ସୁନ୍ଦରଗଡ଼

ବଜାରରେ ଦେଶୀ ରଙ୍ଗ କମ୍‌, କେମିକାଲ ବେଶି

ରାଉରକେଲା ଅଫିସ, ୬।୩:ଆସନ୍ତା ୮ତାରିଖରେ ଲୋକେ ଧୁମ୍‌ଧାମ୍‌ରେ ହୋଲି ପର୍ବ ପାଳନ କରିବେ। ଏହାକୁ ନେଇ ରାଉରକେଲା ସହର ଚଳଚଞ୍ଚଳ ହୋଇପଡିଛି। ହୋଲିରେ ସହରର ଶତାଧିକ ଛୋଟବଡ ଅନୁଷ୍ଠାନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯୋଜନା କରିଛନ୍ତି। ଏହା...

ରିଫିଲିଂ ବେଳେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ: ୪ ଗୁରୁତର

ରାଉରକେଲା ଅଫିସ,୫।୩: ରାଉରକେଲା ପ୍ଲାଣ୍ଟସାଇଟ୍‌ ଥାନା ଅଧୀନ ରେଲୱେ କଲୋନୀ ଅଞ୍ଚଳରେ ରବିବାର ଗ୍ୟାସ ସିଲିଣ୍ଡର ଫାଟିଯିବାରୁ ୪ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଶଙ୍କର ମିସ୍ତ୍ରୀ, ଶ୍ୟାମ ଶର୍ମା, ଆନନ୍ଦ ମୁସିଦ ଏବଂ ଶଙ୍କର ଅଲି। ଗୁରୁତରଙ୍କୁ ଚିକିତ୍ସା...

ମେଳା ପରେ ସ୍ବଚ୍ଛତାକୁ ଭୁଲିଗଲେ

ରାଉରକେଲା ଅଫିସ,୪।୩: ରାଉରକେଲା ବାସନ୍ତୀ କଲୋନୀ ଡିଏଭି ପଡିଆରେ ଗତ ଫେବୃଆରୀ ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନ ପରିଷଦ ପକ୍ଷରୁ ରାଜସ୍ଥାନ ମେଳା ଅନୁଷ୍ଠିତ ହୋଇଥିଲା। ଏହି ମେଳା ଶେଷ ହେବାର ୪ ଦିନ ବିତିଯାଇଥିଲେ ମଧ୍ୟ ଡିଏଭି...

ମିଠା ନାଁରେ ଜହର ବିକ୍ରି

ରାଉରକେଲା ଅଫିସ,୪।୩: ରାଉରକେଲାରେ ଶତାଧିକ ଫାଷ୍ଟ୍‌ଫୁଡ୍‌, ଜଳଖିଆ, ବେକେରୀ ଓ ମିଠା ଦୋକାନ ରହିଛି। ତେବେ ଅଧିକାଂଶ ଦୋକାନରେ ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଘଂନ କରାଯାଉଥିବା ଅଭିଯୋଗ ହୋଇଛି। ବିଶେଷ କରି ସହରରେ ଥିବା କେତେକ ମିଠା ଦୋକାନରେ ଏଭଳି...

ଝିରପାଣିରେ ହାତୀ ଭାଙ୍ଗିଲା ପାଚେରି

ରାଉରକେଲା ଅଫିସ,୩।୩: ସୁନ୍ଦରଗଡ଼ ଜିଲା ବିଶ୍ରା ଜଙ୍ଗଲରୁ ଏକ ଦନ୍ତା ହାତୀ ବୁଧବାର ଭୋର ସମୟରେ ଆସି ରାଉରକେଲା ଉପକଣ୍ଠରେ ଉପଦ୍ରବ କରିଛି। ଏହି ହାତୀ ଝିରପାଣି, ଜଗଦା ସମେତ ଏନ୍‌ଆଇଟି ପାର୍ଶ୍ୱାଞ୍ଚଳସ୍ଥ ରାଧାକୃଷ୍ଣ ମନ୍ଦିର, ବିଏସ୍‌ଏନ୍‌ଏଲ, ବିବାହ ସାମଗ୍ରୀ...

ଜଙ୍ଗଲରେ ମହିଳାଙ୍କୁ ଦଳିମାରିଲା ହାତୀ

ସୁନ୍ଦରଗଡ଼,୧ା୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ କୁଲସର ଗାଁ ନିକଟ ଛୁଆଲି ଘାଟି ଜଙ୍ଗଲରେ ବୁଧବାର ମଧ୍ୟାହ୍ନରେ ଯୁବକ ଜଣେ ମହିଳାଙ୍କୁ ବାଇକ୍‌ରେ ବସାଇ କୌଣସି କାମରେ ଜଙ୍ଗଲକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯିବାରୁ ମହିଳାଙ୍କୁ...

ଗାଁରେ ପଶିଲା କଲରାପତରିଆ ବାଘ, ଲୋକେ ଆତଙ୍କିତ

ସୁନ୍ଦରଗଡ଼,୧ା୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଟିମନା ଗାଁରେ ଏକ କଲରାପତରିଆ ବାଘ ପଶିଆସିଛି । ଜଣଙ୍କ ବାଡ଼ି ପଟେ ପଶୁଥିବା ବେଳେ ଲୋକେ ଦେଖି ପାଟି କରିବା ପରେ ଗାଁ ଲୋକେ ତାକୁ ଘଉଡ଼ାଇ ଥିଲେ।...

କୋଇଡ଼ା ଗୁଳିକାଣ୍ଡର ତଦନ୍ତ

ଟେନ୍‌ସା, ୨୮।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ମାଲଦାରେ ରବିବାର ରାତିରେ ଘଟିଥିବା ଗୁଳିକାଣ୍ଡ ଘଟଣାର ତଦନ୍ତ ଜାରି ରହିଛି। ସୋମବାର ରାଉରକେଲାରୁ ସାଇଣ୍ଟିଫିକ୍‌ ଟିମ୍‌ ସହ ସନ୍ଧନୀ କୁକୁର ଆସି ଅଧିକ ତଦନ୍ତ ଜାରି ରହିଛି। ଘଟଣା...

ଗୋଦାମରେ ଅଗ୍ନିକାଣ୍ଡ: ୨ ଶ୍ରମିକ ଜୀବନ୍ତ ଦଗ୍ଧ

ସୁନ୍ଦରଗଡ଼,୨୭।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଟାଉନ ଥାନା ଅଧୀନ ଲୁହୁରାଢ଼ିପାରେ ଏକ ଠିକାଦାରଙ୍କ ଗୋଦାମ ଘରେ ସୋମବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୨ଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତ ଶ୍ରମିକ ଦ୍ୱୟ ହେଲେ ସଦରବ୍ଲକ ବାଉରୀ ମୁଣ୍ଡାର...

ପୋଷ୍ଟ ଅଫିସରେ ସିବିଆଇ: ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର, ଏଜେଣ୍ଟ ଗିରଫ

ରାଉରକେଲା ଅଫିସ,୨୭।୨: ଜଣେ ଜମାକାରୀଙ୍କ ପାଖରୁ ୨ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ରାଉରକେଲା ହେଡ୍‌ ପୋଷ୍ଟ ଅଫିସର ଆସିଷ୍ଟାଣ୍ଟ ପୋଷ୍ଟମାଷ୍ଟର ବିଶ୍ବରଞ୍ଜନ ବେହେରା ଏବଂ ଛେଣ୍ଡରେ ରହୁଥିବା ଏଜେଣ୍ଟ ବିମଲ କୁମାର ମୁଦୁଲିକୁ ସିବିଆଇ ସୋମବାର ଗିରଫ କରିଛି।...

ଜଙ୍ଗଲ ଉପରେ ନିର୍ଭରଶୀଳତା କମାଇବାକୁ ପ୍ରୋତ୍ସାହନ

ସୁନ୍ଦରଗଡ଼,୨୪ା୨(ଡି.ଏନ.ଏ.): ଗାଁ ଗାଁରେ ଜଙ୍ଗଲ ଉପରେ ନିର୍ଭରଶୀଳତା କମାଇ ନୂତନ ଜଙ୍ଗଲ ସୃଷ୍ଟି କରିବା ତଥା ଲୋକଙ୍କୁ ବିକଳ୍ପ ରୋଜଗାରର ପନ୍ଥା ଯୋଗାଇବା ନିମନ୍ତେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ (ଓ.ଏଫ.ଏସ.ଡି.ପି.) ର ଦ୍ୱିତୀୟ ପର୍ଯ୍ୟାୟ ଉଜ୍ଜଲପୁର, ହେମଗିର, ଲେଫ୍ରିପଡା,...

ସ୍କୁଟି ଚାଳକଙ୍କୁ କାର୍‌ ସିଟବେଲ୍ଟ ଫାଇନ

ରାଜଗାଙ୍ଗପୁର, ୨୨।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଅଞ୍ଚଳର ଜଣେ ସ୍କୁଟି ଚାଳକଙ୍କୁ କାର୍‌ ସିଟବେଲ୍ଟ ଫାଇନ ଦେବାକୁ ମେସେଜ ଆସିଥିଲା। ପରେ ଏହା ଭୁଲ ମେସେଜ ବୋଲି ଜଣାପଡ଼ିଛି। ରାଜଗାଙ୍ଗପୁର ସହରରେ ବାସ କରୁଥିବା ଅଭିଷେକ କରଙ୍କର ଏକ ସ୍କୁଟି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri