ଆବାସ ଯୋଜନା ବାଟବନା:ପଲିଥିନ୍ ଢପା ଭଂଗା ଘରେ ଗରିବ ପରିବାର
ଖପ୍ରାଖୋଲ, ୨୮ା୬(ଡି.ଏନ.ଏ.): ଗରବ୍ ଦୁଖି ପରିବାର ଲାଗି ମୁଡ଼ ଗୁଁଜ୍ବାକେ ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକାଘର, ଇନ୍ଦିରା ଆବାସ, ମୋ କୁଡ଼ିଆ ଲେଖେଁ ଅନେକ ଆବାସ ଯୋଜନା କାଯ୍କାରୀ ହେଉଛେ। ହେଲେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ସହାଜପାଣି ପଁଚେତ୍ ଅଧୀନ…
ଧାନ ବିକ୍ରି ପାଇଁ ଜିଲାପାଳଙ୍କୁ ଭେଟିଲେ ଚାଷୀ: ଟାର୍ଗେଟ ଆସିଲେ ଧାନ ଉଠିବ
ନୂଆପଡା ଅଫିସ,୨୭ା୬: ଆଗାମୀ ୩୦ ତାରିଖରେ ନୂଆପଡ଼ା ଜିଲାରେ ଧାନ କିଣା ଶେଷ ହେବ ବୋଲି ଜିଲା ଯୋଗାଣ ବିଭାଗ କହୁଥିବା ବେଳେ ମିଲର୍ସ ହଜାର ହଜାର କୁଇଣ୍ଟାଲ ଛତଶଗଡରୁ ଧାନ ଆଣି ଫଲସ ଏଣ୍ଟ୍ରି ମାରୁଛନ୍ତି। ଏଣେ ଜିଲାର ଚାଷୀ…
ଅମିତ ଧଳ ଗୁଳିକାଣ୍ଡର ପର୍ଦ୍ଦାଫାଶ : ୪ ଅଭିଯୁକ୍ତ କୋର୍ଟଚାଲାଣ
ଝାରସୁଗୁଡ଼ା ଅଫିସ/ଲଖନପୁର ୨୭ା୬(ଡି.ଏନ୍.ଏ.) : ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ଅମିତ ଧଳ ଗୁଳିକାଣ୍ଡର ୪ଦିନ ପରେ ପୋଲିସ ଘଟଣାର ପର୍ଦ୍ଦାଫାଶ କରିଛି । ଏହି ହତ୍ୟାକାଣ୍ଡରେ ସମ୍ପୁକ୍ତ ଥିବା ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ…
ରାସ୍ତା ତରାର ଜୀବନ୍: ନାଗରିକ୍ର ପରିଚଏ ଖୁଜୁଛେ ବାରବୁଲା ପରିବାର
ଗଣ୍ଡତୁରୁମ, ୨୭।୬ (ଡି.ଏନ୍.ଏ.): ମୁନୁଷ୍ ବଁଚ୍ବାକେ ହେଲେ ଖାଏଦ୍, କପଡ଼ା, ଘର ଖଁଡ଼େ ନିହାତି ଦରକାର। ଇଥିରଲାଗି ସରକାର ଗରିବ୍ ଦୁଖିକର ଲାଗି ଅନେକ୍ ଯୋଜନା କାଯ୍କାରୀ କରୁଛନ୍। ହେଲେ ଆମର ସମାଜରେ ଆଏଜ୍ ବି ଏନ୍ତା ଲୋକ ଅଛନ୍ ଯେନ୍ମାନକର…
କଥା ଦେଇ ପାସ୍ରି ଦେଲା ପରଶାସନ:୬ ମାସ ହେଲା ଗଛ୍ତଲ ହେଇଛେ ପୁନୀର ଠିକନା
ବିନିକା,୨୭ା୬ (ଡି.ଏନ୍.ଏ): ମୁନୁଷ୍ ଜାନିଶୁନି କେଭେ ପାଗଲ ନାଇଁ ହୁଏ। ପରିସ୍ଥିତି ତାହାକେ ଇ ଅବସ୍ତାକେ ପୁହୁଁଚେଇ ଦେସି। ତାର ସୋରସୁତର ନାଇଁ ରହେ, ଯେତେବେଲେ ଯାହାପାରଲା ତାହା କରବା। ଇଥିରଲାଗି ସମାଜ ବି ତାହାକେ ହୀନ ଦୁରୁଷ୍ଟିରେ ଦେଖ୍ସି। ଏନ୍ତା…
ଅନ୍ତର୍ଜାତୀୟ ନିଶା ଅପବ୍ୟବହାର, ଅବୈଧ ଚାଲାଣ ନିରୋଧ ଦିବସ
ଭବାନୀପାଟଣା,୨୬।୬(ଡି.ଏନ.ଏ.): କଳାହାଣ୍ଡି ଜିଲା ପ୍ରଶାସନର ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଓ ଅବକାରୀ ବିଭାଗ ପକ୍ଷରୁ ଭବାନୀପାଟଣାଠାରେ ବୁଧବାର ଅନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ ଚାଲାଣ ନିରୋଧ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ କଳାହାଣ୍ଡି…
ନାଗରିକ ବିକାଶ ସଙ୍ଗଠନ ପକ୍ଷରୁ ତହସିଲଦାରଙ୍କୁ ଫେରାଦ
ଜୁନାଗଡ,୨୬।୬(ଡି.ଏନ.ଏ.): କଳାହାଣ୍ଡି ଜିଲା ନାଗରିକ ବିକାଶ ସଙ୍ଗଠନ ପକ୍ଷରୁ ବୁଧବାର ୫ ଦଫା ଦାବି ନେଇ ଜୁନାଗଡ ତହସିଲଦାରଙ୍କୁ ଫେରାଦ ହୋଇଛନ୍ତି । ଏ ବିଷୟରେ ତହସିଲଦାରଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି। ସ୍ବାଧୀନତାର ୭୨ବର୍ଷ ପରେ ମଧ୍ୟ ଜୁନାଗଡ…
ଭବାନୀପାଟଣାରେ ଖୋଲିବ ଟୁଲ୍ ରୁମ୍ ତାଲିମ କେନ୍ଦ୍ର
ଭବାନୀପାଟଣା,୨୬।୬(ଡି.ଏନ୍.ଏ.): କେନ୍ଦ୍ର ସରକାରଙ୍କ ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶାର ୫ଟି ସ୍ଥାନରେ ଟୁଲ୍ ରୁମ୍ ତାଲିମ କେନ୍ଦ୍ର ଖୋଲିବ। ଏ ନେଇ ଏମ୍ଏସ୍ଏମ୍ଇ ବିଭାଗର ଏକ ଟିମ୍ ଏମ୍କେ ଶତପଥୀଙ୍କ ନେତୃତ୍ୱରେ ଭବାନୀପାଟଣା ଗସ୍ତକରି ଏହି…
ଜାଲ୍ ଟିଡିଆର ଘଟଣା: ବଣ୍ଟି ଅଗ୍ରୱାଲଙ୍କୁ ୨୧ ଦିନ ଜାମିନ
ଭବାନୀପାଟଣା,୨୬।୬(ଡି.ଏନ୍.ଏ.): ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ନକଲି ଟର୍ମ ଡିପୋଜିଟ୍ ରିସିପ୍ଟ (ଟିଡିଆର୍) ପ୍ରସ୍ତୁତ କରି ସରକାରଙ୍କ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗରେ ଭବାନୀପାଟଣାର ସ୍ପେଶାଲ କ୍ଲାସ୍ ଠିକାଦାର ବଣ୍ଟି ଅଗ୍ରୱାଲ ଗିରଫ ହୋଇଥିଲେ। ତେବେ ଏ ନେଇ…
ଦିବ୍ୟାଙ୍ଗ ଭାଇଭହେନ୍ ଘଟ୍ନା:ସାହାଯ୍ର ହାତ ବଢ଼ାଲା ପରଶାସନ
କୋକସରା, ୨୬ା୬ (ଡି.ଏନ୍.ଏ) : କୋକସରା ବ୍ଲକ କାଉଡ଼ୋଲା ପଁଚେତ୍ କାଉଡ଼ୋଲା ଗଁାର ନିଲାମ୍ବର ରାଉତକଁର ପୁଓ ମକରନ୍ଦ(୧୯) ଆର ଝି’ ଭୂମିସୂତା(୧୭) ଜନ୍ମୁ ଦିବ୍ୟାଙ୍ଗ। ଅଭାବ ଅନାଟନ ଲାଗି ମା’ବାପ୍ ଦିବ୍ୟାଙ୍ଗ ପୁଓ ଝି’କେ ଠିକ୍ସେ ଚିକିସତ୍ା କରେଇ ନାଇଁପାରି।…
ଆଟେଣ୍ଡାଣ୍ଟ ଭରସାରେ କୁଦୋପାଲି ଡାକ୍ତରଖାନା
ସୋହେଲା,୨୬ା୬ (ଡି.ଏନ୍.ଏ):ବରଗଡ଼ ଜିଲା ସୋହେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ୧୯୮୯ ସାଲେ କୁଦୋପାଲି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଥାପନ ହେଇଥିଲା। ରାଏଜ୍ ସରକାର ଇ ଡାକ୍ତରଖାନାକେ ମାହାଲିଆ ଉଷୋକଷା ସମେତ ଉନିଆ ସାଜୋସାମାନ ଯୁଗେଇ ଦେଇଛନ୍। ହେଲେ ଦୁଖକର କଥା…
ବଡଗାଁ ତହସିଲରେ ସରକାରୀ ନିୟମ କାମରେ ଆସୁନି: ୨ମାସ ପରେ ମଧ୍ୟ ମିଳୁନାହିଁ ପ୍ରମାଣପତ୍ର
ବଡ଼ଗାଁ, ୨୫।୬ (ଡି.ଏନ.ଏ)- ସରକାର ଲୋକଙ୍କ ସୁବିଧା ପାଇଁ ଅନେକ ନିୟମ ପ୍ରଣୟନ କରି କର୍ମଚାରୀମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ହେଲେ କାର୍ଯ୍ୟରେ ଅବହେଳା କରୁଥିବା କର୍ମଚାରୀମାନେ ଏହାର ଖିଲାପ କରୁଥିଲେ ମଧ୍ୟ ଦୃଢ଼ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଅଭାବରୁ ଚରମ ଅବ୍ୟବସ୍ଥା…
Archives


