ବର୍ଷା ପୂର୍ବରୁ ରାସ୍ତା ନିର୍ମାଣ ନ ହେଲେ ଆନ୍ଦୋଳନ
ରାୟଗଡ଼ା/ଟିକିରି,୨୩।୨(ସ୍ବ.ପ୍ର./ଡି.ଏନ୍.ଏ.): ରାୟଗଡ଼ା ଜିଲା ଗଠନ ଇତି ମଧ୍ୟରେ ୩୦ ବର୍ଷ ବିତିଯାଇଥିଲେ ମଧ୍ୟ ଏବେବି ଜିଲାର ବହୁ ଅଞ୍ଚଳରେ ଗମନାଗମନ ସୁବିଧା ହୋଇପାରି ନାହିଁ। ଆଜି ବି ଲୋକେ ନଦୀ, ନାଳ ପାରି ହୋଇଯାଉଥିବା ଦେଖିବାକୁ ମିଳୁଛି। ଏନେଇ ବ୍ଲକଠାରୁ ଆରମ୍ଭ…
୪ ଜଣଙ୍କୁ ବିବାହକରି ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଗିରଫ
ରାୟଗଡ଼ା ଅଫିସ/ରାୟଗଡ଼ା(ସ୍ବ.ପ୍ର.),୨୧ା୩- ରାୟଗଡ଼ା ଜିଲା କାଶୀପୁର ବ୍ଲକରେ କାର୍ଯ୍ୟରତ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଗୋପୀନାଥ କିଷାନ ୪ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଚତୁର୍ଥ ସ୍ତ୍ରୀ ସୁନୀତା ମାଧିଆ ଓରଫ ସୁନୀତା କିଷାନଙ୍କ ଅଭିଯୋଗ ପ୍ରକାରେ କନିଷ୍ଠ…
କାଶୀପୁର ବ୍ଲକରେ ୫୦ ଏକର ଫସଲ ନଷ୍ଟ
ରାୟଗଡ଼ା,(ସ୍ବ.ପ୍ର.)/ଟିକିରି (ଡି.ଏନ.ଏ.)୨୦ା୩: ରାୟଗଡ଼ା ଜିଲାର ବିଭିନ୍ନ ସ୍ଥାନରେ ଶନିବାର ପ୍ରବଳ ବର୍ଷା ହୋଇଛି। କାଶୀପୁର ବ୍ଲକରେ ସର୍ବାଧିକ ବର୍ଷା ସହ କୁଆପଥର ମାଡ଼ ହୋଇଥିବାରୁ ଜିଲାର ଅନ୍ୟ ବ୍ଲକ ଅପେକ୍ଷା ଏଠାରେ ଅଧିକ ଫସଲ କ୍ଷୟକ୍ଷତି ହୋଇଛି। କାଶୀପୁର ତହସିଲଦାର ଶରତ…
ଓଡ଼ିଆ ଭାଷାର ବିକାଶ ପାଇଁ ପଦକ୍ଷେପ ନିଆଯାଉନି
ରାୟଗଡା ଅଫିସ,୨୦ା୩: ଏପ୍ରିଲ ୧ ତାରିଖରେ ଓଡ଼ିଶା ଦିବସ। ବ୍ଲକଠାରୁ ଆରମ୍ଭ କରି ଜିଲା ଓ ରାଜ୍ୟସ୍ତରରେ ଏହି ଦିବସ ପାଳନ କରାଯିବ। ଭାଷା ଭିତ୍ତିରେ ପ୍ରଥମ ରାଜ୍ୟ ଗଠନ ଏବଂ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ଇତିମଧ୍ୟରେ ୮ଦଶନ୍ଧିରୁ ଊର୍ଦ୍ଧ୍ୱ…
୩୧ ସୁଦ୍ଧା ପୈଠ ନ ହେଲେ ବିଦ୍ୟୁତ୍ ବିଚ୍ଛିନ୍ନ
ରାୟଗଡ଼ା,୨୦ା୩(ସ୍ବ.ପ୍ର.): ରାଜ୍ୟ ସରକାରଙ୍କ ମଙ୍ଗଳ ବିଭାଗ ଅଧିନରେ ଚାଲିଥିବା ବିଦ୍ୟାଳୟଗୁଡିକରେ ଲକ୍ଷାଧିକ ଟଙ୍କାର ବିଦ୍ୟୁତ ବିଲ ବକେୟା ଥିଲେ ସୁଦ୍ଧା ଠିକ୍ ସମୟରେ ପୈଠ କରାଯାଉନାହିଁ। ମାର୍ଚ୍ଚ ୩୧ ମଧ୍ୟରେ ଏହି ବିଲ ପୈଠ କରା ନ ଗଲେ ବିଦ୍ୟୁତ୍ ବିଚ୍ଛିନ୍ନ…
ପାଣି ପାଇଁ ରାଜରାସ୍ତାରେ ମହିଳା
ଟିକିରି,୨୦।୩: ରାୟଗଡା ଜିଲା କାଶିପୁର ଟିକିରିରେ ଦୀର୍ଘ ୩ ମାସ ହେଲା ପାଣି ସମସ୍ୟା ଦେଖାଦେଇଛି। ଏହାକୁ ବିରୋଧ କରି ରାଜରାସ୍ତାକୁ ମହିଳାମାନେ ଓହ୍ଲାଇଛନ୍ତି। ମହିଳାମାନେ ହାଣ୍ଡି ଏବଂ ବାଲ୍ଟି ଧରି ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି। ପ୍ରଶାସନ ପକ୍ଷରୁ ପ୍ରତ୍ୟେକ…
କାଗଜକଲମରେ ସୀମିତ ପର୍ଯ୍ୟଟନ ବିକାଶ
ରାୟଗଡ଼ା ଅଫିସ,୧୯।୩: ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରା ପର୍ଯ୍ୟଟନ ଦ୍ୱାରା ଜାତି, ରାଷ୍ଟ୍ର ଏବଂ ଜିଲାର ପରିଚୟ ମିଳିଥାଏ। ନିଜର ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାରକରି ପର୍ଯ୍ୟଟନ ସ୍ଥଳୀକୁ ଯାଇ ସେଠାରେ କିଛି ସମୟ ଅତିବାହିତ କଲେ ମନର ଅବସାଦ…
କାଶୀପୁରରେ କୁଆପଥର ବର୍ଷା
ଟିକିରି,୧୮ା୩(ଡି.ଏନ୍.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ଶନିବାର ସନ୍ଧ୍ୟାରେ ପ୍ରବଳ କୁଆପଥର ସହ ବର୍ଷା ହୋଇଛି। ଏହି ସମୟରେ ଗୋରଖପୁରଠାରୁ ମାରିଭଟା ପର୍ଯ୍ୟନ୍ତ କୁଆପଥର ସହ ପ୍ରବଳ ବର୍ଷା ହୋଇଛି। ଫଳରେ କିଛି ସମୟ ପାଇ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ…
କାହାକୁ ମିଳିବ ଉପଖଣ୍ଡ ମାନ୍ୟତା
ରାୟଗଡ଼ା,(ସ୍ବ.ପ୍ର.)/ ରାୟଗଡା ଅଫିସ/ ବିଷମ କଟକ(ଡି.ଏନ୍.ଏ.)୧୮ା୩: ରାୟଗଡ଼ା ଜିଲା ବିଷମକଟକ ବ୍ଲକକୁ ଏନ୍ଏସି ଓ ଉପଖଣ୍ଡ ମାନ୍ୟତା ଦାବି ଜୋର ଧରିଥିବା ବେଳେ ମୁନିଗୁଡ଼ା ବ୍ଲକବାସିନ୍ଦା ମଧ୍ୟ ସମାନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।…
ବାହା ହେବାକୁ ଚାଲିଲେ ୨୮ କିଲୋମିଟର
ରାୟଗଡ଼ା,୧୭ା୩(ସ୍ବ.ପ୍ର.): ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପାଇଁ ଲୋକେ ନାନା ହଇରାଣ ହରକତ ହେଉଛନ୍ତି। ଏପରିକି ବସ୍ ଚଳାଚଳ ବନ୍ଦ ରହିଥିବାରୁ ବରଯାତ୍ରୀଙ୍କୁ ନେଇ ବର ୨୮ କିଲୋମିଟର ଚାଲିଛନ୍ତି। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲା କଲ୍ୟାଣସିଂହପୁର…
ରାୟଗଡ଼ାରେ ‘ଉଗାଦି’ ଉତ୍ସବ ପ୍ରସ୍ତୁତି ଜୋରଦାର
ରାୟଗଡା ଅଫିସ,୧୬/୩: ଆସନ୍ତା ତେଲୁଗୁ ସଂପ୍ରଦାୟର ନବବର୍ଷ ତଥା ‘ଉଗାଦି’ ଉତ୍ସବ ଆସନ୍ତା ୨୨ ତାରିଖରେ ହେବ। ଚଳିତବର୍ଷ ଉଗାଦି ପର୍ବ ପାଳନକୁ ନେଇ ରାୟଗଡା ସହର ଏବେ ଠାରୁ ଚଳଚଞ୍ଚଳ ହୋଇଛି। ପ୍ରଥମ କରି ସହରର ୨ଟି ସ୍ଥାନରେ ତେଲୁଗୁ…
ନବୀକରଣ ହେବ ରେଲଓ୍ବେ ଷ୍ଟେଶନ ରାସ୍ତା
ଟିକିରି,୧୫।୩(ଡି.ଏନ୍.ଏ.): କାଶୀପୁର ବ୍ଲକ ଟିକିରି ରେଲଓ୍ବେ ଷ୍ଟେଶନ ରାସ୍ତାର ନବୀକରଣ ପାଇଁ ସ୍ଥାନୀୟ ତହସିଲଦାର ଶରତ ଶବରଙ୍କ ଉପସ୍ଥିତରେ ଜମି ଚିହ୍ନଟ କରାଯାଇଛି। ରେଲଓ୍ବେ ସହକାରୀ ଯନ୍ତ୍ରୀ ଏବଂ ଟିକିରି ଆର୍ଆଇ ବନମାଳୀ ସାହୁ ପ୍ରମୁଖଙ୍କ ସହିତ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ…
Archives


