସର୍ବୋପରି ଦେଶ ଦେଶ ମଧ୍ୟରେ ଦେଖାଯାଏ। ଜଣେ ଉତ୍ତମ ପଡ଼ୋଶୀ ସେହି ଯେ ସୁଖଦୁଃଖରେ ଆନ୍ତରିକତାର ସହଭାଗିତା ସ୍ଥାପନ କରେ।…

କାଳିଦାସ ଓ ନବରାତ୍ରି

ମୋର ଜଣେ ନାତି ପଚାରିଲା ନବରାତ୍ରିରେ ହୁଏ କ’ଣ? ମୁଁ କହିଲି ନବରାତ୍ରିର ପ୍ରଥମ ତିନି ଦିନ ମହାକାଳୀଙ୍କର ପୂଜା କରାଯାଏ। ଦ୍ୱିତୀୟ ତିନି ଦିନ ମହାଲକ୍ଷ୍ମୀଙ୍କର ପୂଜା କରାଯାଏ ଓ ତୃତୀୟ ତିନି ଦିନ ମା’ସରସ୍ବତୀଙ୍କର ପୂଜା କରାଯାଏ। ତୁମେ…

ଏଇ ଭାରତରେ

ବର୍ଜ୍ୟର ପୁନଃ ଉପଯୋଗ ଏବେ ପରିବେଶ ସୁରକ୍ଷାର ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ଏ କ୍ଷେତ୍ରରେ ଭାରତରେ ଯେଉଁ କେତେଜଣ ପ୍ରୟାସ କରୁଛନ୍ତି, ସେମାନଙ୍କ ମଧ୍ୟରେ ମୁମ୍ବାଇର ମା’ପୁଅଙ୍କର ଏକ ଟିମ୍‌ ଅନ୍ୟତମ। ନାଓମି ଓ ୟୋହନା ପରେରା ଭଙ୍ଗା ଟାଇଲ…

ଏଇ ଭାରତରେ

୩୫ ଝିଅଙ୍କ ପିତା ଜଣେ। ଏକଥା ବିଶ୍ୱାସ ହେଉ ନ ଥିଲେ ବି ସତ। ଝାଡ଼ଖଣ୍ଡର ଦେଓଗଡ଼ ନିବାସୀ ୬୬ ବର୍ଷୀୟ ହରେରାମ ପାଣ୍ଡେ ହେଉଛନ୍ତି ସେହି ପିତା, ଯିଏ ୩୫ ଝିଅଙ୍କୁ ଲାଳନପାଳନ କରି ବଢ଼ାଉଛନ୍ତି। ସମସ୍ତେ ତାଙ୍କୁ ବାବା(ବାପା)…

କାହା ପାଇଁ ଯୁଦ୍ଧ

ଲଳିତେନ୍ଦୁ ପଲାଉରୀ   ରୁଷିଆ-ୟୁକ୍ରେନ ଯୁଦ୍ଧ ସହ ତାଳଦେଇ ମଧ୍ୟପ୍ରାଚ୍ୟର ରାଷ୍ଚ୍ର ଇସ୍ରାଏଲ୍‌ ଓ ହମାସ ମଧ୍ୟରେ ଚାଲିଛି ଆଉ ଏକ ଭୟଙ୍କର ଲଢ଼େଇ। ତେବେ ପ୍ରଶ୍ନ ଆସୁଛି- ଏ ଯୁଦ୍ଧ କାହା ପାଇଁ ଆଉ କ’ଣ ପାଇଁ ହେଉଛି ?…

ବ୍ୟକ୍ତିତ୍ୱର ଆକର୍ଷଣ

ମୀରା ବେଉରା   କେତେ ଘାତ ପ୍ରତିଘାତ ପଥ ଦେଇ ସାଧାରଣ ମଣିଷଟିଏ ଗୋଟିଏ ସଂଘର୍ଷପୂର୍ଣ୍ଣ ଜୀବନ ଜିଇଁବା ପରେ ତା’ର ପରିଚୟ ତିଆରି କରିଥାଏ। ସାଧାରଣତଃ ସମସ୍ତଙ୍କର ଧାରଣା ଯେ ପୋଷାକ ଆମ ସମସ୍ତଙ୍କର ପରିଚୟ। ବେଳେ ବେଳେ ଦେଖାଯାଏ…

ନିଜ ଭିତରେ ଶକ୍ତି

କମ୍‌ ସମୟ ଅବଧିର ଏକ ସୋସିଆଲ ମିଡିଆ ଭିଡିଓରେ ଜଣେ ଯୁବ ହାସ୍ୟ ଅଭିନେତା ଏକ ଆଇଫୋନ୍‌ କିଣିଥିବା କହିଛନ୍ତି। କାରଣ ଏହାର ବିଶେଷତ୍ୱ ହେଉଛି ଏହା ମନରେ ଆତ୍ମବିଶ୍ୱାସ ଭରିଦିଏ। ଆଇଫୋନ୍‌ ପାଇବା ମାତ୍ରେ ତାଙ୍କ ମଧ୍ୟରେ ଏତେ ଆମ୍ବବିଶ୍ୱାସ…

ଏଇ ଭାରତରେ

ପରିବାର ଚଳାଇବା ଲାଗି ପିତାଙ୍କ ସହ ମାଛ ବିକୁଥିବା ଝିଅଟିଏ ବିଶ୍ୱର ସବୁଠୁ ଉଚ୍ଚ ରାସ୍ତାର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ରେକର୍ଡ କରିଛନ୍ତି। ଛାପ୍ରା ଜିଲା ବାସିନ୍ଦା ସବିତା ମାହାତୋ ସମୁଦ୍ର ପତ୍ତନରୁ ୧୯,୦୦୦ ଫୁଟ ଉଚ୍ଚରେ ଥିବା ଲଦାଖର ଉମଲିଙ୍ଗ…

ଖାଉଣିଆ

ଦ୍ୱିତୀ ଚନ୍ଦ୍ର ସାହୁ   ସାମ୍ନାରେ ଥିବ କଞ୍ଚା ଆମ୍ବ। ତାକୁ ଲାଗି ରହିଥିବ ଲୁଣ, ଲଙ୍କାଗୁଣ୍ଡ ଓ ଛୁରି। ଆପଣ ଦେଖୁ ଦେଖୁ ଖାଇବାକୁ ବ୍ୟାକୁଳ ହେବେ ନିଶ୍ଚିତ। ଆମ୍ବକୁ ତୁରନ୍ତ କାଟି ଲୁଣ ଲଙ୍କାରେ ବୁଡାଇ ପାକୁଳି କରିଚାଲିବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri