ପୁରୀ

ବେଆଇନ କାର୍ଯ୍ୟକୁ ବିରୋଧ ଜାରି

ପୁରୀ ଅଫିସ,୧୫।୩:ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ କ୍ରମଶଃ ଜଟିଳ ହେବାରେ ଲାଗିଛି। ପ୍ରକଳ୍ପକୁ ଆଶିଂକ ଅନୁମତି ଥିବାବେଳେ ପ୍ରଶାସନ ମନଇଚ୍ଛା ବେଆଇନ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି। ବେଆଇନ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ ବିଭିନ୍ନ ମହଲରେ ଦାବି…

ଚିଲିକା ମଝିରେ ଅଟକିଲା ଭସାପୋଲ

କୃଷ୍ଣପ୍ରସାଦ,୧୪ା୩(ଡି.ଏନ୍‌.ଏ.): ଚିଲିକା ମଝିରେ ଅଟକିଲା ଯାତ୍ରୀବାହୀ ଭସାପୋଲ (ଭେସେଲ)। ରବିବାର ଅପରାହ୍ନ ୫ଟାରେ ଏକ ପର୍ଯ୍ୟଟକ ବସ୍‌, ୧୫ଟି ଦୁଇଚକିଆ ଯାନ ଏବଂ ୩୦ଜଣ ଯାତ୍ରୀଙ୍କୁ ନେଇ ଭସାପୋଲଟି ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଧୀନ ସାତପଡ଼ାରୁ ଚିଲିକାରେ ଜହ୍ନିକୁଦା ଅଭିମୁଖେ…

ଆଜି ଶ୍ରୀମନ୍ଦିରରେ ଫଗୁ ଦଶମୀ

ପୁରୀ ଅଫିସ,୧୩।୩: ଆଜି ଶ୍ରୀମନ୍ଦିରରେ ଫଗୁ ଦଶମୀ । ଏହି ଅବସରରେ ମହାପ୍ରଭୁଙ୍କ ଚାଚେରୀ ବେଶ ଓ ଚାଚେରୀ ଭୋଗ ନୀତି କରାଯିବ । ଠାକୁରେ ଝିମିରି ଫଗୁ, ଚନ୍ଦନ ଓ ପ୍ରସାଦ ଲାଗି ହୋଇ ବନ୍ଦାପନା ହେବ । ଚାଚେରୀ…

ବାତ୍ୟା ନିରୋଧୀ ବନୀକରଣ ସୃଷ୍ଟି କରିବାକୁ ନିର୍ଦ୍ଦେଶ

ପୁରୀ ଅଫିସ,୧୩।୩: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶନିବାର ପୁରୀ ଗସ୍ତରେ ଆସି ଜିଲାରେ ଚାଲିଥିବା ବନୀକରଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଉପକୂଳବର୍ତ୍ତୀ ଜିଲା ହୋଇଥିବାରୁ ପୁରୀରେ ବାତ୍ୟା ନିରୋଧୀ ବନୀକରଣ ସୃଷ୍ଟି କରିବାକୁ ଚାରାରୋପଣ ନିମନ୍ତେ ମୁଖ୍ୟ…

୧୪ ସମିତି ସଭ୍ୟଙ୍କ ସମର୍ଥନରେ ଜିତିଲେ ସୁନୀଲ

ସାକ୍ଷୀଗୋପାଳ, ୧୨।୩(ଡି.ଏନ.ଏ): ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନରେ ସତ୍ୟବାଦୀ ବ୍ଲକରେ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀ ସୁନୀଲ କୁମାର ପଣ୍ଡା ବିଜୟୀ ହୋଇଛନ୍ତି। ସେ ୧୪ ସମିତି ସଭ୍ୟଙ୍କ ସମର୍ଥନ ପାଇଥିଲେ। ତାଙ୍କ ସହିତ ପ୍ରତିଦ୍ବନ୍ଦିତା କରୁଥିବା ଭାଜପା ସମର୍ଥିତ…

ଶ୍ରୀମନ୍ଦିରରୁ ହଟିଲା ରବିବାର କଟକଣା

ପୁରୀ ଅଫିସ,୧୨ା୩: ଶ୍ରୀମନ୍ଦିରରୁ ରବିବାର କଟକଣା ହଟିଛି। ମାର୍ଚ୍ଚ ୨୦ରୁ ଏଣିକି ରବିବାର ବି ଖୋଲା ରହିବ ଶ୍ରୀମନ୍ଦିର। ସବୁଦିନ ଭଳି ଭକ୍ତମାନେ ରବିବାର ସାଧାରଣ ଦର୍ଶନ କରିପାରିବେ। ଛତିଶା ନିଯୋଗ ବୈଠକ ପରେ ପୁରୀ ଜିଲାପାଳ ସମର୍ଥ ବର୍ମା ଏହି…

ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଛାଡିଲେନି ଠାକୁରଙ୍କ ମୂର୍ତ୍ତି ସହ ମୁକୁଟ

ପୁରୀ ଅଫିସ,୧୨।୩: ପୁରୀ ଜିଲା ବୀରନରସିଂହପୁର ଗାଁରେ ଥିବା ଗୋପିନାଥ ମନ୍ଦିରରୁ ଚୋରି ହୋଇଛି। ଅଷ୍ଟଧାତୁରେ ନିର୍ମିତ ବାବା ଗୋପିନାଥଙ୍କ ସହ, ରାଧା, ଦୁର୍ଗା ଓ ଅନ୍ୟ ପାଶର୍‌ବ ଦେବାଦେବୀଙ୍କ ମୂର୍ତ୍ତିକୁ ଦୁର୍ବୃତ୍ତ ନେଇଯାଇନ୍ତି । ଏହାସହ ଠାକୁରଙ୍କ ସୁନା ଓ…

ଆଜି ବସିବ ଛତିଶା ନିଯୋଗ ବୈଠକ, ରବିବାର ଜଗା ଦର୍ଶନ ଉପରେ ହୋଇପାରେ ଆଲୋଚନା

ପୁରୀ ଅଫିସ,୧୨।୩: ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ । ବୈଠକରେ ମହାପ୍ରଭୁଙ୍କ ଦୋଳ ପୂର୍ଣ୍ଣିମା ନୀତି ର୍ନିଘଣ୍ଟ ଉପରେ ମୁଖ୍ୟ ଆଲୋଚନା ହେବ । ଏହା ବ୍ୟତୀତ କୋଭିଡ ସଂକ୍ରମଣ ହାର ହ୍ରାସ ପାଇଥିବାରୁ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଏନ୍‌ଓସି ଦେଇଛି ଏନ୍‌ଏମ୍‌ଏ

ପୁରୀ ଅଫିସ,୧୨।୩: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‌ଏମ୍‌ଏ) ନୋ ଅବ୍‌ଜେକ୍ସ ସାର୍ଟିଫିକେଟ (ଏନ୍‌ଓସି) ଦେଇଥିବାବେଳେ ଆଇନସମ୍ମତ ଭାବେ କାର୍ଯ୍ୟ ଚାଲିଛି ବୋଲି ରାଜ୍ୟ ସରକାର ଶୁକ୍ରବାର ଏକ ପ୍ରେସ୍‌ ବିଜ୍ଞପ୍ତିରେ ସ୍ପଷ୍ଟ କରିଛନ୍ତି। ରାଜ୍ୟ ସରକାରଙ୍କ…

‘୫ ଫୁଟ୍‌ କହି ଖୋଳିଛନ୍ତି ୩୫’

ପୁରୀ ଅଫିସ,୧୨ା୩: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ନେଇ ବିବାଦ ଥମୁନାହିଁ। ଗୋଟିଏ ପଟେ ଏନେଇ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‌ଏମ୍‌ଏ) ଏବଂ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ଅନୁମତି ରହିଛି ବୋଲି ଜିଲା ପ୍ରଶାସନ କହୁଥିବାବେଳେ ଅନ୍ୟ…

ଏନ୍‌ଓସି ଦେଇଛି ଏନ୍‌ଏମ୍‌ଏ: ରାଜ୍ୟ ସରକାର

ପୁରୀ ଅଫିସ,୧୨।୩: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‌ଏମ୍‌ଏ) ନୋ ଅବ୍‌ଜେକ୍ସ ସାର୍ଟିଫିକେଟ (ଏନ୍‌ଓସି) ଦେଇଥିବାବେଳେ ଆଇନସମ୍ମତ ଭାବେ କାର୍ଯ୍ୟ ଚାଲିଛି ବୋଲି ରାଜ୍ୟ ସରକାର ଶୁକ୍ରବାର ଏକ ପ୍ରେସ୍‌ ବିଜ୍ଞପ୍ତିରେ ସ୍ପଷ୍ଟ କରିଛନ୍ତି। ରାଜ୍ୟ ସରକାରଙ୍କ…

ଛାତ୍ରଙ୍କ କଟାମୁଣ୍ଡ ରଖି ରାସ୍ତାରୋକୋ କଲେ ଗ୍ରାମବାସୀ

ପିପିଲି,୧୦ା୩(ଡି.ଏନ୍‌.ଏ.): ରାଜରାସ୍ତାରେ କଟାମୁଣ୍ଡ ରଖି ଗ୍ରାମବାସୀ ପୁରୀ ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥ ପିପିଲି ଟୋଲ ଗେଟ୍‌ ନିକଟରେ ରାସ୍ତାରୋକୋ କରିଛନ୍ତି। ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ କଟାମୁଣ୍ଡ ରଖି ନ୍ୟାୟ ଭିକ୍ଷା କରିଛନ୍ତି ଅଞ୍ଚଳବାସୀ। ଫଳରେ ରାସ୍ତାର ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?