ରାୟଗଡା

ଜୈବିକ ପଦ୍ଧତିରେ ଚାଷ ଦେଇଛି ସଫଳତା

ଦଶମନ୍ତପୁର,୨୧ା୧୧(ଡି.ଏନ୍‌.ଏ.):ଜୈବିକ ପଦ୍ଧତିରେ ଚାଷକରି ଉଦାହରଣ ସୃଷ୍ଟି କରିଛନ୍ତି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଲୁଲା ପଞ୍ଚାୟତ ଗୁଲିମୂଷା ଗ୍ରାମର ଶୋଭା ପ୍ରଧାନୀ। ଏକ୍ଷେତ୍ରରେ ଅଗ୍ରଗାମୀ ସଂସ୍ଥା ତାଙ୍କୁ ସହାୟତା ଯୋଗାଇ ଦେଇଛି। ପୂର୍ବରୁ ରାସାୟନିକ ସାର ବ୍ୟବହାରକରି ଶୋଭା ନିଜ...

ରେରା ନିୟମ ଉଲ୍ଲଂଘନ କରି ଆପାର୍ଟମେଣ୍ଟ

ରାୟଗଡ଼ା ଅଫିସ,୨୧ା୧୧:ରାୟଗଡ଼ା ସହରରେ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଗୃହ ନିର୍ମାଣ ପାଇଁ ସ୍ଥାନର ଅଭାବ ଦେଖାଦେଇଛି। ଫଳରେ ସହରରେ ଆପାର୍ଟମେଣ୍ଟର ଚାହିଦା ବଢ଼ୁଛି। ୫ ବର୍ଷ ମଧ୍ୟରେ ରାୟଗଡ଼ା ସହରରେ ୩୦ରୁ ଊର୍ଦ୍ଧ୍ୱ ଆପାର୍ଟମେଣ୍ଟ ନିର୍ମାଣ ହୋଇଛି। ଏଥିସହ ଏବେ...

ରାସ୍ତା ଅବରୋଧ ଯୋଗୁ ଘଣ୍ଟାଏ ଅଟକିଲା ଆମ୍ବୁଲାନ୍ସ

ରାୟଗଡ଼ା ଅଫିସ,୧୯ା୧୧: ରାଜପଥ ଉପରେ ଗାଡ଼ି ପାର୍କିଂ କରି ଲୋକେ ପିକ୍‌ନିକ୍‌ରେ ମସଗୁଲ ଥିବାବେଳେ ରୋଗୀଙ୍କୁ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ଘଣ୍ଟାଏ ଅଟକି ରହିବାକୁ ପଡ଼ିଥିଲା। ରାୟଗଡ଼ା ସହର ନିକଟସ୍ଥ ହାଲୁଆ ସ୍ଥିତ ଆମ୍ବତୋଟା ନିକଟରେ ଶୁକ୍ରବାର ଏଭଳି...

ବନ୍ଧା ବସ୍ତାରୁ ଗୁରୁତର ମହିଳା ଉଦ୍ଧାର

ଗୁଡାରୀ,୧୬।୧୧(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଡାରୀ ବ୍ଲକ୍‌ ସାନହୁମା ପଞ୍ଚାୟତର କିନିଡ଼ି ଗ୍ରାମ ନିକଟ କପାବାଡ଼ରୁ ବନ୍ଧା ହୋଇଥିବା ବସ୍ତାରୁ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ମଙ୍ଗଳବାର ଉଦ୍ଧାର କରାଯାଇଛି। ସେ ହେଲେ କିନିଡ଼ି ଗ୍ରାମର ମାୟାଦେବୀ ପାଣିଗ୍ରାହୀ(୫୧)। କୌଣସି ବ୍ୟକ୍ତିଙ୍କ...

ଲିମାମେଡା ନିକଟରେ ହାତୀପଲ

ଗୁଣପୁର,୧୫।୧୧(ଡି.ଏନ୍‌.ଏ): ରାୟଗଡା ଜିଲା ଗୁଣପୁର ସହର ନିକଟ ଲିମାମେଡା ଅଞ୍ଚଳରେ ଗତ ସପ୍ତାହ ହେବ ୬ ଟିକିଆ ହାତୀ ପଲ ଚଳପ୍ରଚଳ କରୁଥିବାବେଳେ ସେମାନଙ୍କୁ ଦେଖିବା ପାଇଁ ପ୍ରତିଦିନ ସହରବାସୀଙ୍କ ସମେତ ଆଖାପାଖ ଗ୍ରାମର ଲୋକଙ୍କ ଭିଡ଼ ଜମୁଛି। ଲୋକେ...

ପାଣି ଅଭାବରୁ ଅମଳ ହୋଇପାରୁନି ଖରିଫ ଧାନ

ରାୟଗଡ଼ା ଅଫିସ,୧୪ା୧୧: ଉଠା ଜଳସେଚନ ବିଭାଗର ବୋରଓ୍ବେଲ୍‌ ଖନନ ବିଜ୍ଞାପନକୁ ନେଇ ରାୟଗଡ଼ା ଜିଲା ସଦର ବ୍ଲକ ପେଣ୍ଟା ଗ୍ରାମର ଚାଷୀ ଟଙ୍କା ଜମା କରିଥିଲେ। ହେଲେ ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟକାରୀ ହେଉନାହିଁ। ଫଳରେ ଚାଷ...

ଅଚଳ ଟ୍ରାଫିକ୍‌ ସିଗ୍‌ନାଲ, ସିସିଟିଭି

ରାୟଗଡ଼ା ଅଫିସ,୯।୧୧:  ରାୟଗଡ଼ା ସହର ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ରୂପେ ପରିଚିତ। ଦିନକୁ ଦିନ ଜନସଂଖ୍ୟା ବଢ଼ୁଛି। ହେଲେ ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆସୁନାହିଁ। ସହରରେ ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ନାଁକୁ ମାତ୍ର ଲାଗିଛି...

ପଥରରେ ଛେଚି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ରାୟଗଡା ଅଫିସ,୮।୧୧: ପଥରରେ ଛେଚି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ। ଏଭଳି ଘଟଣା ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁଣି ପଙ୍ଗା ପଞ୍ଚାୟତ କତାଗୁଡା ହରିଜନ ସାହିରେ ଘଟିଛି। ମୃତକ ହେଲେ ରାଧା କୌଶଲ୍ୟା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ...

ଗ୍ରାମାଞ୍ଚଳ ଉଦ୍ୟୋଗୀଙ୍କୁ ପ୍ରେରଣା ଯୋଗାଉଛି ‘ଉଦ୍ୟମୀ’

ଟିକିରି, ୭ା୧୧(ଡି.ଏନ୍‌.ଏ.):ରାୟଗଡ଼ା ଜିଲା କଶୀପୁର ବ୍ଲକ ଟିକିରିସ୍ଥିତ ଉତ୍କଳ ଆଲୁମିନା ଇଣ୍ଟରନ୍ୟାଶନାଲ ଲିମିଟେଡ(ୟୁଏଆଇଏଲ)ର ଉଦ୍ୟମୀ ପ୍ରକଳ୍ପ ଗ୍ରାମାଞ୍ଚଳର ଉଦ୍ୟୋଗୀଙ୍କ ପାଇଁ ପ୍ରେରଣା ସାଜିଛି। ଏହି ପ୍ରକଳ୍ପ ଅନେକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ଜିଲାର ସୁରୁଗଞ୍ଜ ଗ୍ରାମର ସୁରେଶ ନାଏକ ପରିବାର...

ଜଣେ ଝାଡାବାନ୍ତି ଆଉ ଜଣେ କିଡନୀ ରୋଗରେ ମୃତ

ରାୟଗଡା ଅଫିସ, ୭।୧୧: ରାୟଗଡା ବ୍ଲକ ପିତା ମହଲ ପଞ୍ଚାୟତ କନ୍ଧ ଖିଲମ ଗ୍ରାମରେ ୨ ଜଣ ମୃତ୍ୟୁ ଘଟିଛି। ଜଣେ ଝାଡ଼ାବାନ୍ତିରେ ଅନ୍ୟ ଜଣେ କିଡନୀ ଜନିତ ରୋଗରେ ମୃତବରଣ କରିଛନ୍ତି। ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଗୋଷ୍ଟୀଉନୟନ...

କୋଇଲା ବୋଝେଇ ଟ୍ରେନ୍‌ରେ ଅଗ୍ନିକାଣ୍ଡ

ରାୟଗଡ଼ା ଅଫିସ,୬।୧୧: ରାୟଗଡ଼ା ରେଳଷ୍ଟେଶନଠାରେ ରବିବାର ଏକ କୋଇଲା ବୋଝେଇ ଟ୍ରେନ୍‌ରେ ଅଗ୍ନିକାଣ୍ଡ ଘଟିଛି। ବିଶାଖାପାଟଣାରୁ ରାୟଗଡ଼ା ଆସି ଷ୍ଟେଶନରେ ଛିଡା ହୋଇଥିବା ବେଳେ ହଠାତ୍‌ ବଗିରେ ନିଆଁ ଲାଗିଯାଇଥିଲା। ଏନେଇ ଷ୍ଟେଶନ କର୍ତ୍ତୃପକ୍ଷ ଦମକଳ ବାହିନୀକୁ ଖବର ଦେଇଥିଲେ।...

ଡୋକ୍ରା ହସ୍ତଶିଳ୍ପରେ ଜନଜାତି ସଂସ୍କୃତିର କଥା

ରାୟଗଡ଼ା(ଭାଗ୍ୟଶ୍ରୀ ମିଶ୍ର): ରାୟଗଡ଼ା ଜିଲା ନିୟମଗିରି ପାଦଦେଶରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆଙ୍କ କଳା, ସଂସ୍କୃତି, ପରମ୍ପରା ଏବଂ ଜୀବନଶୈଳୀ ନିଆରା। ସ୍ବତନ୍ତ୍ର ବେଶଭୂଷା ଏବଂ ଅଳଙ୍କାର ପାଇଁ ଡଙ୍ଗରିଆମାନେ ରାଜ୍ୟ, ଦେଶ ଏବଂ ବିଦେଶରେ ପରିଚିତ। ଉକ୍ତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri