ସମ୍ପାଦକୀୟ

ନ୍ୟାୟପାଳିକା ନିର୍ଦ୍ଦେଶକୁ ନ ମାନିଲେ

ଅକ୍ଷୟ କୁମାର ମିଶ୍ର ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ନ୍ୟାୟପାଳିକା ହେଉଛି ତୃତୀୟ ସ୍ତମ୍ଭ; ମାତ୍ର ସବୁଠାରୁ ନିର୍ଭରଯୋଗ୍ୟ ସ୍ତମ୍ଭ। ପ୍ରଥମ ଦୁଇଟି ଅନୁଷ୍ଠାନ ଯଥା- ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ଯେତେବେଳେ ମଣିଷକୁ ସାମ୍ବିଧାନିକ ନ୍ୟାୟ ଦେଇପାରେ ନାହିଁ ସେତେବେଳେ ସେ ନ୍ୟାୟାଳୟର…

ସୁରକ୍ଷାରେ ଲାଭ

ଜୈବମଣ୍ଡଳ ଉପରେ ଜୀବନ ତିଷ୍ଠି ରହିଛି। ଏହାର କ୍ଷତି ହେଲେ ସାରା ଜୀବଜଗତ ଧ୍ୱଂସାଭିମୁଖୀ ହେବ ବୋଲି ଗବେଷକମାନେ ସତର୍କ କରିଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଜୈବବିବିଧତା (ବାୟୋ ଡାଇଭର୍ସିଟି) ସୁରକ୍ଷା ପାଇଁ ସାରା ବିଶ୍ୱରେ ତପତ୍ରତା ପ୍ରକାଶ ପାଇଛି। ଭାରତରେ ମଧ୍ୟ…

ଅଙ୍ଗଦାନ

ଜୀବନ ପାଇଁ ଉଭୟ ଅଙ୍ଗଦାନ ଓ ପ୍ରତିରୋପଣର ଗୁରୁତ୍ୱ ରହିଛି। ଜଣେ ବ୍ୟକ୍ତିର ଅଙ୍ଗଦାନ ଏକ କିମ୍ବା ଏକାଧିକ ଜୀବନ ବଞ୍ଚାଇଦେଇପାରେ। କିନ୍ତୁ ଭାରତରେ ଏହି କାର୍ଯ୍ୟକ୍ରମରେ ଶିଥିଳତା ଓ ଅସମାନତା ଦେଖାଯାଇଛି। ଗତ ସପ୍ତାହରେ ଲୋକ ସଭାରେ ଅଙ୍ଗଦାନ ଓ…

ଏଇ ଭାରତରେ

କୁହାଯାଏ କର୍ତ୍ତବ୍ୟ ହେଉଛି କର୍ମଚାରୀଙ୍କ ପାଇଁ ସର୍ବୋତ୍ତମ ଏବଂ ଗୁରୁତ୍ୱପୂର୍ଣ୍ଣ। ମାତ୍ର ବେଳେବେଳେ ପ୍ରଥା ପରମ୍ପରା ଆଗରେ ଏହି କର୍ତ୍ତବ୍ୟବୋଧ ତୁଚ୍ଛ ପାଲଟି ଯାଇଥାଏ। ଏହାର ସଦ୍ୟତମ ଉଦାହରଣ ରେଲ୍‌ଓ୍ବେର ମୁମ୍ବାଇ ଡିଭିଜନରେ ଦେଖିବାକୁ ମିଳିଛି। ସହକର୍ମୀ ମୁରଲୀଧର ଶର୍ମାଙ୍କ ମୃତ୍ୟୁ…

ନୀତି ନୈତିକତାର ଲକ୍ଷ୍ମଣରେଖା

ସୌଭାଗ୍ୟ ସୁନ୍ଦର ରାୟ   ନୀତି ନିୟମ ମଧ୍ୟରେ କାର୍ଯ୍ୟ କରାଗଲେ ଏହା ସମାଜ ପାଇଁ ଶୁଭଙ୍କର ହୋଇଥାଏ। ସାଧାରଣ ଜନତାଙ୍କ ନିମନ୍ତେ ମଧ୍ୟ ଉଦାହରଣ ହୋଇଥାଏ। ତେବେ ଯଦି ବା କିଛି ଅନୀତି ଅଜାଣତରେ ହୁଏ, ତାହାର ମଧ୍ୟ ଏକ…

