ସୁନ୍ଦରଗଡ଼

ସେଲ୍‌ଫି ଜୋନ୍‌ ପାଲଟିଛି ହକି ଷ୍ଟାଚ୍ୟୁ

ରାଉରକେଲା ଅଫିସ,୨।୧: ରାଉରକେଲା ସହରରେ ଆଉ ମାତ୍ର ୧୧ ଦିନ ପରେ ଆରମ୍ଭ ହୋଇଯିବ ବିଶ୍ୱକପ୍‌ ହକି ମହାକୁମ୍ଭ। ଏଥିପାଇଁ ରାଉରକେଲା ସହର ହକିମୟ ହୋଇ ପଡିଥିବାବେଳେ ବିଭିନ୍ନ ସମୟରେ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ଅଞ୍ଚଳରେ ଭିଡ ଲାଗି ରହୁଥିବା...

ନାବାଳିକାଙ୍କୁ ବଳାତ୍କାର, ଜଣେ ଗିରଫ

ରାଉରକେଲା ଅଫିସ,୨।୧: ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ଝାଡତରଙ୍ଗ ଗ୍ରାମର ଗାନ୍ଧୁ ଗାନ୍ଧୁ ଟୋପୋ(୪୫)। ତାଙ୍କୁ ସୋମବାର କୋର୍ଟଚାଲାଣ କରାଯାଇଛି। ଏ ନେଇ ପୋଲିସ...

ମହିଳାଙ୍କ ଶାଢ଼ୀ ଟାଣି ଯୁବକଙ୍କୁ ମାଡ଼: ସମିତି ସଭ୍ୟଙ୍କ ନାମରେ ମାମଲା

ବଡ଼ଗାଁ,୨।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଟିମନା ଗ୍ରାମର ଚାଟଲି ପାହାଡ଼ ତଳେ ରବିବାର ସାରେ ସ୍ଥାନୀୟ ସମିତି ସଭ୍ୟ ସଞ୍ଜୟ ଗନ୍ଧାଙ୍କ ସହିତ ୧୨ଯୁବକ ଜଣେ ଯୁବକଙ୍କୁ ମାଡ଼ ମାରିବା ଓ ତନ୍ମଧ୍ୟରୁ କେତେକ ଯୁବକ ଜଣେ...

ବାଳିକା ହକି ଖେଳାଳିଙ୍କୁ ସମ୍ବର୍ଦ୍ଧନା

କୁତ୍ରା,୧।୧(ଡି.ଏନ.ଏ): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ କାର୍ଯ୍ୟାଳୟରେ ୧୬ ବର୍ଷ ଓଡ଼ିଶା ବାଳିକା ହକି ଖେଳାଳିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ମାଲେସିଆରେ ଗତ ନଭେମ୍ବର ୨୬ରୁ ଡିସେମ୍ବର ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ୧୬ବର୍ଷ ବାଳିକା ହକି ମିରନ...

ରାଉରକେଲାରେ ବିମାନ ଉଡ଼ାଣର ପରୀକ୍ଷଣ

ରାଉରକେଲା ଅଫିସ,୩୧ା୧୨: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ରାଉରକେଲାରେ ବିମାନ ଉଡ଼ାଣର ପରୀକ୍ଷଣ ସଫଳ ହୋଇଛି। ହକି ବିଶ୍ୱକପ୍‌ ପୂର୍ବରୁ ରାଉରକେଲା ବିମାନବନ୍ଦରରେ ୭୨ ସିଟ୍‌ ବିଶିଷ୍ଟ ଯାତ୍ରୀବାହୀ ବିମାନ (ଏଟିଆର-୭୨) ଅବତରଣ କରିଛି। ଏହି ବିମାନ ଶୁକ୍ରବାର ଅପରାହ୍ନ...

ଖେଳ ଅଭ୍ୟାସ କଲେ ଭାରତ ହକି ଦଳ

ରାଉରକେଲା ଅଫିସ,୩୧।୧୨: ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଭାରତ ଦଳ ଶୁକ୍ରବାର ସକାଳ ଓ ସନ୍ଧ୍ୟାରେ ଅଭ୍ୟାସ କରିବା ପାଇଁ ପଡିଆକୁ ଓହ୍ଲାଇଥିଲେ। ସକାଳ ସାଢେ ୯ଟାରେ ସମସ୍ତ ଖେଳାଳି ବିର୍ସାମୁଣ୍ଡା ଷ୍ଟାଡିୟମରେ ପହଞ୍ଚତ୍ ପ୍ରଥମେ ୱାର୍ମଅପ୍‌ କରିଥିଲେ। ପରେ...

ବୃଦ୍ଧଙ୍କୁ ଦଳିଦେଲା ଦନ୍ତା

ବଡ଼ଗାଁ,୩୦।୧୨: ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅଧୀନ ଜରଙ୍ଗଲୋଇ କୁଟମାମୁଣ୍ଡା ନିକଟ ଝାରମୁଣ୍ଡା ଗ୍ରାମରେ ଏକ ଅଘଟଣ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ଜଣେ ବୃଦ୍ଧଙ୍କୁ ଏକ ଦନ୍ତା ହାତୀ ଦଳି ମାରିଦେଇଛି। ମୃତକ ହେଲେ ବିଲିୟମ୍‌ ବିଲୁଙ୍ଗ(୬୩)।...

କର୍ମଚାରୀମାନଙ୍କୁ ଅଚାନକ ଛଟେଇ

କୁଆଁରମୁଣ୍ଡା,୩୦।୧୨(ଡି.ଏନ୍‌.ଏ.): ବହୁ ଚର୍ଚ୍ଚିତ କୁଆଁରମୁଣ୍ଡା ଚଦ୍ରିହରିହରପୁରରେ ଥିବା ଆଧୁନିକ ମେଟାଲିକ୍ସ କାରଖାନା ଦୁର୍ଦ୍ଦିନ ମଧ୍ୟଦେଇ ଗତି କରୁଥିଲାବେଳେ ୨୦୨୦ ମସିହାରେ ଲିବର୍ଟି ନାମକ ଏକ ବହୁ ରାଷ୍ଟ୍ରୀୟ କମ୍ପାନୀ ଏହାକୁ ଅଧିଗ୍ରହଣ କରିଥିଲା। ଲିବର୍ଟି ହାଉସ ଏହି କାରଖାନାକୁ ଅଧିଗ୍ରହଣ...

୫ରେ ବିର୍ସାମୁଣ୍ଡା ଷ୍ଟାଡିୟମ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ରାଉରକେଲା ଅଫିସ,୨୯।୧୨: ଆସନ୍ତା ଜାନୁଆରୀ ୧୩ ତାରିଖରେ ଷ୍ଟିଲସିଟି ରାଉରକେଲାରେ ପ୍ରଥମ କରି ପୁରୁଷ ହକି ବିଶ୍ୱକପ୍‌ ଖେଳାଯିବ। ଏଥିପାଇଁ ବିର୍ସାମୁଣ୍ଡା ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ ହେବା ସହ ଏଠାରେ ହକିର ଅଭ୍ୟାସ ମ୍ୟାଚ୍‌ ହେଉଛି। ଷ୍ଟାଡିୟମର ଉଦ୍‌ଘାଟନୀ...

୪୫୦ ଲିଟର ନକଲି ମଦ ଜବତ, ୪ ଗିରଫ

ରାଉରକେଲା ଅଫିସ,୨୯।୧୨: ନକଲି ମଦ ଚାଲାଣ ବେଳେ ରାଉରକେଲା ଅବକାରୀ ପୋଲିସ ୪ଜଣଙ୍କୁ ଗୁରୁବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବେଦବ୍ୟାସ ଅଞ୍ଚଳର ସଞ୍ଜୀପ ସାଓ, ଚତୁର ମଦକ, ଏମ୍‌ଡି ଆଦିଲ ଏବଂ ଏମ୍‌ଡି ତୋହିଡ। ସେମାନଙ୍କ ନିକଟରୁ...

ଗୁପ୍‌ଚୁପ୍‌ ବିକାଳିଙ୍କୁ ଆକ୍ରମଣ, ୩ ଗିରଫ

ରାଉରକେଲା ଅଫିସ,୨୯।୧୨: ରାଉରକେଲା ରେଳ ଷ୍ଟେଶନ ରୋଡ୍‌ ଅଞ୍ଚଳରେ ଜଣେ ଗୁପ୍‌ଚୁପ୍‌ ବିକାଳିଙ୍କୁ ଆକ୍ରମଣ ଅଭିଯୋଗରେ ପ୍ଲାଣ୍ଟସାଇଟ ପୋଲିସ ଗୁରୁବାର ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଝାରସୁଗୁଡା ବେଲପାହାଡ ଥାନା ଅନ୍ତର୍ଗତ ବିବେକ...

ଅଜଣା ଗାଡ଼ି ଧକ୍କାରେ ଶ୍ରମିକଙ୍କ ମୃତ୍ୟୁ

କୁଆଁରମୁଣ୍ଡା,୨୯ା୧୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖସ୍ଥ ୧୪୩ ନମ୍ବର ଜାତୀୟ ରାଜପଥରେ ବୁଧବାର ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ କାରଖାନା ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ରାଜଗାଙ୍ଗପୁର ଥାନା ଗରିଆମାଳ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri