ବିଧାୟକ ଭାବେ ଶପଥ ନେବାପରେ ପାଟଣାଗଡ଼ ଫେରିଲେ ସରୋଜ ମେହେର: ଭବ୍ୟ ସମ୍ବର୍ଦ୍ଧନା ଜଣାଇଲେ ଅଞ୍ଚଳବାସୀ
ପାଟଣାଗଡ଼୨।୬(ଡି.ଏନ.ଏ.): ପାଟଣାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ନବ ନିର୍ବାଚିତ ବିଧାୟକ ସରୋଜ ମେହେରଙ୍କୁ ରବିବାର ପାଟଣାଗଡ଼ ବିଜୁ ଜନତା ଦଳ ତଥା ଜନସାଧାରଣଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ପ୍ରଥମ କରି ବିଧାୟକ ଭାବେ ଶପଥ ଗ୍ରହଣ ପରେ ସେ ପାଟଣାଗଡକୁ ଫେରିବା…
ମୁକୁଳା ପଡିଛି ୧୯୯ କିମି ନଦୀବନ୍ଧ
ସୋନପୁର,୨ା୬(ନି.ପ୍ର.)ସୁବର୍ଣ୍ଣପୁର ଜିଲାରେ ମହାନଦୀ, ତେଲନଦୀ, ସୁକତେଲ, ଅଙ୍ଗ ଓ ନିବୃତି ଯୋର ପ୍ରବାହିତ ହେଉଛି। ଜିଲାରେ ଏହି ୫ଟି ନଦୀର ମୋଟ ୨୩୩ କିଲୋମିଟର ଲମ୍ବ ନଦୀ ଆଡି ରହିଛି। ବଲାଙ୍ଗୀର ଜଳସେଚନ ବିଭାଗ ପକ୍ଷରୁ ୩୦.୨୯କି.ମି. ନଦୀ ବନ୍ଧକୁ ପୂର୍ବରୁ…
ଦାସିଗଁ। ମଣ୍ଡି: କୁଇଣ୍ଟାଲ ପିଛା ୫କି.ଗ୍ରା କଟନି ଅଭିଯୋଗ
ଜୁନାଗଡ଼/ଦାସିଗଁ।,୧।୬(ଡି.ଏନ୍.ଏ.) କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଦାସିଗଁ। ମଣ୍ଡି ନାନା ଅବ୍ୟବସ୍ଥା ମଧ୍ୟଦେଇ ଚାଲିଛି। ମଣ୍ଡିରେ ନିଯୁକ୍ତ ସ୍ଥାନୀୟ ମିଲର୍ସ ଏବଂ ଏଜେଣ୍ଟମାନେ ମନଇଚ୍ଛା କାମ କରୁଥିବା ଅଭିଯୋଗ ହୋଇଛି। ଚିହ୍ନା ଚାଷୀଙ୍କ ଧାନ ପ୍ରଥମେ ଉଠାଉଥିବାରୁ ଚାଷୀ ମହଲରେ ଅସନ୍ତୋଷ…
ଜାତୀୟ ରାଜପଥ କାମ ଅଧାପନ୍ତରିଆ
ନୂଆପଡା ଅଫିସ,୨ା୬- ନୂଆପଡ଼ାର ଲାଇଫ ଲାଇନ କୁହାଯାଉଥିବା ୩୫୩ ନମ୍ବର ଜାତୀୟ ରାଜପଥ କାମ ଯେତିକି ଲମ୍ବି ଚାଲିଛି ଜିଲାବାସୀଙ୍କ ମୁଣ୍ଡ ବ୍ୟଥା ସେତିକି ବଢିଚାଲିଛି ା ଏହାକୁ ନେଇ ବିଭିନ୍ନ ସମୟରେ ଦାବି ପ୍ରତିବାଦ ଚାଲିଥିଲେ ମଧ୍ୟ ଅବସ୍ଥା ଯଥାପୂର୍ବଂ…
ଭଟଲିରେ ରଥଯାତ୍ରା ପ୍ରସ୍ତୁତି, ଜୋରଦାର ଚାଲିଛି ରଥଚକ ନିର୍ମାଣ: ସରକାରୀ ଅନୁଦାନ ମିଳୁ ନ ଥିବା ଅଭିଯୋଗ
ଭଟଲି,୧।୬(ଡି.ଏନ୍.ଏ.): ପଶ୍ଚିମ ଓଡ଼ିଶା ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଛି ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ଧାମ। ଏଠାରେ ପୂଜା ପାଆନ୍ତି ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଶ୍ରୀ ଦଧିବାମନ। ଏହି ପୀଠରେ ମଧ୍ୟ ପୁରୀ ଭଳି ବାରମାସରେ…
ଜିଲାପାଳଙ୍କ ବିନା ଅନୁମୋଦନରେ ୬ କନିଷ୍ଠ କିରାଣିଙ୍କୁ ଡେପୁଟେଶନ୍ରେ ଡିଇଓ ଅଫିସରେ ନିୟୋଜିତ: ଅନିୟମିତତା ସମ୍ପର୍କରେ ଭିଜିଲାନ୍ସ ତଦନ୍ତ ଦାବି
ଭବାନୀପାଟଣା,୧।୬(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ମଞ୍ଜୁରୀପ୍ରାପ୍ତ ୩ କନିଷ୍ଠ କିରାଣି ଓ ୩ ବରିଷ୍ଠ କିରାଣି ପଦବୀ ରହିଛି । ଏହି ପଦବୀରେ ୬ ନିୟମିତ କିରାଣି ଜିଲା ଶିକ୍ଷା କାର୍ଯ୍ୟାଳୟରେ ଅବସ୍ଥାପିତ ହୋଇଥିଲେ ହେଁ ଜିଲାର ବିଭିନ୍ନ…
୧୪ ବର୍ଷର ବାଳିକା ୮ ମାସର ଗର୍ଭବତୀ: ୬୦ ବର୍ଷର ବ୍ୟକ୍ତି କୋର୍ଟ ଚାଲାଣ
ଜୁନାଗଡ଼,୧।୬(ଡି.ଏନ୍.ଏ): କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ଏକ ଅଭାବନୀୟ ଘଟଣା ସମ୍ମୁଖକୁ ଆସିଛି। ୧୪ ବର୍ଷର ବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଜଣେ ୬୦ ବର୍ଷର ବ୍ୟକ୍ତିଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। ସେ ହେଲେ ଡମ୍ବରୁ ମାଝି। ତେବେ ନାବାଳିକା ଜଣକ…
ହସ୍ପିଟାଲରେ ରୋଗୀଛାଡ଼ି ଫେରୁଥିବା ବେଳେ ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରକ: ଡ୍ରାଇଭର ମୃତ
ବଲାଙ୍ଗୀର ଅଫିସ, ୧।୬: ବଲାଙ୍ଗୀର ଜିଲା ରତନପୁର ନିକଟରେ ଶନିବାର ଟ୍ରକ୍ ଧକ୍କାରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ ବେହେରାପାଟି ଗ୍ରାମର ଧନପତି ବଗର୍ତ୍ତି(୪୦)। ବଗର୍ତ୍ତି ୧୦୮ ଆମ୍ବୁଲାନ୍ସ ଯୋଗେ…
ଭୀମ୍ସାର: ଫେରିଯିବ କ୍ୟାନ୍ସର କେୟାର ସେଣ୍ଟର ପାଇଁ ଆସିଥିବା ୪୫ କୋଟି ଟଙ୍କା
ସମ୍ବଲପୁର,୧।୬(ବ୍ୟୁରୋ) ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ(ଭୀମ୍ସାର)ରେ ଏକ କ୍ୟାନ୍ସର କେୟାର ସେଣ୍ଟର ଖୋଲିବା ପାଇଁ ଆସିଥିବା ୪୫ କୋଟି ଟଙ୍କା ଫେରିଯିବ । ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଏହି…
ରୟତି ଜମି ଅଭାବ:ଆବାସ୍ ଯୋଜନାରୁ ବଁଚିତ୍ ଦିବ୍ୟାଙ୍ଗ ମୀନକେତନ
ଅତାବିରା, ୧।୬ (ଡି.ଏନ୍.ଏ): ବରଗଡ଼ ଜିଲା ଅତାବିରା ବ୍ଲକ କୁଲତାଟୁକୁରା ପଁଚେତ୍ ସଦର ଗଁ। ର ମୀନକେତନ ସିଂ(୪୫)। ସେ ଜନମ୍ବେଲେ ଠିକ୍ ଠାକ୍ ଥିଲେ ହେଲେ ପଛେ ରୋଗ୍ରେ ପଡ଼ି ଦୁଇଗୋଡ଼ ଅକାମି ହେଇଗଲା। ଗରିବ୍ ମା’ବାପ୍ ଅନେକ ଡାକ୍ତର…
ସରକାରୀ ସହାଯ୍ ଅପେକ୍ଷାରେ ଡମ୍ବରୁଧର
ଲାଠୋର, ୧ା୬ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର କଲୋନୀ ପଡ଼ାର ଡମ୍ବରୁଧର ନାଗ(୫୮)। ତାକର ପରିବାର କହେଲେ ମାଏକିନା ଯଶୋଦା(୫୨) ଆର ପୁଷିଅଁା ଝି’ କରି ରଖିଥିବାର ସେବତୀ(୧୧)। ଜମିବାଡ଼ି ବଲି କିଛି ନାଇଁ। ଉଭଏ ମାଏଝି ମୁନୁଷ…
ଜିଲାସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ
ଭବାନୀପାଟଣା,୩୧।୫(ଡି.ଏନ.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ବିଶ୍ୱ ତମାଖୁ ବର୍ଜନ ଦିବସ ଶୁକ୍ରବାର ପାଳିତ ହୋଇଛି। ଏହି ଦିବସରେ ସିଡିଏମ୍ଓପିଏଚ୍ଓ ଡ. ବନଲତା ଦେବୀ, ଡ. ନିହାରେନ୍ଦ୍ର ପଣ୍ଡା, ଡ. ସୁଶିଲ ରଥ, ଡ. ମନୋ ମାଝି, ଡ.…

