ଏଇ ଭାରତରେ
ଜଳ ପ୍ରଦୂଷଣ ଓ ସଙ୍କଟକୁ ଲକ୍ଷ୍ୟ କରି ତାହାର ସମାଧାନ ପାଇଁ ଆଗକୁ ବଢ଼ିଛନ୍ତି ଉତ୍ତରପ୍ରଦେଶ ବୁନ୍ଦେଲଖଣ୍ଡର ରାମବାବୁ ତିଓ୍ବାରୀ। ସେ ଜଣେ ପିଏଚ୍ଡି ଛାତ୍ର। ସେ ନିଜ ଗାଁ ଅଧଓ୍ବାନର ଲୋକଙ୍କ ସହାୟତାରେ ପୋଖରୀ ପୁନରୁଦ୍ଧାର କରିବାରେ ଲଗିଛନ୍ତି। ଏବେ…
ବିଧିବିଧାନ ବନାମ ବିଧିରକ୍ଷା
ଯଦୁମଣି ପାଣିଗ୍ରାହୀ ଭଗବାନଙ୍କର ଏ ବିଶାଳ ସୃଷ୍ଟି ଯେମିତି ବିଚିତ୍ର ଓ ରହସ୍ୟମୟ ଠିକ୍ ସେମିତି ଏ ସୃଷ୍ଟିକୁ ଶୃଙ୍ଖଳିତ, ସୁରକ୍ଷିତ ଓ ସୁପରିଚାଳନା କରିବା ନିମନ୍ତେ ତାଙ୍କ ପ୍ରଣିତ ଓ ନିର୍ଦ୍ଧାରିତ ବିଧିବିଧାନ ବା ନୀତିନିୟମଗୁଡିକ ମାନବ ସମାଜ ଲାଗି…
ଉଚ୍ଚଶିକ୍ଷାରେ ପାତରଅନ୍ତର
ଡ. ସୁବାସ ଚନ୍ଦ୍ର ପାତ୍ର ଉଚ୍ଚ ବାଛବିଚାର, ଉଚ୍ଚ ବଞ୍ଚିତୀକରଣ ବିଷୟରେ ଯଦି କାହାରି ସମ୍ୟକ ଧାରଣା ଆହରଣ କରିବାର ଇଚ୍ଛା ଥାଏ ତା’ହାଲେ ଓଡ଼ି଼ଶାର ଉଚ୍ଚଶିକ୍ଷା ବିଭାଗରେ ପ୍ରଚଳିତ ବର୍ଗୀକରଣ ଉପରେ ଆଖି ପକେଇବା ଠିକ୍ ହେବ! ଓଡ଼ିଶା ସରକାରଙ୍କ…
ମଣିପୁରରେ ରାହୁଲ
ନିକଟରେ ଜୁଲାଇ ୨ରେ ଲୋକ ସଭା ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣ ସମୟରେ ‘ମଣିପୁର ପାଇଁ ନ୍ୟାୟ’ ସ୍ବର ବିରୋଧୀ ମେଣ୍ଟ ପକ୍ଷରୁ ଶୁଣିବାକୁ ମିଳିଥିଲା। ସେହିଭଳି ରାଜ୍ୟ ସଭାରେ ମଧ୍ୟ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ…
ଏଇ ଭାରତରେ
ଯୋସେପ ଲୋବୋଙ୍କ ଘର କର୍ନାଟକ ଉଡୁପିର ଏକ ଗାଁରେ। ସେ ତାଙ୍କ ଅଗଣାରେ ବଗିଚାଟିଏ କରିଛନ୍ତି। ସେଥିରେ ସେ ଜୈବିକ ପଦ୍ଧତିରେ ବିଭିନ୍ନ କୋଳି, ସପେଟା, ଫଳ, ଅନେକ କିସମର ଆମ୍ବ ସହିତ ୨୦୦ ପ୍ରକାର ଗଛ ଲଗାଇଛନ୍ତି। ଗ୍ରୋ ବ୍ୟାଗ୍ରେ…
ଅନ୍ଧବିଶ୍ୱାସ ଫାଶ
ଅସିତ ମହାନ୍ତି ୟୁପିର ହାଥରସ୍ରେ ଏକ ସତ୍ସଙ୍ଗ ସମୟରେ ବଡ଼ ଦୁର୍ଘଟଣା ଘଟି ୧୨୧ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ସତ୍ସଙ୍ଗର ଆୟୋଜନ, ମାନବ ମଙ୍ଗଳ ମିଳନ ସଦ୍ଭାବନା ସମାଗମ ସମିତି ଦ୍ୱାରା ଭୋଲେ ବାବାଙ୍କ ପାଇଁ ଏହି…
ଆଇନର ଶାସନ ଏକ ଉପହାସ
