ରାସ୍ତାରେ ମୃତ ଶିଶୁକୁ ଝୁଣି ଖାଇଲା କୁକୁର
ବଲାଙ୍ଗୀର ଅଫିସ,୨୧।୬: ବଲାଙ୍ଗୀର ସହର ଜଗନ୍ନାଥପଡ଼ା ରାସ୍ତାରେ ଶୁକ୍ରବାର ସକାଳେ ବୁଲା କୁକୁର ଏକ ମୃତ ଶିଶୁକୁ ଝୁଣି ଖାଉଥିବା ଦେଖିବାକୁ ମିଳିଛି। ସକାଳୁ ଏଭଳି ଦୃଶ୍ୟ ଲୋକଙ୍କୁ ବିଚଳିତ କରିଥିଲା। କୁକୁରଟି ନିକଟସ୍ଥ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରୁ ଏହି…
ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି : ୩୦ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟବନ୍ଦ ଆନ୍ଦୋଳନ
ବଲାଙ୍ଗୀର ଅଫିସ, ୨୧।୬: ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ଚାଲିଥିବା ୪ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ପରିବର୍ଦ୍ଧିତ କରାଯାଇଛି। ଏହି ଆନ୍ଦୋଳନ ଜୁନ୍ ୩୦ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଗୁରୁବାର ଅନୁଷ୍ଠିତ ଜିଲା ଓକିଲ ସଂଘ ପରିବର୍ଦ୍ଧିତ କାର୍ଯ୍ୟନିର୍ବାହୀ କମିଟି…
ଘୋଷଣାରେ ସୀମିତ ଆଦର୍ଶ ଗାଁ: ମଉଲିକ୍ ସୁବିଧାରୁ ବଁଚିତ୍ ଗାଁବାସୀ
ପଦ୍ମପୁର, ୨୧।୬ (ଡି.ଏନ୍.ଏ): ବରଗଡ଼ ଜିଲା ପଦ୍ମପୁର ବ୍ଲକ ଦହିଗଁା ପଁଚେତ୍ର ବ୍ରାହ୍ମଣଡ଼ିହି ଗଁାକେ ୨ ବଛର ଆଗରୁ ମାଲ ମାଲ ଅଫିସରକଁର ଧାର ଲମିଥିଲା। ହଜାର ହଜାର ଲୁକ୍କର ଆଘେ ଘୋଷନା କରାଗଲା ଆଦର୍ଶ ଗଁା। ୧ ହଜାରରୁ ଅଧ୍କା…
ମଣ୍ଡିରୁ ଶୀଘ୍ର ଧାନ ଉଠାଣ ଦାବି: ଚାଷୀଙ୍କ ରାସ୍ତାରୋକୋ
ଜୁନାଗଡ/ଦାସିଗଁା,୨୦।୬(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚିଲଗୁଡା ନୀଳ ମାଧବ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ଥାନୀୟ ଚାଷୀମାନେ ମଣ୍ଡିରୁ ଶୀଘ୍ର ଧାନ ଉଠାଣ କରିବା ଦାବିରେ ଗୁରୁବାର ସକାଳ ୮ଟାରୁ ୯ଟା ଯାଏଁ ରାସ୍ତାରୋକୋ କରିଥିଲେ। ଫଳରେ ଜୁନାଗଡ-କଲମପୁର ମୁଖ୍ୟ ରାସ୍ତା…
ଧାନବୋଝେଇ ଟ୍ରକରେ ଲାଗିଲା ନିଆଁ
ବରଗଡ଼ ଅଫିସ,୨୦ା୬ : ବରଗଡ଼ ଜିଲା ବିଜେପୁର-ଗାଇସିଲେଟ୍ ରାସ୍ତାର ନୂଆଁପାଲି ନିକଟରେ ଗୁରୁବାର ଅପରାହ୍ନରେ ଏକ ଧାନ ବୋଝେଇ ଟ୍ରକ(ଓଆର ୧୩ ଏମ୍ ୧୩୬୨)ରେ ଆକସ୍ମିକ ଭାବେ ନିଆଁ ଲାଗି ଯାଇଥିଲା । ଟ୍ରକର ସମ୍ମୁଖ ଭାଗରେ ନିଆଁ ଲାଗି ଯିବାରୁ…
ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ
ଟିଟଲାଗଡ଼,୨୦।୬(ଡି.ଏନ୍.ଏ.): ବଲାଙ୍ଗିର ଜିଲା ଟିଟଲାଗଡ଼ ବ୍ଲକ ଅନ୍ତର୍ଗତ ବାଗଡ଼େର ଗାମର ରାସ୍ତାକଡରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଘଣ୍ଟବାହାଲି ଗ୍ରାମର ରାଜେନ୍ଦ୍ର ଛତର। ସେ ବୁଧବାର ସନ୍ଧ୍ୟାରୁ ବାଇକ୍ରେ ଘରୁ ବାହାରି ଆଉ ଫେରି ନ…
ସତ୍ କହେଲେ ଭାରପ୍ରାପ୍ତ ଚିକିତ୍ସା ଅଧ୍କାରୀ; ଧରାପଡ଼ଲା ପିଏଚ୍ଇଓକଁର ମିଛ୍
ଲୋଇସିଂହା,୨୦।୬(ଡି.ଏନ.ଏ) ସୁଆସ୍ତିଅ ସଚେତନତାର ଲାଗି ସରକାର ଲାଖ୍ ଲାଖ୍ ଟଁକା ପାଏନ୍ ମିତାର ଖରଚ୍ କରୁଛନ୍। ହେଲେ ବିଭାଗୀୟ ଅଧ୍କାରୀ, କରମ୍ଚାରୀମାନକର ଅବହେଲରୁ ସୁଆସ୍ତିଅ ସଚେତନତା କାଯ୍କରମ ଜନସାଧାରନକଁର ପାସକେ ପୁହୁଁଚି ନାଇଁ ପାରବାର। ଇଆଡ଼େ ସଚେତନତା ଅଭାବୁ ଗାଁଗଁଡ଼ାମାନକେ ନାନା…
ଭତା, ଆବାସ ଯୋଜନାରୁ ବଁଚିତ୍ ଉର୍ବଶୀ
ଲାଠୋର, ୨୦ା୬ (ଡି.ଏନ୍.ଏ): କେନ୍ଦ୍ର ଆର ରାଏଜ୍ ସରକାର ଇନ୍ଦିରା ଗାନ୍ଧୀ, ମଧୁବାବୁ ପେନସନ ଯୋଜନାରେ ବୁଢ଼ାବୁଢ଼ି, ବିଧବା, ଛାର୍ରି, ଦିବ୍ୟାଙ୍ଗମାନକୁ ଭତା ଯୁଗେଇ ଦେଉଛନ୍। ସେନ୍ତା ଗରିବ୍ ଦୁଖି, ନିଅଁାସିମାନକୁ ଆବାସ ଯୋଜନାରେ ପକାଘର ଯୁଗେଇ ଦେଉଛନ୍। ହେଲେ ଅନେକ…
ଯୁବତୀଙ୍କୁ ପ୍ରତାରଣା ଅଭିଯୋଗ
ବଡ଼ଗାଁ, ୧୯।୬ (ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ପାମରା ଗ୍ରାମର ଜନୈକା ଯୁବତୀଙ୍କୁ ପ୍ରତାରଣା କରାଯାଇଥିବା ବୁଧବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗରେ ଦର୍ଶାଯାଇଛି ଯେ, ୨୦୧୫ରୁ ଯୁବତୀଙ୍କ ସହିତ ଚାବୁରୀ ଗ୍ରାମର ସମୀର ସୁନାନୀଙ୍କ ପ୍ରେମ ସମ୍ପର୍କ…
ବୋର୍ଡା ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଋଣ ଘୋଟାଲା : ତଦନ୍ତ ଆରମ୍ଭ
ଭବାନୀପାଟଣା,୧୯ା୬(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ବୋର୍ଡା ଶାଖାରେ ବ୍ୟାଙ୍କ କର୍ମଚାରୀ ଓ ଦଲାଲ ମିଶି ଚାଷୀଙ୍କ ନାମରେ କୃଷିଋଣ ସମେତ ବିଭିନ୍ନ ପ୍ରକାର ଋଣ କରି କୋଟିଏରୁ ଅଧିକ ଟଙ୍କା ଆତ୍ମସାତ୍ କରିଥିବା…
ଠକେଇ ଅଭିଯୋଗରେ ୪ ନକଲି ଖବରଦାତା ଗିରଫ : ବିଭିନ୍ନ ସାମଗ୍ରୀ ଜବତ
ବରଗଡ଼ ଅଫିସ,୧୯ା୬ : ନିଜକୁ ଖବରଦାତାର ପରିଚୟ ଦେଇ ବରଗଡ଼ ଜିଲା ଶିଳ୍ପକେନ୍ଦ୍ରର ଭାରପ୍ରାପ୍ତ ସାଧାରଣ ପରିଚାଳକ ମନୋଜ କୁମାର ଶତପଥୀଙ୍କୁ ପିସ୍ତଲ ଦେଖାଇ ଠକେଇ କରିଥିବା ଅଭିଯୋଗରେ ୪ ଗିରଫ ହେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି ।…
ଡାକ୍ତର ନିଯୁକ୍ତି ଦାବି ନେଇ ଅନଶନରେ ବସିଲେ ସ୍ଥାନୀୟ ଲୋକେ
ବରଗଡ଼ ଅଫିସ,୧୯ା୬: ବରଗଡ଼ ଜିଲା ବିଜେପୁର ସ୍ବାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ଏବଂ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀ ପଦବୀ ଖାଲ ପଡ଼ିଛି । ଫଳରେ ଏଠାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାବେଳେ ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି । ଡାକ୍ତର ଓ…
Archives


