ଏଇ ଭାରତରେ
ଅନେକ ସମୟରେ ଦେଖାଯାଏ ଗରିବ ପିଲାମାନେ ଦାମୀ ବହି କିଣିପାରନ୍ତି ନାହିଁ। ସାଙ୍ଗସାଥୀ କିମ୍ବା ଲାଇବ୍ରେରିରୁ ବହି ଆଣି ପଢ଼ିଥାନ୍ତି। ଏଭଳି ସମସ୍ୟାର ସାମ୍ନା କରିଥିଲେ ଅକ୍ଷୟ କଶ୍ୟପ, ଯେଉଁଥିପାଇଁ ସେ ସେକେଣ୍ଡହ୍ୟାଣ୍ଡ ବା ବ୍ୟବହାର ହୋଇଥିବା ପୁରୁଣା ବହି ସଂଗ୍ରହ…
ଜରାଗ୍ରସ୍ତ ଜନନୀ
ରବିନାରାୟଣ ସାମଲ ସାଧାରଣ ନିର୍ବାଚନ ଗଣତନ୍ତ୍ରର ମହାପର୍ବ। ସଂଖ୍ୟାଧିକ ଭୋଟ ପାଇଥିବା ପ୍ରାର୍ଥୀ ହେବେ ଲୋକ ପ୍ରତିନିଧି। ବିପକ୍ଷରେ ମିଳିତ ମତଦାନ ସଂଖ୍ୟା ଅଧିକ ହେଲେ ବି ଯାଏଆସେ ନାହିଁ। ନିକଟତମ ପ୍ରତିଦ୍ୱନ୍ଦ୍ୱୀଠାରୁ ଖଣ୍ଡେ ମାତ୍ର ଭୋଟ ଅଧିକ ପାଇଲେ ହେଲା।…
ଗଣତନ୍ତ୍ରରେ ସ୍ବଚ୍ଛତାର ଆହ୍ବାନ
ଅନିଲ ବିଶ୍ୱାଳ ବିଭିନ୍ନ ରାଜନୈତିକ ଦଳକୁ ମିଳିଥିବା ଇଲେକ୍ଟୋରାଲ ବଣ୍ଡ୍ ବାବଦରେ ଏବେ ସାରା ଦେଶରେ ଚର୍ଚ୍ଚା। ଯେହେତୁ ଏହି ବିଷୟଟିରେ ଦେଶର ସମସ୍ତ ରାଜନୈତିକ ଦଳ ପକ୍ଷଭୁକ୍ତ, ସେଦୃଷ୍ଟିରୁ ଏହା ଉପରେ ଏକ ଅନାସକ୍ତ ଆଲୋଚନା କରିବାର ଆବଶ୍ୟକତା ରହିଛି।…
ହିନ୍ଦୁ ରାଷ୍ଟ୍ର ସମ୍ଭବ କି
ଚଳିତ ସପ୍ତାହରେ ବେଙ୍ଗାଲୁରୁରେ ଏକ ସିଭିଲ ସୋସାଇଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସେଠାରେ ପ୍ରଶ୍ନ ଉଠିଥିଲା ଯେ, ମୋଦିଙ୍କର ଆସନ୍ନ ତୃତୀୟ କାର୍ଯ୍ୟକାଳରେ ଭାରତ ଏକ ହିନ୍ଦୁ ରାଷ୍ଟ୍ର ହେବାକୁ ଯାଉଛିି କି? ହିନ୍ଦୁରାଷ୍ଟ୍ର ସମ୍ଭବ କି ନାହିଁ ତାହା ଜାଣିବା…
ନ୍ୟାୟିକ ବିଜୟ
ଏକ ଦଶନ୍ଧିରୁ ଅଧିକ ପୁରୁଣା ମାମଲାରେ ସୁପ୍ରିମକୋର୍ଟ ତାଙ୍କ ପୂର୍ବ ନିର୍ଦ୍ଦେଶକୁ ରଦ୍ଦକରି ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏଏମ୍ଆର୍ସି)କୁ ଏକ ବଡ଼ ବିଜୟ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ଶୀର୍ଷ ଅଦାଲତ ଡିଏମ୍ଆର୍ସିଙ୍କୁ ଅନିଲ ଅମ୍ବାନୀଙ୍କ ଫାର୍ମ ଦିଲ୍ଲୀ ବିମାନବନ୍ଦର…
ପୂଜ୍ୟ ପ୍ରଣାମ
ଯେଉଁ କେତେଜଣ ଯଶସ୍ବୀ, ପୁଣ୍ୟାତ୍ମା, ସଂଗ୍ରାମୀ, କବି, ସାହିତ୍ୟିକ ଏ ଉତ୍କଳରେ ଜନ୍ମଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ଫକୀର ମୋହନ ସେନାପତି, ବିପ୍ଳବୀ ଚକ୍ରଧର ବେହେରା,…
ଫ୍ରିବି ମାନେ ରାଜକୋଷରେ କଳାକନା
ରାଜନୈତିକ ଦଳଗୁଡ଼ିକ ନିର୍ବାଚନ-ପ୍ରଚାର ସମୟରେ କହୁଛନ୍ତି ଆମକୁ ଭୋଟ ଦିଅ, ଆମେ ଅମୁକ ସମୁକ ସାମଗ୍ରୀ ମାଗଣା ବା ନାମମାତ୍ର ଦରରେ ଯୋଗାଇବୁ। ଯୁକ୍ତିଯୁକ୍ତ କାରଣ ନ ଥାଇ ଯାହା ମାଗଣା ଦିଆଯାଏ ତାହା ଏକ ଫ୍ରିବି, ମାଗଣା ରାଜସେବା। ଏହାକୁ…
ଏଇ ଭାରତରେ
ଶିଖିବା ଓ ସଫଳତା ପାଇବାରେ ବୟସର କୌଣସି ସୀମା ନ ଥାଏ। ଏମିତି ଜଣେ ସଫଳ ମହିଳା ହେଉଛନ୍ତି ମଣିପୁରର ଶୁଭ ଭଟନାଗର। ୬୩ ବର୍ଷୀୟା ଶୁଭ କେଶର ଚାଷରେ ଦକ୍ଷତା ଦେଖାଇ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି। ସବୁଠୁ ବଡ଼…
ଧରିତ୍ରୀ କାର୍ଟୁନ – Dharitri Cartoon
ଧରିତ୍ରୀ କାର୍ଟୁନ
ଓଜୋନ୍ ଓ ପୃଥିବୀର ସୁରକ୍ଷା
ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି କ୍ଷତିକାରକ ରାସାୟନିକ ପଦାର୍ଥ ଯଥା ସ୍କ୍ଲୋରୋଫ୍ଲୋରୋ କାର୍ବନ (ସିଏଫ୍ସିଏସ୍) ପୃଥିବୀରେ ଅପୂରଣୀୟ କ୍ଷତି ଘଟାଇଥିଲା।…
ପୂଜା
ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ ହେବା ତା’ର ସହଜାତ ଗୁଣ ଥିଲା। ତା’ର ଏପରି ପ୍ରେମପୂର୍ଣ୍ଣ ବ୍ୟବହାର ପାଇଁ ମାଆବାପା,…
ଶୂନ୍ୟରେ ସୁଖ ଖୋଜା
ଶ୍ରୀମଦ୍ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ ଶ୍ରୀକୃଷ୍ଣ ସବୁବେଳେ ମାନବ ହୋଇ ରହିବାକୁ ଚାହୁଁଥିଲେ। ମାନବୀୟ ଲୀଳା ଦେଖାଉଥିଲେ। ତେବେ କେତେବେଳେ…
Archives