ସହଦେବ ସାହୁ ଆମେ କଥାକଥାକେ କହିହେଉଛୁ ଆଇନ ଆଗରେ ସମସ୍ତେ ସମାନ: କାର୍ଯ୍ୟକ୍ଷେତ୍ରରେ ଏ ଗୋଟିଏ ଆଈମା’ଙ୍କ କାହାଣୀ, ଏକ ପୁରାଣ ଗପ! ଆଇନ କହେ ନାହିଁ ମୋ ଆଖିରେ ସମସ୍ତେ ସମାନ, ଆଇନ ଲାଗୁ କରୁଥିବା ଅଧିକାରୀମାନଙ୍କୁ ନିୟନ୍ତ୍ରଣ…
ଆମେରିକାରେ ବନ୍ଧୁକ
ଆମେରିକା ପାଇଁ ଜୁଲାଇ ୪ ଏକ ସ୍ମରଣୀୟ ଦିବସ। ୧୭୭୬ ମସିହା ଏହି ଦିନ ବ୍ରିଟିଶ୍ ସରକାର ଅଧୀନରୁ ଆମେରିକା ସ୍ବାଧୀନତା ପାଇଥିଲା ଏବଂ ଏହାକୁ ପ୍ରତିବର୍ଷ ପାଳନ କରାଯାଉଛି। ଚଳିତବର୍ଷ ଜୁଲାଇ ୪ରେ ଆମେରିକୀୟମାନେ ଏହାକୁ ପାଳନ କରିବା ଅବସରରେ…
ଏଇ ଭାରତରେ
ଆମ୍ବର ବିଭିନ୍ନ କିସମ ପ୍ରାୟ ସମସ୍ତେ ଦେଖିଥିବେ। ପସନ୍ଦ ଅନୁସାରେ ଲୋକେ ସେହି ପ୍ରକାରର ଆମ୍ବଗଛ ଲଗାଇଥାନ୍ତି। କିନ୍ତୁ ଗୋଟିଏ ଗଛରେ ୨୪ ପ୍ରକାରର ଆମ୍ବ ଫଳିବା କଥା କେବେ ଶୁଣିଛନ୍ତି! କଥାଟା ହୁଏତ ବିଶ୍ୱାସ ହୋଇ ନ ପାରେ। ମାତ୍ର…
ସମୟ ବଦଳିଗଲାଣି
ଡ. ସନ୍ତୋଷ କୁମାର ମହାପାତ୍ର ଗତ କିଛି ବର୍ଷରେ ପରିସ୍ଥିତି ବଦଳିଗଲାଣି। ମଣିଷ ଅଧିକ ସ୍ବାର୍ଥପର ହୋଇଗଲାଣି। ଶାସକ ଶ୍ରେଣୀର ଆଭିମୁଖ୍ୟରେ ପରିବର୍ତ୍ତନ ଘଟିଲାଣି। ବେକାରି, ଦାରିଦ୍ର୍ୟ, ବୈଷମ୍ୟ, ଦରଦାମ ବୃଦ୍ଧି ସମସ୍ୟାର ସମାଧାନ କରିବା ତଥା ଶିକ୍ଷା ଓ ସ୍ବାସ୍ଥ୍ୟ…
ସେଇ ଚମତ୍କାରୀ ଚକାଆଖି
ଅଧ୍ୟାପକ ନିରଞ୍ଜନ ପାଢ଼ୀ ବଡ଼ ଚମତ୍କାରୀ ସେଇ ଚକାଆଖି ଦିଓଟି। ବିଶ୍ୱାସ ଓ ବିଜ୍ଞାନର ଦ୍ୱନ୍ଦ୍ୱ ମଧ୍ୟରେ ସେଇ ଚକାଆଖିର ଆକର୍ଷଣ ଯୁଗେ ଯୁଗେ ଆସ୍ତିକଙ୍କଠୁ ନାସ୍ତିକଙ୍କ ଯାଏ ସଭିଙ୍କୁ ସମ୍ମୋହିତ କରିଆସିଛି। ଏକାନ୍ତ ଅବର୍ଣ୍ଣନୀୟ ସେଇ ଚକାଆଖି ଦିଓଟିର ମହିମା…
ବାଇଡେନ୍ଙ୍କ ବୟସ
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ବୟସ ୮୧। ବାଇଡେନ କହିଛନ୍ତି ଯେ, ସେ ନଭେମ୍ବରରେ ନିର୍ବାଚନରୁ ଓହରିବେ ନାହିଁ ଏବଂ ପୁନର୍ବାର ରାଷ୍ଟ୍ରପତି ହେବାକୁ ଚାହୁଁଛନ୍ତି। ଅସୁବିଧା ହେଉଛି, ତାଙ୍କୁ ବର୍ତ୍ତମାନ ନିଜ ଦଳର ଲୋକମାନେ ଓହରିଯିବାକୁ ଅନୁରୋଧ କରୁଛନ୍ତି। ସେମାନେ…
Archives


