ଇସ୍ରାଏଲ-ହମାସ ଯୁଦ୍ଧ ଓ ଗୁଟେରସ
ପ୍ରକାଶ ତ୍ରିପାଠୀ ଇସ୍ରାଏଲ-ହମାସ ଯୁଦ୍ଧ ଅବସରରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ଭୂମିକାକୁ ନେଇ ସମ୍ପ୍ରତି ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ହମାସକୁ ଆତଙ୍କବାଦୀ ଗୋଷ୍ଠୀରେ ନ ରଖିବା ଓ ଗାଜାରେ ଯୁଦ୍ଧ ପ୍ରପୀଡ଼ିତ ଜନତାଙ୍କ ଉଦ୍ଦେଶ୍ୟରେ ଆସୁଥିବା ରିଲିଫ…
କଥାରେ ଗୋମାତା
ସତୁରି ଦଶକରେ ନ୍ୟାଶନାଲ ଡେରୀ ଡେଭଲପ୍ମେଣ୍ଟ ବୋର୍ଡ ଦୁଗ୍ଦ ଚାଷକୁ ବ୍ୟାପକ କରିବା ଲାଗି ଅପରେଶନ ଫ୍ଲଡ୍ ଯୋଜନା ଆରମ୍ଭ କରିଥିଲା। ଏହା ଶ୍ୱେତ ବିପ୍ଳବର ଆରମ୍ଭ ଥିଲା ଓ ଏହାର ଜନକ ଥିଲେ ଡ.ଭର୍ଗିସ କୁରିଏନ । ସେହି ବିପ୍ଳବ…
ଏଇ ଭାରତରେ
ଫିଲ୍ମରେ ଦେଖିବାକୁ ମିଳିଥାଏ କୁକୁର କିପରି ତା’ର ମାଲିକକୁ ଅପେକ୍ଷା କରି ବସିଥାଏ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେରଳର କୋଝିକୋଡେରେ। ଯେଉଁଠାରେ କୁକୁର ମାଲିକଙ୍କ ମୃତ୍ୟୁ ପରେ ବି ଶବାଗାର ବାହାରେ ଅପେକ୍ଷା କରି ବସିଛି। ବୋଧହୁଏ ସେ…
ଫସଲ ବିବିଧୀକରଣ
ଡି ଶୁଭମ୍ ସତୁରି ଅଶୀ ଦଶକରେ ଯେପରି ଚାଷ ହେଉଥିଲା, ଏବେ ସେସବୁରେ ପରିବର୍ତ୍ତନ ଆସିଲାଣି। ଆପଣ ଲକ୍ଷ୍ୟକରନ୍ତୁ ଏବେ ଯୁବକମାନେ ବି ଚାଷ ପାଇଁ ଆଗ୍ରହ ପ୍ରକାଶ କଲେଣି। ଷ୍ଟାର୍ଟ ଅପ୍ ନାଁରେ ବିଭିନ୍ନ କୃଷି ଉଦ୍ୟୋଗ ଯୁବକମାନେ…
ସରକାରକା ମାଲ୍
ନିରଞ୍ଜନ ସାହୁ ବ୍ୟକ୍ତିଗତ ସମ୍ପତ୍ତିକୁ ବଢ଼େଇବା ପାଇଁ ଆମେ ସମସ୍ତେ ଲାଗିଛନ୍ତି। ତାକୁ ସୁରକ୍ଷା ଦେବା ପାଇଁ କୌଣସି ଟିକିଏ ସମ୍ଭାବନା ବା ସୁଯୋଗକୁ ହାତଛଡ଼ା କରୁନାହାନ୍ତି। ଆଗ କାଳରେ କୁହାଯାଉଥିଲା ଗୋରୁ, ଭୂମି ଓ କନ୍ୟା, ଏସବୁ ଭାଗ୍ୟରେ…
ସଣ୍ଢୁଆଶି ଆକ୍ରମଣ
ଏକବିଂଶ ଶତାବ୍ଦୀରେ ମଣିଷକୁ ବାଘ ଖାଇଯିବା କଥା ଆଶ୍ଚର୍ଯ୍ୟଜନକ ମନେହୁଏ। ପୃଥିବୀଟା କେତେ ବଡ଼ ଏବଂ ଆମେ ନିଜର ଗୁରୁତ୍ୱକୁ ଅତ୍ୟଧିକ ମାତ୍ରାରେ ବଡ଼ ଭାବି ଚାଲିଛୁ ବୋଲି ବାସ୍ତବତା ଜାଣିପାରୁ ନାହୁଁ। ଆମ ରାଜ୍ୟ ଓଡ଼ିଶାରେ ନଈକୂଳ ବସତିରୁ କେତେବେଳେ…
ଏଇ ଭାରତରେ
ଭାରତରେ ଏବେ ବର୍ଜ୍ୟ ସମସ୍ୟା ବୃଦ୍ଧି ପାଉଥିବାବେଳେ ତାହାର ସମାଧାନ ଲାଗି ଯେଉଁ କେତେଜଣ ଆଗକୁ ଆସିଛନ୍ତି ସେମାନଙ୍କ ମଧ୍ୟରେ ଦିଲ୍ଲୀର ମାଧୁରୀ ବାହେଲାଡ଼ିଙ୍କ ପ୍ରୟାସ ପ୍ରଶଂସନୀୟ। ମାଧୁରୀ ବର୍ଜ୍ୟ କାଚ ବୋତଲ ପୁନଃବ୍ୟବହାର କରି ସେଥିରେ ଆକର୍ଷଣୀୟ ଘର ସାଜସଜ୍ଜା…
ମୃତ୍ୟୁ ପର ଜୀବନରେ ବିଜ୍ଞାନ
ଡକ୍ଟର ନରେନ୍ଦ୍ର ସେଠୀ ବିଶ୍ୱର ଏକ ଲୋକପ୍ରିୟ ଧର୍ମଶାସ୍ତ୍ର ମହାଭାରତର ଏକ ଉପକ୍ରମରେ ଧର୍ମରାଜ ଯୁଧିଷ୍ଠିରଙ୍କୁ ଯକ୍ଷ ପ୍ରଶ୍ନ କରିଥିଲେ ଯେ ‘ଏହି ସଂସାରର ସବୁଠୁ ଆଶ୍ଚର୍ଯ୍ୟ କଲା ପରି କଥା କ’ଣ?’ ଏହି ସଂସାରରେ ପ୍ରତ୍ୟେକ ମୁହୂର୍ତ୍ତରେ କେତେ ପ୍ରାଣୀ…
ପ୍ରଦୂଷଣ ବଳୟରେ ଦିଲ୍ଲୀ
ଡ. ଜୟକୃଷ୍ଣ ପାଣିଗ୍ରାହୀ ବିକାଶ ପ୍ରକ୍ରିୟା ଅସହନୀୟ ମାର୍ଗରେ ଅଗ୍ରସର ହେଉଥିବା ପରିପ୍ରେକ୍ଷୀରେ ବିଭିନ୍ନ ଉତ୍ସରୁ କ୍ଷତିକାରକ ରାସାୟନିକ ପଦାର୍ଥ ପରିବେଶ ମଧ୍ୟକୁ ନିଷ୍କାସିତ ହୋଇ ବାୟୁ, ଜଳ ଏବଂ ମୃତ୍ତିକାର ପ୍ରଦୂଷଣକୁ ତ୍ୱରାନ୍ବିତ କରୁଛି। ପରିଣାମରେ ଏସବୁର ଗୁଣବତ୍ତା ଅବକ୍ଷୟିତ…
ଗୁପ୍ତ ପାଣ୍ଠ
ସୁପ୍ରିମକୋର୍ଟ(ଏସ୍ସି) ଇଲେକ୍ଟୋରାଲ ବଣ୍ଡ୍ ଉପରେ ଶୁଣାଣି ଶେଷ କରିଛନ୍ତି ଏବଂ ଆଶା କରାଯାଉଛି ଖୁବ୍ଶୀଘ୍ର ଏ ସମ୍ପର୍କରେ ରାୟ ଦେବେ। ଆଶା କରାଯାଉଛି ବୋଲି କହିବାର କାରଣ ହେଉଛି ୨୦୧୭ ବଜେଟରେ ଏହି ଯୋଜନା ଅଣାଯିବା ପରେ ଏହା ବିରୋଧରେ ଏସ୍ସିରେ…
ଡେପୁଟେଶନ ଚିନ୍ତା
ଗୁଜରାଟ କ୍ୟାଡରର ୭ ଜଣ ଉଚ୍ଚ ପଦାଧିକାରୀ ଆଇପିଏସ୍ ଅଧିକାରୀଙ୍କ କେନ୍ଦ୍ରୀୟ ଡେପୁଟେଶନ ପାଇଁ ନିକଟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ(ଏମ୍ଏଚ୍ଏ) ଅନୁରୋଧ କରିଛି। ଏହାକୁ ନେଇ ତାଲିକାରେ ସ୍ଥାନ ପାଇଥିବା ଅଧିକାରୀମାନଙ୍କ ମଧ୍ୟରେ ଅଧିକ ଗୁଞ୍ଜରଣ ସୃଷ୍ଟି ହେବା ସହ କଳ୍ପନାଜଳ୍ପନା ପ୍ରକାଶ…
ଚା’ର ମଜା
ଚା’ ସମ୍ବନ୍ଧରେ ରୋଚକ ତଥ୍ୟ ଦେଖିବାକୁ ମିଳେ। ନମୁନା ସର୍ଭେ ରିପୋର୍ଟ ଅନୁସାରେ, ଭାରତର ମୋଟ ପରିବାର ମଧ୍ୟରୁ ପାଖାପାଖି ୮୮ଶତକଡା ଚା’ ପିଇବାରେ ଅଭ୍ୟସ୍ତ। ସେହିପରି ଆମେରିକାରେ ପ୍ରାୟ ୧୫୯ ମିଲିୟନ ଅର୍ଥାତ୍ ୪୮ଶତକଡା ଲୋକ ଚା’ ପିଇଥାନ୍ତି। ପ୍ରତିଦିନ…
Archives


