ଭଜନ କୀର୍ତ୍ତନ କରି ହୋଲି ଖେଳିଲେ ବରିଷ୍ଠ ନାଗରିକ
କୁଆଁରମୁଣ୍ଡା,୨୬।୩(ମହେନ୍ଦ୍ର କୁମାର ସାହୁ): ଆଜି ରଙ୍ଗର ପର୍ବ ହୋଲି। ପରସ୍ପର ମଧ୍ୟରେ ଥିବା ମନୋମାଳିନ୍ୟକୁ ପଛରେ ପକାଇ ଲୋକେ ରଙ୍ଗ ଓ ଅବିର ଲଗାଇ ପରସ୍ପରକୁ ଅଭିନନ୍ଦନ ଜଣାଇଥାଆନ୍ତି। ଅନୁରୂପ ଭାବେ କୁଆଁରମୁଣ୍ଡା ଅବସରପ୍ରାପ୍ତ କର୍ମଚାରୀ ସଂଘ ଓ ସ୍ଥାନୀୟ ବାସିନ୍ଦା…
କାଳବୈଶାଖୀ ତାଣ୍ଡବ: ଗରମ, ଗୁଳୁଗୁଳିରୁ ମିଳିଲା ଆଶ୍ୱସ୍ତି
ବନ୍ଧମୁଣ୍ଡା,୨୫।୩(ସୁବ୍ରତ ଦେ): ରେଲନଗରୀ ବନ୍ଧମୁଣ୍ଡାରେ କାଳବୈଶାଖୀ ତାଣ୍ଡବ ରଚିଛି। ସୋମବାର ସାରେ ରାଉରକେଲା, ବନ୍ଧମୁଣ୍ଡା ସମେତ ଆଖପାଖ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ ଝଡ଼ ତୋଫାନ ଘଟିଛି। ଝଡ଼ ତୋଫାନ ଯୋଗୁ ବନ୍ଧମୁଣ୍ଡା-ରାଉରକେଲା ମୁଖ୍ୟ ରାସ୍ତାର କୁମାରପଢ଼ା, ଉତ୍ତମବସ୍ତି, ଶିତଲନଗର…
ସ୍ତ୍ରୀ ମୃତ୍ୟୁର ୩ ଦିନ ପରେ ଆତ୍ମହତ୍ୟା କଲା ସ୍ବାମୀ
ଟେନ୍ସା,୨୪।୩(ସମୀର କୁମାର ପାଢୀ): ସ୍ତ୍ରୀର ମୃତ୍ୟୁକୁ ଅତି ସହଜରେ ଗ୍ରହଣ କରି ପାରିଲେନି ସ୍ବାମୀ। ସ୍ତ୍ରୀ ମୃତ୍ୟୁର ୩ ଦିନ ପରେ ଆତ୍ମହତ୍ୟା କଲେ ସ୍ବାମୀ। ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲା କୋଇଡା ବ୍ଲକ ଟେନ୍ସା ଫାଣ୍ଡି ଜିରୋ ପଏଣ୍ଟ…
ବୀରମିତ୍ରପୁରରେ ଆଶଙ୍କାରେ ଭାଜପା,ବିଜେଡି ଆଶାୟୀ
କୁଆଁରମୁଣ୍ଡା,୨୧ା୩ (ମହେନ୍ଦ୍ର କୁମାର ସାହୁ): ନିର୍ବାଚନ ତାରିଖ ଘୋଷଣା ହୋଇସାରିଥିଲେ ମଧ୍ୟ ଓଡ଼ିଶା – ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ସୁନ୍ଦରଗଡ ଜିଲାର ବୀରମିତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରମୁଖ ଦଳ ଭାଜପା,ବିଜେଡିର ଟିକେଟ ଆଶାୟୀ ସଂଶୟରେ ପଡ଼ିଯାଇଛନ୍ତି। ୨୦୧୯ରେ ଏଠାରୁ ଭାଜପା ପ୍ରାର୍ଥୀ…
ଦୁଇ ଦଶନ୍ଧି ପରେ ସୁନ୍ଦରଗଡ଼ ଜିଲାରେ ମହାବଳ ବାଘ, ଜାଣନ୍ତୁ କେଉଁଠୁ ଆସିଲା
ଭୁବନେଶ୍ୱର,୧୮।୩: ଦୁଇ ଦଶନ୍ଧି ପରେ ସୁନ୍ଦରଗଡ଼ ଜିଲାରେ ପଡିଛି ମହାବଳ ବାଘର ପାଦ। ବନବିଭାଗ କ୍ୟାମେରାରେ ମହାବଳ ଟ୍ରାପ୍ ହେବା ପରେ ଏହି ଖବର ସାମ୍ନାକୁ ଆସିଛି। ଏହି ବାଘଟି ମଧ୍ୟପ୍ରଦେଶରୁ ସୁଦୂର ଓଡ଼ିଶା ଶହ ଶହ କିଲୋମିଟର ଚାଲି ଚାଲି…
ବାହାରିଥିଲା ବରଯାତ୍ରୀ: ବାଟରୁ ବରଙ୍କୁ ଉଠାଇ ନେଲା ପୋଲିସ
ସୁନ୍ଦରଗଡ,୧୭ା୩(ଜୟ ନାରାୟଣ ମେଣ୍ଡୁଳି): ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଲେ। ଯୁବତୀ ଜଣକ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ହେଲେ ଶେଷରେ ପ୍ରେମିକାଙ୍କୁ ଛାଡି ଅନ୍ୟତ୍ର ବିବାହ କରିବାକୁ ମନସ୍ଥ କରିଥିଲେ ଯୁବକ। ବରବେଶରେ ଯାଉଥିବା ବେଳେ ଥାନାକୁ…
