ସମ୍ପାଦକୀୟ

ୟୁରୋପରେ ନବ-ଫାସିବାଦ

ଚଳିତ ମାସର ୟୁରୋପୀୟ ସଂସଦ ନିର୍ବାଚନରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା। ସମସ୍ତେ ଯେଉଁ ଫଳାଫଳ ଆଶା କରୁଥିଲେ ତାହା ହିଁ ପ୍ରକୃତରେ ଘଟିଲା। ମାର୍କ୍ସ ବ୍ରଦର୍ସ (ହାସ୍ୟ ଅଭିନେତା ଭାବେ ଅଭିନୟ କରିଥିଲେ)ଙ୍କ ଏକ ଦୃଶ୍ୟର ସଂକ୍ଷିପ୍ତ ବିବରଣୀ ହେଉଛି –…

ଲୁଚିଛି ନା ଗୋଡ଼ ଦି’ଟା ଦିଶୁଛି

ସ୍ବାଧୀନତା ପ୍ରାପ୍ତିର ପଞ୍ଚସ୍ତରି ବର୍ଷ ବିତିଗଲାଣି। ଏଇ ପଞ୍ଚସ୍ତରି ବର୍ଷ ବିତିଗଲା ପିଠା କଳିରେ। ଚତୁର ଇଂରେଜମାନେ ସ୍ବାଧୀନତା ନାମକ ଯେଉଁ ପିଠା ଭାରତୀୟଙ୍କ ସାମ୍ନାରେ ପକାଇ ଦେଲେ, ତାକୁ ଖାଇବା ପାଇଁ କଳିତକରାଳରେ ବିତିଗଲା ଏତେବର୍ଷ। ଭାଷା ସାହିତ୍ୟ ଓ…

ଏକଲାପଣର ସମୟ

ଆଜିର ସମୟକୁ ଦେଖନ୍ତୁ, ପ୍ରାୟତଃ ସମସ୍ତଙ୍କ ହାତରେ କେବଳ ଫୋନ୍‌ ତ ନୁହଁ, ଅତ୍ୟାଧୁନିକ ସୂଚନା କୌଶଳ ଓ ସମସ୍ତ ତତ୍କାଳ ତଥ୍ୟ ରହୁଥିବା ମୋବାଇଲ ଆଉ ତାହା ସହ ସୋସିଆଲ ମିଡିଆ। ଫେସ୍‌ବୁକ୍‌, ହ୍ବାଟ୍‌ସଆପ୍‌ ଓ ଇନ୍‌ଷ୍ଟା ଭଳି ଆପ୍‌…

ଏଇ ଭାରତରେ

ବେଙ୍ଗାଲୁରୁର ହାସନ ଚୈତନ୍ୟ ଏମ୍‌ବିଏରେ ଡିଗ୍ରୀ ହାସଲ କରି ଜୈବିକ କୃଷି କରୁଛନ୍ତି ଓ ଏହ ସହ ଜଡ଼ିତ କୃଷକଙ୍କ ପାଇଁ ମାର୍କେଟ ବ୍ୟବସ୍ଥା କରିଛନ୍ତି। ସେ ୨୦୨୧ରେ ‘ଅର୍ଗାନିକ ଟ୍ୟାପ୍‌’ ଷ୍ଟାର୍ଟଅପ୍‌ ଗଠନ କରି ତା’ ମାଧ୍ୟମରେ ଜୈବିକ କୃଷକଙ୍କୁ…

ଏଇ ଭାରତରେ

କର୍ନାଟକର ଶିବମୋଗାରେ ଦେଖିବାକୁ ମିଳିଛି ଏକ ଅଜବ ବାହାଘର। ଏହି ବାହାଘର ପୁରବୀ ଭଟ୍ଟ ଓ ସମାନ୍ଥଙ୍କ ମଧ୍ୟରେ ଏକ ଫାର୍ମରେ ହୋଇଛି। ଡ. ପୁରବୀ ଜଣେ ନ୍ୟୁଟ୍ରିନିଷ୍ଟ ଓ ନେଚରପାଥି ହୋଇଥିବାବେଳେ ସମନ୍ଥା ହେଉଛନ୍ତି ଜୈବିକ ଚାଷୀ। ଫାର୍ମର ସବୁଜ…

ଜଳବାୟୁଭିତ୍ତିକ ଶିକ୍ଷା ପ୍ରଣାଳୀ

ଈପ୍ସିତା ମହାନ୍ତି   ଜୀବନଧାରଣ ପାଇଁ ପ୍ରକୃତି ଆମକୁ ସବୁକିଛି ଦେଇଛି। ପ୍ରକୃତି ସହ ଆମର ଏହି ନିବିଡ଼ତା ପରିପ୍ରେକ୍ଷୀରେ ଏକ ଅଧା ଅଧୁରା ବିକାଶର ଅବଧାରଣାକୁ ଆପଣାଇବା ପରିବର୍ତ୍ତେ ଭାରତ ପୃଥିବୀ ଗ୍ରହ ଏବଂ ଏହା ଉପରେ ବସବାସ କରୁଥିବା…

ଗୁଣିଗାରେଡ଼ି ନୁହେଁ, ଚିକିତ୍ସା ଦରକାର

ଡା. ସମ୍ରାଟ କର     ଅନେକ ଦିନ ପରେ ବନ୍ଧୁ ସତ୍ୟଦୀପ ଦେଖାହୋଇଗଲେ ଓ ତାଙ୍କର ଜଣେ ପରିଚିତ ମହିଳାଙ୍କ ଶାରୀରିକ ସମସ୍ୟା କଥାରୁ ହିଁ ମୋ ପରାମର୍ଶ ଚାହିଁଲେ। ତାଙ୍କ କହିବା ମୁତାବକ ମହିଳାଙ୍କର ସେପରି କୌଣସି ମାନସିକ…

ସ୍ବାସ୍ଥ୍ୟସେବାରେ ପିପିପି ମଡେଲ

ତିତିର ଭଟ୍ଟାଚାର୍ଯ୍ୟ              ତନିକା ଚକ୍ରବର୍ତ୍ତୀ   ବର୍ଷେ କିମ୍ବା ୨ ବର୍ଷ ମଧ୍ୟରେ ନିମ୍ନ ଓ ମଧ୍ୟମ ଆୟ ବର୍ଗ ଦେଶଗୁଡ଼ିକର ସରକାର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଇନ୍‌ସ୍ୟୁରାନ୍ସ କମ୍ପାନୀ ବହନ କରୁ…

ଇଣ୍ଟରନେଟ୍‌ ପାଠ

ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରି ଏଜୁକେଶନ (ସିବିଏସ୍‌ଇ) ଅନୁବନ୍ଧିତ ସ୍କୁଲଗୁଡ଼ିକ ପାଇଁ କେନ୍ଦ୍ର ସରକାରଙ୍କ ଅଧୀନ ନ୍ୟାଶନାଲ କାଉନ୍‌ସିଲ ଅଫ୍‌ ଏଡୁକେଶନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନ୍‌ସିଇଆର୍‌ଟି) ପାଠ୍ୟକ୍ରମ ଏବଂ ବହି ପ୍ରସ୍ତୁତ କରେ । କିନ୍ତୁ ପ୍ରାୟ ପ୍ରତ୍ୟେକ ବର୍ଷ…

ଆମ ଭୁଲ୍‌

ମମାନଙ୍କର ଏକ ଅତି ସାଧାରଣ ପ୍ରକୃତି ହେଉଛି ଏୟା ଯେ କୌଣସି ଭୁଲ୍‌ କରିଛୁ ବୋଲି ଆମେ ସ୍ବୀକାର କରିବାକୁ ରାଜି ନ ଥାଉ। ଆମ ଦ୍ୱାରା କେବେ କିଛି ଅବାଞ୍ଛିତ କାର୍ଯ୍ୟ ଘଟିଗଲେ, ସେଥିପାଇଁ ଆମେ ନିଜ ଚରିତ୍ରର ଅସଙ୍ଗତିକୁ…

ପ୍ରହେଳିକା

ଜନ୍ମରୁ ମୃତ୍ୟୁ ଯାଏ କେବଳ ଆଲୋକ ଆଉ ଅନ୍ଧକାରର ଖେଳ। ଏଇ ଆଲୁଅ ଅନ୍ଧାରର ପ୍ରହେଳିକାମୟ ଲୁଚକାଳି ଖେଳ ଭିତରେ ମଣିଷ ଖୋଜି ଚାଲିଛି ଚିରନ୍ତନ ସୃଷ୍ଟିର ରହସ୍ୟକୁ। ସେହି ଲକ୍ଷ୍ୟ ସାଧନ ପାଇଁ କିଏ ଆଧ୍ୟାତ୍ମିକ ମାର୍ଗ ଅନୁସରଣକରେ ତ…

ଏଇ ଭାରତରେ

ତିନିଚକିଆ ସାଇକେଲ, ତାହା ପୁଣି ଚାଲୁଛି ସୌର ଶକ୍ତିରେ। ଏମିତିକା ସାଇକେଲ ତିଆରି କରିଛନ୍ତି କୋଚିର ଦୁଇ ଇଞ୍ଜିନିୟର ଅଜିମ ହସ୍‌ମି ଏବଂ ଅବଦୁଲ ହଡି ମୁଥେରି। ସେମାନଙ୍କ ଦ୍ୱାରା ପ୍ରତିଷ୍ଠିତ ସୁଗଡ ମୋବିଲିଟି ପ୍ରାଇଭେଟ ଲିମିଟେଡ୍‌ ଦ୍ୱାରା ଟ୍ରାଇସାଇକେଲ ତିଆରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri