ଗଣେଶ ମୂର୍ତ୍ତି ବସର୍ଜନ କରିବାକୁ ଯାଇ ନଦୀସ୍ରୋତରେ ଭାସିଗଲେ ଯୁୁବକ
ରାୟଗଡ଼ା,୨୦ା୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ଉପକଣ୍ଠ ଧୁମାଗୁଡ଼ା ଗାଁ ନିକଟ ନାଗାବଳୀ ନଦୀରେ ବୁଧବାର ଏକ ଅଘଟଣ ଘଟିଛି। ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ହେଲେ ମାଙ୍କଡଝୋଲା ବସ୍ତିର ଶ୍ରୀନିବାସ...
୧୮୨୮ ସ୍କୁଲରୁ ୩୭୯ରେ ଦିଆଯାଉଛି ମଧ୍ୟାହ୍ନଭୋଜନ
ରାୟଗଡ଼ା,୧୭।୯ (ଆଶିଷ ରଞ୍ଜନ ପଣ୍ଡା) ୩ ଦଫା ଦାବି ପୂରଣ ପାଇଁ ଆନ୍ଦୋଳନ କରୁଛନ୍ତି ସାରା ରାଜ୍ୟର ଶିକ୍ଷୟିତ୍ରୀ ଶିକ୍ଷକମାନେ। ଫଳରେ ସ୍କୁଲଗୁଡ଼ିକରେ ମଧ୍ୟାହ୍ନଭୋଜନ ପ୍ରଦାନରେ ବ୍ୟାଘାତ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁସାରେ ଜିଲାରେ ଥିବା ୧୮୨୮ ସ୍କୁଲ...
ମିଳୁନି ସ୍ଲଟ୍, ଡାଏଲିସିସ୍ ପାଇଁ କିଡ୍ନୀ ରୋଗୀ ହଇରାଣ
ରାୟଗଡ଼ା,୧୭।୯ (ଭାଗ୍ୟଶ୍ରୀ ମିଶ୍ର )ରାୟଗଡ଼ା ଭଳି ଆଦିବାସୀ ଅଧ୍ୟୁଷିତ ଜିଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଜିଲାର ବିଭିନ୍ନ ବ୍ଲକ୍ରେ କିଡ୍ନୀ ରୋଗରେ ଆକ୍ରାନ୍ତ ଲୋକେ ଡାଏଲିସିସ୍ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବାବେଳେ ଏଠାରେ ଉଚିତ ସ୍ବାସ୍ଥ୍ୟସେବା ନ ପାଇ...
ଜିଲାରେ ଖାଲି ପଡ଼ିଛି ୧୫୦ ଡାକ୍ତର ପଦବୀ
ରାୟଗଡ଼ା,୧୪।୯ (ଆଶିଷ ରଞ୍ଜନ ପଣ୍ଡା)ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାରେ ଚିକିତ୍ସା ସେବାକୁ ଉନ୍ନତମାନର ଓ ତ୍ୱରାନ୍ବିତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ହେଲେ ବାସ୍ତବ ଚିତ୍ର କିଛି ଭିନ୍ନ ଦେଖିବାକୁ ମିଳିଛ। ଜିଲାରେ ୧୫୦...
ଚାଷଜମିରେ ପାଣି, ଫସଲ ନଷ୍ଟ ଆଶଙ୍କା
ପାପଡ଼ାହାଣ୍ଡି/ମଇଦଲପୁର,୧୪।୯(ସ୍ବପ୍ନଜିତ ପଟ୍ଟନାୟକ/ ସଦାଶିବ ଦାସ)ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବୁଧବାର ଘି ଖଣ୍ଡି ନିକଟ ପୋଲ ଉପରେ ପାଣି ଆସିବା ଯୋଗୁ ମଇଦଲପୁରରୁ ମାଝିଗୁଡ଼ା, ସାନବାର୍ଲି ଓ ଝରିଗାଁ...
ରେଳଲାଇନରେ ଖସିଲା ପଥର, ମାଟି ଅତଡ଼ା
ରାୟଗଡ଼ା,୧୪।୯(ଆଶିଷ ରଞ୍ଜନ ପଣ୍ଡା)ରାୟଗଡ଼ା ଜିଲାରେ ବୁଧବାର ପ୍ରବଳ ବର୍ଷା ଯୋଗୁ ରାଉଳି ଓ ଲେଲିଗୁମା ରେଳ ଷ୍ଟେଶନ ମଧ୍ୟରେ ବୁଧବାର ସକାଳ ପ୍ରାୟ ୯ଟା ୩୦ ମିନିଟ୍ରେ ଭୂସ୍ଖଳନ ଘଟିଛି। ପାହାଡ଼ରୁ ପଥର ଓ ମାଟି ଅତଡା ଖସି କୋରାପୁଟ-ରାୟଗଡ଼ା...
୩ ଦଫା ଦାବିରେ ପ୍ରାଥମିକ ଶିକ୍ଷକଙ୍କ ଗଣଧାରଣା
ରାୟଗଡ଼ା,୧୧।୯(ଭାଗ୍ୟଶ୍ରୀ ମିଶ୍ର): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନ ଓଡ଼ଶାଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ଼ା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩ ଦଫା ଦାବିରେ ଶିକ୍ଷୟତ୍ରୀ ଶିକ୍ଷକ ସୋମବାର ଠାରୁ ଗଣ ଧାରଣା ଆରମ୍ଭ କରିଛନ୍ତି। ୧୧ଟି ବ୍ଲକର...
ବିପଦସଙ୍କୁଳ ଅବସ୍ଥାରେ ନାଇପେଟା, ନାଗାବଳୀ ପୋଲ
ରାୟଗଡା,୧୧।୯ (ଭାଗ୍ୟଶ୍ରୀ ମିଶ୍ର ): ରାଜପଥ ବିଭାଗର ଖାମଖିଆଲି ମନୋଭାବ ଯୋଗୁ ବର୍ଷ ବର୍ଷ ଧରି ରାଜପଥଗୁଡ଼ିକର ନିର୍ମାଣ କି ମରାମତି ହେଉନି। ରାୟଗଡ଼ା ଜିଲା ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥ ଦୀର୍ଘଦିନ ହେଲା ମରାମତି ଅଭାବରୁ...
ଥାନା ପରିସରରେ ନଷ୍ଟ ହେଉଛି ଜବତ ଗାଡ଼ି
ରାୟଗଡ଼ା,୧୧।୯(ଆଶିଷ ରଞ୍ଜନ ପଣ୍ଡା): ଅପରାଧ ଘଟାଇବା ପାଇଁ ଅପରାଧୀ ବିଭିନ୍ନ ପ୍ରକାର ଗାଡ଼ି ବ୍ୟବହାର କରୁଛନ୍ତି। ଚୋରି, ଡକାୟତି, ଗଞ୍ଜେଇ ଚାଲାଣ ଆଦି ବିଭିନ୍ନ ଆପରାଧିକ ମାମଲାରେ ବ୍ୟବହୃତ କିମ୍ବା ଦୁର୍ଘଟଣା ଘଟିଥିବା ଦୁଇ ଚକିଆଠାରୁ ଆରମ୍ଭ କରି ଚାରି...
ରାୟଗଡ଼ା ଜିଲା: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଯୋଜନା ବାଟବଣା
ରାୟଗଡ଼ା,୧୦।୯ (ଆଶିଷ ରଞ୍ଜନ ପଣ୍ଡା)ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲାର ଗ୍ରାମାଞ୍ଚଳରେ ପିଲା ଇଂଲିଶରେ ପାଠ ପଢ଼ିବେ ା ଓଡ଼ିଶା ମାଧ୍ୟମିକ ବୋର୍ଡ଼ ପରିବର୍ତ୍ତେ ସିବିଏସଇ ପାଟର୍ନରେ ପାଠ ପଢ଼ାଯିବ ା ଏହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ୨୦୧୮ରେ ଜିଲାରେ...
ଝିଅ ବାହାଘର ପାଇଁ ଥିବା ୬୯ ଗ୍ରାମ୍ ସୁନା ଅଳଙ୍କାର ଚୋରି
ରାୟଗଡ଼ା,୯।୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁରସ୍ଥିତ ଆଜାଦ ନଗର ଏକ ଘରେ କେହି ନ ଥିବା ସୁଯୋଗ ନେଇ ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି । ଘରର ଗ୍ରିଲ ଓ କବାଟ ଭାଙ୍ଗି ଝିଅ ବାହାଝର...
ଫେଲ୍ ମାରିଛିି ସୁନେତ୍ର ଯୋଜନା
ରାୟଗଡ଼ା,୭।୯(ଭାଗ୍ୟଶ୍ରୀ ମିଶ୍ର )ଚକ୍ଷୁ ପରୀକ୍ଷା ଓ ଆବଶ୍ୟକ ସେବା ଯୋଗାଇଦେବା ପାଇଁ ୨୦୧୯ରୁ ରାୟଗଡ଼ା ଜିଲାରେ ସୁନେତ୍ର ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନା ମାଧ୍ୟମରେ ସହାୟକଙ୍କ ସମେତ ବିଭିନ୍ନ ସ୍ବାସ୍ଥ୍ୟ ବିଭାଗର ଟିମ୍ ଗ୍ରାମାଞ୍ଚଳକୁ ଯାଇ ଶିଶୁଙ୍କଠାରୁ ଆରମ୍ଭକରି...
Archives