ଆସିପାରନ୍ତି ବିଲାୱଲ

ପୃଥିବୀର ପ୍ରାୟ ଅର୍ଦ୍ଧେକ ଜନସଂଖ୍ୟା ଧାରଣ କରିଥିବା ୫୦ରୁ ଅଧିକ ଦେଶର ଜାତୀୟ ନିର୍ବାଚନ ୨୦୨୪ରେ ହେବାକୁ ଯାଉଛି। ସେଥିମଧ୍ୟରେ ରୁଷିଆଠାରୁ ଆରମ୍ଭକରି ଆମେରିକା, ବ୍ରିଟେନ, ଭାରତ ଓ ଦକ୍ଷିଣ ଆଫ୍ରିକା ଭଳି ରାଷ୍ଟ୍ର ରହିଛନ୍ତି। ଇତିମଧ୍ୟରେ ପାକିସ୍ତାନର ୩୩୬ ଆସନ…

ଏଇ ଭାରତରେ

କାଠ, ବେତ, ପ୍ଲାଷ୍ଟିକ କିମ୍ବା ଷ୍ଟିଲ୍‌ ଚେୟାରରେ ସମସ୍ତେ ବସିଛନ୍ତି। କିନ୍ତୁ ଏବେ ବାଉଁଶ ଚେୟାରରେ ବସି ଆରାମ କରିବେ। ଗୁଜରାଟର ଅଙ୍କିତ କୁମାର ଛଙ୍ଗଓ୍ବାଲ ଏମିତିକା ବାଉଁଶ ଚେୟାର ତିଆରି କରିଛନ୍ତି। ଏହାକୁ ଭାରତର ପ୍ରଥମ ବାଉଁଶ ଚେୟାର ପାଣ୍ଟେଟ…

ଭାଷା ଜାତିର ଜୀବନ

ଉପେନ୍ଦ୍ର ବିଶ୍ୱାଳ   ଲୋକମୁଖରେ ବୋଲାଯାଇଥାଏ ବହୁ ପ୍ରଚଳିତ ପ୍ରବାଦଟିଏ-”ଚାଷ ହୁଡ଼ିଲେ ବରଷେ, ଭାଷା ହୁଡ଼ିଲେ ପୁରୁଷେ।“ ଅର୍ଥାତ୍‌ ଚାଷକାମରେ ଜଣେ ବିଫଳ ହେଲେ ବା ଚାଷ ପ୍ରତି ବିମୁଖ ହେଲେ, ଚାଷୀକୁ ବର୍ଷଟିଏ ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଥାଏ। ମାତ୍ର ଭାଷା…

ମନର ଯାନ୍ତ୍ରିକ ସହଚର

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା   ଦାର୍ଶନିକ ପ୍ଲୁଟୋ ହୁଏତ ଭାବିପାରନ୍ତି ଯେ, ମନ ଓ ମସ୍ତିଷ୍କ ପରସ୍ପରଠାରୁ ଭିନ୍ନ ଏବଂ କହିପାରନ୍ତି, ”ମନ ହେଉଛି ଏକ ବୌଦ୍ଧିକ ସତ୍ତା, ଯାହାକୁ ପରୀକ୍ଷା କରିବା ଫଳରେ ସତ୍ୟର ସନ୍ଧାନ ମିଳିଥାଏ। ଅନ୍ୟପକ୍ଷରେ,…

ଶାସନ ପାଇଁ ଅଭିଶାପ

ଚଳିତ ମାସରେ ଉତ୍ତରାଖଣ୍ଡରେ ବିଲ୍ଡିଂ ଭଙ୍ଗା (ଡିମୋଲିଶନ)କୁ ନେଇ ସୃଷ୍ଟି ହୋଇଥିବା ହିଂସାରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ପ୍ରକାର ଡିମୋଲିଶନ ଭାଜପା ଶାସିତ ରାଜ୍ୟଗୁଡ଼ିକରେ ଦେଖିବାକୁ ପାଇଥାଉ। ସାମ୍ପ୍ରଦାୟିକ ହିଂସା କିମ୍ବା ଭେଦଭାବ ବିରୋଧୀ ପ୍ରତିବାଦ ପରେ ମ୍ୟୁନିସିପାଲ…

ଏଇ ଭାରତରେ

ଲୋକଙ୍କ ପାଖରେ ବିଜ୍ଞାନ ପହଞ୍ଚିଯାଉଛି ଗାଡ଼ିରେ। ଶୁଣିବାକୁ ଅଜବ ଲାଗୁଥିଲେ ବି ପଞ୍ଜାବର ଜଣେ ଶିକ୍ଷକଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ପଟିଆଲାର ଅବସରପ୍ରାପ୍ତ ଶିକ୍ଷକ ଯଶବିନ୍ଦର ସିଂ ତାଙ୍କ କାରରେ ଏକ ଚଳନ୍ତି ବିଜ୍ଞାନାଗାର କରି ତାହାକୁ ଲୋକଙ୍କ ପାଖରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri