ଭିନ୍ନକ୍ଷମଙ୍କ ପାଇଁ ଟେଲି ଥଇଥାନ ସେବା ଉଦ୍ଘାଟିତ
ସୋନପୁର,୧୧।୧୧(ନି.ପ୍ର.): ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାଶଙ୍କ ଦ୍ୱାରା ସୋନପୁରଠାରେ ଭିନ୍ନକ୍ଷମଙ୍କ ପାଇଁ ଟେଲି ଥଇଥାନ ସେବା ବୁଧବାର ଉଦ୍ଘାଟିତ ହୋଇଯାଇଛି। ଭିନ୍ନକ୍ଷମ ଆୟୁକ୍ତ ଦାଶ ଏହା ଭିନ୍ନକ୍ଷମଙ୍କ ପାଇଁ ଏକ ଭିନ୍ନ ପ୍ରୟାସ ତଥା ଏକ ନିଆରା କାର୍ଯ୍ୟକ୍ରମ ବୋଲି…
ଶିକ୍ଷକ ଚୟନ ପରୀକ୍ଷାର ପ୍ରଶ୍ନପତ୍ର ଭାଇରାଲ: ୭ଦିନ ପରେ ଥାନାରେ ଏତଲା
ଅମରପାଲି,୪।୧୧(ଡି.ଏନ.ଏ): ଶିକ୍ଷକ ଚୟନ ପାଇଁ ଗତ ଅକ୍ଟୋବର ୨୫ରୁ ୨୮ ତାରିଖ ମଧ୍ୟରେ ଟିଜିଟି ବିଜ୍ଞାନ ଓ କଳା କମ୍ପ୍ୟୁଟର ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପରୀକ୍ଷାର ଦ୍ୱିତୀୟ ଦିନ ତଥା ୨୬ ତାରିଖରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା। ୭ ଦିନ ପରେ…
ଆଜି ୧୨ ଘଣ୍ଟିଆ ସୁବର୍ଣ୍ଣପୁର ବନ୍ଦ
ଭବାନୀପାଟଣା,୨୮।୧୦(ସ୍ବ.ପ୍ର): କଳାହାଣ୍ଡି ଜିଲା ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ଅସନ୍ତୋଷ ଦେଖାଦେଉଛି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଫାଶି ଦଣ୍ଡାଦେଶ ସହ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତିକୁ ନେଇ ପ୍ରତିବାଦ…
ସିଆର୍ପିଏଫ୍ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ
ସୋନପୁର,୯।୧୦:ସିଆର୍ପିଏଫ୍ରେ କାର୍ଯ୍ୟରତ ସୁବର୍ଣ୍ଣପୁର ସହର ମଝିପଡ଼ାର ପ୍ରତାପ କୁମାର ନାଏକଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମାଆଙ୍କ ଶ୍ରାଦ୍ଧବାର୍ଷିକୀ ପାଇଁ ପ୍ରତାପ ନିଜ ଘରକୁ ଫେରୁଥିଲେ। ସେ ଗତ ୧ ତାରିଖରେ ନାଗାଲାଣ୍ଡରୁ ତିନିଶୁକିଆ-ବାଙ୍ଗାଲୋର ସୁପରଫାଷ୍ଟ ଟ୍ରେନ୍ରେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ।…
ରାତିଅଧିଆ ପାତାଳି ଶ୍ରୀକ୍ଷେତ୍ରରୁ ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ
ଅମରପାଲି,୧୫।୯(ଡି.ଏନ୍.ଏ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ କୋଟସମଲାଇ ସ୍ଥିତ ପ୍ରଶିଦ୍ଧ ପାତାଳି ଶ୍ରୀକ୍ଷେତ୍ରରୁ ଗତ ବିଳମ୍ବିତ ରାତିରେ ଚୋରି ହୋଇଛି। କେହି ଦୁର୍ବୃତ୍ତ ପଶି ମନ୍ଦିର ସମ୍ମୁଖରେ ଥିବା ହୁଣ୍ଡି ମଧ୍ୟ ଚୋରି କରି ନେଇଛି। ବୁଧବାର ସକାଳୁ ପୂଜକ…
ଜେଲ ଗଲେ ବିଜେପୁର ବିଡିଓ
ସୋନପୁର/ବିଜେପୁର,୨୯।୮(ନି.ପ୍ର./ଡି.ଏନ୍.ଏ.): ବରଗଡ଼ ଜିଲା ବିଜେପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ) ପଦ୍ମନାଭ ସାମନ୍ତରାୟଙ୍କୁ ଭିଜିଲାନ୍ସ ବିଭାଗ ରବିବାର ଗିରଫ କରିଛି। ସନ୍ଧ୍ୟାରେ ତାଙ୍କୁ ବଲାଙ୍ଗୀରର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ବିଚାରପତି ଜାମିନ ନାମଞ୍ଜୁର କରିବାରୁ ତାଙ୍କୁ ବଲାଙ୍ଗୀର ଜେଲ ହାଜତକୁ…
ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷଙ୍କ ଇସ୍ତଫା
ଅମରପାଲି,୧୫।୮(ଡି.ଏନ୍.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇ ରବିବାର ଇସ୍ତଫା ଦେଇଛନ୍ତି। ସ୍ବାଧୀନତା ଦିବସ ପାଳନ ଅବସରରେ ଏକ ହୋଟେଲରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସନ୍ତୋଷ ଏହି ଘୋଷଣା କରିଛନ୍ତି। ବ୍ୟକ୍ତିଗତ ଓ ଘରୋଇ କାରଣ ଯୋଗୁ…
୨ ଚାଷୀ ପାଣି ମଡାଇବାକୁ ଯାଇଥିଲେ, ଆଉ ଫେରିଲେନି
ସୋନପୁର/ତରଭା,୧୯।୭: ବିଦ୍ୟୁତ୍ ଆଘାତରେ ସୁବର୍ଣ୍ଣପୁର ଜିଲା ତରଭା ଥାନା ପଣ୍ଡକିମାଲ ଗ୍ରାମର ୨ଜଣ ଚାଷୀଙ୍କ ସୋମବାର ମୃତ୍ୟୁ ଘଟିଛି। ସେମାନେ ହେଲେ ରାଧେଶ୍ୟାମ ସାହୁ(୪୫) ଓ ଗୋପ ସାହୁ(୨୦)। ବର୍ଷାଭାବ ଯୋଗୁ ଦୁହେଁ ଧାନ କ୍ଷେତରେ ପାଣି ମଡାଇବା ପାଇଁ ପମ୍ପରେ…
ପିଜିରେ ଉତ୍ତୀର୍ଣ୍ଣ ହେଲେ ୭୭ ବର୍ଷିୟ ଅବସରପ୍ରାପ୍ତ ଶିକ୍ଷକ
ସୋନପୁର,୩।୭(ନି.ପ୍ର.): ଦୃଢ ଇଚ୍ଛାଶକ୍ତି ଥିଲେ ସଫଳ ହେବାକୁ କେହି ରୋକି ପାରିବେ ନାହିଁ। ଏହା ପ୍ରମାଣ କରି ଦେଖାଇଛନ୍ତି ଅବସରପ୍ରାପ୍ତ ଶିକ୍ଷକ ରମେଶ ପ୍ରସାଦ ନାୟକ। ୭୭ ବର୍ଷ ବୟସରେ ସେ ପାଠ ପଢି ଓଡ଼ିଆରେ ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ (ପିଜି)…
‘ଚାଷୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେବି’
ସୋନପୁର,୧।୭: ସୁବର୍ଣ୍ଣପୁରର ୩୦ତମ ଜିଲାପାଳ ଭାବେ ଅବୋଲି ସୁନିଲ ନରଓ୍ବଣେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ନରଓ୍ବଣେ ଏହା ପୂର୍ବରୁ ରାଉରକେଲାର ଅତିରିକ୍ତ ଜିଲାପାଳ ଭାବେ କାର୍ଯ୍ୟ କରୁଥିଲେ। ୨୦୧୫ବ୍ୟାଚ୍ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ନରଓ୍ବଣେ ପ୍ରଥମେ ବାଲେଶ୍ୱର ଜିଲାର…
ପଟ୍ଟା ଜମିରେ ବନ ବିଭାଗର ବୃକ୍ଷରୋପଣ
ଅମରପାଲି,୨୮ା୬: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ରେଞ୍ଜ ଅନ୍ତର୍ଗତ ବହଳପଦର ପଞ୍ଚାୟତ ସୁରଧାପାଲି(ହୋତାପାଲି)ରେ ପଟ୍ଟା ପାଇଥିବା ଆଦିବାସୀଙ୍କ ଜମିରେ ବନବିଭାଗର ବୃକ୍ଷ ରୋପଣକୁ ବିରୋଧ କରିଛନ୍ତି ଗ୍ରାମବାସୀ। ହାତିଲିମୁଣ୍ଡା ଫରେଷ୍ଟ ବିଟ ଅଧୀନ ସୁରଧାପାଲିରେ ବନ ବିଭାଗ ପକ୍ଷରୁ ବୃକ୍ଷ ରୋପଣ କରାଯିବ।…
ସୁବର୍ଣ୍ଣପୁର ରିଂ ରୋଡ୍ ନିର୍ମାଣ କାର୍ଯ୍ୟ ବିଳମ୍ବିତ
ସୋନପୁର,୨୬।୬(ନି.ପ୍ର.) – ସୁବର୍ଣ୍ଣପୁର ରିଂ ରୋଡ ନିର୍ମାଣ କାର୍ଯ୍ୟ ବିଳମ୍ବିତ ହେଉଛି। ପାଣ୍ଠି ଥାଇ ମଧ୍ୟ କାମର ଅଗ୍ରଗତି ହେଉନି। ଏହି ପ୍ରକଳ୍ପ କାର୍ଯ୍ୟ କେବେ ସରିବ, ସେ ଉତ୍ତର କାହାରି ପାଖରେ ନାହିଁ। ରିଂ ରୋଡ୍ର ସବୁଠୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ…

