ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର:ଏକ୍ସ-ରେ ମେଶିନ୍‌ ଅଚଲ, ରୁଗୀ ବାରଦୁଆର

ଡୁଙ୍ଗୁରିପାଲି, ୫ା୬(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଗଲା ୨ ମାସ ହେଲା ଏକ୍ସ-ରେ ମେଶିନ ଅଚଲ ହେଇ ପଡ଼ିରହିଛେ। ଇଥିରଲାଗି ଥାନୀୟ ରୁଗୀ ବଡ଼ଭାରି ଅସ୍‌ବିଧାର ସାମ୍‌ନା କରୁଥିବାର ଅଭିଯୋଗ ହେଉଛେ। ଲୋକ୍‌ ଏକ୍ସ-ରେ ଲାଗି ବରପାଲି, ବରଗଡ଼, ବୁର୍ଲା, ସମ୍ବଲପୁର, ବଲାଙ୍ଗୀର ଯାଇ ହଇରାନ୍‌ ହରକତ୍‌ ହେବାର ସଂଗେ ଅଧ୍‌କା ଟଁକା ଖରଚ୍‌ କରୁଛନ୍‌।
ସୂଚନା ହିସାବେ ରୁଗୀ ସେବା ଉଦେଶ୍‌ରେ ଗଲା ୧.୬.୨୦୧୬ ମସିହାରେ ୧୪ ଲାଖ୍‌ ଟଁକାରେ ଫ୍ୟୁୟନ କମ୍ପାନୀରୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଲାଗି ଗୁଟେ ଏକ୍ସ-ରେ ମେସିନ ଘିନିଯାଇଥିଲା। ହେଲେ ମେଶିନଟା ଗଲା ୨୯.୩.୨୦୧୮ ତାରିଖ୍‌ରୁ ଅଚଲ ହେଇ ପଡ଼ିରହିଛେ। ଯେନ୍‌ଥିରଲାଗି ଥାନୀୟ ରୁଗୀ ଏକ୍ସ-ରେ ଲାଗି ବରପାଲି, ବରଗଡ଼, ବୁର୍ଲା, ସମ୍ବଲପୁର, ବଲାଙ୍ଗୀର ଯାଇ ହଇରାନ୍‌ ହରକତ୍‌ ହେଉଛନ୍‌ ଆର ଅଧ୍‌କା ଟଁକା ପଏସା ସାରୁଛନ୍‌। ଏକ୍ସ-ରେ ମେଶିନ ଅଚଲ ବାବ୍‌ଦେ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫୁ ସୁବର୍ଣ୍ଣପୁର ଜିଲା ମୁଖିଆ ଚିକିସତ୍ା ଅଧ୍‌କାରୀକୁଁ ପତ୍ର ସଂଖ୍ୟା-୧୪୪, ତା.୩.୪.୨୦୧୯ରେ ଅବଗତ କରାଯାଇଛେ। ସେନ୍‌ତା ପତ୍ର ସଂଖ୍ୟା-୫୧୮୪, ତା.୧୫.୫.୨୦୧୯ରେ ସ୍ବାସ୍ଥ୍ୟ କେନ୍ଦ୍ର ତରଫୁ ମେଶିନ ସଜାବାର ଲାଗି ଫ୍ୟୁୟନ କମ୍ପାନୀକେ ଚିଠି କରାଯାଇଛେ। ଇଆଡ଼େ ଗଲା ୨ ମାସ୍‌ରୁ ଅଧ୍‌କା ହେବା ଏକ୍ସ-ରେ ମେଶିନଟା ଅଚଲ ହେଇ ପଡ଼ିଥିଲେ ବି ଜିଲା ସୁଆସ୍‌ତିଅ ବିଭାଗର ଚେତା ନାଇଁ ପସବାର। ଜିଲା ସୁଆସ୍‌ତିଅ ବିଭାଗ ଇ ଦିଗେ ହେନ୍‌ତା କିଛି ଆଏଁଖ୍‌ ଦୁର୍‌ଶିଆ ପଦକ୍ଷେପ ନେଲା ଲେଖେଁ ବି ନାଇଁ ଦିଶବାର। ଯେନ୍‌ଥିରଲାଗି ଅଂଚଲର ରୁଗୀ ଏକ୍ସ-ରେ ଲାଗି ଦୂରିଆ ଜାଗାମାନକୁ ଯାଇ ଅଯଥାରେ ଅଧ୍‌କା ଟଁକା ପଏସା ସାରୁଛନ୍‌। ମଙ୍ଗଲବାର ସହଲା ଗଁାର ଝନେ ମହିଲା ସାନ ନାଏକ(୬୩) ଭୁଜନି ଗୋଡ଼ ଅଁାଠୁ ଅଚଲ ହେବାର ଆଶଁକା କରି ବାହାରେ ୨ଶହ ଟଁକା ଦେଇ ଏକ୍ସ-ରେ କରିଥିବାର କହିଛନ୍‌। ଇ ଅଚଲ ଏକ୍ସ-ରେ ମେଶିନ ବାବ୍‌ଦେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିସତ୍ା ଅଧ୍‌କାରୀ ଡା.ଆଶିଷ କୁମାର ବିଶ୍ୱାଲକୁଁ ପଚରାଲାରୁ ମେଶିନ ସଜାବାର ଲାଗି କମ୍ପାନୀକେ ଚିଠି କରିଛୁଁ। ବହୁତ୍‌ ଜଲ୍‌ଦି କମ୍ପାନୀ ତରଫୁ ମେଶିନ ଠିକ୍‌ କରାଯିବା ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ଜିଲା ମୁଖିଆ ଚିକିସତ୍ା ଅଧ୍‌କାରୀକୁଁ ପଚରାଲାରୁ ଆମରନେ ଲୋକ୍‌ ଅଭାବ୍‌ ସଂଗେ ପରଶିକ୍ଷିତ କରମଚାରୀକର ଘୋର ଅଭାବ ରହିଛେ। ଶୁନ୍‌ବାକେ ମିଲୁଛେ ସରକାର ସବୁ ବ୍ଲକରେ ଏକ୍ସ-ରେ ମେଶିନ ଲଗାବାର ଯୋଜନା କରୁଛନ୍‌। ଇ ବେବସ୍‌ତା ହେଲେ ରୁଗୀମାନେ ବହୁତ୍‌ ଲାଭ ପାଏବେ। ଜିଲା ମୁଖିଆ ଡାକ୍‌ତରଖାନାରେ ୩ ଝନ୍‌ ନ ରେଡିଓଗ୍ରାଫର ଅଛନ୍‌, କରମଚାରୀ ଅଭାବୁ ଭିନେ ଭିନେ ସମିଆରେ ନାନା ସମସିଆ ଦେଖା ଦେଉଛେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ପ୍ରଣବଙ୍କ ମନ୍ତବ୍ୟକୁ ଭାଜପାର କାଉଣ୍ଟର ଆଟାକ

କୁଚିଣ୍ଡା,୨୨ା୪(ବିରଞ୍ଚତ୍ ଦର୍କା):ଗତ ଶନିବାର ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁଚିଣ୍ଡା ଗସ୍ତରେ ଆସି ନବୀନ ପଟ୍ଟନାୟକ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri