ପଞ୍ଚଭୂତରେ ବିଲୀନ ହେଲେ ଶାନ୍ତି ଦେବୀ
ଗୁଣପୁର,(ଡି.ଏନ୍.ଏ.)/ରାୟଗଡ଼ା ଅଫିସ, ୧୮।୧: ଭୂଦାନ ଆନ୍ଦୋଳନର ଅନ୍ୟତମ ପୁରୋଧା ତଥା ପଦ୍ମଶ୍ରୀ ଶାନ୍ତି ଦେବୀଙ୍କ ରବିବାର ବିଳମ୍ବିତ ରାତିରେ ହୃଦ୍ଘାତରେ ପରଲୋକ ଘଟିଛି। ତାଙ୍କୁ ୮୮ବର୍ଷ ହୋଇଥିଲା। ସୋମବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବଂଶଧାରା ନଦୀ କୂଳରେ ଗାର୍ଡ ଅଫ୍...
ବର୍ଷାରେ ଗଜା ହେଲା ଶତାଧିକ ବସ୍ତା ଧାନ
ବିଷମକଟକ,୧୭।୧(ଡି.ଏନ୍.ଏ.) ଖରିଫ ଋତୁରେ ଚାଷୀ ଜମିରେ ଫଳାଇଥିବା ଧାନ ମଣ୍ଡିରେ ବିକ୍ରିକରି ଭଲ ଟଙ୍କା ପାଇବାର ଆଶା ରଖିଥିଲେ। ଅଦିନିଆ ବର୍ଷା ଚାଷୀଙ୍କ ଆଶାକୁ ମାଟିରେ ମିଶାଇ ଦେଇଛି। ମଙ୍ଗଳବାରଠାରୁ ହୋଇଥିବା ଲଗାଣ ବର୍ଷାରେ ଜମିରେ ପଡ଼ିଥିବା ଧାନଫସଲ ଭିଜି ଗଜା...
ପୌରାଧ୍ୟକ୍ଷ ଆସନ ସଂରକ୍ଷଣକୁ ନେଇ ରାୟଗଡ଼ା ରାଜନୀତି ସରଗରମ
ରାୟଗଡ଼ା ଅଫିସ/ଗୁଣପୁର,୧୬।୧(ଡି.ଏନ୍.ଏ.)- ପୌର ପରିଷଦର ଅଧ୍ୟକ୍ଷ ନିର୍ବାଚନ ପାଇଁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ପ୍ରକାଶନର ୧୫ ଦିନ ମଧ୍ୟରେ ନିର୍ଦ୍ଦେଶକଙ୍କ ନିକଟରେ ଆପତ୍ତି ଅଭିଯୋଗ ଗ୍ରହଣ କରିବା ପାଇଁ...
ହାଣ୍ଡି ମାଠିଆ ଧରି ଧାରଣା, ସମସ୍ୟା ସମାଧାନ ନେଇ ଦାବିପତ୍ର
ଗୁଣପୁର,୧୨।୧(ଡି.ଏନ୍.ଏ.) – ରାୟଗଡା ଜିଲା ଗୁଣପୁର ସହର ମହିମା ନଗରଠାରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଏହା ବିରୋଧରେ ଲୋକମାନେ ମଙ୍ଗଳବାର ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଯିବା ସହ ସେଠାରେ ପ୍ରତିବାଦ ଜଣାଇଛନ୍ତି। ଉପଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅଭିଯୋଗ ବାକ୍ସରେ...
ମାଓବାଦୀ ନାଁରେ ବଟି ମାଗୁଥିଲେ
ରାୟଗଡ଼ା ଅଫିସ,୩ା୧: ମାଓବାଦୀଙ୍କ ନାଁରେ ଜଣେ ମିଲ୍ ମାଲିକଙ୍କୁ ଧମକାଇ ବଟି ମାଗିବା ଅଭିଯୋଗରେ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ପୋଲିସ ଜଣେ ଯୁବକଙ୍କୁ ସୋମବାର ଗିରଫ କରିଛି। ସେ ହେଲେ ଶେଷଖାଲ ଥାନା ଅନ୍ତର୍ଗତ ମହାବେକାକେଲି ଗ୍ରାମର ଭରତ ବଚେଲି(୩୭)।...
