ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍କୁ ଅଣ୍ଡାମାଡ଼: ୩ ଗିରଫ
ପୁରୀ ଅଫିସ,୨୫ା୧୧: ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତବେଳେ ତାଙ୍କ କାରକେଡ୍କୁ ଅଣ୍ଡାମାଡ଼ କରିବା ଅଭିଯୋଗରେ ପୁରୀ ପୋଲିସ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ପୁରୀ ଜିଲା ଭାଜପା ଯୁବମୋର୍ଚ୍ଚା ସଭାପତି ଜୟନ୍ତ କୁମାର ଦାସ, ପ୍ରଦୀପ ପରିଡ଼ା…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଐତିହାସିକ: ମୁଖ୍ୟମନ୍ତ୍ରୀ
ପୁରୀ ଅଫିସ,୨୫ା୧୧: ଶ୍ରୀମନ୍ଦିର ପରିସର ଆଧୁନିକୀକରଣ ହେବାକୁ ଯାଉଛି। ଖୁବ୍ଶୀଘ୍ର ନୂଆ ପ୍ରକଳ୍ପ ଅନୁଯାୟୀ ନୂଆ ରୂପ ନେବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ପୁରୀ ଗସ୍ତରେ ଆସି ଗଜପତିଙ୍କ ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ
ପୁରୀ ଅଫିସ,୨୪ା୧୧: ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳ୍ପାନ୍ୟାସ କରିଛନ୍ତି ଗଜପତି ମହାରାଜ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବୁଧବାର ପୂର୍ବାହ୍ନରେ ଗଜପତି ମହାରାଜ ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଶ୍ରୀମନ୍ଦିର ଚାରିପାଖ ସୁରକ୍ଷା କରିଡର ସହ ସୃଷ୍ଟି ସବୁଜ ବଳୟ ସୃଷ୍ଟି…
ଆଜି ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ
ପୁରୀ ଅଫିସ,୨୪।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିବେ। ଏଥିସହ ମହାଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ଯୋଗଦେବେ। ସେହିପରି ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ଏବଂ ଅନ୍ୟ…
୨୪ରେ ଶ୍ରୀମନ୍ଦିର ପରିକ୍ରମା ଯୋଜନାର ଶିଳାନ୍ୟାସ
ପୁରୀ ଅଫିସ,୨୨।୧୧: ଆସନ୍ତା ୨୪ତାରିଖରେ ଶ୍ରୀମନ୍ଦିର ପରିକ୍ରମା ଯୋଜନାର ଶିଳାନ୍ୟାସ ହେବ। ଏଥିପାଇଁ ସୋମବାରଠାରୁ ବିଧି ଓ ପରମ୍ପରା ଅନୁଯାୟୀ ମହାଯଜ୍ଞ ଆରମ୍ଭ କରାଯିବ। ମହାଯଜ୍ଞରେ ଗଜପତି ମହାରାଜା ଦିବ୍ୟସିଂହ ଦେବ କର୍ତ୍ତା ସାଜିବେ। ତେଣୁ ରବିବାର ଗଜପତି ମହାରାଜାଙ୍କ ଦ୍ୱାରା…
ଚିଲିକା ତଟବର୍ତ୍ତୀ ଅଞ୍ଚଳରେ କଡ଼ା ସୁରକ୍ଷା
କୃଷ୍ଣପ୍ରସାଦ,୨୧ା୧୧(ଡି.ଏନ୍.ଏ): ଶୀତ ପଡ଼ିଲେ ବିଦେଶାଗତ ପକ୍ଷୀଙ୍କ କଳରବରେ ଚିଲିକାର ପରିବେଶ ମୁଖରିତ ହୋଇଉଠେ। ଲକ୍ଷଲକ୍ଷ ପର୍ଯ୍ୟଟକଙ୍କୁ ଏହା ଆକର୍ଷିତ କରିଥାଏ। ଏବେ ଶୀତର ପ୍ରଭାବ ଧିରେ ଧିରେ ବଢୁଥିବାରୁ ପକ୍ଷୀଙ୍କ ସମାଗମ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ପକ୍ଷୀ ଅଭୟାରଣ୍ୟରେ ଖାଦ୍ୟ…
ଭିତର ରତ୍ନଭଣ୍ଡାର ଚାବିକୁ ନେଇ ହଟୁନି ଦ୍ୱନ୍ଦ୍ୱ
ପୁରୀ ଅଫିସ,୨୦।୧୧: ରତ୍ନଭଣ୍ଡାରକୁ ନେଇ ନୂଆ ବିବାଦ ଦେଖାଦେଇଛି। ପୂର୍ବରୁ ରତ୍ନଭଣ୍ଡାର ଚାବି ଘଟଣାରେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟକଳାପ ଉପରେ ସାଧାରଣରେ ଅନେକ ପ୍ରଶ୍ନ ଉଠିସାରିଥିବା ବେଳେ ଶୁକ୍ରବାର ଏକ ସୂଚନା ଅଧିକାର ରିପୋର୍ଟ ଏହି ଚର୍ଚ୍ଚାକୁ…
ଭାସୁଥିବା ଡଙ୍ଗାକୁ ଆଣିବାକୁ ଯାଇ ପୋଖରୀରେ ବୁଡ଼ିଗଲେ ୨ ନାବାଳକ
ପୁରୀ ଅଫିସ,୧୯।୧୧: ପୋଖରୀରେ ଭାସୁଥିବା ଡଙ୍ଗାକୁ ଆଣିବାକୁ ଯାଇ ୨ ନାବାଳକଙ୍କ ମୃତ୍ୟୁ ଘଟିଛି। ଏପରି ହୃଦୟବିଦାରକ ଘଟଣା ପୁରୀ ଜିଲା ନିମାପଡ଼ା ଥାନା ଅଞ୍ଚଳରେ ଘଟିଛି। ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମା ଲାଗି ଆଳିପିଙ୍ଗଳ ଗାଁ ଉତ୍ସବ ମୁଖର ହୋଇଥିଲା। ଡଙ୍ଗା…
ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସୁନାବେଶ
ପୁରୀ ଅଫିସ,୧୯।୧୧ : ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ଶ୍ରୀଜିଉଙ୍କ ଦର୍ଶନ ଉପରେ ପ୍ରଶାସନ ଶୁକ୍ରବାର କଟକଣା ଲଗାଇଛି । ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କର ଦୁର୍ଲଭ ରାଜରାଜେଶର ବେଶ ବା ସୁନାବେଶ ଅନୁଷ୍ଠିତ ହେବ । ଅବକାଶ ନୀତି ଶେଷ ହେବା…
ଲକ୍ଷ୍ମୀନୃସିଂହ ବେଶରେ ମହାପ୍ରଭୁ
ପୁରୀ ଅଫିସ, ୧୯ା୧୧: ପଞ୍ଚକର ଚତୁର୍ଥ ଦିବସ ଅର୍ଥାତ୍ କାର୍ତ୍ତିକ ମାସ ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥିରେ ଗୁରୁବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ (ଡାଳିକିଆ ବେଶ) ଅନୁଷ୍ଠିତ ହୋଇଯାଇଛି। ଶ୍ରଦ୍ଧାଳୁମାନେ ଏହି ବେଶ ଦର୍ଶନ କରି କୃତାର୍ଥ ହୋଇଛନ୍ତି। ପରମ୍ପରା…
ଡଙ୍ଗାରେ ବୁଲି ମୁହାଁଣ ଦେଖିଲେ କେନ୍ଦ୍ର ମନ୍ତ୍ରୀ
କଣାସ,,୧୯ା୧୧(ସ୍ବ.ପ୍ର.): ପୁରୀ ଜିଲା ପ୍ରତିବର୍ଷ ବନ୍ୟା, ବାତ୍ୟା ଭଳି ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଏହି ବିପର୍ଯ୍ୟୟ ଦ୍ୱାରା ବିଶେଷ ଭାବେ କଣାସ ବ୍ଲକ ଅଞ୍ଚଳ ଅଧିକ ଖାଲୁଆ ଅଞ୍ଚଳ ହୋଇଥିବାରୁ ଚାଷ ସହ ଧନଜୀବନ କ୍ଷତି ହେଉଛି। ଏହି ବିପର୍ଯ୍ୟୟର ସ୍ଥାୟୀ…
ଷ୍ଟେଟ୍ବ୍ୟାଙ୍କରେ ଅଗ୍ନିକାଣ୍ଡ, ମ୍ୟାନେଜର ଆହତ
ସାକ୍ଷୀଗୋପାଳ,୧୮।୧୧(ଡି.ଏନ୍.ଏ.): ସାକ୍ଷୀଗୋପାଳ ଷ୍ଟେଟ ବ୍ୟାଙ୍କରେ ଗୁରୁବାର ଅଗ୍ନିକାଣ୍ଡ ଘଟିଛି। ବ୍ୟାଙ୍କର ଉପର ମହଲାରେ ଥିବା ରୋଷେଇ ଘରେ ବ୍ୟବହୃତ ଗ୍ୟାସ୍ ଲିକ୍ ହେବା ଯୋଗୁ ନିଆଁ ଲାଗିଯାଇଥିଲା। ପରେ ଏହି ନିଆଁ ବ୍ୟାଙ୍କର ସମସ୍ତ ରୁମ୍କୁ ବ୍ୟାପି ଯାଇଥିଲା। କର୍ମଚାରୀମାନେ ଭୟଭୀତ…
Archives


