ପୁରୀ

ଆପୋସ ସମାଧାନ ଚାହୁଁଛି: ଶ୍ରୀୟା

ପୁରୀ ଅଫିସ,୨୨।୧: ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅତ୍ୟଧିକ ମଦ ପିଅନ୍ତି। ମଦ ଛାଡ଼ିବାକୁ କହିବା ପରେ ଅକଥନୀୟ ନିର୍ଯାତନା ଦେଉଥିଲେ। ଗୋଇଠା ଓ ମୁଥ ମାରୁଥିଲେ ବୋଲି ପୁରୀରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସ୍ତ୍ରୀ ଶ୍ରୀୟା ମିଶ୍ର କହିଛନ୍ତି। ହ୍ୟୁମାନ…

ଶ୍ରୀକ୍ଷେତ୍ରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ପୁରୀ ଅଫିସ/ନୟାଗଡ଼ ଅଫିସ/ ଦଶପଲ୍ଲା,୨୨।୧(ଡି.ଏନ.ଏ.): ବିଶ୍ୱନିୟନ୍ତା ଦାରୁବିଗ୍ରହଙ୍କ ଚଳିତବର୍ଷ ରଥଯାତ୍ରା ଜୁନ୍‌ ୨୦ରେ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀପଞ୍ଚମୀ ତିଥି ସରସ୍ବତୀ ପୂଜା ଅବସରରେ ରଥଖଳାରେ ରଥକାଠ ଅନୁକୂଳ ବା ପୂଜାର୍ଚ୍ଚନା ହେବ। ତେବେ ଶ୍ରୀପଞ୍ଚମୀ ୨୬ ତାରିଖ ଗୁରୁବାର ପଡୁଥିବାବେଳେ ଏହାର…

ଜୁନ୍‌ ୨୦ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା

ପୁରୀ ଅଫିସ,୨୧।୧: ଜୁନ୍‌ ୨୦ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡାନ୍ତ ତାଲିକା ପ୍ରକାଶ ପାଇଛି। ତାଲିକା ଅନୁଯାୟୀ, ଏପ୍ରିଲ ୨୩ରେ ପବିତ୍ର ଅକ୍ଷୟ ତୃତୀୟା,ସେହିଦିନ ରଥକାଠ ଅନୁକୂଳ କରାଯିବ। ଏହି ଦିନ ମଧ୍ୟ ପ୍ରସିଦ୍ଧ…

‘ଭିଡିଓ କ୍ଲିପ୍‌ ବିକ୍ରି ନେଇ ତଦନ୍ତ କରାଯିବ’

ପୁରୀ ଅଫିସ, ୨୧ା୧: ଶ୍ରୀମନ୍ଦିର ନୋ ଫ୍ଲାଇଂ ଜୋନ୍‌ରେ ଡ୍ରୋନ ଉଡ଼ାଇ ଭିତରବେଢ଼ାର ଭିଡିଓ ଭାଇରାଲ କରିବା ସହ ଏହି କ୍ଲିପ୍‌ ଦେବା ପାଇଁ ଟଙ୍କା ମାଗିବା ଘଟଣାରେ ଅଭିଯୁକ୍ତ ବଙ୍ଗୀୟ ୟୁଟ୍ୟୁବର ଅନିମେଷ ଚକ୍ରବର୍ତ୍ତୀଙ୍କୁ ଗତ ୧୮ ତାରିଖରେ ପୁରୀ…

ଡାକୋଟା ବିମାନକୁ ପୁରୀ ଆଣିବାକୁ ଦାବି

ପୁରୀ ଅଫିସ,୨୦ା୧: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଡାକୋଟା ବିମାନକୁ ପୁରୀ ଆଣିବା ଓ ତାଙ୍କର ଏକ ନୂଆ ସ୍ମୃତି ପୀଠ ସ୍ଥାପନ କରିବାକୁ ଦାବି କରି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଗୁରୁବାର ବିଜୁବାବୁଙ୍କ ଅସ୍ଥି ଥିବା ଅର୍ବାନ ହାଟରେ ଦାବି…

୨୭ରୁ ଶ୍ରୀକ୍ଷେତ୍ର ମହୋତ୍ସବ

ପୁରୀ ଅଫିସ,୨୦ା୧: ଆସନ୍ତା ୨୭ତାରିଖରେ ଶ୍ରୀକ୍ଷେତ୍ର ମହୋତ୍ସବ ଆରମ୍ଭ ହେବ। ଏହି ଉତ୍ସବ ପୁରୀର ଗର୍ବ ଓ ଗୌରବର ପ୍ରତୀକ। ତେଣୁ ଏହାକୁ ଆକର୍ଷଣୀୟ ଭାବେ ପାଳନ କରିବାକୁ ନେଇ ମୋଚିସାହି ନୂଆ ତୋଟା ଜାଗା ଘରରେ ଏକ ପ୍ରସ୍ତୁତି ବୈଠକ…

ଧିମେଇଛି ସ୍ବର: କୋହିନୁର ଆଶା ମଉଳୁଛି

ପୁରୀ ଅଫିସ,୨୦ା୧:ବ୍ରିଟିଶ ସାମ୍ରାଜ୍ୟ ଅଧୀନରେ ଥିବା ବହୁଚର୍ଚ୍ଚିତ କୋହିନୁର ହୀରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏବଂ ଏହାକୁ ତୁରନ୍ତ ନିଜ ଦେଶକୁ ଫେରାଇ ଆଣିବାକୁ କିଛିମାସ ତଳେ ଦାବି ଉଠିଥିଲା। ଏପରିକି ଏ ନେଇ ରାଷ୍ଟ୍ରପତିଙ୍କୁ ଚିଠି ଲେଖିବା ସହ ଅନ୍ତର୍ଜାତୀୟ ଅଦାଲତଙ୍କ…

ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ାଇବା ଘଟଣା: ୟୁଟ୍ୟୁବ୍‌ର ଅନିମେଷ ପଶ୍ଚିମବଙ୍ଗରୁ ଗିରଫ

ପୁରୀ ଅଫିସ, ୧୯ା୧: ଶ୍ରୀମନ୍ଦିର ନୋ ଫ୍ଲାଇଂ ଜୋନ୍‌ରେ ଡ୍ରୋନ୍‌ ଉଡ଼ାଇ ଭିତରବେଢ଼ାର ଭିଡିଓ ଭାଇରାଲ କରିବା ସହ ଟଙ୍କା ମାଗିବା ଘଟଣାରେ ଅଭିଯୁକ୍ତ ବଙ୍ଗୀୟ ୟୁଟ୍ୟୁବ୍‌ର ଅନିମେଷ ଚକ୍ରବର୍ତ୍ତୀଙ୍କୁ ବୁଧବାର ପୁରୀ ପୋଲିସ ଗିରଫ କରିଛି। ପୁରୀ ସିଟି ଡିଏସ୍‌ପି…

ୟୁନିଫର୍ମ ପଲିସି ସରଳୀକରଣ ସହ ଚିଠା ଅନୁମୋଦିତ

ପୁରୀ ଅଫିସ, ୧୮ା୧: ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଲ୍ୟାଣ୍ଡ ସବ୍‌ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଅଧ୍ୟକ୍ଷତା କରିଥିଲେ। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଏଏସ୍‌ଆଇ ଅଧିକାରୀ, ଶ୍ରୀମନ୍ଦିର…

‘ସହରରେ ଅତ୍ୟାଧୁନିକ ଫିଲ୍ମ ହଲ୍‌ ପ୍ରତିଷ୍ଠା କରାଯାଉ’

ପୁରୀ ଅଫିସ, ୧୮ା୧: ଦେଶ ବିଦେଶରେ ପ୍ରଶଂସା ସାଉଁଟିଥିବା ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ମଙ୍ଗଳବାର ପୁରୀ ଟାଉନ ହଲରେ ପ୍ରଦର୍ଶିତ ହୋଇଛି। ଏହାକୁ ମାତ୍ର ୧୦୦ ଟଙ୍କାରେ ଦର୍ଶକମାନେ ଉପଭୋଗ କରିଛନ୍ତି। ପୂର୍ବରୁ ପୁରୀରେ ପ୍ରଶାସନ ପକ୍ଷରୁ ଗୋଟିଏ ଦିନ ନିଶୁଳ୍କ…

ବାଲିରେ ସବୁଠୁ ବଡ଼ ହକି ଷ୍ଟିକ୍‌ ଗଢ଼ିି ବିଶ୍ୱ ରେକର୍ଡ କଲେ ସୁଦର୍ଶନ

ପୁରୀ ଅଫିସ, ୧୭ା୧:ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗତ ୧୦ ତାରିଖରେ ପୁରୁଷ ହକି ବିଶ୍ୱକପ୍‌ ଉଦ୍‌ଘାଟନ ଅବସରରେ କଟକର ମହାନଦୀ ନଦୀ କୂଳରେ ବାଲୁକାରେ ଏକ ବିରାଟ ହକି ଷ୍ଟିକ୍‌ ନିର୍ମାଣ କରିଥିଲେ, ଯାହା ଓ୍ବାର୍ଲଡ ରେକର୍ଡ…

ଶ୍ରୀମନ୍ଦିରରେ ଠେଲାପେଲା: ୨ ଭକ୍ତ ଆହତ

ପୁରୀ ଅଫିସ, ୧୬ା୧:ଶ୍ରୀମନ୍ଦିରରେ ପୁଣି ଘଟିଛି ଅଘଟଣ। ରବିବାର ପ୍ରବଳ ଭିଡ଼ ଯୋଗୁ ଶ୍ରୀମନ୍ଦିର ପରିସରସ୍ଥ ବାହାର କାଠ ନିକଟରେ ଠେଲାପେଲା ଘଟି ୨ଜଣ ଭକ୍ତ ଅଣନିଃଶ୍ୱାସୀ ହୋଇପଡ଼ିବା ସହ ଆହତ ହୋଇଛନ୍ତି। ସେମାନେ ହେଲେ କଟକର ଦିବ୍ୟା ସାହୁ (୧୬)…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri