କେହି ନାହିଁ କିଛି ନାହିଁ
ପ୍ରାଚୀନଠାରୁ ବର୍ତ୍ତମାନ, ପୁରାଣଠାରୁ ବିଜ୍ଞାନ, ଗର୍ଭଠାରୁ ସ୍ବର୍ଗ, ପ୍ରତି ମଣିଷ ହିଁ ଏକାକୀ ବୋଲି ପ୍ରମାଣିତ। ଏଠି ଗୋଷ୍ଠୀ, କୁଟୁମ୍ବ, ଗ୍ରାମ ଏକ ମାଧ୍ୟମ। ମାୟାର ଆୟାମ। ସାମାଜିକ, ଅର୍ଥନୈତିକ ଚଳଣିକୁ ନେଇ ମଣିଷ ସବୁ କିଛି ପାଏ ବୋଲି ଉପଲବ୍ଧିକରେ।…
ଏଇ ଭାରତରେ
ଅସହାୟଙ୍କ ଓଠରେ ହସ ଖେଳାଇବା ଲାଗି ନିଜ ଆୟର ଅଧାରୁ ଅଧିକ ଖର୍ଚ୍ଚ କରୁଛନ୍ତି ପଶ୍ଚିମବଙ୍ଗର ଅର୍ପଣ ବାନାର୍ଜୀ। ୨୨ ବର୍ଷ ହେଲା ସେ ଏହା କରିଆସୁଛନ୍ତି। ଅର୍ପଣ ୭ ଅନାଥାଶ୍ରମ ଓ ୫ଟି ବୃଦ୍ଧାଶ୍ରମରେ ଅସହାୟଙ୍କୁ ଭେଟି ସେମାନଙ୍କ ଭଲମନ୍ଦ…
ଅନୁସରଣ କରି ବିଫଳ
ନିକଟରେ ଶେଷ ହୋଇଥିବା ୫ ରାଜ୍ୟ ବିଧାନସଭା ନିର୍ବାଚନ ମଧ୍ୟରୁ ମିଜୋରାମ ବ୍ୟତୀତ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଓ ତେଲଙ୍ଗାନାର ଫଳାଫଳ ୩ ଡିସେମ୍ବରରେ ପ୍ରକାଶ ପାଇଛି। ହିନ୍ଦୀଭାଷୀ ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଜୟ…
ବୟସ୍କମାନେ ଦେଶର ସମ୍ପଦ
୨୦୧୧ ଜନଗଣନା ଓ ୨୦୨୧ ଆକଳନ ଅନୁସାର ଭାରତ ଯୁବପିଢିର ଦେଶଭାବେ ବିବେଚିତ ହେଉଛି। କିନ୍ତୁ ମିଳିତ ଜାତିସଂଘର ଜନସଂଖ୍ୟା ପାଣ୍ଠି (ପପୁଲେଶନ ଫଣ୍ଡ)ର ଏକ ସଦ୍ୟ ଆକଳନ ଅନୁଯାୟୀ ୨୦୫୦ ଭାରତ ଆଉ ଯୁବକ ଓ କିଶୋରଙ୍କ ଦେଶ ନ…
ଭିତ୍ତିଭୂମି ନିର୍ମାଣର ଉତ୍ତରଦାୟିତ୍ୱ
ବିଖ୍ୟାତ ଅର୍ଥନୀତି ପ୍ରଫେସର ଲିଓନେଲ ରୋବିନସଙ୍କ ମତରେ ମନୁଷ୍ୟର ଆବଶ୍ୟକତା ଅସୀମିତ ଓ ସେହି ଆବଶ୍ୟକତାଗୁଡ଼ିକୁ ପୂରଣ କରିବା ପାଇଁ ସମ୍ବଳ ସର୍ବଦା ସୀମିତ। ଏହା ଯେ କେବଳ ବ୍ୟକ୍ତିବିଶେଷ ପାଇଁ ପ୍ରଯୁଜ୍ୟ ତାହା ନୁହେଁ, ଏହା ଗ୍ରାମପଞ୍ଚାୟତଠୁ ଆରମ୍ଭକରି ଜିଲା,…
ଏଇ ଭାରତରେ
ପରିଣତ ବୟସରେ ବିଶ୍ରାମ ଶରୀର ପାଇଁ ଅପରିହାର୍ଯ୍ୟ। କିନ୍ତୁ ଦିଲ୍ଲୀର ଏକ ଦମ୍ପତି ଯୋଗେଶ୍ୱର ଓ ସୁଷମା ଭାଲ୍ଲାଙ୍କ ନିଆରା ସଉକ ସେମାନଙ୍କ ବୟସକୁ ପଛରେ ପକାଇ ଦେଇଛି। ବୟସ ସେମାନଙ୍କ ପାଇଁ ଏକ ସଂଖ୍ୟା ପାଲଟିଛି। ଯୋଗେଶ୍ୱରଙ୍କ ବୟସ ୭୩…
ଏଇ ଭାରତରେ
ଅଶୋକ ଗାଡେଙ୍କ ଦ୍ୱାରା ପ୍ରସ୍ତୁତ କଦଳୀ ବିସ୍କୁଟର ସ୍ବାଦ ଭାରି ବଢିଆ। ମହାରାଷ୍ଟ୍ରର ଜଲଗାଁଓ ଜିଲା ଜାଓ୍ବଲ ତହସିଲର କୃଷକ ଗାଡେଙ୍କ ବୟସ ୬୫। ସେ କିଛି ବର୍ଷ ଓକିଲାତି କରିବା ପରେ ତାହାକୁ ଛାଡ଼ି କଦଳୀ ଚାଷ ଆରମ୍ଭ କରିଥିଲେ।…
ନିଖୁଣ ଚରିତ୍ରକାର
ସତେଯେମିତି ମାନବୀୟ ଆତ୍ମାର ବିଚାର କରିବା ସହ ଆଧ୍ୟାତ୍ମିକତା ଓ ମଣିଷର ସ୍ଥିତି ସମ୍ବନ୍ଧୀୟ ଆବେଗକୁ ଲେଖା ମାଧ୍ୟମରେ ବଖାଣିବାର ଦାୟିତ୍ୱ ତାଙ୍କୁ ଦିଆଯାଇଛି। ମଣିଷର ସ୍ଥାନଚ୍ୟୁତି, ଆଡମ୍ବରପୂର୍ଣ୍ଣ ଜୀବନଶୈଳୀ, ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ, କଠୋର ଶବ୍ଦକୋଷ ପ୍ରୟୋଗକରି ଶାସନକୁ…
ଫାସିବାଦର ପୁନଃ ଅଭ୍ୟୁଦୟ
ଜନାର୍ଦ୍ଦନ ପତି ୧୯୨୨ରେ ମୁସୋଲିନି ତାଙ୍କର ଫାସିଷ୍ଟବାହିନୀକୁ ରୋମରେ ସଶସ୍ତ୍ର ପଟୁଆର କରିବାକୁ ନିର୍ଦ୍ଦେଶ ଦେଇ ଇଟାଲିର ରାଜା ଭିକ୍ଟର ଇମାନୁଏଲଙ୍କୁ ବାଧ୍ୟ କଲେ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତି ଦେବା ପାଇଁ। ୨୯ ଅକ୍ଟୋବର ୧୯୨୨ରେ ମୁସୋଲିନି…
ପଛରେ ରହିଛୁ
୧୯୯୦ରେ, ଅର୍ଥାତ୍ ୩୩ ବର୍ଷ ପୂର୍ବେ ଭାରତର ମୁଣ୍ଡ ପିଛା ଆୟ ୩୬୭ ଆମେରିକୀୟ ଡଲାର ଥିଲାବେଳେ ଚାଇନାର ଏହା ଥିଲା ୩୧୭ ଡଲାର। ସେ ସମୟରେ ଭାରତ ଶେଷଥର ପାଇଁ ଚାଇନା ଆଗରେ ରହିଥିଲା। ଲକ୍ଷ୍ୟ କରନ୍ତୁ, ଚାଇନା ଭାରତଠାରୁ…
ଏଇ ଭାରତରେ
ହିନ୍ଦୁ ଶାସ୍ତ୍ର ‘ଗୀତା’ ଅନ୍ୟକୁ ଠିକ୍ ମାର୍ଗ ଦେଖାଇବା ଭଳି କୋଲକାତାର ଗୀତା ରାଓତ ମଧ୍ୟ ଅସହାୟ ଶିଶୁମାନଙ୍କୁ ଶିକ୍ଷାର ବାଟ ଦେଖାଉଛନ୍ତି। ସେ କୋଲକାତା ଷ୍ଟେଶନ ନିକଟରେ ରହୁଥିବା ଗରିବ ଅସହାୟ ପିଲାମାନଙ୍କୁ ମାଗଣାରେ ଶିକ୍ଷା ଦେବା ସହ ସେମାନଙ୍କ…
ସାହିତ୍ୟ ଜଗତରେ ବୋମା ଆତଙ୍କ
ଡ. ନିଖିଳାନନ୍ଦ ପାଣିଗ୍ରାହୀ ବଲିଉଡ୍ର ଅଗ୍ରଣୀ ଅଭିନେତା ଆମିର ଖାନ୍ ୧୯୯୫ରେ ରାମଗୋପାଳ ବର୍ମାଙ୍କ ରୋମାଣ୍ଟିକ୍ କମେଡି ‘ରଙ୍ଗିଲା’ରେ ଅଭିନୟ ପାଇଁ ଫିଲ୍ମଫେୟାର ନୋମିନେଶନ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲେ। ସେ ଦୃଢ଼ନିଶ୍ଚିତ ଥିଲେ ଯେ ଏହି ଶ୍ରେଷ୍ଠ ଅଭିନେତା ପୁରସ୍କାର ତାଙ୍କୁ…
Archives


