ବିଶ୍ୱ ଏଡ୍ସ ଦିବସର ଅନୁଚିନ୍ତା
ତିବର୍ଷ ଡିସେମ୍ବର ୧ ତାରିଖକୁ ‘ବିଶ୍ୱ ଏଡ୍ସ ଦିବସ’ ରୂପେ ପାଳନ କରାଯାଉଛି। ଏ ବର୍ଷ ଏହି ଦିବସର ଥିମ୍(ବିଷୟ) ହେଉଛି – ‘ଅଧିକାର ପଥରେ ଚାଲ’(ଟେକ୍ ଦି ରାଇଟ୍ସ ପାଥ୍)। ଏହାର ମୁଖ୍ୟ ଆଭିମୁଖ୍ୟ ହେଉଛି ମାନବ ଅଧିକାରକୁ ସୁରକ୍ଷିତ…
ନିର୍ଣ୍ଣୟରେ ନୈତିକ ନିଷ୍ପତ୍ତି
ମାଜିକ ଦୃଷ୍ଟିକୋଣରେ ମଣିଷ ଯେତେବେଳେ ଗୋଷ୍ଠୀଗତ ଜୀବନଯାପନ କରେ, ସେତେବେଳେ ଅନେକ କ୍ଷେତ୍ରରେ ସେ ବ୍ୟକ୍ତିଗତ ବା ସାମୂହିକ ନିର୍ଣ୍ଣୟ ନେଇଥାଏ ଓ ସେଥିରେ ନିଷ୍ପତ୍ତିର ବ୍ୟତିକ୍ରମ ହେଲେ ତାହା ଭିନ୍ନରୂପ ନେଇ ଏକ ସମସ୍ୟା ଭାବେ ଦଣ୍ଡାୟମାନ ହୋଇଥାଏ। ନିର୍ଣ୍ଣୟ…
କେବଳ ଦେଖଣାହାରି
ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍ଙ୍କ ଚମତ୍କାର ବିଜୟ ପରେ ଏବେ ଆମେରିକା-ଚାଇନା ସମ୍ପର୍କ ଉପରେ ତାଙ୍କର ଅଧିକ ନଜର ରହିଛି। ଉଲ୍ଲେଖନୀୟ ଯେ, ଚାଇନା ହେଉଛି ଆମେରିକାର ଏକମାତ୍ର ପ୍ରତିଦ୍ୱନ୍ଦ୍ୱୀ। ଆମେରିକା ପ୍ରତି ଚାଇନା ବଡ଼ ବିପଦ ବୋଲି ୮…
ନିଆଁ ଲିଭାଇବାର ବେଳ
ନଭେମ୍ବର ୨୪ ରେ ଖବରକାଗଜ ଧରିତ୍ରୀ ତା’ର ୫୧ତମ ସ୍ବନକ୍ଷତ୍ର ପାଳନ ଅବସରରେ ଜଳବାୟୁ ପରିବର୍ତ୍ତନ ବିଷୟରେ ଏକ ଯୁବ ସମାବେଶ ଆୟୋଜନ କରିଥିଲା। ଏହା ଖୁବ୍ ପ୍ରେରଣାଦାୟୀ ଥିଲା। ବାସ୍ତବରେ ଜଳବାୟୁ ପରିବର୍ତ୍ତନ ବିଶ୍ୱକୁ ଚିନ୍ତିତ କରିଛି। କଥା ଉଠେ…
ଠିକଣା ବଦଳିବ
କେନ୍ଦ୍ରୀୟ ଭିସ୍ତା ପ୍ରକଳ୍ପ ଶେଷରେ ପ୍ରଭାବୀ ଢଙ୍ଗରେ କାମ କରୁଛି। ପ୍ରମୁଖ ସରକାରୀ ମନ୍ତ୍ରଣାଳୟଗୁଡ଼ିକୁ ବ୍ୟୟବହୁଳ, ଆଧୁନିକ ତଥା ଉଚ୍ଚବୈଷୟିକ ସମ୍ପନ୍ନ କାର୍ଯ୍ୟାଳୟରେ ପରିଣତ କରିବା ସହ ନର୍ଥ ଓ ସାଉଥ୍ ବ୍ଲକ୍କୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ଯାଉଛି ବୋଲି…
ପ୍ରକୃତିର ଦୁଇ ଅଂଶ
ପ୍ରକୃତି ମହାନ୍। ଏହାର ଗୌରବ, ଗରିମା ବିଶ୍ୱବିଦିତ। ଏ ମାଟିର ବାସ୍ନା, ଅସୀମ କାନ୍ତିମୟୀ ପ୍ରକୃତି ମଧ୍ୟରେ ବିଶ୍ୱନିୟନ୍ତାଙ୍କ ସନ୍ଧାନ, ଅରୂପର ମୋହାଚ୍ଛନ୍ନ ବାସ୍ତବ ଅନୁଭବ ହିଁ ମାନବ ଦର୍ଶନ-ତତ୍ତ୍ୱ ଦର୍ଶାଇଥାଏ। ସକଳ ବିଡ଼ମ୍ବନା ଓ ହତାଶ ମଧ୍ୟରେ ଆଶାବାଦ ଓ…
ଗୁମୁରି କାନ୍ଦେ ପୁରୁଷ
ପ୍ରତିଦିନ ଗଣମାଧ୍ୟମରେ ନାରୀ ନିର୍ଯାତନା, ଦୁଷ୍କର୍ମ ଖବର ପ୍ରସାରିତ ହେଉଛି। ନିର୍ଯାତିତା ମହିଳାଙ୍କୁ ନ୍ୟାୟ ଦେବା ପରିପ୍ରେକ୍ଷୀରେ ଅନେକ ବ୍ୟକ୍ତି ଆନ୍ଦୋଳନ କରୁଛନ୍ତି। କେହି ନ୍ୟାୟ ପାଉଛନ୍ତି ଆଉ କେହି ନ୍ୟାୟ ନ ପାଇ ଚୁପ୍ ରହୁଛନ୍ତି। ତେଣୁ କୁହାଯାଏ, ଝିଅଟିଏ…
ବିଦେଶୀ ଆକ୍ରମଣ ଓ ସଂସ୍କୃତିରେ ପରିବର୍ତ୍ତନ
ଆସନ୍ତୁ ପ୍ରଥମେ ଦେଶାନ୍ତର ଗମନ ଏବଂ ଆକ୍ରମଣ ମଧ୍ୟରେ ଥିବା ପାର୍ଥକ୍ୟ ସମ୍ପର୍କରେ ଜାଣିବା। ଆକ୍ରମଣକାରୀ ସାଧାରଣତଃ ଏକ ସ୍ଥାନ ଉପରେ ଆକ୍ରମଣ କରି ଧନ ନିଜ ହାତକୁ ନେଇଯାଏ ଏବଂ ଲୋକମାନଙ୍କୁ କ୍ରୀତଦାସ ବୋଲି ବିଚାର କରେ। କୌଣସି ଏକ…
ଜୈବବିବିଧତା ସୁରକ୍ଷା ଓ କପ୍-୧୬
ପୃଥିବୀରେ ଜୀବନର ଉତ୍ପତ୍ତି ଏବଂ ଅଭ୍ୟୁଦୟ ଯେତିକି ଆଶ୍ଚର୍ଯ୍ୟଜନକ ବୋଧହୁଏ, ବହୁବିଧ ବୈଶିଷ୍ଟ୍ୟ ବହନକାରୀ ଉଦ୍ଭିଦ, ପ୍ରାଣୀ ଏବଂ ଅଣୁଜୀବ ଜାତିଙ୍କର ବିଭିନ୍ନ ପରିସଂସ୍ଥାରେ ପରିସ୍ଫୁଟନ ଓ ଜୀବନଯାପନ ସେତିକି ବିସ୍ମୟକର ଅନୁଭୂତ ହୁଏ I ମାନବ ସମେତ ପୃଥିବୀରେ ଆବିର୍ଭୂତ…
ପ୍ରତିଦ୍ବନ୍ଦ୍ୱୀ ନୁହେଁ, ସାଥୀ ହେବା
ବହୁ ସମୟରେ ତର୍କ, ବିତର୍କ, ଆଲୋଚନା ଓ ସମାଲୋଚନା ହେଉଛି ଯେ ନାରୀ, ପୁରୁଷଙ୍କ ସହ ସମାନ ହେବା ଉଚିତ! ମହିଳାମାନେ ପୁରୁଷ ଭଳି ପୋଷାକ ପିନ୍ଧିପାରିବେ, ରାତିରେ ବୁଲାବୁଲି କରିପାରିବେ; ଯାହା ଯାହା ପୁରୁଷମାନେ କରନ୍ତି, ସେ ସବୁ କରିବା…
ଦ୍ୱିପାକ୍ଷିକ ସମ୍ପର୍କର ସ୍ଥିତି
୨୦୨୪ରେ ଭାରତ-ବାଂଲାଦେଶ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ଏକ ସଂକ୍ଷିପ୍ତ ଲେଖା ପ୍ରକାଶ କରିଥିଲା। ଏଥିରେ ଉଲ୍ଲେଖ ରହିଥିଲା- ” ଇତିହାସ, ଭାଷା, ସଂସ୍କୃତି ଏବଂ ଅନ୍ୟାନ୍ୟ ସାଧାରଣ ବିଷୟରେ ଭାରତ ଓ ବାଂଲାଦେଶ ମଧ୍ୟରେ ଗଭୀର ସମ୍ପର୍କ…
୭୫ ବର୍ଷରେ ଭାରତୀୟ ସମ୍ବିଧାନ
ଚଳିତ ବର୍ଷ ନଭେମ୍ବର ୨୬ରେ ଭାରତର ସମ୍ବିଧାନ ଗୃହୀତ ଓ ପ୍ରଣୟନ ହେବାର ୭୫ତମ ବାର୍ଷିକୀ ପାଳନ କରାଯାଉଛି। ଏହା ଏକ ମହତ୍ତ୍ୱପୂର୍ଣ୍ଣ ଉତ୍ସବ ଭାବେ ଭାରତବର୍ଷର ପ୍ରତ୍ୟେକ ନାଗରିକଙ୍କ ଦ୍ୱାରା ପାଳନ କରାଯିବା ଆବଶ୍ୟକ। ଭାରତରେ ସାମ୍ବିଧାନିକ ଶାସନ ବ୍ୟବସ୍ଥା…
Archives


