ସୁନ୍ଦରଗଡ଼

ବିଳମ୍ବ ହେଉଛି ବ୍ରିଜ୍‌ ନିର୍ମାଣ କାମ

କୁତ୍ରା,୧୧ା୮(ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଲକ୍ଷ୍ମୀପୋଷରୁ ସମଲାଇମୁଣ୍ଡା ଗ୍ରାମ ପର୍ଯ୍ୟନ୍ତ ନିର୍ମାଣ ହୋଇଛି ବିଜୁ ସଡକ ଯୋଜନା ଅନ୍ତର୍ଗତ ରାସ୍ତା। ଏହି ରାସ୍ତାର କାଣ୍ଟିଝରିଆ ନାଳ ଉପରେ ଏକ ୬୦ ମିଟର ଲମ୍ବର ବ୍ରିଜ ନିର୍ମାଣଧୀନ ଅଛି। ବ୍ରିଜ…

ଆବାସ ଯୋଜନାରୁ ବଞ୍ଚିତ ପ୍ରକୃତ ହିତାଧିକାରୀ

ବଡ଼ଗାଁ,୧୧ା୮( ଅଶୋକ ଷଡ଼ଙ୍ଗୀ): ଭଙ୍ଗା ଘରେ ରହୁଥିବା କିମ୍ବା ବାସହୀନ ପରିବାରଙ୍କୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଆବାସ ଯୋଜନାରେ ପକ୍କାଘର ଦେବା ବ୍ୟବସ୍ଥା କରିଛନ୍ତି। ହେଲେ ପ୍ରକୃତ ହିତାଧିକାରୀ କିଏ ତାହା ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟିରେ ପଡୁନାହିଁ। ସରକାରୀ…

ଧାନଚାଷ ନଷ୍ଟ କରୁଛନ୍ତି ଲେଡାପୋକ, ଚିନ୍ତାରେ ଚାଷୀ

କୁତ୍ରା,୧୦ା୮(ଦେବାଶିଷ ସାହୁ): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଲତାଲଗା ଗ୍ରାମ ତଥା ଏହାର ଆଖପାଖ ଧାନ ଚାଷ ଜମିରେ ଗତ କିଛିଦିନ ହେଲା ଲେଡାପୋକ ଦେଖିବାକୁ ମିଳିଛି। ଏମାନେ ଧାନ ଗଛର କାଣ୍ଡ ଗୁଡିକୁ ଖାଇବା ସହ କାଟି ନଷ୍ଟ କରି…

ଶୁଖିଲା ଗଛ କହି ବନ ବିଭାଗ କାଟିଥିଲା ଶାଳଗଛ

ବଡ଼ଗାଁ,୮ା୮( ଅଶୋକ ଷଢ଼ଙ୍ଗୀ): ସୁନ୍ଦରଗଡ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ପକ୍ଷରୁ ମହାବୀର ପର୍ବତ ତଳି ଅଞ୍ଚଳରେ ଚାରା ରୋପଣ କରାଯାଉଛି। ଚାରା ରୋପଣ ହୋଇଥିବା ସ୍ଥାନରେ ବାଡ ଦେବାପାଇଁ ଫରେଷ୍ଟର କାର୍ଯ୍ୟ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଶୁଖିଲା ଗଛ କାଟିବାକୁ…

ଭିତ୍ତିଭୂମି ଅଭାବ, ମିଳୁନି ଚିକିତ୍ସା ସୁବିଧା

ରାଉରକେଲା,୭।୮(ବିପ୍ଳବ ରଞ୍ଜନ ଦାଶ): ରାଉରକେଲାରେ କାର୍ଯ୍ୟରତ ରେଳ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକଙ୍କ ରେଲେଔ କଲୋନୀରେ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ କରାଯାଇଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ରେଲଓ୍ବେ କଲୋନୀର ସାନିଟାଇଜେଶନ ସହିତ ରେଳ କର୍ମଚାରୀଙ୍କ ସ୍ବାସ୍ଥ୍ୟସେବା ନିର୍ଭର କରୁଛି। କଲୋନୀରେ ରେଳ…

ପୁଣି ହାତୀ ଆକ୍ରମଣରେ ମହିଳା ମୃତ

ଟେନସା,୬।୮(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଫରେଷ୍ଟ ରେଞ୍ଜରେ ପୁଣି ହାତୀ ଆତଙ୍କ ଦେଖାଯାଇଛି। ପାଟମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କଦମଡ଼ିହି ନିକଟସ୍ଥ ନାଳିଆଡ଼ିହିଠାରେ ହାତୀ ଆକ୍ରମଣରେ ସୁମିତା ମୁଣ୍ଡାଙ୍କର ମତ୍ୟୁ ଘଟିଛି । ମହିଳା ଜଣକ ଶନିବାର କୋଇଡା ସପ୍ତାହିକ…

ଲଗାଣ ବର୍ଷାରେ ଧସିଲା, ବେଘର ହେଲେ ଲୋକେ

କୁତ୍ରା,୬ା୮(ଦେବାଶିଷ ସାହୁ)ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ ଅଞ୍ଚଳରେ ୪ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଯାହା ଫଳରେ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ନଈ, ନାଳ, ପୋଖରୀ, ଚାଷ ଜମି ଯୁଆଡେ ଦେଖିଲେ କେବଳ ପାଣିର ସୁଅ ଛୁଟୁଛି।…

ଅନ୍ତର୍ଜାତୀୟ ଭାସ୍କର୍ଯ୍ୟ କଳାରେ ସୁନାମ

ରାଉରକେଲା ,୪।୮(ସଙ୍ଗୀତା ଜେନା): ଭାରତୀୟମାନେ ବିଭିନ୍ନ କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଆଣିଛନ୍ତି। କଳା, ସଂସ୍କୃତି ଓ ଅନ୍ୟ କ୍ଷେତ୍ରରେ ଭାରତୀୟମାନେ ଆଗରେ ରହିଛନ୍ତି। ବିଶେଷ କରି ଏଥିରେ ଓଡ଼ିଆମାନଙ୍କ ସଂଖ୍ୟା କମ୍‌ ନୁହେଁ। ଏଭଳି ଜଣେ ଓଡ଼ିଆ ତଥା ରାଉରକେଲାର…

ବର୍ଷାରେ ଇସ୍ପାତ ସହର ବେହାଲ

ରାଉରକେଲା,୪।୮(ସଙ୍ଗୀତା ଜେନା): ଇସ୍ପାତ ସହର ରାଉରକେଲାରେ ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ବୁଧବାର ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡିଥିଲା। ମନ୍ଦିରା ଡ୍ୟାମ୍‌ ୧୧ଟି ଗେଟ୍‌ ଖୋଲିଥିବା ବେଳେ ଉପରମୁଣ୍ଡରେ ଅତ୍ୟଧିକ ବର୍ଷା ଯୋଗୁ କୋଏଲ ଓ…

ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷଙ୍କ ଘରେ ସଶସ୍ତ୍ର ଡକାୟତି, ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

ହେମଗିରି,୪ା୮(ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲା ହେମଗିରି ବ୍ଲକସ୍ଥିତ ବିଲେଇମୁଣ୍ଡାର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଏବଂ ବର୍ତ୍ତମାନର ବିଜେଡି ଜିଲା କୃଷକ ମୋର୍ଚ୍ଚା ସଭାପତି ଗୋପାଳ ପ୍ରଧାନଙ୍କ ଘରୁ ଡକାୟତି ହୋଇଛି। ଗୁରୁବାର ରାତିରେ ୫…

ଛିଣ୍ଡା ପଲିଥିନ ତଳେ ବିତୁଛି ଜୀବନ

ଲହୁଣୀପଡ଼ା,୩ା୮(ଦାଶରଥି ପଣ୍ଡା): ମୁଣ୍ଡ ଗୁଞ୍ଜିବାକୁ ଭଲ ଘରେ ଖଣ୍ଡେ ନାହିଁ। ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ୭ ପ୍ରାଣୀ। ସରକାରୀ ଯୋଜନା କହିଲେ କେବଳ ୨୫ କେଜି ଚାଉଳ। ଏମାନଙ୍କ ପାଖରେ ନା ଅଛି ଘର, ନା ବିଜୁଳି, ନା ମିଳିଛି ଅନ୍ୟାନ୍ୟ…

ଫୁଲୁଛି ବ୍ରାହ୍ମଣୀ, ଶଙ୍ଖ ଓ କୋଏଲ;୪ ପ୍ରମୁଖ ଡ୍ୟାମ୍‌ର ଜଳସ୍ତର ବୃଦ୍ଧି

ରାଉରକେଲା,୩ା୮(ବିପ୍ଳବ ରଞ୍ଜନ ଦାଶ): ଲଗାଣ ବର୍ଷାରେ ରାଉରକେଲା ନିକଟସ୍ଥ ୪ ପ୍ରମୁଖ ଡ୍ୟାମ ମଧ୍ୟର ଜଳସ୍ତର ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩ଟି ଡ୍ୟାମରୁ ଜଳ ନିଷ୍କାସନ ହେଉଥିବାବେଳେ ଗୋଟିଏ ଡ୍ୟାମରୁ ଜଳ ନିଷ୍କାସନ କରାଯାଇ ନାହିଁ। ଡ୍ୟାମରୁ ନିଷ୍କାସିତ ପାଣି, ବର୍ଷା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri