ଏଇ ଭାରତରେ
ସୁସ୍ଥ ଶରୀର ଓ ମନ ପାଇଁ ଯୋଗର ଆବଶ୍ୟକତା ରହିଛି। ଏଥିପାଇଁ ଅନେକ ଶାନ୍ତ ପରିବେଶରେ ରହି ଯୋଗ କରନ୍ତି। କେହି କେହି ପ୍ରାକୃତିକ ପରିବେଶରେ କିମ୍ବା ପାର୍କରେ ମଧ୍ୟ ଯୋଗ କରନ୍ତି। ହେଲେ ପାଣି ଭିତରେ ବି ଯୋଗ କରାଯାଇପାରେ!…
କର୍କଟ ଚିକିତ୍ସାରେ ନାନୋମେଡିସିନ୍
ଡ. ପୁଷ୍ପଶ୍ରୀ ପୁହାଣ ସାରା ବିଶ୍ୱରେ କର୍କଟ ମୃତ୍ୟୁର ଦ୍ୱିତୀୟ ପ୍ରମୁଖ କାରଣ ଏବଂ ଛ’ଜଣଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ କର୍କଟ କାରଣରୁ ହୋଇଥାଏ। ମୃତ୍ୟୁ ସାଧାରଣ ଭାବରେ ଫୁସଫୁସ (୧.୮୦ନିୟୁତ ମୃତ୍ୟୁ), କୋଲନ ଏବଂ ରେକ୍ଟମ (୯,୧୬,୦୦୦ ମୃତ୍ୟୁ),…
କୃଷି କ୍ଷେତ୍ରରେ ଷ୍ଟାର୍ଟଅପ୍
ଡି. ଶୁଭମ୍ ରାଷ୍ଟ୍ର ଗଠନରେ ମୁଖ୍ୟ ମଙ୍ଗୁଆଳ ସାଜି ଅର୍ଥନୀତିର ରୂପରେଖକୁ ସ୍ପଷ୍ଟ ଭାବରେ ଚିତ୍ରିତ କରିବାରେ କୃଷିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏ ପରିପ୍ରେକ୍ଷୀରେ କିପରି କୃଷି କ୍ଷେତ୍ରରେ ନୂଆ ଉଦ୍ୟୋଗ ସ୍ଥାପନ କରିବା, ନିଜେ କିପରି ଉଦ୍ୟୋଗୀ…
ବ୍ୟାପମ୍ର ବୋପା
ପ୍ରବେଶିକା ପରୀକ୍ଷା, ନାମଲେଖା ଓ ନିଯୁକ୍ତିରେ ଘୋର ଅନିୟମିତତା ଯୋଗୁ ୨୦୧୩ରେ ମଧ୍ୟପ୍ରଦେଶରେ ଘଟିଥିବା ‘ବ୍ୟାପମ୍’ ଦୁର୍ନୀତିକୁ ଅନେକେ ମନେରଖିଥିବେ। ସେଥିରେ ରାଜନେତା, ଅମଲାତନ୍ତ୍ରୀ, ଡାକ୍ତରୀ, ଇଞ୍ଜିନିୟରିଂ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କଠାରୁ ଆରମ୍ଭ କରି ପ୍ରଶ୍ନପତ୍ର ପ୍ରଘଟକାରୀ ଠିକାଦାର ଦଶନ୍ଧିବ୍ୟାପୀ ଅନେକ…
ଏଇ ଭାରତରେ
ସିଲାଇ କାର୍ଯ୍ୟ ବା ଟେଲରିଂରେ ସୌରଶକ୍ତି ଉପଯୋଗ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଝାଡ଼ଖଣ୍ଡର କନିଜ ଫତିମା। ସେ ତାଙ୍କ ସ୍ବାମୀଙ୍କ ସହ ଏହିି ବିଜ୍ନେସରୁ ଏବେ ଅଧିକ ଲାଭ ପାଉଛନ୍ତି। ଝାଡ଼ଖଣ୍ଡ ରାମଗଡ଼ ଜିଲା ମାଗନପୁର ଗାଁରେ ରହନ୍ତି…
ପରୀକ୍ଷାର ପରୀକ୍ଷଣ
ହୃଷୀକେଶ ପ୍ରଧାନ ଜାତୀୟ ପରୀକ୍ଷଣ ସଂସ୍ଥା (ଏନ୍ଟିଏ) ଦ୍ୱାରା ପରିଚାଳିତ ସଦ୍ୟସମାପିତ ୟୁଜିସି-ନେଟ୍ ଏବଂ ନିଟ୍ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ମାମଲା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏହାକୁ ନେଇ ଛାତ୍ରୀଛାତ୍ର ଏବଂ ରାଜନୈତିକ ଦଳଗୁଡ଼ିକ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏନ୍ଟିଏ…
ଧର୍ମଛଡ଼ା ଭୋଟରଙ୍କ କଥା
”ଓଃ! ନିର୍ବାଚନ ସରିଗଲା। ମଣିଷ ମୁକ୍ତି ପାଇଗଲା ଗଣତନ୍ତ୍ରର ଏହି ମହାପର୍ବର କୋଳାହଳରୁ।“ ଏମିତି ଏକ ଉଚ୍ଚାରଣ ଉଶ୍ୱାସ ଓ ଆଶ୍ୱସ୍ତିର। ମାସାଧିକ କାଳର ନିର୍ବାଚନ ଜନିତ କୋଳାହଳ, ଆଞ୍ଚଳିକ ସ୍ତରରୁ ଆରମ୍ଭକରି କେନ୍ଦ୍ରୀୟ ସ୍ତରର ନେତାମାନଙ୍କ ତୁହାକୁ ତୁହା ନିର୍ବାଚନୀ…
ଗଣତନ୍ତ୍ରରେ ଗଣମାଧ୍ୟମ
୨୦୧୪ ପରେ ଭାରତ ‘ଗୋଦି ମିଡିଆ’ ଫ୍ରେଜ୍ ବା ଶବ୍ଦାବଳୀ ସହ ପରିଚିତ ହେଲା, ଯାହାକୁ ମାଗାସେସେ ପୁରସ୍କାର ବିଜେତା ସାମ୍ବାଦିକ ରବିଶ କୁମାର ସୃଷ୍ଟି କରିଥିଲେ। କିଛି ଦଶନ୍ଧି ପୂର୍ବରୁ ଆମେରିକାର ପ୍ରଫେସର ନୋମ ଚୋମସ୍କି ତାଙ୍କ ପୁସ୍ତକରେ ଲେଖିଥିଲେ…
ଏଇ ଭାରତରେ
ପୋଲିସ ଅଧିକାରୀ ଶାନ୍ତିଶୃଙ୍ଖଳା ବଜାୟ ରଖିବାରେ ବ୍ୟସ୍ତ ରଖିବା ସହ ବୁଲା କୁକୁରଙ୍କ ସୁରକ୍ଷାରେ ସମୟ ଦେବା ନିଶ୍ଚିତ ଭାବେ ପ୍ରେରଣାଦାୟକ କାର୍ଯ୍ୟ। ଏଭଳି କାର୍ଯ୍ୟ ଜାରି ରଖିଛନ୍ତି ମୁମ୍ବାଇର ବୋରିଭାଲି ପୋଲିସ ଷ୍ଟେଶନରେ କାର୍ଯ୍ୟରତ ପୋଲିସ ଅଧିକାରୀ ସୁଧୀର କୁଡାଲକର।…
ଜବରଦସ୍ତିଆ ଦକ୍ଷିଣା
ଶ୍ରୁତକୀର୍ତ୍ତି ତ୍ରିପାଠୀ ଠାକୁରଙ୍କ ପୂଜା ଆଳରେ ପୂଜକମାନେ ପଇସା ନେବା ବିଷୟଟି ଅନେକ ଥର ମୋତେ ବ୍ୟଥିତ କରିଛି। ସେ ଶ୍ରୀମନ୍ଦିରରେ ମୁଣ୍ଡରେ ବେତ ଛୁଅଁାଇ ଦେଇ ପଇସା ମାଗିବା ହଉ କି ବିମଳା ମନ୍ଦିରରେ ଜୋର କରି ହାତକୁ ଶଙ୍ଖା…
ଦଳତ୍ୟାଗୀଙ୍କୁ ଆଦର
ସହଦେବ ସାହୁ ସାଧାରଣ ଆଇନରେ କେତେକ ଧାରା ଶେଷରେ ବ୍ୟତିକ୍ରମ/ ସର୍ତ୍ତ (ଏକ୍ସସେପ୍ସନ୍/ ପ୍ରୋଭାଇଜୋ) ଥାଏ, ଆଇନରେ ଏହା ଗଳାବାଟ। ସେଗୁଡ଼ିକ ଲିଖିତ ହୋଇଥିବାରୁ ଦୃଶ୍ୟ; କେତେକ ଗଳାବାଟ ଉହ୍ୟ, ବ୍ୟାଖ୍ୟାଗତ, କେବଳ ଲିଖିତ ଶବ୍ଦଗୁଡ଼ିକରୁ ମାନେ କାଢ଼ି ହୁଏ। ଆଗରୁ…
ନିଯୁକ୍ତି ବୃଦ୍ଧି ଯୋଜନା
କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ଆଇଏଏସ୍ ଅଧିକାରୀଙ୍କ ବାର୍ଷିକ ନିଯୁକ୍ତିକୁ ୧୮୦ ରୁ ୨୧୦ କୁ ବୃଦ୍ଧି କରିବାକୁ ବିଚାର କରୁଥିବା ଜଣାଯାଇଛି। ଏହି ସମ୍ଭାବ୍ୟ ନୀତି ପରିବର୍ତ୍ତନ ଏକ ବିଭାଗୀୟ କମିଟି ଏବଂ ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ ଅଫ୍ ପବ୍ଲିକ…
Archives


