ଏଇ ଭାରତରେ
ପ୍ଲାଷ୍ଟିକ ବଟଲ ଓ କଭର ଇତ୍ୟାଦିରୁ ଗ୍ରୋ ବ୍ୟାଗ୍ ତିଆରି କରୁଛନ୍ତି ଠାଣେର ଜିନୟ ଗାଡା। ତାଙ୍କୁ ଏବେ ବୟସ ୨୦। ଛାତ୍ରାବସ୍ଥାରେ ସେ ଏଭଳି ଏକ ନୂତନ ଗ୍ରୋ ବ୍ୟାଗ ତିଆରି କରି ପରିବେଶ ପ୍ରଦୂଷଣ କମାଇବାର ପ୍ରୟାସ କରିଛନ୍ତି।…
ସ୍ୱାଧୀନ ପରିବର୍ତ୍ତନକାରୀ
ଅଷ୍ଟାଦଶ ଲୋକ ସଭାର ଶପଥ ଗ୍ରହଣ ସମାରୋହରେ ଯୋଗଦେବା ଲାଗି ଓଟପିଠିରେ ବସି ପାର୍ଲାମେଣ୍ଟ ଆସିଥିବା ରାଜସ୍ଥାନର ବନ୍ସଓ୍ବାରା ଏମ୍ପି ରାଜକୁମାର ରୋଆତ ଜାତୀୟ ସ୍ତରର ଦୃଷ୍ଟିଆକର୍ଷଣ କରିଛନ୍ତି। ଭାରତୀୟ ଆଦିବାସୀ ପାର୍ଟି (ବିଏପି)ର ଏକମାତ୍ର ଲୋକ ସଭା ସଦସ୍ୟ କଂଗ୍ରେସ…
ଦୁର୍ଘଟଣା ଓ ପଥ ସମ୍ମୋହନ
ବୈକୁଣ୍ଠନାଥ ମିଶ୍ର ସରକାରୀ ଓ ବେସରକାରୀ ସ୍ତରରେ ଯେତେ ସଚେତନତା ସୃଷ୍ଟି କରାଗଲେ ମଧ୍ୟ ସଡ଼କ ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇବା ପରିବର୍ତ୍ତେ ଦିନକୁ ଦିନ ବଢ଼ିଚାଲିଛି। ପ୍ରଥମେ ମନୁଷ୍ୟକୃତ ଦୁର୍ଘଟଣା କଥା ଆଲୋଚନା କରିବା। ମାନବକୃତ ଦୁର୍ଘଟଣାର…
ଅନାବଶ୍ୟକ ବିବୃତି
ଭାରତରେ ଧର୍ମୀୟ ସ୍ବାଧୀନତାକୁ ନେଇ ଆମେରିକା ପରରାଷ୍ଟ୍ର ବିଭାଗ ଏକ ରିପୋର୍ଟ ପ୍ରକାଶ କରିଛି। ଜୁନ୍ ୨୮ରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ଏହି ରିପୋର୍ଟ ବିରୋଧରେ ଏକ ଦୃଢ଼ ବିବୃତି ଜାରି କରିଛି। ବିବୃତିରେ କୁହାଯାଇଛି ଯେ ପୂର୍ବଭଳି ଏହି ରିପୋର୍ଟ…
ଏଇ ଭାରତରେ
ବୋନ୍ମ୍ୟାରୋ କ୍ୟାନ୍ସରକୁ ହରାଇ ଏକ ନୂତନ ଜୀବନ ଜିଉଛନ୍ତି ବାରାଣସୀର ଶ୍ୟାମ ଶ୍ରୀବାସ୍ତବ। ନୂଆ ଜୀବନରେ ଶିକ୍ଷାଦାନକୁ ବ୍ରତ କରିଛନ୍ତି ଓ ମାଗଣାରେ ଗରିବ, ଅସହାୟ ପିଲାମାନଙ୍କୁ ସେ ପଢ଼ାଉଛନ୍ତି। ଏଥିପାଇଁ ସେ ତିନୋଟି କେନ୍ଦ୍ରରେ ପିଲାମାନଙ୍କୁ ପଢ଼ାଉଛନ୍ତି। ବାରାଣସୀର ଜନସା…
ପୋଲିସର ନିରଙ୍କୁଶ ଗିରଫ କ୍ଷମତା
ହରିଶଙ୍କର ମିଶ୍ର କବିବର ରାଧାନାଥ ରାୟ ଦେଶ ସ୍ବାଧୀନ ହେବାର ବହୁବର୍ଷ ଆଗରୁ ଦରବାର କାବ୍ୟରେ ଲେଖିଥିଲେ ଯେ ”କିଏ କହେ ମୁହିଁ ଅଟଇ ପୋଲିସ। ବିନା ମେଘେ ସୃଜି ପାରଇ କୁଳୀଶ।“ ଇଂରେଜମାନଙ୍କ ଶାସନ ସମୟରେ ନିଯୁକ୍ତ ପୋଲିସ…
ସଭ୍ୟତାର ପ୍ରତାରଣା
ଡ. ଛାୟାକାନ୍ତ ଷଡ଼ଙ୍ଗୀ ଆଦିମ ମାନବ ଅରଣ୍ୟରେ ରହୁଥିଲା ଓ ପଶୁପକ୍ଷୀ ଶିକାର କରି ସେମାନଙ୍କ ମାଂସ ଖାଇ ବଞ୍ଚୁଥିଲା। ସେ ପଶୁବତ୍ ଉଲଗ୍ନ ରହୁଥିଲା ଓ ପ୍ରବୃତ୍ତିଗତ ଜୀବନଯାପନ କରୁଥିଲା। କ୍ରମେ ସେ ପୋଷାକ ପିନ୍ଧି ନିଜକୁ ସୁନ୍ଦର…
ବୈଦେଶିକ ସେବାରେ ମହିଳା
ଭାରତୀୟ ବୈଦେଶିକ ସେବା (ଆଇଏଫ୍ଏସ୍)ରେ ମହିଳାଙ୍କ ସଂଖ୍ୟା ୨୦୧୪ରୁ ୨୦୨୨ ମଧ୍ୟରେ ୬.୬% ବୃଦ୍ଧି ପାଇ ବର୍ତ୍ତମାନ ୩୭.୮% ରହିଛି। ଉଲ୍ଲେଖନୀୟ ଯେ, ୨୦୧୮ରୁ ୨୦୨୦ ମଧ୍ୟରେ ଆଇଏଫ୍ଏସ୍ରେ ମହିଳାଙ୍କ ନିଯୁକ୍ତି ୪୦%ରୁ ଅଧିକ ଥିଲା। ହେଲେ କୂଟନୈତିକ ବୃତ୍ତିରେ ଲିଙ୍ଗଗତ…
ଇରାନ ନିର୍ବାଚନ ଓ ମଧ୍ୟପ୍ରାଚ୍ୟର ଶାନ୍ତି
ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରଁ ସଂସଦ ଭଙ୍ଗକରିବା ପରେ ଏହି ରବିବାର ସେଠାରେ ନିର୍ବାଚନ ହେଉଛି। ଅତି ଶୀଘ୍ର ହେଉଥିବା ଉକ୍ତ ନିର୍ବାଚନ ଆଉ ଏକ ସମ୍ଭାବ୍ୟ ରାଜନୈତିକ ଭୂକମ୍ପରୁ ବିଶ୍ୱର ଧ୍ୟାନ ହଟାଇନେବ । ସେହି ରାଜନୈତିକ ଘଟଣାଟି ହେଉଛି,…
ଅପଚୟରୁ ଅଭାବ
ଭାରତରେ କୋଟି କୋଟି ଲୋକ ଦିନକୁ ଦୁଇଓଳି ଖାଇବାକୁ ପାଆନ୍ତି ନାହିଁ। ‘ଗ୍ଲୋବାଲ ହଙ୍ଗର୍ ଇଣ୍ଡେକ୍ସ ୨୦୨୩ ଅନୁଯାୟୀ, ଭାରତରେ କ୍ଷୁଧା ସ୍ତର ଗୁରୁତର । ନିକଟରେ ‘ଖାଦ୍ୟ’ ସମ୍ବନ୍ଧୀୟ ଦୁଇଟି ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ମିଳିତ ଜାତିସଂଘରୁ ଆସିଥିଲା। ଗୋଟିଏ ଖାଦ୍ୟ…
ସାର୍ବଜନୀନ ମାନବ ଅଧିକାର
ମାନବ ଅଧିକାର ହେଉଛି ସାର୍ବଜନୀନ। ପୃଥିବୀରେ ଯେକୌଣସି ଦେଶରେ ବସବାସ କରୁଥିବା ବ୍ୟକ୍ତିମାନେ ମାନବ ଅଧିକାର ଉପଭୋଗ କରନ୍ତି ଏବଂ ଦାବି ମଧ୍ୟ କରନ୍ତି। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମଣିଷ ଏସବୁ ଅଧିକାର ପାଇବା ପାଇଁ ହକ୍ଦାର। ପ୍ରାଞ୍ଜଳ ଭାବରେ କହିଲେ…
ଏଇ ଭାରତରେ
ବ୍ୟକ୍ତିଗତ ଚେଷ୍ଟାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲାଗି ଏକ ଜଳ ବିଶୁଦ୍ଧୀକରଣ ଟେକ୍ନୋଲାଜି ବିକାଶ କରିଛନ୍ତି ମହାରାଷ୍ଟ୍ରର ଅଭିଜିତ ଗଣ। ଏହା ଦ୍ୱାରା ଗାଁଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ସମସ୍ୟା ଅନେକାଂଶରେ ସମାଧାନ ହେବା ସହ ଗମ୍ଭୀର ଫ୍ଲରୋସିସ୍ ରୋଗ…
Archives


