ଆମ ଭବିଷ୍ୟତ ବଂଶଧରଙ୍କ ଆକାର
ଡ. ନିଖିଳାନନ୍ଦ ପାଣିଗ୍ରାହୀ ବହୁ ବର୍ଷ ପୂର୍ବେ ଆମ ପୂର୍ବଜ ସିମ୍ପାଞ୍ଜିଙ୍କଠାରୁ ଆମେ ବିବର୍ତ୍ତିତ ହୋଇ ଆଧୁନିକ ମଣିଷ (ହୋମୋ ସେପିଆନ) ହୋଇଛନ୍ତି। ଏହି ପ୍ରକ୍ରିୟାରେ ଡାରଉଇନଙ୍କ ବିବର୍ତ୍ତନ ତତ୍ତ୍ୱ ନିହିତ। ତନ୍ମଧ୍ୟରେ ରହିଛି ପ୍ରାକୃତିକ ଚୟନ (ନାଚୁରାଲ...
ଉପଚେତାବନୀ
୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ଭାଜପା) କେନ୍ଦ୍ରରେ ଏକାକୀ ସରକାର ଗଠନ କରିବାର ଆସ୍ପର୍ଦ୍ଧା ଦେଖାଇଥିଲା। ନିଜେ ୩୭୦ ଏବଂ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ‘୪୦୦ ପାର୍’ କରିବ ବୋଲି ଚିତ୍କାର କରୁଥିଲା।...
ଏଇ ଭାରତରେ
ଅନାଥଙ୍କ ସାହାରା ପାଲଟିଛନ୍ତି ଲାମା ଥୁପଟେନ ଫୁନ୍ଷ୍ଟୋକ। ଅରୁଣାଚଳ ପ୍ରଦେଶରେ ସେ ମଞ୍ଜୁଶ୍ରୀ ବିଦ୍ୟାପୀଠ ପ୍ରତିଷ୍ଠା କରି ୩୦୦ ଅନାଥ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେଠାରେ ପିଲାମାନେ ରହୁଛନ୍ତି, ଖାଉଛନ୍ତି ଓ ପଢୁଛନ୍ତି। ତାଓ୍ବାଙ୍ଗ ଜିଲାର ପାହାଡ଼ିଆ ଅଞ୍ଚଳର ଏକ...
ଆଇସିୟୁ-ସଂଶୟ ଓ ସମ୍ଭାବନା
ଡ. ମୌସୁମୀ ପରିଡ଼ା ବର୍ଦ୍ଧିତ ଜନସଂଖ୍ୟା ଓ ପରିବର୍ତ୍ତିତ ଜଳବାୟୁ ପାଇଁ ଆମ ଦେଶର ଲୋକମାନେ ଜଟିଳରୁ ଜଟିଳତମ ରୋଗର ଶିକାର ହେଉଛନ୍ତି। ଚିକିତ୍ସା ପାଇଁ ଭାରତରେ ପ୍ରତିବର୍ଷ ପାଖାପାଖି ୫୦ ଲକ୍ଷ ରୋଗୀ ଆଇସିୟୁରେ ଭର୍ତ୍ତି ହେଉଥିବାବେଳେ...
ଶ୍ରୀଜଗନ୍ନାଥ ସଂସ୍କୃତିରେ ପରିବାର
ଡ. ପ୍ରଫୁଲ୍ଲ କୁମାର ସାହୁ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ଗଢ଼ି ଉଠିଛି ଓଡ଼ିଆ ଜାତିର ସାମାଜିକ ରୀତିନୀତି ଓ ସାଂସ୍କୃତିକ ପରମ୍ପରା। ଅର୍ଥାତ୍ ଓଡ଼ିଆ ସଂସ୍କୃତି କହିଲେ ଜଗନ୍ନାଥ ସଂସ୍କୃତିକୁ ବୁଝାଏ, ଯା’ର ମୂଳ ଆଧାର ହେଉଛି ପାରିବାରିକ...
ଧର୍ମୀୟ ସ୍ୱାଧୀନତା
ଭାରତୀୟମାନଙ୍କର ଧର୍ମୀୟ ସ୍ୱାଧୀନତା ଅଛି କି? ଅର୍ଥାତ୍ ସେମାନେ ଅନ୍ୟମାନଙ୍କୁ ସେମାନଙ୍କର ଧର୍ମକୁ ନିମନ୍ତ୍ରଣ କରିବାର ଅଧିକାର ଏବଂ ସେମାନଙ୍କର ଧର୍ମକୁ ସହଜରେ ଛାଡ଼ିବାର ଅଧିକାର ଅଛି କି? ଉତ୍ତରରେ ସମ୍ବିଧାନ ହଁ କହେ, କିନ୍ତୁ ଆଇନଗୁଡ଼ିକ ନା କହେ।...
ଡୋଭାଲଙ୍କ ଟିମ୍
ନିକଟରେ ନ୍ୟାଶନାଲ ସିକ୍ୟୁରିଟି କାଉନସିଲ ସେକ୍ରେଟାରିଏଟ୍ ଅନେକ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଥିବାବେଳେ କିଛି ନିରନ୍ତରତା ବଜାୟ ରଖିଛି। ପ୍ରାରମ୍ଭରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ (ପାଶ୍ଚାତ୍ୟ) ପବନ କପୁରଙ୍କୁ ଡେପୁଟି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ଭାବରେ ନିଯୁକ୍ତ କରାଯାଇଛି।...
ବୃକ୍ଷ ବିନା ଜୀବନ
ପ୍ରାୟ ପ୍ରାଗୈତିହାସିକ ଯୁଗରୁ ମଣିଷର ବନଭୂମି ସହ ନିବିଡ଼ ସମ୍ପର୍କ ରହିଛି। ଦିନେ ସଭ୍ୟତାର ବିକାଶ ବନଭୂମିରେ ହିଁ ହୋଇଥିଲା। ମଣିଷ ଉଦ୍ଭିଦ ବା ବୃକ୍ଷ ଜଗତକୁ ତା’ର ମୌଳିକ ଆବଶ୍ୟକତା ବୋଲି ମନେକଲା। ବୃକ୍ଷ ନ ରହିଲେ ପ୍ରାଣୀ...
ଦୁର୍ନୀତିର ଅଗ୍ନିକୁଣ୍ଡରେ ମେଧା ଆହୁତି
ଆମ ଦେଶର ଜନସାଧାରଣ ପ୍ରାୟ ଧରି ନେଇଛନ୍ତି ସବୁଠାରୁ ଦାମୀ ତଥା ସମ୍ମାନଜନକ ପାଠ ହେଉଛି ଡାକ୍ତରୀ ପାଠ। ସବୁ ମାତାପିତାଙ୍କ ସ୍ବପ୍ନ ହେଲା ତାଙ୍କ ପିଲା ଏହି ପାଠ ପଢ଼ନ୍ତୁ ଏବଂ ଜଣେ ଭଲ ଡାକ୍ତରଟିଏ ହୋଇ ସୁନାମ...
ଏଇ ଭାରତରେ
କ୍ଷେତକୁ ଫସଲ ଖାଇବାକୁ ବନ୍ୟପ୍ରାଣୀ ଆସିଲେ ସେମାନଙ୍କୁ ହତ୍ୟା କିମ୍ବା ଗୁରୁତର ଆହତ କରାଯାଉଥିବା ଦେଖିବାକୁ ମିଳୁଛି। ଏହି ସମସ୍ୟା ଦୂର କରିପାରୁଛି ବେଙ୍ଗାଲୁରୁର ‘କଟିଧନ’ ଷ୍ଟାର୍ଟଅପ୍। ଏସ୍.ଆର୍.ଆୟନ ଏହି ଷ୍ଟାର୍ଟଅପ୍ର ପ୍ରତିଷ୍ଠାତା। ପ୍ରଯୁକ୍ତି ବ୍ୟବହାର କରି ପ୍ରାଣୀମାନଙ୍କୁ ଫସଲଠାରୁ...
ଏଇ ଭାରତରେ
ତାମିଲନାଡୁର ୮୪ ବର୍ଷୀୟା ଧନମ ପାତି ଏବକାର ମହଙ୍ଗା ଯୁଗରେ ୨ ଟଙ୍କାରେ ଇଡ୍ଲି ବିକୁଛନ୍ତି ଓ ଲୋକଙ୍କୁ ପେଟପୂରା ଖାଇବାକୁ ଦେଉଛନ୍ତି। ଧନମଙ୍କ ଘର ତାମିଲନାଡୁର ପୁଦୁକୋଟ୍ଟୋଇରେ। ତାଙ୍କ ଦୋକାନରେ ଚେୟାର କିମ୍ବା ଟେବୁଲ ନାହିଁ। କିନ୍ତୁ ଇଡ୍ଲି,...
ଗଣତନ୍ତ୍ର ଓ ଏକ କଥିତ କାହାଣୀ
ହରେକୃଷ୍ଣ ପଣ୍ଡା ସବୁ କ୍ଷେତ୍ରରେ ପରିଚାଳକଙ୍କର ଏକ ଦୃଷ୍ଟିଭଙ୍ଗୀ ଥାଏ। ସେହି ଦୃଷ୍ଟିଭଙ୍ଗୀ ସୃଷ୍ଟି କରିଥାଏ ଅପାର ଆନନ୍ଦ ବା ନିରାନନ୍ଦ, ସ୍ବଚ୍ଛତା ବା ଭ୍ରଷ୍ଟାଚାରିତା। ଗଣତାନ୍ତ୍ରିକ ରାଷ୍ଟ୍ରରେ ମଧ୍ୟ ସେହିଭଳି ଏକ ସ୍ବଚ୍ଛ ଦୃଷ୍ଟିଭଙ୍ଗୀ ଓ ଦୂରଦୃଷ୍ଟିର ଆବଶ୍ୟକତା...
Archives