ଆନ୍ଧ୍ର ସ୍କୁଲରେ ରାୟଗଡ଼ା ପିଲା
ରାୟଗଡ଼ା ଅଫିସ,୩୧ା୧୨: ପିଲା ଅଭାବ ଦର୍ଶାଇ ରାଜ୍ୟ ସରକାର ଅନେକ ସ୍କୁଲ ବନ୍ଦ କଲେ। ପରେ କରୋନା ଯୋଗୁ ଦୀର୍ଘ ୨ ବର୍ଷ ହେଲା ପ୍ରାଥମିକ ସ୍କୁଲଗୁଡ଼ିକ ମଧ୍ୟ ବନ୍ଦ ରହିଛି। ଦୀର୍ଘ ୨ ବର୍ଷ ଧରି ସ୍କୁଲ ବନ୍ଦର...
ରାୟଗଡ଼ା ପିଲା ପଢ଼ୁଛନ୍ତି ଆନ୍ଧ୍ର ସ୍କୁଲରେ
ରାୟଗଡ଼ା ଅଫିସ,୩୧ା୧୨: ପିଲା ଅଭାବ ଦର୍ଶାଇ ରାଜ୍ୟ ସରକାର ଅନେକ ସ୍କୁଲ ବନ୍ଦ କଲେ। ପରେ କରୋନା ଯୋଗୁ ଦୀର୍ଘ ୨ ବର୍ଷ ହେଲା ପ୍ରାଥମିକ ସ୍କୁଲଗୁଡ଼ିକ ମଧ୍ୟ ବନ୍ଦ ରହିଛି। ଦୀର୍ଘ ୨ ବର୍ଷ ଧରି ସ୍କୁଲ ବନ୍ଦର...
ବନ୍ଦ କୋଠରିରୁ ବିବାହିତ ଯୁବକ, ନାବାଳିକାଙ୍କ ମୃତଦେହ ଜବତ
ରାୟଗଡ଼ା ଅଫିସ,୨୯।୧୨: ଗୋଟିଏ ବନ୍ଦ କୋଠରିରୁ ଜଣେ ବିବାହିତ ଯୁବକ ଓ ଜଣେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ରାୟଗଡ଼ା ପୋଲିସ ଜବତ କରିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପ୍ରେମ ବ୍ୟାପାରରୁ ଉଭୟେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତ...
ଘରୁ ମିଳିଲା ବିବାହିତ ଯୁବକ, ନାବାଳିକାଙ୍କ ମୃତଦେହ
ରାୟଗଡ଼ା ଅଫିସ,୨୮।୧୨: ବନ୍ଦ କୋଠରିରୁ ଜଣେ ବିବାହିତ ଯୁବକ ଓ ଜଣେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ରାୟଗଡ଼ା ପୋଲିସ ଜବତ କରିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପ୍ରେମ ବ୍ୟାପାରରୁ ଉଭୟେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତ ପରେ...
ଶିକ୍ଷକଙ୍କୁ ଧାରୁଆ ଅସ୍ତ୍ରରେ ମାରିଲେ ମାନସିକ ବିକୃତ ବ୍ୟକ୍ତି
ରାୟଗଡ଼ା ଅଫିସ,୨୪।୧୨: ରାୟଗଡା ଜିଲା କାଶୀପୁର ବ୍ଲକ ଦୋରାଗୁଡ଼ା ଥାନା ଅନ୍ତର୍ଗତ ତୁରେଇଘାଟି ଗ୍ରାମରେ ଜଣେ ମାନସିକ ବିକୃତ ବ୍ୟକ୍ତିଙ୍କ ଆକ୍ରମଣରେ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତ ଶିକ୍ଷକ ହେଲେ ମୁକୁନ୍ଦ ପ୍ରସାଦ ନାଥଶର୍ମା । ତାଙ୍କ ଘର ଡଙ୍ଗାସିଲ...
ବାଇକ୍-ସ୍କୁଟି ମୁହାଁମୁହିଁ, ଗଲା ୨ ଜୀବନ
ରାୟଗଡ଼ା ଅଫିସ,୧୨ା୧୨: ରାୟଗଡ଼ା ସହର ୩୨୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ବାଇକ୍ ଏବଂ ସ୍କୁଟି ମଧ୍ୟରେ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ଦୁଇ ମୃତକ ହେଲେ ବାଇକ୍ ଚାଳକ...
କ୍ଷେତରୁ ମିଳିଲା ନବଜାତ ଶିଶୁର ମୃତଦେହ
ଟିକିରି,୯।୧୨(ଡି.ଏନ୍.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ସଦରସ୍ଥିତ ନୂଆସାହି ନିକଟ ଜମିରୁ ଏକ ନବଜାତ ଶିଶୁର ମୃତଦେହ ଜବତ କରାଯାଇଛି। ଏ ନେଇ କାଶୀପୁର ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଛି। ସୂଚନା ଅନୁଯାୟୀ, ଜମିରେ...
Archives


