ସୁନ୍ଦରଗଡ଼

ଧାରଣାରେ ବସିଲେ ମୁକ୍ତିକାନ୍ତ

ରାଉରକେଲା ଅଫିସ,୨୨ା୩: ରାଉରକେଲା ସରକାରୀ ହସ୍ପିଟାଲ(ଆର୍‌ଜିଏଚ୍‌)ରେ ସର୍ଜିକାଲ ଓ ଅର୍ଥୋପେଡିକ ଓଟି ୧୭ଦିନ ହେଲା ବନ୍ଦ ରହିଛି। ଏହାକୁ ତୁରନ୍ତ ଚାଲୁ କରିବା ଦାବିରେ ମଙ୍ଗଳବାର ସାମାଜିକ କର୍ମୀ ମୁକ୍ତିକାନ୍ତ ବିଶ୍ୱାଳ ରାଉରକେଲା ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ...

ସୁନାଚେନ୍‌ ଲୁଟିନେଲେ ଦୁର୍ବୃତ୍ତ

ରାଉରକେଲା ଅଫିସ,୨୨ା୩: ରାଉରକେଲା ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ଡେଲିମାର୍କେଟ ଅଞ୍ଚଳର ଜଣେ ମହିଳାଙ୍କ ବେକରୁ ସୁନାଚେନ ଲୁଟ୍‌ ହୋଇଛି। ରିପୋର୍ଟ ଲେଖିବା ପର୍ଯ୍ୟନ୍ତ (ରାତି ୯ଟା) ଥାନାରେ ଏ ନେଇ ଅଭିଯୋଗ ହୋଇ ନ ଥିବା ଜଣାପଡିଛି। ମଙ୍ଗଳବାର ସନ୍ଧ୍ୟା...

ଘରେ ଚାଲିଥିଲା ନକଲି ମୋବିଲ କାରଖାନା

ରାଉରକେଲା ଅଫିସ,୨୧।୩: ସୁନ୍ଦରଗଡ଼ ଜିଲା ରାଉରକେଲାସ୍ଥିତ ନାଳରୋଡ଼ ଅଞ୍ଚଳରେ ମଙ୍ଗଳବାର ନକଲି ମୋବିଲ କାରଖାନା ଠାବ । ଉକ୍ତ ଅଞ୍ଚଳରେ ରହୁଥିବା ତାସଲିମ ଆରିଫ ନାମକ ଜଣେ ବ୍ୟକ୍ତି ନିଜ ଘରେ ନକଲି ମୋବିଲ ତିଆରି କରୁଥିବା କୌଣସି ସୂତ୍ରରୁ...

୭୫ ଲକ୍ଷ ବ୍ୟୟରେ ସରଫଗଡ଼ର ଉନ୍ନତୀକରଣ

ସୁନ୍ଦରଗଡ଼,୧୯।୩(ଡି.ଏନ୍‌.ଏ.): ପ୍ରକୃତିର ଅନୁପମ ଶୋଭାରାଜିରେ ମଣ୍ଡିତ ସୁନ୍ଦରଗଡ଼ ଜିଲାର ଲେଫ୍ରିପଡ଼ା ବ୍ଲକର ସରଫଗଡ଼ ପରିବେଶ ପର୍ଯ୍ୟଟନସ୍ଥଳ ଏବେ ବେଶ ଖ୍ୟାତି ଲାଭ କଲାଣି। ଏହି ସରଫଗଡ ପରିବେଶ ପର୍ଯ୍ୟଟନସ୍ଥଳକୁ ଆହୁରୀ ଉନ୍ନତିକରଣ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ୭୫ ଲକ୍ଷ...

ଏନଟିପିସି ଦର୍ଲିପାଲିକୁ ମିଳିଲା ପର୍ଯ୍ୟାବରଣ ଉତ୍କର୍ଷତା ପୁରସ୍କାର

ସୁନ୍ଦରଗଡ,୧୫।୩(ଡି.ଏନ.ଏ): ଥର୍ମାଲ ପାଓ୍ବାର କ୍ଷେତ୍ରରେ ପର୍ଯ୍ୟାବରଣ ଉତ୍କର୍ଷତା ପାଇଁ ଏନଟିପିସି ଦର୍ଲିପାଲି ସୁପର ଥର୍ମାଲ ପାଓ୍ବାର ଷ୍ଟେଶନ ((୨×୮୦୦)କୁ ଆପେକ୍ସ ଇଣ୍ଡିଆ ଗ୍ରୀନ ଲିଫ ଆଓ୍ବାର୍ଡ-୨୦୨୨ର ଗୋଲ୍ଡ ଆଓ୍ବାର୍ଡରେ ସମ୍ମାନିତ କରାଯାଇଛି। ଏହି ସମ୍ମାନଜନକ ପୁରସ୍କାର ଏନଟିପିସି ଦର୍ଲିପାଲିକୁ ଆସନ୍ତା...

ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିୟରିଂ ଛାଡ ଆନ୍ଦୋଳନ

ସୁନ୍ଦରଗଡ,୧୫। ୩(ଡି.ଏନ.ଏ.): ୧୧ ଦଫା ଦାବି ନେଇ ଓଡିଶା ଡ୍ରାଇଭର ମହାସଂଘ ସୁନ୍ଦରଗଡ ଜିଲା ଶାଖା ପକ୍ଷରୁ ବିଭିନ୍ନ ସ୍ଥାନରେ ଷ୍ଟିୟରିଂ ଛାଡ ଆନ୍ଦୋଳନ ଚାଲିଛି। ଏଥି ଯୋଗୁ ଗାଡି ଚଳାଚଳ ବ୍ୟାହତ ହୋଇଛି। ବନ୍ଦ ଡାକରା ଯୋଗୁ ଯାତ୍ରାବାହୀ...

ସମସ୍ୟା ଘେରରେ ରାଉରକେଲା ସହରର ୩ ଡାକଘର

ରାଉରକେଲ ଅଫିସ,୧୫।୩: ରାଉରକେଲା ସହରର ପ୍ରମୁଖ ତିନି ମୁଖ୍ୟ ଡାକଘର ଏବେ ନାନା ସମସ୍ୟା ଦେଇ ଗତି କରୁଛି। ଫଳରେ ଏହି ସବୁ ଡାକଘରକୁ ଆସୁଥିବା ଲୋକମାନେ ଉପଯୁକ୍ତ ସେବା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ସୂଚନା ଅନୁସାରେ, ରାଉରକେଲା ସହରରେ ଉଦିତନଗର...

ଜଙ୍ଗଲରେ ନିଆଁ ଲିଭାଇବାକୁ ଯାଇଥିବା ବନକର୍ମଚାରୀ: ଜଳିଗଲା ଜିପ୍‌

ସୁନ୍ଦରଗଡ଼,୧୪।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜର ଭବାନୀପୁର ଜଙ୍ଗଲରେ ମଙ୍ଗଳବାର ନିଆଁ ଲାଗିଥିଲା। ଜଙ୍ଗଲ ନିଆଁ ଲିଭାଇବାକୁ ଯାଇଥିବା ବେଳେ ବନ ବିଭାଗର ଏକ ଜିପ୍‌ ଜଳିଯାଇଛି। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଜିପ୍‌ଟି ଜଙ୍ଗଲ...

ଗରମ ଡ଼ାଲି ପଡ଼ି ଛାତ୍ର ମୃତ୍ୟୁ: ୨ ଅଧିକାରୀ ନିଲମ୍ବିତ

ଟେନସା,୧୪।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୋଇଡା ଡେଙ୍ଗୁଲା ସ୍କୁଲ ରୋଷେଇ ଘରେ ଗରମ ଡାଲି ପଡ଼ି ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏହି ମାମଲାର  କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାର୍ମେଲ ବିଲୁଙ୍ଗଙ୍କୁ...

ବିଡିଓଙ୍କ ବଦଳି ଦାବି ନେଇ ବ୍ଳକ ସମ୍ମୁଖରେ ବିକ୍ଷୋଭ

ଟେନସା,୧୪।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ ବିଡିଓ ପଲ୍ଲବୀରାଣୀ ରାଜଙ୍କ ବଦଳି ଦାବି ନେଇ ମଙ୍ଗଳବାର ସିଆଇଟିୟୁ ତରଫରୁ କୋଇଡ଼ା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଦିଆଯାଇଛି। ବିଡିଓଙ୍କ ବଦଳି ନ ହେବା ପର୍ଯ୍ୟନ୍ତ ଏହି ବିକ୍ଷୋଭ...

ରକ୍ତ କର୍କଟରେ ଆକ୍ରାନ୍ତ, ଚିକିତ୍ସାରେ ଅର୍ଥ ବାଧକ

ରାଉରକେଲା ଅଫିସ,୧୪।୩: ରାଉରକେଲା ସେକ୍ଟର-୧୬ରେ ରହୁଥିବା ଗରିବ ମହିଳା ସୁବର୍ଣ୍ଣମାଳା ପଟ୍ଟନାୟକ ରକ୍ତ କର୍କଟରେ ପୀଡ଼ିତ ଅଛନ୍ତି। ଏହି ରୋଗର ଉଚ୍ଚତର ଚିକିତ୍ସା ପାଇଁ ଅଧିକ ଅର୍ଥ ଆବଶ୍ୟକ। ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ଏତେ ଟଙ୍କା...

ଗରମ ଡାଲି ପଡ଼ି ଗୁରୁତର ହୋଇଥିଲେ ଛାତ୍ର: ଚାଲିଗଲା ଜୀବନ

ଟେନ୍‌ସା,୧୩।୩(ଡି.ଏନ୍‌.ଏ.): ଗରମ ଡାଲି ପଡ଼ି ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ଅକାଳରେ ଚାଲିଯାଇଛି ଜୀବନ। ଏପରିକି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ ଅଧୀନ ଡେଙ୍ଗୁଳା ସେବାଶ୍ରମରେ। ମୃତକ ହେଲେ ଅଷ୍ଟମ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri