ସୁନ୍ଦରଗଡ଼

ପ୍ରେମିକାଙ୍କୁ ବୀଭତ୍ସ ହତ୍ୟା: ଗୋଟେ ଜାଗାରୁ ମିଳିଲା କଟା ହାତଗୋଡ଼, ଗୋଟେ ଜାଗାରୁ ମୁଣ୍ଡ

ରାଉରକେଲା,୧୧।୧୨: ବିଭତ୍ସ, ଭୟଙ୍କର ପ୍ରତିଶୋଧ ପରାୟଣ। ବଳାତ୍କାର ଅଭିଯୋଗର ପ୍ରତିଶୋଧ ନେଇ ସୁନ୍ଦରଗଡ ଜିଲାର ଜଣେ ଯୁବକ ପୂର୍ବତନ ପ୍ରେମିକାଙ୍କୁ ହତ୍ୟା କରିବା ସହ ଅଙ୍ଗପ୍ରତ୍ୟଙ୍ଗକୁ ଖଣ୍ଡଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଛନ୍ତି। ଅଭିଯୁକ୍ତ କୁନୁ କିସାନଙ୍କୁ ପଚରାଉଚରା ବେଳେ…

ଚାର୍ଜରେ ବସିଥିବାବେଳେ ବ୍ୟାଟେରି ଗାଡ଼ିରେ ଲାଗିଲା ନିଆଁ, ଜଳିଗଲା ୫ ବାଇକ୍‌

ସୁନ୍ଦରଗଡ଼,୯ା୧୨(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସରକାରୀ କଲେଜ ରୋଡ୍‌ରେ ରବିବାର ରାତିରେ ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ବ୍ୟାଟେରି ଚାଳିତ ସ୍କୁଟି ଚାର୍ଜରେ ବସିଥିବାବେଳେ ଶଟ୍‌ସର୍କିଟ୍‌ରୁ ନିଆଁ ଲାଗିଯାଇଥିଲା। ଫଳରେ ଉକ୍ତ ଗାଡ଼ି ପାଖରେ ଥିବା ଆଉ ୪ ଗାଡ଼ି ଏହିପରି ମୋଟ୍‌…

ଲଗେଜ ବ୍ୟାଗରେ ନେଉଥିଲେ ୫୮ କେଜି ରୁପା, ରେଲ୍‌ଓ୍ବେ ଷ୍ଟେଶନରେ ପଡ଼ିଲେ ଧରା

ରାଉରକେଲା,୫।୧୨(ସଙ୍ଗୀତା ଜେନା): ରାଉରକେଲା ରେଳ ଷ୍ଟେଶନ ପରିସରରୁ ଯାଞ୍ଚ ସମୟରେ ବିପୁଳ ପରିମାଣର ରୁପା ଜବତ ହୋଇ ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟକୁ ହସ୍ତାନ୍ତର କରାଯାଇଛି। ଏଥିସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ବ୍ୟକ୍ତି ଜଣଙ୍କ ତାଙ୍କ ଲଗେଜ ବ୍ୟାଗରେ ପ୍ରାୟ ୫୮…

ହାରିବା ପରେ ଦିଲୀପଙ୍କ ପାଗ ଭିଡ଼ିବା ଚର୍ଚ୍ଚା

ରାଉରକେଲା,୩।୧୨(ସଙ୍ଗୀତା ଜେନା):୨୦୨୪ ବିଧାନସଭା ନିର୍ବାଚନରେ ରାଉରକେଲା ବିଧାନସଭା କ୍ଷେତ୍ରରୁ ହାରିଯାଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଭାଜପା ନେତା ଦିଲୀପ ରାୟ ବର୍ତ୍ତମାନ ରାଉରକେଲାରେ ସକ୍ରିୟ ହୋଇପଡ଼ିଥିବା ଦେଖିବାକୁ ମିଳୁଛି। କିଛିଦିନ ତଳେ ସେ ରାଉରକେଲାରେ ପହଞ୍ଚତ୍ ହଠାତ୍‌ ବିଭିନ୍ନ ସରକାରୀ ପ୍ରକଳ୍ପ…

ମା’ଙ୍କୁ ଠେଙ୍ଗାରେ ପିଟିମାରି ଦେଲେ ପୁଅ

ସୁନ୍ଦରଗଡ,୧।୧୨(ଜୟ ନାରାୟଣ ମେଣ୍ଡୁଳି): ମା’ଆଙ୍କୁ ଠେଙ୍ଗାରେ ପିଟି ହତ୍ୟା କଲେ ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ତୁମୁଲିଆ ଗ୍ରାମରେ। ଶନିବାର ରାତିରେ ମଦ ନିଶାରେ ପୁଅ ଏହି ଘଟଣା ଘଟାଇଛି ମୃତା…

କାହିଁକି ନିଲମ୍ବିତ ହେଲେ ହେମଗିରି ତହସିଲଦାର…

ସୁନ୍ଦରଗଡ/ହେମଗିର,୩୦।୧୧(ଜୟ ନାରାୟଣ ମେଣ୍ଡୁଳି/ଚୈତନ୍ୟ ପଟେଲ): କାର୍ଯ୍ୟରେ ଅବହେଳା ଯୋଗୁ ସୁନ୍ଦରଗଡ଼ ଜିଲା ହେମଗିର ତହସିଲଦାର ଲାବଣେନ୍ଦୁ ମହାନ୍ତିଙ୍କୁ ନିଲମ୍ବନ କରାଯାଇଛି। କାର୍ଯ୍ୟରେ ଅବହେଳା ଅଭିଯୋଗ ପରେ ସୁନ୍ଦରଗଡ଼ ଜିଲାପାଳଙ୍କ ରିପୋର୍ଟକୁ ଆଧାର କରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ…

ଅନୁଗୋଳରୁ ୟୁପିକୁ ହେଉଥିଲା ଚାଲାଣ: ଧରାପଡ଼ିଲା ୩୦ ବସ୍ତା ଗଞ୍ଜେଇ

ସୁନ୍ଦରଗଡ଼,୨୫।୧୧: ସୁନ୍ଦରଗଡ଼ ଟାଉନ ଥାନା ପୋଲିସକୁ ସୋମବାର ଏକ ବଡ଼ ସଫଳତା ମିଳିଛି। ପୋଲିସର ଏକ ଟିମ୍‌ ଚଢାଉ କରି ୩୦ ବସ୍ତା ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ…

ସଶକ୍ତ ଓଡ଼ିଶା ଗଠନରେ ସହାୟକ ହେବେ ସୁଭଦ୍ରା ଯୋଜନା ହିତାଧିକାରୀ: ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ଼,୨୪।୧୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ନିକଟସ୍ଥ ପଡିଆଠାରେ ଆୟୋଜିତ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଯୋଗ ଦେଇ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମହିଳାଙ୍କ ଆକାଉଣ୍ଟରେ ପ୍ରଦାନ କରିଛନ୍ତି। ୨୦ ଲକ୍ଷରୁ ଅଧିକ…

ଖାତାକୁ ଆସିଲା ସୁଭଦ୍ରା ଟଙ୍କା, ଏଥର ବି କିଛି ହିତାଧିକାରୀ କାହିଁକି ପଡ଼ିଲେ ବାଦ୍‌ ଜାଣି ରଖନ୍ତୁ…

ଭୁବନେଶ୍ୱର,୨୪ା୧୧: ରବିବାର ମଧ୍ୟାହ୍ନରେ ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି ଟଙ୍କା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁନ୍ଦରଗଡ଼ ଗସ୍ତରେ ଯାଇ ଏହି ଟଙ୍କା ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଆଜି ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା…

ଆଜି ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ, ହେବ ବଡ଼ ଘୋଷଣା

ସୁନ୍ଦରଗଡ଼,୨୪ା୧୧(ଜୟ ନାରାୟଣ ମେଣ୍ଡୁଳି): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ବିମାନବନ୍ଦରରୁ ସ୍ବତନ୍ତ୍ର ବିମାନରେ ଆସି ଝାରସୁଗୁଡା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସଡ଼କ ପଥରେ ଆସି ସୁନ୍ଦରଗଡ଼…

ବାଇକ୍‌ରେ ଯାଉଥିଲେ ସ୍ବାମୀ-ସ୍ତ୍ରୀ: ଧକ୍କା ଦେଲା କାର୍‌…

ବନ୍ଧମୁଣ୍ଡା, ୨୩ା୧୧(ସୁବ୍ରତ ଦେ): ସୁନ୍ଦରଗଡ଼ ଜିଲା ବିଶ୍ରା ଥାନା ଅଧୀନ ଶାରୁବାହାଲ ଗାଁର ମୁଖ୍ୟ ରାସ୍ତାରେ ଏକ କାର୍‌ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ବାଇକରେ ଯାଉଥିବା ଦମ୍ପତି ଆହତ ହୋଇଥିଲେ। ହେଲେ ସ୍ଥାନୀୟ ଲୋକେ ଗଛ ଡାଳ ପକାଇ ଶାରୁବାହାଲ…

ଘରକୁ ଫେରୁଥିଲେ ବ୍ୟବସାୟୀ, ବାଟରେ ଝାମ୍ପି ନେଲେ ସୁନା, ରୁପା ଭର୍ତ୍ତି ବ୍ୟାଗ

ଲହୁଣୀପଡ଼ା,୧୭ା୧୧(ଦାଶରଥି ପଣ୍ଡା): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଖୁଣ୍ଟଗାଁ ହାଟରୁ ସୁନା ବ୍ୟବସାୟୀଙ୍କଠାରୁ ସୁନା ଝାମ୍ପିନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ଲହୁଣୀପଡ଼ା ଥାନାରେ ଅଭିଯୋଗ ହୋଇଛି। ଉକ୍ତ ହାଟରେ ପୁରୁଷୋତ୍ତମ ଦଣ୍ଡିଆ ସୁନା ଦୋକାନ ଲଗାଇ ଥିଲେ। ଶନିବାର ଅପରାହ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?