ସମ୍ବଲପୁର

ବିପଦ ଅବସ୍‌ତାରେ ଅଙ୍ଗନଓ୍ବାଡି କେନ୍ଦ୍ର

  ତଳଗଁ।,୯ା.୭ (ଡି.ଏନ୍‌.ଏ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ତଳଗଁ। ପଁଚେତ୍‌ର ଗଣ୍ଡାପାଜୁ ଅଙ୍ଗନଓ୍ବାଡି କେନ୍ଦ୍ର ବିପଦ୍‌ ଅବସ୍‌ତାରେ ରହିଛେ। ଦୁଇ ବଛର ହେଲା ଇ ଅଙ୍ଗନଓ୍ବାଡି କେନ୍ଦ୍ରକେ ପରଶାସନ ଅସୁରକ୍ଷିତ ଘୋଷନା କରିଛେ। ହେଲେ ଇ କେନ୍ଦ୍ରର ଲାଗି ନୂତନ…

ଗଁ। ବାସୀକୁ ଘାରୁଛେ ମ୍ୟାଲେରିଆ ଭଏ

ଲୋଇସିଂହା,୯।୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କର୍ଲିପାଟ ଗଁା ଖୁଲି ଅଲପ ବରଷାରେ ବି କାଦୋ ହେଇଯାଉଛେ। ଏନ୍‌ତାଥି ଗଁାବାସୀ ଯିବାଆଏବାରେ ବଡ଼ଭାରି ଅସବିଧାର ସାମନା କରୁଛନ୍‌। ସମସିଆର ସମାଧାନ ଦିଗେ ପଁଚେତ୍‌ କତୁରପକ୍ଷ ପଦକ୍ଷେପ ନାଇଁ ନେବାର ଲାଗି ଗଁ।…

ଫିଦିନିଅଁ। ରାସ୍‌ତା ଦାବି କଲେ ପରୁଆପଡ଼ାବାସୀ

ଲୋଇସିଂହା,୯।୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କନ୍ଦାଜୁରୀ ପଁଚେତ୍‌ ଅଧୀନ ପରୁଆପଡ଼ାକେ ଫିଦିନିଅଁ। ରାସ୍‌ତା ଖଁଡ଼େ ନଁ। ଇଁନ। ବରଷା ଦିନେ ପଡ଼ାବାସୀ ଯିବାର ଆଏବାର ଲାଗି ଭେବାର କରୁଥିବାର ଚାଲତି ରାସ୍‌ତାଟା କାଦୋ ସରସର ହେଇଯାଉଛେ। ଯେନ୍‌ଥିରଲାଗି ପଡ଼ାର ଛାତ୍ରୀଛାତ୍ର…

ଅବେବସ୍‌ତା ଘେରରେ ହାଟପଦାପଡା ସ୍କୁଲ:ବଖ୍‌ରେ ଘରେ ୯୨ ଛାତ୍ରୀଛତ୍ରକଁର ପାଠ୍‌ପଢ଼ା

ଲାଠୋର, ୯ା୭ (ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ହାଟପଦାପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଲୟ ଅବେବସ୍‌ତା ଘେରରେ ରହିଛେ। ଇଥିରଲାଗି ଛାତ୍ରୀଛାତ୍ର, ଶିକ୍ଷକ ନାନା ସମସିଆର ସାମନା କରୁଥିବାର ଅଭିଯୋଗ ହେଉଛେ।ସୂଚନା ଅନ୍‌ସାରେ ୧୯୭୯ ସାଲେ ଥାପିତ ଇ…

ବନ ମହୋତ୍ସବ:ଗଛ ଲଗାନ୍ତୁ ଜୀବନ ବଞ୍ଚାନ୍ତୁ

କର୍ଲାମୁଣ୍ଡା,୮।୭(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବ୍ରା ଗ୍ରାମପଞ୍ଚାୟତ ଶିଶାଖାଲ ମଶାନ୍‌ମୁଣ୍ଡାଠାରେ ଇଣ୍ଡୋଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି (ଆଇଜିଏସଏସଏସ) ଓ ଉଦ୍ୟାନ ବିଭାଗ କର୍ଲାମୁଣ୍ଡା ପକ୍ଷରୁ ବନମହୋତ୍ସ ସୋମବାର ପାଳିତ ହୋଇଯାଇଛି। ଏହି ଅବସରରେ ଉଦ୍ୟାନ ବିଭାଗ ଓଭରସିୟର ବନଦୁର୍ଗା ହରିଜନ,…

ଗୀତା ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଅଭିଯୁକ୍ତ ଗିରଫ, ବଳାତ୍କାର ପରେ କରାଯାଇଛି ହତ୍ୟା

ସମ୍ବଲପୁର,୮ା୭(ବ୍ୟୁରୋ)-ସମ୍ବଲପୁର ଜିଲା ଠେଲକୋଲି ଥାନା ବୁଧିଆପାଲି ଗ୍ରାମସ୍ଥ ଏକ ବୁଦା ନିକଟରୁ ଝାରସୁଗୁଡା ଜିଲା ପ୍ରତ୍ରାପାଲି ଗ୍ରାମର ଗୀତା ମୁଣ୍ଡା(୨୮)ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସୋମବାର ପୋଲିସ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି। ଗୀତାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୁକ୍ତ…

ମଦ ଦୋକାନରୁ ୪୦ ପେଟି ମଦ ଚୋରି

ସମ୍ବଲପୁର, ୮।୭(ବ୍ୟୁରୋ): ସମ୍ବଲପୁର ଜିଲା ଧମା ଥାନା ଗୁଲୁଣ୍ଡିପାଲି ଗ୍ରାମ ନିକଟରେ ଥିବା ଏବ ବିଦେଶୀ ମଦ ଦୋକାନରୁ ସୋମବାର ଚୋରି ହୋଇଛି। ବିଭିନ୍ନ କିସମର ୪୦ ପେଟି ମଦ ଚୋରି ହୋଇଥିବା ଜଣାପଡ଼ିଛି। ଖବର ପାଇଁ ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ସହ…

ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟି ହତ୍ୟା, ସ୍ବାମୀ ଅଟକ

ସୁନ୍ଦରଗଡ଼,୮।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ସୁବଳିଆ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଘରୋଇ କଳିକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିଛନ୍ତି। ମୃତା ମହିଳାଙ୍କ ନାମ ସୁଶୀଲା ବାଗ (୨୨)। ସୋମବାର ଏ ସମ୍ପର୍କରେ…

ନକଲି କାଗଜପତ୍ରରେ ଋଣ, ୨୯ ଲକ୍ଷ ୪୦ ହଜାର ଟଙ୍କା ହଡ଼ପ : ଫାଇନାନ୍ସ କମ୍ପାନୀର ୨ କର୍ମଚାରୀ ଗିରଫ

ସମ୍ବଲପୁର,୮।୭(ବ୍ୟୁରୋ) : ସ୍ପନ୍ଦନ ନାମକ ଫାଇନାନ୍ସ କମ୍ପାନୀର ୨ଜଣ ଅଧିକାରୀ କମ୍ପାନୀର ୨୯ ଲକ୍ଷ ୪୦ ହଜାର ୬୫ ଟଙ୍କା ଠକେଇ କରିଛନ୍ତି। ସେମାନେ ହେଲେ ଝାରସୁଗୁଡ଼ା ଜିଲା ଲଇକେରା ବ୍ଲକ ଝରିଆବାହାଲର ହେମସାଗର ମରେଇ (୨୭) ଓ କେନ୍ଦୁଝର ଜିଲା…

ରୋଗଣା ମା’ଙ୍କୁ ଜାଳିଦେବା ଘଟଣା : ଅଭିଯୁକ୍ତ ପୁଅ କୋର୍ଟ ଚାଲାଣ

ବଲାଙ୍ଗୀର ଅଫିସ/ ପାଟଣାଗଡ/ ବେଲପଡା, ୮।୭ (ଡି.ଏନ୍‌.ଏ.) : ବଲାଙ୍ଗୀର ଜିଲା ବେଲପଡା ଥାନା ଅନ୍ତର୍ଗତ ରାଡବାହାଲ ଗାଁରେ ଶଯ୍ୟାଶାୟୀ ବୃଦ୍ଧା ମା’ଙ୍କ ଦେହରେ କିରୋସିନ ଢାଳି ଜିଅନ୍ତା ପୋଡିଦେବା ଘଟଣାରେ ପୋଲିସ ଅଭିଯୁକ୍ତ ପୁଅ ସନ୍ତୋଷ ଖର୍ସେଲ (୪୨)ଙ୍କୁ ରବିବାର…

‘ଖୁବ୍‌ଶୀଘ୍ର ଆଉ ୩ ମେଡିକାଲ କଲେଜ’

ଭୁବନେଶ୍ୱର/ସମ୍ବଲପୁର/,୮।୭(ବ୍ୟୁରୋ): ରାଜ୍ୟରେ ଖୁବ୍‌ଶୀଘ୍ର ଆଉ ୩ଟି ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ। ସୁନ୍ଦରଗଡ଼, ପୁରୀ ଓ ତାଳଚେରରେ ମେଡିକାଲ କଲେଜ ସ୍ଥାପନ କରିବାକୁ ରାଜ୍ୟ ସରକାର ସ୍ଥିର କରିଥିବା ରବିବାର ଦିନିକିଆ ସମ୍ବଲପୁର ଗସ୍ତରେ ଆସି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଗଣମାଧ୍ୟମକୁ…

ପିତବାସପୁରରେ ବହପୁଛେ କିଡ଼୍‌ନୀ ରୋଗ୍‌: ଚେତି ଶୁଇଛେ ସୁଆସ୍‌ତିଅ ବିଭାଗ

କୋକସରା, ୮ା୭( ଡି.ଏନ୍‌.ଏ): କୋକସରା ବ୍ଲକ ଲଡ଼ୁଗାଁ ପଁଚେତ୍‌ ପିତବାସପୁର ଗାଁରେ କିଡ଼୍‌ନୀ ରୋଗ୍‌ ବହପିବାରେ ଲାଗିଛେ। ଇ ରୋଗ୍‌ରେ ବଛ୍‌ରେ ଭିତରେ ଝନ୍‌କର ମୁରତୁ ହେଇଥିଲାବେଲେ କଟକ ବଡ଼ ମେଡିକାଲରେ ଝନେ ମୁରତୁ ସଂଗେ ଯୁଝୁଛନ୍‌। ସେନ୍‌ତା ୧୦ରୁ ଅଧ୍‌କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?