ପୁରୀ

ପୁରୀ ବେଳାଭୂମିରେ ଜେଲିଫିସ ଆତଙ୍କ

ପୁରୀ,୯।୪: ଗ୍ରୀଷ୍ମ ଋତୁ ଆରମ୍ଭରେ ସମୁଦ୍ରର ମଜା ନେବା ପାଇଁ ପୁରୀ ବେଳାଭୂମିରେ ଶହଶହ ପର୍ଯ୍ୟଟକ ଭିଡ ଲଗାଉଥିଲା ବେଳେ ଆତଙ୍କ ଖେଲାଇଛନ୍ତି ଜେଲି ଫିସ। ଏଥିସହିତ ଅନେକ ଅଲିଭ ରିଡଲେଙ୍କ ମୃତଦେହ ବି ବେଳାଭୂମିରେ ପଡ଼ି ରହିଛି। ଫଳରେ ବେଳାଭୂମିରେ…

ପୁଣି ଶ୍ରୀ ମନ୍ଦିରର ମୁଖ୍ୟ ପ୍ରଶାସକ ଦାୟିତ୍ୱ ପାଇଲେ ବୀର ବିକ୍ରମ ଯାଦବ

ଭୁବନେଶ୍ୱର,୮।୪: ବଦଳିଲେ ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ। ନୂଆ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ପାଇଲେ ବୀର ବିକ୍ରମ ଯାଦବ । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୯୬ ବ୍ୟାଚର ଆଇଏଏସ୍ ଅଫିସର ହେଉଛନ୍ତି ବୀର…

ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ

ପୁରୀ,୮ା୪(ଅଜିତ୍‌ ମହାନ୍ତି): ଶ୍ରୀକ୍ଷେତ୍ରରୁ ଆରମ୍ଭ ହୋଇଥିଲା ଦେଶର ପ୍ରଥମ ‘ସୁଜଳ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌’ ଯୋଜନା। ପୁରୀ ସହରବାସୀଙ୍କ ସମେତ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବା ସହ ପ୍ଲାଷ୍ଟିକ ପାଣି ବୋତଲ ବ୍ୟବହାର ବନ୍ଦ କରାଇବା…

ଜୈବିକ ଉପାୟରେ କୀଟ ନିୟନ୍ତ୍ରଣ

ପୁରୀ,୬ା୪: ଜୈବିକ ଉପାୟରେ କୀଟ ନିୟନ୍ତ୍ରଣ କିପରି ହୋଇପାରିବ, ତାକୁ ନେଇ ପୁରୀ ଜିଲା ସାତଶଙ୍ଖସ୍ଥିତ ଛତାଘର ପ୍ରଧାନ ସାହିରେ ଥିବା ଅର୍ଗାନିକ ବାୟୋଟେକ୍‌ ଫାର୍ମ ପରିସରରେ ଓଏଫ୍‌ଏସ୍‌ ଆଇଏଫ୍‌ଏସ୍‌ ଓ କର୍ନାଟକ ଆଗ୍ରୋ କେମିକାଲର ମିଳିତ ଉଦ୍ୟମରେ ଏକ ପ୍ରଶିକ୍ଷଣ…

ବିଶ୍ୱଭୂଷଣ ଭାଜପା ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

ଅସ୍ତରଙ୍ଗ,୬ା୪(ପ୍ରଦୀପ୍ତ କୁମାର ଦୀକ୍ଷିତ): ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ବିଶ୍ୱଭୂଷଣ ଦାସ ଦଳରୁ ଇସ୍ତଫା ଦେବା ପରେ ଶୁକ୍ରବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ସେ କାକଟପୁର ନିର୍ବାଚନମଣ୍ଡଳୀରୁ ୨୦୦୯ ଓ ୨୦୧୯ରେ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ଭାବେ ଲଢି…

ବିଧାୟକଙ୍କ ପତ୍ନୀ ସଙ୍ଗୀତାଙ୍କୁ ମିଳିପାରେ ବିଜେଡି ଟିକେଟ୍‌

ନିମାପଡ଼ା,୫ା୪(ରଞ୍ଜନ ପଟ୍ଟନାୟକ): ବର୍ତ୍ତମାନ ପରିସ୍ଥିତିରେ ନିମାପଡ଼ା ବିଜେଡି ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ଦଳୀୟ ଟିକେଟ କାହାକୁ ମିଳିବ ସେ ନେଇ ସସ୍‌ପେନ୍ସ ଲାଗିରହିଛି। ଗୁରୁବାର ଟିକେଟ ଆଶାରେ ଭାଜପା ଛାଡ଼ି ଦିଲୀପ ନାୟକ ବିଜେଡିରେ ଯୋଗଦେଇଥିଲେ। ଶଙ୍ଖଭବନରେ ଆୟୋଜିତ…

ବଢ଼ୁଛି ଚର୍ଚ୍ଚା: ବିଶ୍ୱଭୂଷଣ ହେବେ ଭାଜପା ପ୍ରାର୍ଥୀ !

ଅସ୍ତରଙ୍ଗ,୫ା୪(ପ୍ରଦୀପ୍ତ କୁମାର ଦୀକ୍ଷିତ)- ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ବିଶ୍ୱଭୂଷଣ ଦାସ ଦଳରୁ ଇସ୍ତଫା ଦେବା ପରେ ଶୁକ୍ରବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ସେ କାକଟପୁର ନିର୍ବାଚନମଣ୍ଡଳୀରୁ ୨୦୦୯ ଓ ୨୦୧୯ରେ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ଭାବେ ଲଢି…

ବଦଳିପାରେ ନିମାପଡ଼ା ବିଜେଡି ସମୀକରଣ

ନିମାପଡ଼ା,୫।୪(ରଞ୍ଜନ ପଟ୍ଟନାୟକ):ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରମୁଖ ୩ ଦଳ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରୁ କେବଳ ଭାଜପା ପ୍ରାର୍ଥୀ ଘୋଷଣା କରିଛି। ପ୍ରଭାତୀ ପରିଡ଼ା ଭାଜପାରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିରୁ କିଏ ପ୍ରାର୍ଥୀ ହେବେ ତାହାକୁ ନେଇ…

ପୁରୀରେ ପିଲା ନିଖୋଜ ଘଟଣା ବୃଦ୍ଧିପାଉଛି

ପୁରୀ,୫ା୪(ଅଜିତ୍‌ ମହାନ୍ତି):ପୁରୀ ଜିଲାରେ ପିଲା ନିଖୋଜ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଗତ ୬ବର୍ଷ ମଧ୍ୟରେ ୧୫୦ରୁ ଊର୍ଦ୍ଧ୍ୱ ପିଲା ନିଖୋଜ ହୋଇଥିବା ଜଣାପଡ଼ିଛି। ଗତ ୨୦୧୮ରୁ ୨୦୨୪ ମାର୍ଚ୍ଚ ମାସ ମଧ୍ୟରେ ପୁରୀ ସହର ସମେତ ଜିଲାରେ ୧୮ ବର୍ଷରୁ…

ବଢୁଛି ସଞ୍ଜୟ ଦାସବର୍ମାଙ୍କ ପ୍ରତି ସମର୍ଥନ

ପୁରୀ/ସାକ୍ଷୀଗୋପାଳ, ୪ା୪(ଅଜିତ୍‌ ମହାନ୍ତି/ଭରତ ରାଉତ)ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡି ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ତଥା ସତ୍ୟବାଦୀ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ସଞ୍ଜୟ କୁମାର…

ମହାପ୍ରଭୁଙ୍କ ଆଶୀର୍ବାଦ ନେବାକୁ ଶ୍ରୀମନ୍ଦିରରେ ଉପାସନା

ପୁରୀ,୩।୪(ଅଜିତ୍‌ ମହାନ୍ତି): ବହୁ ଚର୍ଚ୍ଚିତ ପୁରୀର ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରୁ ଭାଜପା ପ୍ରାର୍ଥୀ ହୋଇଛନ୍ତି ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର । ତେବେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବା ପୁର୍ବରୁ ଉପାସନା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ନିଜକୁ ସମର୍ପି ଦେଇଛନ୍ତି। ବୁଧବାର…

ପୁରୀରେ ବିଜେଡିର ବଡ଼ ମିଶ୍ରଣ ପର୍ବ, ସଞ୍ଜୟ ଦାସ ବର୍ମାଙ୍କ ଉପସ୍ଥିତିରେ ସାମିଲ ହେଲେ…

ପୁରୀ,୩।୪(ଅଜିତ୍‌ ମହାନ୍ତି): ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ନିର୍ମଳ ଭାବମୂର୍ତ୍ତି ଓ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମାଙ୍କ ଉପରେ ଆସ୍ଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?