ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ଯୁବକ, ଅସ୍ବୀକାର କରିବାରୁ ଭାଇରାଲ କରିଦେଲେ ଫଟୋ

ରାଉରକେଲା,୧୬।୩(ସଙ୍ଗୀତା ଜେନା): ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳର ଜଣେ ଯୁବତୀଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଯୁବତୀ ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅପରପକ୍ଷେ ଫଟୋ ଭାଇରାଲ କରିଥିବା ଅଭିଯୁକ୍ତ ଫେରାର ଅଛନ୍ତି।

ସୂଚନାନୁଯାୟୀ, ଗତ ବର୍ଷ କଳୁଙ୍ଗା ଅଞ୍ଚଳରେ ଥିବା ଏକ ପାଉଁରୁଟି ଫ୍ୟାକ୍ଟ୍ରିରେ ଉକ୍ତ ଯୁବତୀ ଓ ରାଞ୍ଚତ୍ ଅଞ୍ଚଳର ଯୁବକ କାମ କରୁଥିଲେ। ଯୁବକ ଜଣଙ୍କ ପ୍ରେମ ନିବେଦନ କରିଥିବାବେଳେ ଯୁବତୀ ସ୍ବୀକାର କରି ନ ଥିଲେ। ଫଳରେ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ବନ୍ଦ ହୋଇଯାଇଥିଲା। ପ୍ରାୟ ୧୫ ଦିନ ତଳେ ଉକ୍ତ ଯୁବକ ଯୁବତୀଙ୍କୁ ଫୋନ୍‌ କରିଥିଲେ। ସାମାନ୍ୟ କଥାବାର୍ତ୍ତା କରିବା ପରେ ଅଭିଯୁକ୍ତ ଯୁବକ ୨୦ ହଜାର ଟଙ୍କା ନ ଦେଲେ ଉଭୟଙ୍କ ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ କରିବାକୁ ଧମକ ଦେଇଥିଲେ। ଯୁବତୀ ଜଣଙ୍କ ମନା କରିବାରୁ ଅଭିଯୁକ୍ତ ଫଟୋ ଗୁଡ଼ିକ ଭାଇରାଲ କରିଦେଇଥିଲେ। ଏହା ଜଣାପଡିବା ପରେ ଯୁବତୀ ଥାନାର ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ହତ୍ୟା ମାମଲାରେ ଗିରଫ ହୋଇ…

ସୁନ୍ଦରଗଡ଼,୬ା୩(ଜୟନାରାୟଣ ମେଣ୍ଡୁଳି): ଜିଲା କାରାଗାରରେ ବିଚାରାଧୀନ ଜଣେ କଏଦୀଙ୍କ ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ସରୋଜ ରାଉତ ଓରଫ…

ଆଶ୍ଚର୍ଯ୍ୟ କରୁଛି ଭାଜପାର ଆୟ! କଂଗ୍ରେସ ଅପେକ୍ଷା ସାତ ଗୁଣ ଅଧିକ ରୋଜଗାର କରିଛି ଦଳ, କଂଗ୍ରେସ ଆୟ ଅପେକ୍ଷା ଅଧିକ ଖର୍ଚ୍ଚ କରିଛି

ନୂଆଦିଲ୍ଲୀ,୬।୩: ଆସୋସିଏଶନ ଫର୍‌ ଡେମୋକ୍ରାଟିକ ରିଫର୍ମସ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଜାତୀୟ ଦଳଗୁଡ଼ିକର ଆୟ ପ୍ରକାଶ କରିଛି। ଏଡିଆର ରିପୋର୍ଟ ଅନୁଯାୟୀ, ଭାଜପାର ମୋଟ ଆୟ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ଇରାନ ଯୁଦ୍ଧର ପ୍ରଭାବ, ଫସି ରହିଛି ‘ଧଳା ସୁନା’! ଭାରତୀୟ ବଜାରରେ କମିବାରେ ଲାଗିଛି ଦାମ୍‌

ନୂଆଦିଲ୍ଲୀ,୬।୩: ଇସ୍ରାଏଲ-ଇରାନ ଯୁଦ୍ଧର ପ୍ରଭାବ ଏବେ ଭାରତୀୟ ବଜାର ଉପରେ ସ୍ପଷ୍ଟ ଭାବରେ ଦେଖାଯାଉଛି। ବାସୁମତୀ ଚାଉଳ ରପ୍ତାନି ବିଶେଷ ଭାବରେ ଗୁରୁତର ଭାବରେ ପ୍ରଭାବିତ ହୋଇଛି।…

ରାଜ୍ୟ ସଭା ଯିବା ପୂର୍ବରୁ ଭାଜପା ଆଗରେ ବଡ଼ ସର୍ତ୍ତ ରଖିଲେ ନୀତୀଶ କୁମାର: ଦିଲ୍ଲୀରେ ଥାଇ…

ପାଟନା,୬।୩: ବିହାର ମୁଖ୍ୟମନ୍ତ୍ରୀ ଏବେ ଦିଲ୍ଲୀ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ବିହାରରେ ଖୁବ ଶୀଘ୍ର ଜଣେ ନୂତନ ମୁଖ୍ୟମନ୍ତ୍ରୀ ହେବେ। ଏହା ଭାଜପାର ଏକ ଷଡ଼ଯନ୍ତ୍ର ବୋଲି…

ପ୍ରଥମ ଥର ଏହି ରାଜ୍ୟରେ ସୋସିଆଲ୍ ମିଡିଆ ବ୍ୟାନ୍, ଜାଣନ୍ତୁ କଣ ନିୟମ ଆଣିଲେ ସରକାର

ବେଙ୍ଗାଲୁରୁ,୬।୩: କର୍ଣ୍ଣାଟକରେ ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଯାଇଛି । ବଜେଟ ଅଧିବେଶନ ସମୟରେ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ବିଧାନସଭାରେ ସୋସିଆଲ ମିଡିଆ ଉପରେ…

୮ମ ଜିଲା ପରିଷଦ ବୈଠକ: ବିଧାୟକ ସିଦ୍ଧାନ୍ତ ମହାପାତ୍ର ଯୋଗ ଦେଇ ମନରେଗା ସହିତ…

ଛତ୍ରପୁର,୬ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ଗଞ୍ଜାମ ଜିଲାପରିଷଦର ୮ମ ବୈଠକ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନରେଗା ଗ୍ରାମୀଣ ଗୃହ…

‘ମୁଁ ବଡ଼ ଭୁଲ କରିଦେଲି,’ ଇଂଲଣ୍ଡର ବିଦାୟ ପାଇଁ ଦଳକୁ ସମାଲୋଚନା କରି ହ୍ୟାରି ବ୍ରୁକ କହିଲେ…

ନୂଆଦିଲ୍ଲୀ,୬।୩: ଗୁରୁବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ T20 ବିଶ୍ୱକପ ୨୦୨୬ର ସେମିଫାଇନାଲ ମ୍ୟାଚ ଏକ ବ୍ଲକବଷ୍ଟର ସିନେମା ପରି ଥିଲା। ଭାରତ ଏକ ରୋମାଞ୍ଚକର ମ୍ୟାଚରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri