ସମ୍ପାଦକୀୟ

ଶିକ୍ଷା ନା ବିଦ୍ୟା

ଶିକ୍ଷା ଓ ବିଦ୍ୟା ଏକାଭଳି ଲାଗୁଛି। କିନ୍ତୁ ଶିକ୍ଷା ଗ୍ରହଣ କରିବା ଓ ବିଦ୍ୟା ଗ୍ରହଣ କରିବା ଆଦୌ ସମାନ ନୁହେଁ। କାରଣ ଶିକ୍ଷା ବ୍ୟକ୍ତିକୁ ଶିକ୍ଷିତ କରିଥାଏ, କିନ୍ତୁ ବିଦ୍ୟା ବ୍ୟକ୍ତିକୁ ବିଚାରବନ୍ତ କରେ। ଅପରପକ୍ଷେ ସମସ୍ତ ଶିକ୍ଷିତ ବିଚାରବନ୍ତ…

ପାହାଡ଼ ସୁରକ୍ଷା ଓ ଗୋବର୍ଦ୍ଧନରୁ ଗନ୍ଧମାର୍ଦ୍ଦନ

ପାହାଡ଼ ହେଉଛି ସମଗ୍ର ଜୀବଜଗତର ରକ୍ଷାକବଚ। ଜଳବାୟୁ ଓ ଋତୁଚକ୍ରର ସେ ନିୟାମକ। ପାହାଡ଼ର ଏହି ମହତ୍ତ୍ୱକୁ ହଜାର ହଜାର ବର୍ଷ ପୂର୍ବରୁ ଭାରତୀୟ ମୁନିଋଷିମାନେ ବୁଝିଥିଲେ ଏବଂ ତା’ର ସୁରକ୍ଷା ପାଇଁ ସୃଷ୍ଟି କରିଥିଲେ ଏକ ପରିବେଶ ସମ୍ବେଦୀ ସାଂସ୍କୃତିକ…

ଏଚ୍‌-୧ବି

ଆମେରିକାର ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଜିତାଇବାରେ ଅନ୍ୟତମ ପ୍ରମୁଖ ବ୍ୟକ୍ତି ଭାବେ ଟେସ୍‌ଲା ଓ ସ୍ପେସ୍‌ଏକ୍ସ ସିଇଓ ତଥା ‘ଏକ୍ସ’ (ପୂର୍ବରୁ ଟୁଇଟର ଭାବେ ପରିଚିତ)ର ମାଲିକ ଏଲନ୍‌ ମସ୍କଙ୍କ ଭୂମିକା ସର୍ବାଗ୍ରେ ଥିବା ସମସ୍ତେ ଜାଣନ୍ତି। ଟ୍ରମ୍ପ…

ଆମ ପାଇଁ ବହି କାହିଁ

କିଛିଦିନ ତଳେ ଭୁବନେଶ୍ୱରର ଏକ ଦୃଷ୍ଟିହୀନ ପିଲାଙ୍କ ବିଦ୍ୟାଳୟରେ ସମୟ ବିତେଇବାର ସୁଯୋଗ ପାଇଥିଲି। ବହୁତ ଖୁସି ଲାଗିଲା ଯେ ସେମାନେ ସେଠାରେ ରହି ଖେଳୁଛନ୍ତି, ପଢୁଛନ୍ତି, ବିଭିନ୍ନ ପ୍ରକାର କଳାତ୍ମକ ଏବଂ କ୍ରିୟାତ୍ମକ କାର୍ଯ୍ୟକଳାପରେ ନିଜକୁ ନିୟୋଜିତ କରୁଛନ୍ତି। ଆଶ୍ଚର୍ଯ୍ୟ…

ଚିନ୍ତାଶୀଳ ବ୍ୟକ୍ତିତ୍ୱ

ମନମୋହନ ସିଂଙ୍କ ଜୀବନ କ’ଣ ଥିଲା ସେ ବିଷୟରେ ଅନେକ ଲେଖା ପ୍ରକାଶ ପାଇଛି ଏବଂ ଆଗକୁ ବି ଲେଖାଯିବ। କିନ୍ତୁ ସେ ଯାହା ନ ଥିଲେ ସେ ସମ୍ପର୍କରେ ଏଠାରେ କେତୋଟି ଧାଡ଼ି ପ୍ରକାଶ କରାଯାଉଛି। ମନମୋହନ ସିଂ ‘ନୂଆ…

ଏଇ ଭାରତରେ

ବାଉଁଶରେ ସାଇକେଲ ତିଆରି ହେବା ଓ ରାସ୍ତାରେ ଗଡ଼ିବା ନିଶ୍ଚିତ ଭାବେ ଏକ ଅଜବ ଘଟଣା ଭଳି ଲାଗୁଥିଲେ ମଧ୍ୟ ଏଭଳି ସାଇକେଲ ଚଢ଼ିବାକୁ ପାଇବେ। ବିହାର ସମସ୍ତିପୁର ନିବାସୀ ଅମରେଶ କୁଶସ୍ବା ଏହି ସାଇକେଲ ତିଆରି କରିଛନ୍ତି। ସେ ବିଭିନ୍ନ…

ନିଯୁକ୍ତି ବୃଦ୍ଧି ଆବଶ୍ୟକ

ଆମେ ସର୍ବଦା ଲେଖିଆସିଛୁ ଯେ ଆର୍ଥିକ ଅଭିବୃଦ୍ଧି ସର୍ବଦା ସମତୁଲ ଓ ଇନ୍‌କ୍ଲୁସିଭ ବା ଅନ୍ତର୍ଭୁକ୍ତ ହେବା ଉଚିତ। ଏହାର ସୁଫଳ ସର୍ବଦା ଗରିବ ଓ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚିବା ଦରକାର। ଯେହେତୁ ବୈଷମ୍ୟ ବୃଦ୍ଧି ସହିତ ଧନୀ ଅଧିକ…

ହାରିଲି କେତେ ଜିତିଲି କେତେ

ଜୀବନଟା ଗୋଟେ ଅଡୁଆ ସୂତାର ଖିଅ। କେତେବେଳେ କେମିତି ସେଥିରେ ସେ ନିଜ ଅଜାଣତରେ ଛନ୍ଦି ହୋଇଯାଏ ଯେ ସେଥିରୁ ମୁକୁଳିବା ମୁସ୍କିଲ ହୋଇପଡେ। ସେତେବେଳେ ଭାରି ଆକ୍ତାମାକ୍ତା ଲାଗେ ଜୀବନ। ଅଣନିଃଶ୍ବାସୀ ମନେହୁଏ ଏକଲାପଣ। ମନେହୁଏ, ସତେଯେମିତି ଦୁନିଆର ଯାବତୀୟ…

ଏକକାଳୀନ ନିର୍ବାଚନରୁ କ’ଣ ପାଇବା

ବେଲ୍‌ଜିଅମ, ସ୍ବିଡେନ୍‌, ଦକ୍ଷିଣଆଫ୍ରିକା ଭଳି ଛୋଟିଆ ଦେଶଙ୍କ କ୍ଲବରେ ସାମିଲ ହେବ ଭାରତ। ବେଲ୍‌ଜିଅମ ଓ ଦକ୍ଷିଣଆଫ୍ରିକାରେ ପାଞ୍ଚବର୍ଷିଆ ଆଉ ସ୍ବିଡେନ୍‌ରେ ଚାରିବର୍ଷିଆ ଆନୁପାତିକ ସଂଖ୍ୟା ପୂରଣ ବ୍ୟବସ୍ଥା। ୩୪୯ ସଦସ୍ୟ ବିଶିଷ୍ଟ ସ୍ବିଡେନର ସଂସଦ ‘ରିକ୍ସଡାଗ’କୁ ମ୍ୟୁନିସିପାଲ କର୍ପୋରେସନ ଓ…

ପଦବୀ ଖାଲିପଡ଼ିଛି

ଭାରତରେ ଆଇଏଏସ୍‌ , ଆଇପିଏସ୍‌ ଏବଂ ଆଏଫ୍‌ଏସ୍‌ ( ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ୍‌) ଅଧିକାରୀଙ୍କ ଘୋର ଅଭାବ ଦେଖାଦେଇଛି। ଏହାଦ୍ୱାରା ପ୍ରଶାସନିକ ଦକ୍ଷତା ଏବଂ ଆଇନ ପ୍ରଣୟନ କ୍ଷମତା ପ୍ରଭାବିତ ହେଉଛି। କାର୍ମିକ ଓ ପ୍ରଶିକ୍ଷଣ ବିଭାଗ( ଡିଓପିଟି) ତଥ୍ୟ ଅନୁଯାୟୀ,…

ଆଧୁନିକ ମଣିଷ ଓ ଗୃହସ୍ଥାଶ୍ରମ

ପ୍ରତ୍ୟେକ ବ୍ୟକ୍ତିକୁ ଜୀବନରେ ୪ଟି ଆଶ୍ରମର ଅନୁପାଳନ କରିବାକୁ ହୁଏ। ସେଗୁଡିକ ହେଲା ବ୍ରହ୍ମଚର୍ଯ୍ୟାଶ୍ରମ, ଗୃହସ୍ଥାଶ୍ରମ, ବାନପ୍ରସ୍ଥାଶ୍ରମ ଓ ସନ୍ନ୍ୟାସାଶ୍ରମ। ବ୍ରହ୍ମଚର୍ଯ୍ୟାଶ୍ରମରେ ଗୁରୁକୁଳରେ ଶୈଶବୋତ୍ତର ତାରୁଣ୍ୟକୁ ଅତିବାହିତ କରିବାକୁ ହେଉଥିଲା। ଗୁରୁକୁଳରେ ଶିଷ୍ୟର ଶାରୀରିକ, ମାନସିକ ଓ ଆଧ୍ୟାମତ୍ିକ ଉନ୍ମେଷ ସାଧିତହୋଇ…

ଏସିଡ୍‌ ଆଟାକ୍‌ ଓ ଆଇନ ବ୍ୟବସ୍ଥା

ଆଜିକାଲି ମହିଳାମାନେ ଘର ଚଳାଇବାଠାରୁ ଆରମ୍ଭ କରି ଚନ୍ଦ୍ରକୁ ଯିବା ଭଳି କାର୍ଯ୍ୟ କଲେଣି। ହେଲେ ସେମାନଙ୍କୁ କଷ୍ଟ ବା ନିର୍ଯାତନା ଦେବା ବନ୍ଦ ହୋଇନି। ଏଭଳି ଅନେକ ମାମଲା ସାମ୍ନାକୁ ଆସୁଛି, ଯାହା ଅତ୍ୟନ୍ତ ବୀଭତ୍ସ। କେଉଁଠି ଏକତରଫା ପ୍ରେମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri