ବିଦ୍ୟୁତ୍ ସଂସ୍ପର୍ଶରେ ଆସି ନାବାଳିକାଙ୍କ ଜୀବନ ଗଲା
ଗୁଣୁପୁର,୨୬ା୪(ଡି.ଏନ୍.ଏ.): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗଠଳପଦର ପଞ୍ଚାୟତ କୁକୁରଗୁଡ଼ା ଗାଁରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ନାବାକିକାଙ୍କ ଜୀବନ ଯାଇଛି। ସେ ହେଲେ ପ୍ରିୟାଞ୍ଜଳି ନିମାଲା। ବୁଧବାର ସକାଳେ ପ୍ରିୟାଞ୍ଜଳି ଗାଧୋଇ ସାରି ଡ୍ରେସ ଶୁଖାଇବା ପାଇଁ ନଳକୂଅ ପାଖରେ…
ମିଳୁନି ହଷ୍ଟେଲ, ପାଠପଢ଼ାରୁ ବଞ୍ଚିତ ଛାତ୍ରୀଛାତ୍ର
ବିଷମକଟକ,୨୬।୪ (ଡି.ଏନ୍.ଏ.) ଆଦିବାସୀ ପିଲାମାନେ ଶିକ୍ଷାରୁ ଯେଭଳିି ବଞ୍ଚିତ ନ ହେବେ ସେ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା, କଳାହାଣ୍ଡି, କନ୍ଧମାଳ ଓ ବଲାଙ୍ଗୀର ଜିଲାର…
ବୈଠକରେ ସୀମିତ ମ୍ୟାଲେରିଆ ନିରାକରଣ
ରାୟଗଡା ଅଫିସ,୨୬।୪: ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ସରକାର ପ୍ରତିବର୍ଷ ଜିଲା ଓ ପଞ୍ଚାୟତସ୍ତରରେ ସରକାର ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବାସ୍ତବରେ ତାହା ଫଳପ୍ରଦ ହେଉନାହିଁ। ପ୍ରତିବର୍ଷ କେବଳ ବୈଠକ କରି ସରକାରୀ ଅଧିକାରୀମାନେ କାମ ସାରି ଦେଉଥିବା ଅଭିଯୋଗ…
ଚଢ଼ାଉ ସତ୍ତ୍ୱେ ବନ୍ଦ ହେଉନି ଗଞ୍ଜେଇ କାରବାର
ରାୟଗଡ଼ା(ସ୍ବ.ପ୍ର)/ରାୟଗଡା ଅଫିସ୨୫ା୪: ରାୟଗଡା ସହରଦେଇ ବ୍ୟବସାୟୀମାନେ ଗଞ୍ଜେଇ ନେଇ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ତଥା ରାଜ୍ୟ ବାହାରକୁ ଚୋରାଚାଲାଣ କରୁଥିବା ବେଳେ ସେମାନଙ୍କର ଅବକାରୀ ତଥା ସ୍ଥାନୀୟ ପୋଲିସକୁ ତିଳେମାତ୍ର ଭୟ ନ ଥିବା ଭଳି ଜଣାପଡୁଛି। ଜିଲାରେ ନିୟମିତ ଯାଞ୍ଚ…
ନିଜ ସର୍ଭିସ ରାଇଫଲରୁ ଗୁଳି କରି ଆତ୍ମହତ୍ୟା କଲେ ସେକେଣ୍ଡ ଇନ୍ କମାଣ୍ଡର
ରାୟଗଡ଼ା,୨୫।୪(ସ୍ବ.ପ୍ର.)- ରାୟଗଡ଼ା ସହର ସ୍ଥିତ ସିଆରପିଏଫ ଚତୁର୍ଥ ବାଟାଲିୟନଠାରେ କାର୍ଯ୍ୟରତ ସେକେଣ୍ଡ ଇନ୍ କମାଣ୍ଡ ସୁନୀଲ କୁମାର ଆତ୍ମହତ୍ୟା କରିଛନ୍ତି। ସେ ନିଜ ସର୍ଭିସ ରାଇଫଲରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ତେବେ ଆତ୍ମହତ୍ୟା କରିବାର କାରଣ ଅସ୍ପଷ୍ଟ…
କାଗଜ କଲମରେ ସୀମିତ ନିର୍ଦ୍ଦେଶନାମା
ରାୟଗଡ଼ା, ୨୩।୪: (ସ୍ବ.ପ୍ର.) ୨୦୧୯ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟ ସରକାର ଏକକ ବ୍ୟବହୃତ ପ୍ଲାଷ୍ଟିକ ଓ ପଲିଥିନ୍ ବ୍ୟାନ ନେଇ ଘୋଷଣା କରିଥିଲେ। ଏହା ମଧ୍ୟରେ ୩ବର୍ଷ ବିତି ଯାଇଥିଲେ ସୁଦ୍ଧା ସେ ସବୁର ବ୍ୟବହାର…
ସପ୍ତଗିରିଙ୍କୁ ରିପିଟ୍ କରିପାରେ କଂଗ୍ରେସ
ରାୟଗଡ଼ା, ୨୨।୪: ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡିକ ପକ୍ଷରୁ ଏବେଠୁ ଜୋରଦାର ପ୍ରସ୍ତୁତି ଚାଲିଲାଣି। ଏକଦା କଂଗ୍ରେସର ଗଡ଼ ଥିଲା ରାୟଗଡ଼ା ଜିଲା ଓ କୋରାପୁଟ ସଂସଦୀୟ କ୍ଷେତ୍ର । ଦେଶ ସ୍ବାଧୀନ ହେବା ପରେ ୧୯୫୭ରୁ…
ମହୁଲ ଗୋଟାଳିଙ୍କୁ ମିଳୁନି ଉପଯୁକ୍ତ ମୂଲ୍ୟ
ରାୟଗଡ଼ା,୨୧ା୪(ସ୍ବ.ପ୍ର.): ରାୟଗଡ଼ା ଜିଲାରେ ଗରିବ ଆଦିବାସୀମାନେ ଋତୁକାଳୀନ ପୁଲ ଓ ଫଳକୁ ବିକ୍ରି କରି ନିଜ ପରିବାରର ଗୁଜରାଣ ମେଣ୍ଟାନ୍ତି। ସେମାନେ ଦିନତମାମ କଷ୍ଟ କରି ଏସବୁ ସଂଗ୍ରହ କରୁଥିଲେ ମଧ୍ୟ ଉଚିତ ମୂଲ୍ୟ ପାଉନାହାନ୍ତି। ସରକାର ଉଚିତ ପଦକ୍ଷେପ ନେଉ…
କାଶୀପୁର ବ୍ଲକରେ ପୁଣି ଜନନୀ ଯନ୍ତ୍ରଣା
ଟିକିରି, ୨୦।୪: (ଡି.ଏନ୍.ଏ.) ରାୟଗଡ଼ା ଜିଲା କାଶୀପୁର ବ୍ଳକ ମାଣ୍ଡିବିସି ପଞ୍ଚାୟତ ଜଲାଖୁରା ଗ୍ରାମରେ ପୁଣିଥରେ ଜନନୀ ଯନ୍ତ୍ରଣାର ଦୁଃଖ ଦେଖିବାକୁ ମିଳିଛି। ବସନ୍ତ ନାୟକଙ୍କ ସ୍ତ୍ରୀ ସୁଶୀଳା ଗର୍ଭବତୀ ଥିବାବେଳେ ମଙ୍ଗଳବାର ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ଏହା ପରେ ତାଙ୍କ…
ରାୟଗଡ଼ାରେ ବିଶ୍ୱ ହିନ୍ଦୁ ପରିଷଦର ବନ୍ଦ ସଫଳ
ରାୟଗଡ଼ା(ସ୍ବ.ପ୍ର)/ରାୟଗଡ଼ାଅଫିସ/ ମୁନିଗୁଡ଼ା/ଚନ୍ଦ୍ରପୁର/ ବିଷମକଟକ/ଗୁଣପୁର (ଡି.ଏନ୍.ଏ.), ୨୦।୪: ସମ୍ବଲପୁରରେ ହନୁମାନ ଜନ୍ମୋତ୍ସବ ଉପଲକ୍ଷେ ଚାଲିଥିବା ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ଆକ୍ରମଣ କରାଯିବାରୁ ବହୁ ଲୋକ ଆହତ ହୋଇଥିଲେ। ଏହାର ପ୍ରତିବାଦରେ ରାୟଗଡା ସମେତ ଓଡିଶାର ୧୪ ଜିଲାରେ ବୁଧବାର ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ…
ଫେରିଯିବ ଟଙ୍କା: ଏମ୍ପି, ବିଧାୟକଙ୍କ ଉଦ୍ବେଗ
ରାୟଗଡା ଅଫିସ/ରାୟଗଡ଼ା (ସ୍ବ.ପ୍ର.),୧୯।୪: ରାୟଗଡ଼ା ଜିଲା ପରିଷଦ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଡିଏମ୍ଏଫ ଟ୍ରଷ୍ଟ ବୋର୍ଡ଼ର ୮ମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖଣିଜ ସମ୍ପଦରେ ଭରା ରାୟଗଡାକୁ ମିଳୁଥିବା ଜିଲା ଖଣିଜ ପାଣ୍ଠି ଅନୁଦାନ ଖର୍ଚ୍ଚ ହୋଇ ପାରୁନାହିଁ। ଖଣି ପ୍ରଭାବିତ…
ଠେଲାଗାଡ଼ି ଚାଳକଙ୍କ ଉପରେ ମାଡ଼ିଗଲା କଣ୍ଟେନର: ଉତ୍ତେଜନା
ରାୟଗଡ଼ା,୧୮।୪(ସ୍ବ.ପ୍ର.): ମଙ୍ଗଳବାର ଭୋରରେ ଜଣେ ଠେଲା ଚାଳକଙ୍କ ଉପରକୁ ଚଢ଼ିଗଲା କଣ୍ଟେନର। ରାଉରକେଲାରୁ ବିଶାଖାପାଟଣା ଯାଇଥିବା ଏକ କଣ୍ଟେନର ଭାରସାମ୍ୟ ହରାଇ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଛକ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏପରି କି କଣ୍ଟନରଟି ମାଛ ନେଇ ଆସୁଥିବା…
Archives


