ଲ୍ୟାମ୍ପସ ଏମ୍ଡିଙ୍କୁ ମାଡ଼ ମାରିବା ପଡ଼ିଲା ମହଙ୍ଗା
ଜମନକିରା,୨୪ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଫାସିମାଲ ଲ୍ୟାମ୍ପସ ଏମ୍ଡି ହରେକୃଷ୍ଣ ରାଉତ (୪୦)ଙ୍କୁ ଗାଳିଗୁଲଜ କରି ମାଡ଼ ମାରିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ବିଞ୍ଜିପାଲି ଗାଁର ସଞ୍ଜୟ ପଟେଲ (୪୫)। ଶନିବାର…
ବଢୁଛି ଜଳସ୍ତର: ହୀରାକୁଦ ଡ୍ୟାମ୍ର ଆଉ ୮ ଗେଟ୍ ଖୋଲିଲା
ସମ୍ବଲପୁର,୪।୮: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଡ୍ୟାମ୍ ଜଳସ୍ତର ବଢିବାରେ ଲାଗିଛି। ଫଳରେ ଶନିବାର ହୀରାକୁଦ ଡ୍ୟାମ୍ର ଆଉ ୮ଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ଡ୍ୟାମ୍ର ୧୪ଟି ଗେଟ୍ରୁ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଏନେଇ ତଳିଆ ଅଞ୍ଚଳର ଲୋକଙ୍କୁ…
ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକଙ୍କ ଜୀବନ ଗଲା, ଜଣେ ଗୁରୁତର
କୁଚିଣ୍ଡା,୨୪ା୮: ସମ୍ବଲପୁର ଜିଲା କୁଚିଣ୍ଡାରେ ଶ୍ୱାସରୁଦ୍ଧ ହୋଇ ଶନିବାର ୩ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ନିର୍ମାଣାଧୀନ ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଳୁଥିବା ବେଳେ ଏହି ଅଘଟଣ ଘଟିଛି। ଯମନକିରା ଥାନା ପୁକୁଡ଼ା ଗାଁରେ ୪ ଜଣ…
ବ୍ରିଜ୍ ଉପରେ ସାଇକେଲ ରଖି ମହାନଦୀକୁ ଡେଇଁପଡ଼ିଲେ ଛାତ୍ରୀ
ସମ୍ବଲପୁର,୨୪ା୮: ସମ୍ବଲପୁର ଜିଲାର ଚାଉଁରପୁର ବ୍ରିଜ୍ ଉପରୁ ଜଣେ ଛାତ୍ରୀ ଶନିବାର ମହାନଦୀକୁ ଡେଇଁପଡ଼ିଛନ୍ତି। ଛାତ୍ରୀ ଜଣକ ବ୍ରିଜ୍ ଉପରେ ସାଇକେଲ ରଖି ନଦୀକୁ ଡେଇଁ ପଡ଼ିଛନ୍ତି। ପ୍ରାତଃ ଭ୍ରମଣରେ କିଛି ଲୋକ ଆସିଥିବା ବେଳେ ଏହା ଦେଖି ଅଗ୍ନିଶମ ବାହିନୀକୁ…
ହୀରାକୁଦ ଡ୍ୟାମ୍ରେ ବଢୁଛି ଜଳସ୍ତର: ଖୋଲିଲା ୬ ଗେଟ୍
ସମ୍ବଲପୁର୨୨।୮: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ରହିଥିବାରୁ ରାଜ୍ୟରେ ବର୍ଷା ଜାରି ରହିଛି। ଆସନ୍ତା ୫ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ କିଛି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଅଞ୍ଚଳିକ…
ସମ୍ବଲପୁରରେ ଭାରତ ବନ୍ଦର ପ୍ରଭାବ: ଘଣ୍ଟାଏ ଅଟକିଲା ଇଣ୍ଟରସିଟି ଏକ୍ସପ୍ରେସ
ସମ୍ବଲପୁର,୨୧।୮(ପ୍ରମୋଦ ବହିଦାର): ଏସସି-ଏସଟି ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ଅଖିଳ ଭାରତୀୟ ଏସସି-ଏସଟି ମିଳିତ ସମନ୍ବୟ ସମିତି ଆହ୍ବାନରେ ସଂରକ୍ଷଣ ବଚାଓ ସଂଘର୍ଷ କମିଟି, ଭୀମ ଆର୍ମି ସମେତ ବିଭିନ୍ନ ଦଳିତ ସଂଗଠନ ବୁଧବାର ୧୨ ଘଣ୍ଟା ଭାରତ ବନ୍ଦ…
ଲାଞ୍ଚ ନେଇ ଧରାପଡିଲେ ଆର୍ଆଇ-ଅମିନ
ସମ୍ବଲପୁର,୨୦।୮(ପ୍ରମୋଦ ବହିଦାର): ଏକ ଜମି ମାପ ଓ କାଗଜପତ୍ର ପ୍ରସ୍ତୁତ ପାଇଁ ହିତାଧିକାରୀଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି କେଶାଇବାହାଲ ମହିଳା ରାଜସ୍ବ ନୀରିକ୍ଷକ(ଆର୍ଆଇ) ଓ ଅମିନ। ସାଲୋହି ଗ୍ରାମର ଶିବ ଚରଣ…
ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ରୋହିତଙ୍କ ପ୍ରଶଂସା
ସମ୍ବଲପୁର,୧୯ା୮(ଭବାନୀ ଶଙ୍କର ଭୋଇ): ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଶନିବାର ଅଚାନକ ସମ୍ବଲପୁର ସଦର ତହସିଲ କାର୍ଯ୍ୟାଳୟରେ ପହଞ୍ଚି ସ୍ଥିତି ପରଖିଥିଲେ। ମନ୍ତ୍ରୀଙ୍କ ଆକସ୍ମିକ ପରିଦର୍ଶନ କାର୍ଯ୍ୟକ୍ରମକୁ ତାଙ୍କର ସମର୍ଥକ ଓ ଜନସାଧାରଣ ସାମାଜିକ ଗଣମାଧ୍ୟମରେ ବେଶ୍…
୧୧ କେଭି ବିଦ୍ୟୁତ୍ ତାରରେ ଲାଗି ଚାଲିଗଲା ମାଈହାତୀର ଜୀବନ
ନାକଟୀଦେଉଳ, ୧୮ା୮(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ରେଢାଖୋଲ ବନଖଣ୍ଡ ଘୋଷରାମାଳ ଫରେଷ୍ଟ ସେକ୍ସନର ଚରଡ଼ପଶି ଚହଟାପଦାରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଏକ ମାଈହାତୀର ମୃତ୍ୟୁ ଘଟିଛି। ଶନିବାର ରାତିରେ ରାଞ୍ଚି-ବିଜୟୱାଡ଼ା ଜାତୀୟ ରାଜପଥର ରେଢାଖୋଲ-ନାକଟୀଦେଉଳ ରାସ୍ତା ପାର୍ଶ୍ୱରୁ ପ୍ରାୟ ୧ଶହ ମିଟର…
ହଠାତ ତହସିଲ୍ ଅଫିସ୍କୁ ପହଞ୍ଚିଗଲେ ମନ୍ତ୍ରୀ, ତା’ ପରେ
ସମ୍ବଲପୁର,୧୭।୮: ସମ୍ବଲପୁର ତହସିଲ ଅଫିସକୁ ଅଚାନକ ଗସ୍ତ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେଠାରେ ସରକାରୀ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ। ଆଟେଣ୍ଡାନ୍ସ ରେଜିଷ୍ଟର ଯାଞ୍ଚ କରିବା ଠାରୁ ଆରମ୍ଭ କରି ଫାଇଲ ଗୁଡିକୁ ତନ୍ନତନ୍ନ କରି ଦେଖିଛନ୍ତି।…
ବସ୍-ବାଇକ୍ ଧକ୍କା: ଚାଲିଗଲା ଦୁଇ ଜୀବନ
ପଡିଆବାହାଲ,୧୫।୮(ରାଧାମୋହନ ଷଡ଼ଙ୍ଗୀ): ସମ୍ବଲପୁର ଜିଲା ଯୁଜୁମୁରା ବ୍ଲକ କୁକୁଡ଼ାପାଲି ପଞ୍ଚାୟତ କୁକୁଡ଼ାପାଲି ଆର୍ଏମ୍ସି ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ମିଳିଥିବା ସୂଚନା ମୁତାବକ,…
ଡେବ୍ରିଗଡ଼ ଅଭୟାରଣ୍ୟରେ ବିରଳ ବଣୁଆ କୁକୁର
ସମ୍ବଲପୁର,୧୨ା୮(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଡେବ୍ରିଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ବିରଳ ବଣୁଆ କୁକୁର। ଏହି ବିରଳ ପ୍ରଜାତିର କୁକୁରକୁ ପ୍ରଥମ ଥର ପାଇଁ ଗତ ଅଗଷ୍ଟ ୧୦ ତାରିଖରେ କେତେଜଣ ପର୍ଯ୍ୟଟକ ଅଭୟାରଣ୍ୟର ସଫାରି ଜୋନରେ ଦେଖିବାକୁ ପାଇଥିଲେ। ଉକ୍ତ ବଣୁଆ…