କଂଗ୍ରେସ ଆସିଲେ କୃଷି ଋଣ ଛାଡ଼ କରାଯିବ
ରାଉରକେଲା,୧୭ା୩(ବିପ୍ଲବ ରଞ୍ଜନ ଦାଶ): ରାଉରକେଲା ସେକ୍ଟର-୨୧ ସ୍ଥିତ କଂଗ୍ରେସ ଭବନଠାରେ ଏକ ଖବରଦାତା ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀ ରାଉରକେଲା ଜିଲା ସାଙ୍ଗଠନିକ ଜିଲା ଅଧ୍ୟକ୍ଷ ରବି ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସାଧାରଣ ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଲେ…
ମୃତ ଝିଅ ୨୧ ଦିନ ପରେ ବଞ୍ଚିଯିବ: ରାତାରାତି ଶବଗୃହ ତାଲା ଭାଙ୍ଗି ନେଇଗଲେ ମୃତଦେହ
ରାଉରକେଲା,୧୭।୩ : ମୋ ଝିଅ ୨୧ ଦିନ ପରେ ବଞ୍ଚିଯିବ। ଝିଅର ମୃତଦେହ ସହିତ କଥା ହେଉଛି ମା’। ଝିଅର ମୃତ୍ୟୁକୁ ମାନିନେଇ ପାରୁନି ମା’ । ପୋଲିସକୁ ମୃତଦେହ ନ ଦେଇ ଏକା ଜିଦ୍ କରୁଛି ମା’ ମୋ ଛୁଆ…
ଟିକସ ଗଣୁଛନ୍ତି, ସୁବିଧା ମିଳୁନି
ରାଉରକେଲା,୧୭।୩(ଦିନେଶ ମିଶ୍ର)ରାଉରକେଲା ସହରରେ ବ୍ୟବସାୟୀଙ୍କଠାରୁ ଯେଉଁ ପରିମାଣରେ ଟିକସ ଆଦାୟ ହେଉଛି ସେହି ଅନୁସାରେ ମୌଳିକ ସୁବିଧା ସୁଯୋଗ ମିଳୁନି । ଫଳରେ ବ୍ୟବସାୟୀମାନେ ବ୍ୟଧ୍ୟହୋଇ ରାସ୍ତାକଡ଼ରେ ବସି ବ୍ୟବସାୟ କରୁଛନ୍ତି। ଏଭଳି ଦୃଶ୍ୟ ପାନପୋଷ ସ୍ଥିତ ଶୁକ୍ରବାର ହାଟ ଓ…
ଖଟିରେ ମେଣ୍ଟ ଚର୍ଚ୍ଚା
ରାଉରକେଲା,୧୫।୩ (ସଙ୍ଗୀତା ଜେନା): ବିଜେଡି ଓ ଭାଜପା ମେଣ୍ଟ ହେବା ନେଇ ଅନିଶ୍ଚିତତା ଲାଗିରହିଛି। ଏହା ହେଲେ ସୁନ୍ଦରଗଡ଼ ଜିଲାର ରାଉରକେଲା ଓ ରଘୁନାଥପାଲି ବିଧାନସଭା ଆସନ କେଉଁ ଦଳ ହାତକୁ ଯିବ, ଇସ୍ପାତ ସହରର ଛକ ଓ ଖଟି ଆସରଗୁଡ଼ିକରେ…
ଦୁଇ ଗୋରୁ ବେପାରୀଙ୍କ ଉପରକୁ ଗୁଳିମାଡ଼
ସୁନ୍ଦରଗଡ଼,୧୫ା୩(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା କୁତ୍ରା ନିକଟରେ ଶୁକ୍ରବାର ଏକ ପିକ୍ଅପ୍ ଉପରକୁ ଗୁଳିମାଡ ହୋଇଛି। ଏଥିରେ ଥିବା ଡ୍ରାଇଭର ଓ ଅନ୍ୟ ଜଣଙ୍କ ଦେହରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ସେମାନେ ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।…
ବଢୁଛି କିଡ୍ନୀ ରୋଗୀଙ୍କ ସଂଖ୍ୟା
ରାଉରକେଲା,୧୫।୩(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ସହରରେ କିଡ୍ନୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟେକ ବର୍ଷ ୯ହଜାରରୁ ଊର୍ଦ୍ଧ୍ୱ ଲୋକ ଏହି ରୋଗର ଶିକାର ହେଉଥିବା ଜଣାପଡିଛି। ସେହିପରି ସମୁଦାୟ କିଡ୍ନୀ ରୋଗୀଙ୍କ ମଧ୍ୟରୁ ପ୍ରତିବର୍ଷ ୫ପ୍ରତିଶତ ରୋଗୀଙ୍କ ମୃତ୍ୟୁ…
Archives


