ସମବାୟ ଋଣ ଓ ଫସଲ କିଣାବିକା
ସମସ୍ତ ମନୁଷ୍ୟ ସମାଜର ଜୀବନଧାରଣ ପାଇଁ ଖାଦ୍ୟ ଅପରିହାର୍ଯ୍ୟ। ଚାଷୀର ଫସଲ ତଥା ଶସ୍ୟ ଉପତ୍ାଦନ ବଢ଼ିଲେ ସମସ୍ତଙ୍କୁ ଖାଦ୍ୟ ଯୋଗାଇବା ସମ୍ଭବ ହୁଏ। ଚାଷୀ ଫସଲ ଡେରିବାକୁ ହଳବଳଦ, ବିହନ, ସାର, ପାଣି ଇତ୍ୟାଦି ସମସ୍ତ ଚାଷର ଖର୍ଚ୍ଚଲାଗି ବ୍ୟାଙ୍କ…
ଭୟ
ପ୍ରଖ୍ୟାତ ଜର୍ମାନ ଦାର୍ଶନିକ ‘ନିଚ୍ଚା’ (ନିଟ୍ସେ) କହିଥିଲେ, ‘ଭୟ ହେଉଛି ନୈତିକତାର ଜନନୀ’। ପୁଅଝିଅର ମା’ବାପାଙ୍କ ପ୍ରତି ଭୟ, ଛାତ୍ରୀଛାତ୍ରଙ୍କ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ପ୍ରତି, ସାନଭାଇର ବଡ଼ଭାଇ ପ୍ରତି, ପରିବାରର କନିଷ୍ଠମାନଙ୍କ ବରିଷ୍ଠ ସଦସ୍ୟମାନଙ୍କ ପ୍ରତି ଏବଂ ସମାଜର ନୀତିନିଷ୍ଠ ଗୁରୁଜନମାନଙ୍କ…
ମନ ଛି
ଗତ ୫ ବର୍ଷ ମଧ୍ୟରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ୍), ନ୍ୟାଶନାଲ ସିକ୍ୟୁରିଟି ଗାର୍ଡ (ଏନ୍ଏସ୍ଜି), ଆସାମ ରାଇଫଲ୍ସ (ଏଆର୍) ପରି ଅର୍ଦ୍ଧସାମରିକ ବଳର ୭୩୦ ଯବାନ ଆତ୍ମହତ୍ୟା କରିଛନ୍ତି। ନିକଟରେ ରାଜ୍ୟ ସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ…
ଏଇ ଭାରତରେ
୫୦୦ ବର୍ଗଫୁଟର ଅଗଣାରେ ପରିବା ଚାଷ କରି ମାସକୁ ୫,୦୦୦ ଟଙ୍କା ସଞ୍ଚୟ କରିପାରୁଛନ୍ତି କେରଳର ପଦ୍ମା ସୁରେଶ । ସେ ଏହି ଚାଷରେ ପରିବାରର ଆବଶ୍ୟକତା ପୂରଣ କରିବା ସହ ବଳକା ପରିବା ବଜାରରେ ବିକ୍ରି କରୁଛନ୍ତି । ପଦ୍ମାଙ୍କ…
ପ୍ରୋଟୋକଲ୍ ଓ ସୁରକ୍ଷା ବ୍ୟବସ୍ଥା
ପ୍ରୋଟୋକଲ୍ ନିୟମଭିତ୍ତିକ ଗୋଟେ ପ୍ରକାରର ଆଚାରସଂହିତା ବା ସୁରକ୍ଷା-ସମ୍ପର୍କିତ ସତର୍କତା। ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ପ୍ରମୁଖଙ୍କ ସୁରକ୍ଷା ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସେମାନଙ୍କ ଯାତାୟାତ ପୂର୍ବରୁ ପ୍ରୋଟୋକଲ୍ ଅନୁଯାୟୀ କାର୍ଯ୍ୟ ସମ୍ପନ୍ନ ହୁଏ ଓ ସେ…
ମାନବ ଅଧିକାରର ଆହ୍ବାନ
ମନୁଷ୍ୟ ନିଜ ଅଧିକାର ବ୍ୟତୀତ ସମାଜରେ ବଞ୍ଚିପାରିବ ନାହିଁ। ମନୁଷ୍ୟ ମଧ୍ୟରେ ଲୁକ୍କାୟିତ ଅବସ୍ଥାରେ ଥିବା ବ୍ୟକ୍ତିତ୍ୱର ବିକାଶ ଅଧିକାର ଦ୍ୱାରା ହୋଇଥାଏ। ବିଶିଷ୍ଟ ରାଜନୀତିଜ୍ଞ ଅଧ୍ୟାପକ ଲାସ୍କି କୁହନ୍ତି ”ସାମାଜିକ ଜୀବନର ଯେଉଁ ସର୍ତ୍ତଗୁଡ଼ିକ ବିନା ମନୁଷ୍ୟ ତା’ର ବ୍ୟକ୍ତିତ୍ୱର…
ଲାଞ୍ଚ ଜାଲରେ
ସର୍ବସାଧାରଣ, ଉପଭୋକ୍ତା ଏବଂ କ୍ଷୁଦ୍ର ବ୍ୟବସାୟ ସ୍ବାର୍ଥଜଡ଼ିତ ବିଷୟ ଉପରେ ସର୍ଭେ ମାଧ୍ୟମରେ ତଥ୍ୟ ସଂଗ୍ରହ କରୁଥିବା ଅଗ୍ରଣୀ କମ୍ୟୁନିଟି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଲୋକାଲସର୍କଲ୍ସ’ ପକ୍ଷରୁ ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ବ୍ୟବସାୟ ପାଇଁ…
ଦୀର୍ଘ ଜୀବନର ରହସ୍ୟ
ଯଦାବଧ୍ନନ ଦାକ୍ଷୟଣା ହିରଣ୍ୟଂ ଶତନୀକାୟ ସୁମନସ୍ୟ ମାନାଃ ତତତେ ବଧ୍ନାମ୍ୟାୟୁଷେ ବର୍ଚ୍ଚସେ ବଳାୟ ଦୀର୍ଘାୟୁତ୍ୱାୟ ଶତଶରଦାୟ॥ (ଅଥର୍ବ ବେଦ= କାଣ୍ଡ-୧, ସୁକ୍ତ-୩୫, ମନ୍ତ୍ର-୧)। ଉପରୋକ୍ତ ମନ୍ତ୍ରଟି ଅଥର୍ବ ବେଦରୁ ଆନୀତ। ମନ୍ତ୍ର ମାଧ୍ୟମରେ ବ୍ରହ୍ମଚର୍ଯ୍ୟ ପାଳନ ଦ୍ୱାରା ଶାରୀରିକ ଓ ମାନସିକ…
ସିରିଆ: ସଙ୍କଟ ସହ ଆହ୍ବାନ
ମଧ୍ୟପ୍ରାଚ୍ୟର ଅନ୍ୟତମ ରାଷ୍ଟ୍ର ସିରିଆରେ ଏକଚ୍ଛତ୍ରବାଦକୁ ଦୀର୍ଘବର୍ଷ ଧରି ହେଉଥିବା ବିରୋଧର ଶେଷ ପର୍ଯ୍ୟାୟରେ ବିଦ୍ରୋହୀ ପହଞ୍ଚିବା ପରେ ସେଠାରେ ଅନେକ ନୂଆ ଘଟଣା ସାମ୍ନାକୁ ଆସିଛି। ଶୁଣିବାକୁ ମିଳୁଛି ଯେ, ୮ ଡିସେମ୍ବରରେ ରାଷ୍ଟ୍ରପତି ବଶର ଅଲ୍-ଅସାଦ୍ ବିଦ୍ରୋହୀଙ୍କୁ ମୁକାବିଲା…
ଅପାତ୍ରରେ ଦାନ
ଏ ଦାନ ପାଇବାକୁ ଯୋଗ୍ୟ ନୁହେଁ ତାକୁ ଦାନ କଲେ ସେପରି କ୍ଷେତ୍ରରେ ଅପାତ୍ରରେ ଦାନ କରାଗଲା ବୋଲି କୁହାଯାଏ। ଏଭଳି ଦାନରେ ନା ଦାତାଙ୍କର ନା ଗ୍ରହୀତାଙ୍କର, କାହାର ମର୍ଯ୍ୟାଦା ବଢ଼େ ନାହିଁ। ତେଣୁ ଏଭଳି ଦାନ ବ୍ୟର୍ଥ ଗଲା…
ମହିଳାଙ୍କ ପାଇଁ ନିରାପଦ ସ୍ଥାନ କେଉଁଠି
ମହିଳାଙ୍କ ପାଇଁ ନିରାପଦ ସ୍ଥାନ କେଉଁଠି? ଏମିତି ପ୍ରଶ୍ନ ପଚରାଗଲେ, ଏହାର ଉତ୍ତରରେ ଆମେ ସମସ୍ତେ ନିଶ୍ଚିତ ଭାବେ କହିବା ‘ଘର’। ଏହି ପ୍ରଶ୍ନକୁ ଯଦି ଓଲଟେଇ ପଚରାଯାଏ, ମହିଳାଙ୍କ ପାଇଁ ବିପଜ୍ଜନକ ସ୍ଥାନ କେଉଁଠି? ଯଦି ଆପଣ ଏହାର ଉତ୍ତର…
ବିଶ୍ୱାସର ଅଭାବ
ଭାଜପା ନେତା ରାମ ମାଧବଙ୍କର ଏକ ପ୍ରବନ୍ଧ ପ୍ରକାଶ ପାଇଛି। ‘ଦକ୍ଷିଣ ଏସିଆର ଅଭିବୃଦ୍ଧି ପାଇଁ ସାମ୍ପ୍ରଦାୟିକତା ସମାପ୍ତ ହେବା ଦରକାର’ ଶୀର୍ଷକ ଏହି ପ୍ରବନ୍ଧ ମୁଖ୍ୟତଃ ଦୁଇଟି ବିଷୟକୁ ଇଙ୍ଗିତ କରେ। ପ୍ରଥମଟି ହେଉଛି ଦକ୍ଷିଣ ଏସିଆ ବିଶ୍ୱର ଦ୍ରୁତ…
Archives


